www.samajalive.in
Friday, December 12, 2025
14.1 C
Bhubaneswar

ମଝି ଚିଲିକାରେ ଡଙ୍ଗାରୁ ଖସି ପଡ଼ିଲେ ଯୁବକ, ଅଗ୍ନିଶମ ବାହିନୀ ଉଦ୍ଧାର କଲା ମୃତଦେହ

ଚିଲିକା: ଶୁକ୍ରବାର ସକାଳୁ ବାଲୁଗାଁ ସାମନ୍ତରାପୁର ଗ୍ରାମର ଯୁବକ କାହ୍ନା ଦିହୁଡି ମାଛମରା ଡ଼ଙ୍ଗା ନେଇ କଂସାରୀ ନଈ ଅଭିମୁଖେ ଯାଉଥିଲେ। ବାଲୁଗାଁ ଜେଟି ଓ କଳିଯୁଗେଶ୍ଵର ପାହାଡ଼ ମଝି ଚିଲିକାରେ କୌଣସି କାରଣ ଯୋଗୁଁ ଡଙ୍ଗାରୁ ଖସିପଡ଼ିଥିଲେ କାହ୍ନା। ଡ଼ଙ୍ଗା ମେସିନ ଫ୍ୟାନରେ ଲାଗିଯିବାରୁ ପାଣି ଭିତରୁ ବାହାରି ନପାରି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଚିଲିକା ମଝିରେ ଡଙ୍ଗା ଭାସୁଥିବା କିଛିଲୋକ ଦେଖିବା ପରେ ବାଲୁଗାଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ କରିଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ମୃତକ କାହ୍ନା ଦିହୁଡି ଜଣେ  ଡ଼ଙ୍ଗା ଚାଳକ ଥିଲେ ଏବଂ ନିୟମିତ ଭାବେ ଡଙ୍ଗା ଚାଳନା କରୁଥିଲେ।

Hot this week

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

Related Articles

Popular Categories