ବାସୁଦେବପୁର: ଧାରୁଆ ଅସ୍ତ୍ର ଆକ୍ରମଣରେ ୪ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଏହାକୁ କେନ୍ଦ୍ର କରି ଗୁଆଗଡ଼ିଆ ପଞ୍ଚାୟତ ଚିରଳ ଗାଁରେ ହିଂସା ଦେଖାଦେଇଛି। ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରାଯାଇଛି। ଆକ୍ରମଣ ପଛରେ ରାଜନୈତିକ ଅଭିସନ୍ଧି ଥିବା ସୂଚନା ମିଳିଛି।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!