www.samajalive.in
Friday, December 12, 2025
23.1 C
Bhubaneswar

ରାମଲାଲାଙ୍କ ମୂର୍ତ୍ତିର ରଙ୍ଗ କଳା, କଳାରଙ୍ଗରେ ଝଲସିବେ ଶ୍ରୀରାମ

ଅଯୋଧ୍ୟା : ଅଯୋଧ୍ୟା ରାମ ମନ୍ଦିର ସମ୍ପର୍କରେ ଆସିଲା ବଡ଼ ସୂଚନା। କଳାରଙ୍ଗରେ ଝଲସିବେ ଶ୍ରୀରାମ। ରାମ ଲାଲାଙ୍କ ପ୍ରତିମୂର୍ତ୍ତି ସମ୍ପର୍କରେ ସମ୍ପର୍କରେ ସୂଚନା ଦେଇ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମୁଖ୍ୟ ଚମ୍ପତ ରାୟ ସୂଚନା ଦେଇ କହିଛନ୍ତି ଯେ ପ୍ରତିଷ୍ଠା ପାଇବାକୁ ଯାଉଥିବା ପ୍ରତିମା ରଙ୍ଗ କଳା। କଳା ରଙ୍ଗର ରାମ ଲାଲା ପ୍ରତିମୂର୍ତ୍ତି ମନ୍ଦିରରେ ପୂଜା ପାଇବେ। ଗଢ଼ା ଯାଇଥିବା ୩ଟି ମୂର୍ତ୍ତି ମଧ୍ୟରୁ କଳା ରଙ୍ଗର ରାମଲାଲାଙ୍କ ପ୍ରତିମା ଚୟନ କରାଯାଇଛି। ୫ ବର୍ଷର ବାଳକ ଭାବେ ପୂଜା ପାଇବେ ରାମ ଲାଲା ଏବଂ ଏହି ପ୍ରତିମା ବେଶ ଆକର୍ଷଣୀୟ ହୋଇଛି। କଳା ରଙ୍ଗର ପଥର ପ୍ରତିମା ଉଚ୍ଚତା ରହିଛି ୫୧ ଇଞ୍ଚ ରହିଛି।  ୫୧ ଇଞ୍ଚ ର ଏହି ବିଗ୍ରହର ପ୍ରତିଷ୍ଠା ୨୨ ତାରିଖ ଦିନ ହେବ ବୋଲି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ମୁଖ୍ୟ ଚମ୍ପତ ରାୟ ପ୍ରକାଶ କରିଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories