www.samajalive.in
Monday, December 15, 2025
14.1 C
Bhubaneswar

ଉଠା ଜଳସେଚନ ପ୍ରକଳ୍ପରୁ  ଚୋରି

କଲ୍ୟାଣସିଂହପୁର/ସିକରପାଇ:  ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ଅନ୍ତର୍ଗତ ମାଝିଗୁଡ଼ା ଗ୍ରାମପଞ୍ଚାୟତର ବାଳିପଦର ଗ୍ରାମ ଉପକଣ୍ଠ ରେ ନାଗାବଳୀ ନଦୀରୁ ଉଠା ଜଳସେଚନ ବିଭାଗ ତରଫରୁ ଏକ ପ୍ରକଳ୍ପ ସ୍ଥାପନ କରାଯାଇ ଥିଲା। ଏହି ପ୍ରକଳ୍ପ ଦ୍ବାରା ପ୍ରାୟ ୫୦ଏକର ଜମିରେ ସୂର୍ଯ୍ୟମୁଖୀ, ଆଳୁ, ବିଭିନ୍ନ ପ୍ରକାରର ପନିପରିବା ଓ ଅନ୍ୟ ଚାଷ କରାଯାଉଥିଲା । କିନ୍ତୁ ପରିତାପର ବିଷୟ ଯେ, ସାରା ଜିଲାରେ ଚୋରଙ୍କ ପ୍ରାଦୂର୍ଭାବ ଥିବା ବେଳେ, ଏହି ପ୍ରକଳ୍ପରେ ଲାଗିଥିବା ପମ୍ପ, ପାଇପ ଓ ଭଲ୍ଭ ମଧ୍ୟ ନଥିଲା। ଚାଳିତ ମାସ ୨ ତାରିଖ ଦିନ ରାତ୍ର ଉକ୍ତ ପ୍ରକଳ୍ପ ସ୍ଥାନରୁ ୧୫ ହେଚପି  ଲୁବି ମୋଟର, ୪” ଜି ଆଇ ପାଇପ୍ ୧୨ ମିଟର, ୮” ଲୁହା ପାଇପ୍ ପ୍ରାୟ ୨୧୦ ଫୁଟ୍, ଏଆର ଭଲ୍ଭ ୧ ଗୋଟି ଚୋରି କରି ନେଇଥିବା ସଭାପତି ପ୍ରାସ୍କା ଦାଶ୍ରୀୟା ଥାନାରେ ଏତଲା ଦେଇଛନ୍ତି  । ଏହାକୁ ନେଇ ଥାନା ଅଧିକାରୀ ଆଇପିସି ରେ ୩୮୦ଓ ୪୫୭ ଅନୁଯାୟୀ ମାମଲା ରୁଜୁ ସହ ତଦନ୍ତ ଆରମ୍ଭ କରଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories