www.samajalive.in
Saturday, December 6, 2025
26.1 C
Bhubaneswar

ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ, ସ୍ବସ୍ତିକ-ଚିରାଗ ଉପବିଜେତା

ନୂଆଦିଲ୍ଲୀ : ଦିଲ୍ଲୀର କେ.ଡ଼ି ଯାଦବ ଇନଡୋର ହଲରେ ଚାଲିଥିବା ଇଣ୍ଡିଆ ଓପନ ସୁପର-୭୫୦ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ପୁରୁଷ ଯୁଗଳ ବର୍ଗରେ ଭାରତୀୟ ଯୋଡ଼ି ସ୍ବସ୍ତିକ ସାଇରାଜ ରାଙ୍କିରେଡ୍ଡି-ଚିରାଗ ସେଟ୍ଟି ଯୋଡ଼ି ଉପ ବିଜେତା ଆଖ୍ୟା ଅର୍ଜନ କରିଛନ୍ତି। ରବିବାର ଖେଳାଯାଇଥିବା

ପୁରୁଷ ଯୁଗଳ ଫାଇନାଲରେ ସ୍ବସ୍ତିକ ସାଇରାଜ ରାଙ୍କିରେଡ୍ଡି-ଚିରାଗ ସେଟ୍ଟି ଯୋଡ଼ି ୨୧-୧୫, ୧୧-୨୧ ଓ ୧୮-୨୧ରେ ବିଶ୍ବର ୩ ନମ୍ବର ମାନ୍ୟତାପ୍ରାପ୍ତ ଦକ୍ଷିଣ କୋରିଆ ଯୋଡ଼ି କାନ୍‌ ମିଙ୍ଗ ହୁକ୍‌-ସୁଓ ସୁଆଙ୍ଗ ଜି ଯୋଡ଼ିଙ୍କ ନିକଟରୁ ପରାଜିତ ହୋଇଛନ୍ତି। ପୁରୁଷ ଏକକ​‌ ଫାଇନାଲରେ ଚାଇନିଜ୍‌ ତାଇପେର ସି ୱି କି ୨୩-୨୧ ଓ ୨୧-୧୭ରେ ହଂକଂ ଚାଇନାର ଲି ଚିକ୍‌ ୱିଙ୍କୁ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି।

- Advertisement -

ମହିଳା ଏକକ ଫାଇନାଲରେ ତାଇପେର ତାଇ ଜୁ ୱି ୨୧-୧୬ ଓ ୨୧-୧୨ରେ ଚୀନର ଚେନ୍‌ ୱି ଫି ଯୋଡ଼ିଙ୍କୁ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories