ପୁଲିସ ଓ ପ୍ରଶାସନକୁ ମାକ୍ସ ବାଣ୍ଟିଲା ପିକକ ସଂଗଠନ

ପାଟଣା : ପାଟଣା ଓ ଘଟଗାଁ ଅଞ୍ଚଳରେ କାର୍ଯ୍ୟରତ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ପିକକ ପକ୍ଷରୁ ଶୁକ୍ରବାର ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ମାକ୍ସ ପ୍ରଦାନ କରାଯାଇଛି। ସଙ୍ଗଠନର ସଂଯୋଜକ ଓ ସ୍ଵେଚ୍ଛାସେବୀମାନେ ପୁଲିସ…
Read More...

ଡରେଇଲା କାଳବୈଶାଖୀର କଳା ବାଦଲ, ମଧ୍ୟାହ୍ନରେ ରାତିର ଭ୍ରମ

ପାଟଣା : ଶୁକ୍ରବାର ମଧ୍ୟାହ୍ନରୁ ଅପରାହ୍ନ ୩ଟା ଯାଏଁ କାଳ ବୈଶାଖୀ ଓ ଘୂର୍ଣ୍ଣିବଳୟର ପ୍ରଭାବରେ ପାଟଣା, ସାହାରପଡା ଓ ଘଟଗାଁ ବ୍ଳକ ଅଞ୍ଚଳରେ ଆକାଶ କଳା ବାଦଲରେ ଢାଙ୍କି ହୋଇଯାଇଥିଲା। ଫଳରେ ସ୍ଥାନୀୟ ଲୋକମାନଙ୍କ ମନରେ…
Read More...

କରୋନା ବିରୋଧରେ ଭାରତୀୟ ଯୁବ ଇଞ୍ଜିନିୟରଙ୍କ ‘ଯୁଦ୍ଧଂ ଦେହି’: ଉଦ୍ଭାବନ କଲେ ୭ ନୂତନ ଯନ୍ତ୍ରାଂଶ

ନୂଆଦିଲ୍ଲୀ : ସମଗ୍ର ବିଶ୍ବରେ ଦେଖାଦେଇଥିବା ମହାମାରୀ କରୋନା ମୁକାବିଲା ପାଇଁ ଅଗ୍ରଣୀ ଟେକ୍‌ନୋଲୋଜି କମ୍ପାନୀ ଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ଭାରତୀୟ ଯୁବ ଇଞ୍ଜିନିୟରମାନେ ମଧ୍ୟ ପଛରେ ନାହାନ୍ତି ।…
Read More...

ନାବାଳକ ଛେଳି ଚରାଳିକୁ ବିଦ୍ୟାଳୟରେ ରଖିଲା ପ୍ରଶାସନ

ପାଟଣା : କେନ୍ଦୁଝର ଜିଲ୍ଲା ପଦ୍ମପୁର ଅଞ୍ଚଳରେ ଘରୋଇ ଛେଳି ଚରାଳି ଭାବେ ରହିଥିବା ଜଣେ ୧୦ ବର୍ଷର ନାବାଳକକୁ ଘର ମାଲିକ ବାହାର କରିଦେବା ପରେ ଆଜି ଏହି ନାବାଳକକୁ ଅସହାୟ ଅବସ୍ଥାରେ ପାଟଣା ବ୍ଲକ୍ ବାଉଁଶୁଳି ଛକରେ…
Read More...

ମେ ୩ ପରେ ରାଜ୍ୟ ବାହାର ଫେରନ୍ତାଙ୍କ ପାଇଁ ପାଟଣା ବ୍ଲକ ପ୍ରଶାସନର ପ୍ରସ୍ତୁତି

ପାଟଣା : ପାଟଣା ବ୍ଲକ ଅଞ୍ଚଳର ୨୦ଟି ଯାକ ପଞ୍ଚାୟତ ମୁଖ୍ୟାଳୟରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ବା ସଙ୍ଗରୋଧ କେନ୍ଦ୍ର କରାଯିବା ସହ ବ୍ଲକ ମୁଖ୍ୟାଳୟ ପାଟଣା କଲେଜରେ ଅତିରିକ୍ତ ଭାବେ ଗୋଟିଏ ସଙ୍ଗରୋଧ କେନ୍ଦ୍ର କରାଯାଇଛି।…
Read More...

ସରକାରୀ ଅର୍ଥ ସାଧାରଣ ଲୋକର ବ୍ୟାଙ୍କ ଖାତାରେ ଜମା ଅଭିଯୋଗ; ତଦନ୍ତ ଆରମ୍ଭ, ଦୁଇ ନିଲମ୍ବିତ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ ସରକାରୀ ସମାଜିକ ସୁରକ୍ଷା ଅର୍ଥ ସାଧାରଣ ଲୋକ ର ବ୍ୟାଙ୍କ ଖାତାରେ ଜମା ହେବା ଘଟଣା ଜଣାପଡିବା ପରେ ବିଭାଗୀୟ ଅଧିକାରୀ ଓ କ୍ୟାସିଅର ଚାକିରୀରୁ ନିଲମ୍ବିତ…
Read More...

ଅଣରାସନ କାର୍ଡଧାରୀ ଖାଉଟିଙ୍କୁ ମିଳିବ କିରୋସିନ

ଭୁବନେଶ୍ବର : କରୋନା ସଂକ୍ରମଣ ରୋକିବାକୁ ରାଜ୍ୟରେ ଲକଡାଉନ ଥିବାରୁ ସାଧାରଣ ଖାଉଟିଙ୍କ ଆବଶ୍ୟକତା ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଣରାସନ କାର୍ଡଧାରୀ ଖାଉଟିଙ୍କୁ କିରୋସିନ ତେଲ ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି।…
Read More...

କରୋନା ଅପଡେଟ୍‌ : ଦେଶରେ ସଂକ୍ରମିତ ସଂଖ୍ୟା ୨୧,୭୦୦ ; ମୃତ୍ୟୁ ସଂଖ୍ୟା ୬୮୬

ନିଆଦିଲ୍ଲୀ : ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ…
Read More...

ମାତ୍ର ୬ ଦିନରେ କରୋନାକୁ ହରାଇଲା ନଅ ମାସର ଶିଶୁ

ଡେରାଡୁନ : ଡେରାଡୁନର ଡୁନ୍ ମେଡିକାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ସଂକ୍ରମିତ ନଅ ମାସର ଶିଶୁ ମାତ୍ର ୬ ଦିନରେ କରୋନା ଯୁଦ୍ଧରେ ବିଜୟଲାଭ କରିଛି। ଉତ୍ତରାଖଣ୍ଡରେ ସବୁଠାରୁ କମ୍ ସମୟରେ କରୋନାକୁ ହରାଇଥିବା…
Read More...

କରୋନାରେ ମଧ୍ୟ ଥମିନି ଯୌନ ନିର୍ଯାତନା : ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ଆଖି ନଷ୍ଟ କଲା ଅଭିଯୁକ୍ତ

ଭୋପାଳ : ମହାମାରୀ କରୋନାକୁ ନେଇ ସମଗ୍ର ଦେଶ ଚିନ୍ତିତ ଥିବା ବେଳେ ଏଭଳି ପରିସ୍ଥିତିରେ ଯୌନ ନିର୍ଯାତନା ଥମିବାର ନାଁ ଧରୁନାହିଁ। ଏକ ୬ ବର୍ଷର ଶିଶୁକନ୍ୟା ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। କେବଳ…
Read More...

ଆପଣଙ୍କ ପିଲା ମଧ୍ୟ ଚାପର ଶିକାର କି? ଜାଣନ୍ତୁ ଲକ୍ଷଣ ଓ ସମାଧାନର ମନ୍ତ୍ର

ଲକଡାଉନ ପରେ ସାମାଜିକ ଦୂରତା ଏବଂ କରୋନା ଖବର ଶୁଣିବା ପରେ ସମସ୍ତେ ଚିନ୍ତିତ ହୋଇ ପଡୁଛନ୍ତି। ବିଶେଷଜ୍ଞ ମତ ହେଲା, ଏଭଳି ପରିସ୍ଥିତିରେ ଭୟର ପ୍ରଭାବ କେବଳ ଲୋକମାନଙ୍କ ଉପରେ ନୁହେଁ, ପିଲାମାନଙ୍କ ଉପରେ ମଧ୍ୟ…
Read More...

ବଡ ଗୁଣର ଅଧିକାରୀ – ବୁଟ ଡାଲି

ଡାଲି ବିନା ଭାରତୀୟ ଖାଦ୍ୟ ଅସମ୍ପୂର୍ଣ୍ଣ। ଡାଲି ଡିସ୍ ଠାରୁ ଆରମ୍ଭ କରି ପୁରଣ ପଲି ଏବଂ ଅନେକ ସୁସ୍ବାଦୁ ଖାଦ୍ୟରେ ବୁଟ ଡାଲି ବ୍ୟବହୃତ ହୁଏ। ଯାହା କେବଳ ସ୍ୱାଦିଷ୍ଟ ତାହା ନୁହେଁ, ପୁଷ୍ଟିକର ଖାଦ୍ୟ ମଧ୍ୟ। - ଏଥିରେ…
Read More...

କରୋନାର ଅଦ୍ଭୁତ ପ୍ରଭାବ: ଚାଇନାର ୨ ଡାକ୍ତରଙ୍କ ଯକୃତ ନଷ୍ଟ ହେବା ପରେ ବଦଳିଲା ଚର୍ମର ରଙ୍ଗ

ବେଜିଂ : ଉହାନରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବାବେଳେ ଦୁଇ ଜଣ ଡାକ୍ତର ୟି ଫ୍ୟାନ୍ ଏବଂ ହୁ ୱାଇଫାଙ୍ଗ ଏହି ମହାମାରୀରେ ସଂକ୍ରମିତ ହୋଇଥିଲେ। କୋଭିଡ -୧୯ ଭାଇରସ କାରଣରୁ ହୁଏତ ଏହି ଡାକ୍ତରମାନଙ୍କର ଯକୃତ ଖରାପ…
Read More...

ବାରାଣାସୀରେ ପ୍ରଥମ ଥର ପାଇଁ ଗଙ୍ଗା ଏତେ ସ୍ବଚ୍ଛ

ବାରାଣାସୀ : ୨୦୧୪ ଏପ୍ରିଲ ୨୪ ତାରିଖରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରାଣାସୀରୁ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ସେ କ୍ଷମତାକୁ ଆସିଲେ ପୁନର୍ବାର ଗଙ୍ଗାକୁ…
Read More...

ଲକଡାଉନ୍ ସମୟରେ ଆର୍ଥିକ ସଙ୍କଟ ଦୂର କରିବା ପାଇଁ ନିଅନ୍ତୁ ୫ଟି ପଦକ୍ଷେପ

ନୂଆଦିଲ୍ଲୀ: ଲକଡାଉନରେ ଲୋକଙ୍କ ଖର୍ଚ୍ଚ ସୀମିତ ହୋଇଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଲୋକମାନେ ଅନ୍ୟ କୌଣସି ଜିନିଷ ପାଇଁ ଖର୍ଚ୍ଚ କରୁନାହାଁନ୍ତି। ଏହି ପରିସ୍ଥିତିରେ ଅର୍ଥନୀତି ଉପରେ ବଡ ପ୍ରଭାବ ପଡିଛି। ବିମାନ…
Read More...

ଲକଡାଉନରେ ଅନଲାଇନର ଗେମ୍ ଖେଳୁଛନ୍ତି ସେଲିବ୍ରେଟି

ମହାମାରୀ କରୋନା ଭାରତ ସମେତ ସମଗ୍ର ବିଶ୍ୱରେ ଲୋକଙ୍କ ଜୀବନଶୈଳୀକୁ ବଦଳାଇ ଦେଇଛି। ଲକଡାଉନ୍ ଘୋଷଣା ପରେ ଘରେ ରହିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। କେବଳ ସାମାଜିକ ଦୂରତା ଏହି ବିପଜ୍ଜନକ ଭୂତାଣୁକୁ ପରାସ୍ତ…
Read More...

ଏନ୍‍ଟିପିସି ମେଡିକାଲ କଲେଜ ଓ ହସ୍ପିଟାଲରେ ୨୦୦ଶଯ୍ୟା ବିଶିଷ୍ଟ କୋଭିଡ୍‍-୧୯ ହେଲ୍‍ଥ ସେଣ୍ଟର ଆରମ୍ଭ

ସୁନ୍ଦରଗଡ଼ : ନିର୍ମାଣଧିନ ଥିବା ଏନ୍‍ଟିପିସି ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜି କୋଭିଡ୍‍-୧୯ର ଦୁଇ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ…
Read More...

ବାଲେଶ୍ୱର କରୋନା ରୋଗୀଙ୍କ ନୀଳଗିରି ଲିଙ୍କ!

ନୀଳଗିରି: ବାଲେଶ୍ୱର ଜିଲାରେ ପ୍ରଥମ କରୋନା ପଜିଟିଭ ରୋଗୀଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଚିହ୍ନଟ କରିବା ପରେ ଏଥିରେ ନୀଳଗିରି ଲିଙ୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ବାଲେଶ୍ୱର ଅଞ୍ଚଳର ସମ୍ପୃକ୍ତ ରୋଗୀଙ୍କୁ ମେଡିକାଲ…
Read More...

କରୋନା ମୁକାବିଲା ପାଇଁ ସାମୂହିକ ପ୍ରାର୍ଥନା; ଭାଲୁକାଶୁଣି ଚର୍ଚ୍ଚରୁ ଧର୍ମଯାଜକଙ୍କ ସମେତ ୩ଗିରଫ

ନୀଳଗିରି: ଦିଲ୍ଲୀ ନିଜାମୁଦ୍ଦିନରେ ସାମୂହିକ ପ୍ରାର୍ଥନା ସ୍ଥଳର ଭୟାବହ ପରିସ୍ଥିତି ସମ୍ପ୍ରତି ଲୋକଙ୍କ ମନରୁ ଅପସରି ନଥିବା ବେଳେ ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଥାନା ଅଞ୍ଚଳରେ ଥିବା ଏକ ଚର୍ଚ୍ଚରେ କରୋନା ମୁକାବିଲା…
Read More...

ପଶ୍ଚିମବଙ୍ଗ ଫେରନ୍ତା ଓଡିଆଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କଂଗ୍ରେସର ଦାବି

ଭୁବନେଶ୍ବର : ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ୨୪ ଜଣ ହେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା। ଏହା ଓଡିଶା ପାଇଁ ଆଉ ଏକ ଉଦବେଗ ଜନକ ବିଷୟ କଂଗ୍ରେସ କହିଛି। କାରଣ ଉତ୍ତର-ଓଡିଶା…
Read More...

ଅମାନିଆ ଆମେରିକୀୟ ଲାଗି ପାଚେରୀ ହୋଇ ଠିଆ ହେଲେ ନର୍ସ-ସ୍ବାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ : ମହାମାରୀ କରୋନା ଆମେରିକାରେ ତାଣ୍ଡବ ରଚିଥିଲେ ମଧ୍ୟ ସ୍ଥାନୀୟ କିଛି ଲୋକ କରୋନା ବିରୋଧୀ ଅସ୍ତ୍ରକୁ ଦମନ କରିବାକୁ ଆଗେଇ ଆସିଛନ୍ତି;  କିନ୍ତୁ ଏଥିରେ ବାଧା ଦେଇଛନ୍ତି ସ୍ଥାନୀୟ ନର୍ସ। ଆମେରିକାରେ…
Read More...

ଦିଲ୍ଲୀର କଣ୍ଟେନମେଣ୍ଟ ଜୋନରେ ଲୋକଙ୍କ ଦାବି – ବିରିୟାନି, ସିଙ୍ଗଡା, ପିଜା

ନୂଆଦିଲ୍ଲୀ : କରୋନା ଭାଇରସ ପାଇଁ ଦିଲ୍ଲୀରେ ୭୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ସରକାର ସ୍ଥାନୀୟ ପ୍ରଶାସନ ଓ ସେଠାରେ ନିୟୋଜିତ ହୋଇଥିବା ପୁଲିସ…
Read More...

ଲକଡାଉନରେ ସବୁଠୁ ବଡ ସାହାରା ଇଣ୍ଟରନେଟ୍, ଆଠ ଦିନରେ ୨୨ ଲକ୍ଷ ଜିବି ଖର୍ଚ୍ଚ କଲେ ବିହାରବାସୀ

ନୂଆଦିଲ୍ଲୀ : ଲକଡାଉନ ସମୟରେ ଭାରତ ସମେତ ବିଶ୍ବର ସମସ୍ତ ଲୋକଙ୍କ ପାଇଁ ସବୁଠୁ ବଡ ସାହାରା ପାଲଟିଛି ଇଣ୍ଟରନେଟ୍। ଘରେ ବନ୍ଦୀ ହୋଇ ରହିଥିବା ଲୋକମାନେ ଇଣ୍ଟରନେଟ୍ ମାଧ୍ୟମରେ ଦିନ ବିତାଉଛନ୍ତି। କେହି କେହି ଅନଲାଇନ୍…
Read More...

ଅସହାୟଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ଆଇଆଇଏମ ସମ୍ବଲପୁର

ସମ୍ବଲପୁର: କରୋନା ସଂକ୍ରମଣ ଭୟରେ ଲକ୍‌ଡାଉନ ଯୋଗୁ ସମ୍ବଲପୁର ଅଂଚଳରେ ବହୁ ଗରିବ ଅସହାୟ ଲୋକେ ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ଆଇଆଇଏମ ସମ୍ବଲପୁର। ସଂସ୍ଥା ପକ୍ଷରୁ ଲୋକଙ୍କୁ…
Read More...

ସଫଦରଜଙ୍ଗ ହସ୍ପିଟାଲରେ ଜଣେ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲା ଡିଆରଏଫ ଟିମ୍

ନୂଆଦିଲ୍ଲୀ : ସଫଦରଜଙ୍ଗ ହସ୍ପିଟାଲରେ ହାଡ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ରୋଗୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଦିଲ୍ଲୀ ଅଗ୍ନିଶମ ସେବା (ଡିଆରଏଫ) ଟିମ୍ ତାଙ୍କୁ ଉଦ୍ଧାର କରି ପୁଣି ସେହି ବିଭାଗରେ ଭର୍ତ୍ତି…
Read More...

ବିଦେଶୀଙ୍କୁ ସ୍ବଦେଶ ପଠାଇବା ପ୍ରସଙ୍ଗ : ହସ୍ତକ୍ଷେପ କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ଲକଡାଉନ ଜାରି ରହିଛି। ଦେଶ ଭିତରେ ଓ ବିଦେଶକୁ କୌଣସି ଯାତ୍ରିବାହୀ ବିମାନ ଚଳାଚଳ କରୁନାହିଁ। ପ୍ରଥମ ଦଫା ଲକଡାଉନ ପରେ ଦ୍ବତୀୟ ଦଫାରେ ମେ ୩ ତାରିଖ ପର୍ୟ୍ୟନ୍ତ…
Read More...

ଆସନ୍ତା କାଲିଠୁ ଭିମସାରରେ କରୋନା ପରୀକ୍ଷା – ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା

ବୁର୍ଲା : ବର୍ତ୍ତମାନର କରୋନା ଭୟାବହତାକୁ ତଥା କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ର ନେଇ ବୁର୍ଲା ଭିମସାରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତାକାଲି ଠାରୁ…
Read More...

ମହଙ୍ଗା ପଡିଲା ସାମୂହିକ ନମାଜ ପାଠ: ୬ ଗିରଫ, ୪୦ ଜଣଙ୍କ ନାମରେ ମାମଲା ରୁଜୁ

ଛିନ୍ଦୱାଡା : କରୋନା ସଂକ୍ରମଣକୁ ରୋକିବାକୁ ସରକାର ସାରା ଦେଶରେ ଲକଡାଉନ ଘୋଷଣା କରିବା ସହ ମନ୍ଦିର, ମସଜିଦ, ଗୀର୍ଜା ତଥା ଅନ୍ୟାନ୍ୟ ଧାର୍ମିକସ୍ଥଳରେ ଏକାଠି ହେବାକୁ ବାରଣ କରିଛନ୍ତି। କିନ୍ତୁ ଏହାକୁ ଅମାନ୍ୟ କରି…
Read More...

କୁଲଡିହା ଅଭୟାରଣ୍ୟରେ କୁଟ୍ରା ଶିକାର, ମାଂସ ଭାଗ ବଣ୍ଟା ବେଳେ ଧରା ହେଲା ଶିକାରୀ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟକୁ ଅବାଧରେ ପଶି କେତେକ ଶିକାରୀ ଏକ କୁଟ୍ରାକୁ ଶିକାର କରିଛନ୍ତି। ତେବେ ଏହି ବନ୍ୟଜନ୍ତୁର ମୃତଦେହକୁ ଆଣି ମାଂସ ଭାଗ ବଣ୍ଟା କରୁଥିବା ବେଳେ ବନବିଭାଗ…
Read More...

ଘରେ ରୁହନ୍ତୁ, ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତୁ – ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: କରୋନା ସଂକ୍ରମଣ ଆଶଙ୍କାରେ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟଗୁଡିକୁ ଜୁନ୍ ୧୭ ପର୍ୟ୍ୟନ୍ତ  ବନ୍ଦ ରଖାଯାଇଛି। ଫଳରେ ଛାତ୍ରଛାତ୍ରୀଙ୍କ ସେମିଷ୍ଟାର ଓ ଫାଇନାଲ୍‌ ସେମିଷ୍ଟାର ପରୀକ୍ଷା ବାତିଲ ରହିଛି।…
Read More...

ମୁହଁରେ ମାସ୍କ ପିନ୍ଧି ବେଦୀରେ ବସିଲେ ବର-କନ୍ୟା

ସୁନ୍ଦରଗଡ଼: ସାମାଜିକ ଦୂରତ୍ୱ ଓ ପରମ୍ପରା, ପ୍ରତିଶୃତିକୁ ଆଗରେ ରଖି କରୋନାକୁ ପଛରେ ପକାଇ ଏକ ବିବାହ ଉତ୍ସବ ଲେଫ୍ରିପଡ଼ା ବ୍ଲକର ଝାରଗାଁ ଗ୍ରାମରେ ଅନୁଷ୍ଠିତ ହେବା ଘଟଣା ସମଗ୍ର ସୁନ୍ଦରଗଡ଼ରେ ଚର୍ଚ୍ଚାର ବିଷୟ ହୋଇଛି।…
Read More...

ଦେଶର ୨୨ ଜିଲାରେ ୧୪ ଦିନରେ ଆସିନି କରୋନା କେସ : ଓଡିଶାର ୨ ଜିଲା ସାମିଲ

ନୂଆଦିଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ସରକାରଙ୍କ କଡା ପଦକ୍ଷେପ ଯୋଗୁ କିଛି ଅଂଚଳରେ ଏହା ହ୍ରାସ ପାଇବାରେ ଲାଗିଛି। ଦେଶର ୧୨ଟି ରାଜ୍ୟର ୨୨ଟି ଜିଲାରେ କରୋନା ସ୍ଥିତିରେ ସୁଧାର…
Read More...

ବିଜେଡି ପକ୍ଷରୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ବିଜୁ ଜନାତ ଦଳ ପକ୍ଷରୁ ଶୁକ୍ରବାର ସାହାରପଡା ବ୍ଲକ ବଡବିଲ ପଂଚାୟତ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ରକ୍ତଦାତାଙ୍କ ଠାରୁ ୩୦…
Read More...

ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଧୋବାପିଟିଣା ଗ୍ରାମରେ ଶୁକ୍ରବାର ଜଣେ ଯୁବକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯୁବକ ହେଲେ ଗ୍ରାମର ବାସୁଦେବ ମୁଣ୍ଡାଙ୍କ…
Read More...

ଲକଡାଉନରେ ମହାରାଷ୍ଟ୍ରରେ ଭିଡ ହିଂସା; ୩ ଜଣଙ୍କୁ ପିଟିପିଟି ହତ୍ୟା, ୫ ପୁଲିସ କର୍ମଚାରୀ ଆହତ

ମୁମ୍ବଇ : ସମଗ୍ର ଭାରତର ଲକଡାଉନ ଚାଲିଥିବା ବେଳେ ମହାରାଷ୍ଟ୍ରରେ ଅସମ୍ଭାଳ ଭିଡ ହିଂସା ଘଟଣା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଏକ ଗାଁରେ ତିନି ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ବେଳେ ୫ ଜଣ…
Read More...

ବୁର୍ଲାରେ ବିଜେଡି ତରଫରୁ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର, ୫୬ ୟୁନିଟ ରକ୍ତ ସଂଗ୍ରହ

ବୁର୍ଲା : ସାମ୍ପ୍ରତିକ ସମୟରେ ସାରା ବିଶ୍ବ ମହାମାରୀ କରୋନା ପ୍ରକୋପରେ ଆତଙ୍କିତ ସମଗ୍ର ଦେଶରେ ଲକ୍ ଡ଼ାଉନ ସ୍ଥିତିରେ ରକ୍ତର ଉତ୍କଟ ଅଭାବକୁ ପରିଲକ୍ଷିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ…
Read More...

ଅଭ୍ୟାସର ଏହି ଛୋଟ ପରିବର୍ତ୍ତନ, ମାତ୍ର ବର୍ଷକରେ ଜୀବନକୁ ଦେବ ନୂଆ ରୂପ

ସଫଳତା ଜୀବନକୁ ପରିବର୍ତ୍ତନ କରେ ନାହିଁ। ବରଂ କିଛି ଛୋଟ ଛୋଟ ଅଭ୍ୟାସ, ଅଜାଣତରେ ଜୀବନଶୈଳୀରେ ପରିବର୍ତ୍ତନ ଆଣିଥାଏ। କହିବାର ଅର୍ଥ ହେଉଛି ଯଦି ଆପଣ ଗୋଟିଏ କିମ୍ବା ଦୁଇ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଭିନ୍ନ ଏକ ଜୀବନ…
Read More...

ଲକଡାଉନରେ ପ୍ରତ୍ୟହ ୨୫୦ ପରିବାରକୁ ଖାଦ୍ୟ ଯୋଗାଉଛି ରୋଟାରୀ ଗ୍ରେଟର

ସମ୍ବଲପୁର : ସାରା ବିଶ୍ୱରେ କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏଥିପାଇଁ ଦେଶକୁ ଦ୍ୱିତୀୟ ଥର ପାଇଁ ଲକଡାଉନ କରାଯାଇଛି। କରୋନା ବିରୋଧରେ ଦେଶରେ ଚାଲିଥିବା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଓ…
Read More...

କରୋନା ମୁକାବିଲା ପାଇଁ ବର୍ଷକର ଦରମା ଦେଲେ ସରପଞ୍ଚ

ପିପିଲି : ମହାମାରୀ କରୋନାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର କୋଭିଡ଼-୧୯କୁ ନିଜର ବର୍ଷକର ଦରମା ୨୨ହଜାର ୫୬୦ଟଙ୍କାକୁ ଦାନ କରିଛନ୍ତି ପିପିଲି ବ୍ଲକ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ସରପଞ୍ଚ ଶୁଭାଶିଷ ରଥ। ଚେକ୍‍…
Read More...

ସୁସ୍ମିତା ସେନଙ୍କ ମିସ୍ ଇଣ୍ଡିଆ ଗାଉନ୍, ସରୋଜିନୀ ନଗର ବଜାରରୁ କିଣିଥିଲେ କପଡ଼ା

ନୂଆଦିଲ୍ଲୀ: ୧୯୯୪ରେ ମିସ୍ ଇଣ୍ଡିଆନ୍ ମୁକୁଟ ପିନ୍ଧିଥିବା ସୁସ୍ମିତା ସେନ୍ ଗୁରୁବାର ଦିନ ଗୁଗୁଲ୍ ଟ୍ରେଣ୍ଡ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଥିଲେ ଯେ ଏକ ଗ୍ୟାରେଜରେ କାର୍ଯ୍ୟ…
Read More...

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଦ ଦୋକାନ ପୁନଃ ସିଲ୍

ଖୁଣ୍ଟା : ଖୁଣ୍ଟା ଥାନା ଅଧିନ କରକଚିଆ ବଜାର ଛକରେ ଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନର ସିଲ ଟେମ୍ପରିଂ କରାଯାଇଥିବା ଜଣାପଡିବା ପରେ ଗୁରୁବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁନଃ ସିଲ କରିଛି ଖୁଣ୍ଟା ଅବକାରୀ…
Read More...

କାଢା ହେଉଛି ଇମ୍ୟୁନିଟି ବୁଷ୍ଟର୍ – ଆୟୁଷ ମନ୍ତ୍ରଣାଳୟ

କରୋନା ସଂକ୍ରମଣକୁ ରୋକିବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଅନେକ ନିର୍ଦ୍ଦେଶ ଜାରି କରାଯାଇଛି। ପ୍ରତିଦିନ ସକାଳେ ଚ୍ୟୱନପ୍ରାଶ୍  ଖାଇବାକୁ ଏବଂ ହଳଦୀ ମିଶ୍ରିତ କ୍ଷୀର ପିଇବାକୁ…
Read More...

ଗାଡିରୁ ଉଦ୍ଧାର ବାଛୁରୀ ଥାନାରେ; ଦିନକୁ ପିଉଛି ୨୦ ଲିଟର କ୍ଷୀର

ବେଙ୍ଗାଲୁରୁ: କଥା କହି ପାରୁ ନ ଥିବା ଜୀବଜନ୍ତୁ ଏବଂ ପଶୁ-ପକ୍ଷୀ ପ୍ରେମ ଭାଷାକୁ ଖୁବ୍ ଭଲ ଭାବେ ବୁଝିପାରନ୍ତି । ଟିକିଏ ସ୍ନେହ ଓ ପ୍ରେମ ବଦଳରେ ସେମାନେ ମଣିଷର ଅତି ନିଜର ହୋଇଯାଆନ୍ତି । କର୍ଣ୍ଣାଟକ ବେଙ୍ଗାଲୁରୁ…
Read More...

ଚୀନରୁ ଆସାମକୁ ଆସିଲା ପିପିଇ କିଟ୍

ଗୌହାଟି : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ସେଭଳି ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର, ନର୍ସ ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ଆବଶ୍ୟକ ପିପିଇ କିଟ୍ କୁ ନେଇ ସମସ୍ୟା ଦେଖାଦେଇଛି। ବିଦେଶରୁ…
Read More...

କରୋନା ପାଇଁ ନିମ କଢ଼ି ର ଚାହିଦା ବେଶୀ

ପାଟଣା : ମାରାତ୍ମକ କରୋନା ପାଇଁ ଏବେ ଲୋକେ ଘରେ ବନ୍ଦୀ ଅବସ୍ଥାରେ ରହିଛନ୍ତି। ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପରାମର୍ଶ ଦିଆଯାଇଥିବାରୁ ଲୋକମାନେ ବିଭିନ୍ନ ପ୍ରକାର ଉତ୍ତମ…
Read More...

‘ସମାଜ’ ପ୍ରଭାବ : ନିଲମ୍ବିତ ହେଲେ ସରକାରୀ ବାବୁ, ଅଟକିଲା ପଦୋନ୍ନତି

ମୁଖିଗୁଡା : କଳାହାଣ୍ଡି ଜିଲା ଜୟପାଟଣା ବ୍ଲକରେ କାର୍ଯ୍ୟରତ ପ୍ରଗତି ସହାୟକ (ପି.ଏ) ସତାମ୍ବର ପ୍ରଧାନୀ ଥୁଆମୁଳ ରାମପୁର ବ୍ଲକ ଅଞ୍ଚଳର ଜଣେ  ଦଳିତ ବର୍ଗର ଯୁବତୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ଅପହରଣ କରି…
Read More...

ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଭୁବନେଶ୍ୱର ଓ କଟକରେ ଅଭାବୀ ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ

ଭୁବନେଶ୍ୱର: ବର୍ତ୍ତମାନର ଲକଡାଉନ୍ ସମୟରେ ଅସୁବିଧାରେ ରହିଥିବା ଭୁବନେଶ୍ୱର ଓ କଟକ ସହରର ସହସ୍ରାଧିକ ନିଃସହାୟ ପରିବାରମାନଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ ବସ୍ତି, ବୃଦ୍ଧାଶ୍ରମ ଏବଂ ଶ୍ରମିକ କ୍ୟାମ୍ପ୍…
Read More...

ଘରେ ପ୍ରସ୍ତୁତ କରନ୍ତୁ ନଡ଼ିଆ ଲଡୁ

ଆପଣ ନିଶ୍ଚୟ ଅନେକ ପ୍ରକାରର ଲଡୁ ଖାଇଥିବେ। ଯେପରିକି ବୁନ୍ଦି, ମଇଦା, ବେସନ ଓ ନଡିଆ ଲଡୁ ଇତ୍ୟାଦି। କିନ୍ତୁ ଘରେ କେବେ ନଡ଼ିଆ ଲଡୁ ତିଆରି କରିଛନ୍ତି କି? ଆଜି ଆମେ ବତାଇବୁ ନଡ଼ିଆ ଲଡୁ ପ୍ରସ୍ତୁତ କରିବାର ସହଜ…
Read More...

ଗୁଣକାରୀ ପୁଦିନା

-ପୁଦିନା ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। -ଏହାକୁ ସେବନ କରିବା ଦ୍ବାରା ଶରୀରକୁ ଥଣ୍ଡା ମିଳିବା ସହ ଆହୁରି ଅନେକ ଲାଭ ମଧ୍ୟ ମିଳିଥାଏ। -ପୁଦିନା ହଜମ ପ୍ରକ୍ରିୟାକୁ ସଠିକ୍ ରଖେ। -ଆଜମା ରୋଗୀଙ୍କ…
Read More...

ଲକଡାଉନରେ ଗୁଗୁଲ୍ ଟ୍ରେଣ୍ଡ; ‘ଘରେ କିପରି ମଦ ପ୍ରସ୍ତୁତ ହେବ’ ଅନଲାଇନରେ ଅଧିକ ହୋଇଛି ସର୍ଚ୍ଚ

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଦେଶରେ ତାଲା ପକାଇଛନ୍ତି ଅର୍ଥାତ୍ ଲକଡଉନ୍ ଘୋଷଣା କରିଛନ୍ତି। ଏଥିଯୋଗୁଁ ସମସ୍ତ ମଦ ଦୋକାନ ବନ୍ଦ ରହିଛି। ଯାହା ପରେ ମଦ ପ୍ରେମୀ ବା ମଦ୍ୟପାନକାରୀଙ୍କ ପାଇଁ ଏକ…
Read More...

୨୦ ହଜାର ଦର୍ପଣ ମଧ୍ୟରେ ସୁଟିଂ ହୋଇଥିଲା ଦୀପିକାଙ୍କ ଏହି ଗୀତ, ପୁଣି ଭାଇରାଲ ହେଲା ସୁଟିଂ ସମୟର ଭିଡିଓ

୨୦୧୫ରେ ମୁକ୍ତିଲାଭ କରିଥିବା ସଞ୍ଜୟ ଲୀଲା ଭନସାଲୀଙ୍କ ସୁପରହିଟ୍ ଫିଲ୍ମ ବାଜିରାଓ ମସ୍ତାନୀ ରଣଭୀର ସିଂଙ୍କୁ ଇଣ୍ଡଷ୍ଟ୍ରିର ଜଣେ ଯୁବ ସୁପରଷ୍ଟାର ଭାବରେ ପ୍ରତିଷ୍ଠିତ କରିଥିଲା। ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋନଙ୍କ…
Read More...

ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଆଦିବାସୀ ମହିଳା ଚାଲିଲେ ୧୮ କି.ମି

ଲକ୍ଷ୍ମୀପୁର ; ଲକଡାଉନ ଯୋଗୁଁ ଲୋକମାନେ ବିଭିନ୍ନ କ୍ଷେତ୍ରରେ ନାନା ପ୍ରକାରର ସୁବିଧା ସମ୍ମୁଖୀନ ହେଉଛନ୍ତି। ଯେପରି କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ବଡ କେଲାର ଗ୍ରାମରୁ ୧୭ ଜଣ ମହିଳା ରାତି ୩ଟାରୁ ୧୮ କିମି…
Read More...

ଭବାନୀପାଟଣା ଗସ୍ତରେ ୫ଟି ସଚିବ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସରକାରୀ ଇଂଜିନିୟରିଂ କଲେଜରେ ଜିଲ୍ଲା ପ୍ରଶାସନ ଓ ଓଏମସି ର ମିଳିତ ଆନୁକୂଲ୍ୟରେ ନିର୍ମିତ କୋଭିଡ ହସ୍ପିଟାଲ କାର୍ଯ୍ୟର ଅଗ୍ରଗତି ଓ କୋରନା ମୁକାବିଲା ପାଇଁ ଜିଲ୍ଲା…
Read More...

ବିଜେପି ପଦ୍ମପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ସମସ୍ତ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଅର୍ପଣ

ଭୁବନେଶ୍ବର : ବିଶ୍ବକୁ ଗ୍ରାସ କରିଥିବା କରୋନା ଭୂତାଣୁ କୋଭିଡ-୧୯ ବର୍ତ୍ତମାନ ସବୁ ରାଷ୍ଟ୍ରର ଚିନ୍ତା ବଢାଇଛି। ଭାରତରେ କରୋନା ସହ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦେଶରେ ଦେଶ ବ୍ୟାପି ଲକଡାଉନ ପାଳନ…
Read More...

ଏବେ ବି ସାମାଜିକ ଦୁରତ୍ବକୁ ବେଖାତିର

ଭୁବନେଶ୍ବର : କରୋନା ସଂକ୍ରମଣରୁ ବର୍ତିବା ପାଇଁ ସରକାର ଲକ ଡାଉନ କରିଛନ୍ତି। ଘରେ ରହିବା ସହ ସତର୍କ ରଖିବାକୁ କୁହାଯାଇଛି। ବାହାରକୁ ବାହାରିଲେ ସାମାଜିକ ଦୁରତ୍ବ ରକ୍ଷା କରିବାକୁ ଲୋକଙ୍କୁ ସରକାର ପରାମର୍ଶ ଦେଉଥିଲେ…
Read More...

ଲକ ଡାଉନ ବଢ଼ାଇଛି ରକ୍ତ ସଂକଟ : ଚିନ୍ତାରେ ରୋଗୀ

ଭୁବନେଶ୍ବର : କରୋନା ଭୟାଭୟତାକୁ ନେଇ ରାଜ୍ୟରେ ଲକ ଡାଉନ ଚାଲିଥିବା ବେଳେ ରକ୍ତ ଭଣ୍ଡାରରେ ରକ୍ତ ସଂକଟ ଦେଖାଯାଇଛି। ରାଜ୍ୟରେ ଆବଶ୍ୟକତା ତୁଳନାରେ ରକ୍ତ ମିଳୁ ନଥିବାରୁ ରୋଗୀଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ…
Read More...

ଲକଡାଉନର ୨୧ ଦିନ ପରେ ୬୭ ଲିଟର ମଦ ଜବତ, ଜଣେ ଗିରଫ

ଖୁଣ୍ଟା ; କରୋନାରୁ ସୁରକ୍ଷା ପାଇଁ ସରକାରଙ୍କ ଲକଡାଉନ ଘୋଷଣା ୨୧ ଦିନରେ ପହଞ୍ଚି ଥିବା ବେଳେ ଖୁଣ୍ଟା ଅବକାରୀ ବିଭାଗ ଖୁଣ୍ଟା ଥାନା ଅଧୀନ ପୁରୁଣା ବାରିପଦାରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ୬୭.୪୭୦ଲି ବିଦେଶୀ ଲେବୁଲ ଥିବା…
Read More...

୬ କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ଅପେକ୍ଷାରେ ଭିମସାର: ପୁଣି ଆଜି ରାତିରେ ପରୀକ୍ଷା ପାଇଁ ଯିବ କିଛି ସ୍ୱାବ ଏବଂ ରକ୍ତ…

ବୁର୍ଲା : ପୁଣି ଭିମସାର କରୋନା ନୋଡ଼ାଲ ସେଣ୍ଟରରୁ ଛଅଜଣ କରୋନା ସନ୍ଦିଗ୍ଧଙ୍କ ସ୍ୱାବ ଏବଂ ରକ୍ତନମୁନା ଭୁବନେଶ୍ୱର କୋଭିଡ଼-୧୯ ପରୀକ୍ଷଣ କେନ୍ଦ୍ରକୁ ପଠାଯାଇଛି। ମାତ୍ର କିଛି ଦିନ ହେବ ରିପୋର୍ଟ ଆସି ପାରୁ ନାହିଁ।…
Read More...

ଖାଉଟି ଦ୍ରବ୍ୟ ବଣ୍ଟନ ଅନିୟମିତତା ଅଭିଯୋଗରେ ଡିଲର ନିଲମ୍ବିତ

ବଳଙ୍ଗା : କରୋନା ମହାମାରୀ ଭଳି ଜଟିଳ ପରିସ୍ଥିତିରେ ଖାଉଟି ଦ୍ରବ୍ୟ ବଣ୍ଟନରେ ଅନିୟମିତତାକୁ ନେଇ ଗୁରୁତର ଅଭିଯୋଗ ଆସିଛି। ପୁରୀ ଜିଲା ବଳଙ୍ଗା ଥାନା ନିମାପଡ଼ା ବ୍ଲକ ଅଧିନସ୍ଥ ହରିପୁର ପଞ୍ଚାୟତ ଖାଉଟି ଦ୍ରବ୍ୟ ବଣ୍ଟନ…
Read More...

ସଚେତନତା ନେଇ ଆରପିଏଫର ନିଆରା ଉଦ୍ୟମ

ଟିଟିଲାଗଡ଼ ; ଟିଟିଲାଗଡ ଆରପିଏଫ ଦ୍ୱାରା କରୋନା ମହାମାରୀ ସଚେତନତା ନେଇ ମଙ୍ଗଳବାର ନିଆରା ପ୍ରୟାସ କରାଯାଇଛି। ଯାହା ଏବେ ଆଲୋଚନାର ବିଷୟ ପାଲଟିଛି। ଆରପିଏଫର ଜଣେ କର୍ମଚାରୀ କରୋନା ରାକ୍ଷସ ରୂପରେ ସଜ୍ଜିତ ହୋଇ…
Read More...

ଲକଡାଉନରେ ଦେଶୀ ମଦ ଜବତ

ଟିଟିଲାଗଡ଼ ; ବିଶ୍ୱରେ ଲକ୍ଷାଧିକ ମୂଲ୍ୟବାନ ଜୀବନ ହାନି ସହ ହଇଚଇ ସୃଷ୍ଟି କରିଛି ମହାମାରୀ କରୋନା। ମଙ୍ଗଳବାର ଟିଟିଲାଗଡ ଉପଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାପକ ଚଢଉ ଅଭିଯାନ ପରେ ବ୍ୟାପକ ହାତ ରନ୍ଧା ମଦ ଜବତ…
Read More...

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୁଷ ମନ୍ତ୍ରଣାଳୟ ଜାରି କଲା ଏହି ପଦ୍ଧତି, ଆପଣାଇବାକୁ ମୋଦୀ ଦେଲେ ପରାମର୍ଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମେ ୩ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ରାଷ୍ଟ୍ରକୁ ସମ୍ବୋଧିତ କରି ମୋଦୀ କରୋନା ସହିତ ଲଢିବା ପାଇଁ ୭ଟି ମନ୍ତ୍ର ଦେଇଛନ୍ତି। ସେଥିମଧ୍ୟରୁ ଗୋଟିଏ…
Read More...

ପ୍ରଧାନମନ୍ତ୍ରୀଙ୍କ ଏହି ୭ଟି ପଦକ୍ଷେପ, ଭାରତକୁ କୋଭିଡ଼୍ ଚ୍ୟାଲେଞ୍ଜରୁ ରକ୍ଷା କରିବ ଏବଂ ସାମାଜିକ ବନ୍ଧନକୁ ମଜବୁତ୍…

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧିତ କରି ଲକ୍ ଡାଉନ୍ ର ଅବଧିକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ଅଦୃଶ୍ୟ ଶତ୍ରୁକୁ ଦୂର…
Read More...

ଅମୃତ ଭଣ୍ଡା ଫେସିଆଲ; ଘରେ ପାଆନ୍ତୁ ପାର୍ଲର ର ଫାଇଦା

ବର୍ତ୍ତମାନ ଲକଡାଉନ ଚାଲିଥିବାରୁ ପ୍ରାୟ ସମସ୍ତେ ଘରେ ବନ୍ଦୀ ହୋଇ ରହିଛନ୍ତି। କେହି ବାହାରକୁ ବାହାରି ପାରୁ ନାହାନ୍ତି। ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମହିଳାାନେ ପାର୍ଲର ଯାଇପାରୁ ନାହାନ୍ତି। ତେଣୁ ଏଥିରେ ବ୍ୟସ୍ତ…
Read More...

ଭାରତରେ ଥିବା ୮୦୦ ଆମେରିକୀୟଙ୍କ ମଧ୍ୟରୁ ୭୯୦ ଜଣ ନିଜ ଦେଶକୁ ଫେରିବାକୁ ଚାହୁଁନାହାଁନ୍ତି, କାହିଁକି….

ନୂଆଦିଲ୍ଲୀ ; ଭାରତରେ ଲକଡାଉନ୍ ଘୋଷଣା ହେବା ପରେ ପ୍ରାୟ ୪୪୪ ଅଷ୍ଟ୍ରେଲିଆ ନାଗରିକ ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରୁ ମେଲବର୍ଣ୍ଣ ଅଭିମୁଖେ ଯାତ୍ରା କରିଛନ୍ତି। କିନ୍ତୁ ଭାରତରେ ଥିବା ଅଧିକାଂଶ ଆମେରିକୀୟ ନାଗରିକ…
Read More...

ଭୋକିଲା ମାଙ୍କଡଙ୍କୁ ନିଜ ଖର୍ଚ୍ଚରୁ ଖାଇବାକୁ ଦେଲେ ଯାଦୁକର

ଦେବଗଡ: କରୋନା ସଂକ୍ରମଣ ରୋକିବାକୁ ସମଗ୍ର ଭାରତକୁ ଲକଡାଉନ ଘୋଷଣା କରାଯାଇଛି। ଏହା ଦ୍ୱାରା ମାନବ ସମାଜ ସମେତ ଗୋରୁ ଗାଈ ଓ ବୁଲା କୁକୁରମାନେ ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି। ଏଥିସହ ଖାଦ୍ୟପାଇଁ ସହର ଉପରେ ନିର୍ଭର…
Read More...

କରୋନା ଅପଡେଟ୍: ସାଂସଦ ନୁସରତ ଜହାଁଙ୍କ ପିତା ଡାକ୍ତରଖାନାରେ ଭର୍ତ୍ତି, କରୋନା ସଂକ୍ରମିତ ସନ୍ଦେହ

କୋଲକାତା: ଲୋକସଭା ସାଂସଦ ତଥା ବେଙ୍ଗଲୀ ଅଭିନେତ୍ରୀ ନୁସରତ ଜହାଁଙ୍କ ପିତା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଠାରେ କରୋନା ସଂକ୍ରମିତ ଲକ୍ଷଣ ଦେଖା ଯାଇଛି। ତାଙ୍କର ସ୍ବାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଛି।…
Read More...

କିସ୍ତୱାରରେ ପୁଲିସ୍ ଟିମ୍ ଉପରକୁ ଆକ୍ରମଣ; ଜଣେ ଏସପିଓ ସହିଦ୍, ଜଣେ ଆହତ

ଜମ୍ମୁ : ଜମ୍ମୁ କଶ୍ମୀରର କିସ୍ତୱାରରେ ପୁଲିସ୍ ଟିମ୍ ଉପରକୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ଏସପିଓ ସହିଦ୍ ହୋଇଥିବାବେଳେ ଅନ୍ୟ ଜଣେ ଏସପିଓ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ…
Read More...

କରୋନା ଠାରୁ ବଳିଗଲା କୁକୁର କାମୁଡା; ଦୈନିକ ୪୦ରୁ ୫୦ ଜଣ କୁକୁର ଆକ୍ରମଣର ହେଉଛନ୍ତି ଶିକାର

ଇନ୍ଦୋର ; ମଧ୍ୟପ୍ରଦେଶରେ ଇନ୍ଦୋରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ। ଗତ ୨୦ ଦିନ ମଧ୍ୟରେ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଲକଡାଉନ୍ ଯୋଗୁଁ ଖାଦ୍ୟ…
Read More...

ଛତୁଆ ପଣା

ଭଜା ଗହମ ଓ ଅରୁଆ ଚାଉଳରେ ଛତୁଆ ପଣା ପ୍ରସ୍ତୁତ କରାଯାଇ ଭୋଗ ଲଗାଯାଏ। ଆସନ୍ତୁ ଜାଣିବା ଛତୁଆ ପଣାର ପ୍ରସ୍ତୁତ ପ୍ରଣାଳୀ ସାମଗ୍ରୀ: ଛତୁଆ, ଅଧା କପ ଛେନା, ଅଧା କପ ଛୋଟ ଛୋଟ କଟା ହେଇଥିବା ସେଓ, ୧/୪ କପ ଛୋଟ ଛୋଟ…
Read More...

ବେଲ ପଣା

ପଣା ସଂକ୍ରାନ୍ତିରେ ପଣା ଭୋଗ ଲାଗିବାର ପରମ୍ପରା ରହିଛି। ତେବେ ଆସନ୍ତୁ ଜାଣିବା ପଣା ପ୍ରସ୍ତୁତ କରିବାର ଉପାୟ…. ବେଲ ପଣା, ଛତୁଆ ପଣା, କ୍ଷୀର ପଣା ଆଦି ବିଭିନ୍ନ ପ୍ରକାର ପଣା ପ୍ରସ୍ତୁତ କରାଯାଏ। ବେଲ ପଣା…
Read More...

ହନୁମାନ ଜୟନ୍ତୀ ; ଜଳନ୍ତା ଅଗ୍ନିରେ ଚାଲି ସମାଜକୁ ନିଆରା ବାର୍ତ୍ତା ଦିଅନ୍ତି ପାଟୁଆ

ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ଦିନ ହନୁମାନ ଜୟନ୍ତୀ ପାଳନ କରାଯାଏ। ହନୁମାନ ମନ୍ଦିରରେ ଏହି ଦିନ ହୋମ, ଯଜ୍ଞ ଆଦି ହୋଇଥାଏ। ମନ୍ଦିରରେ ପାଣା ପ୍ରସ୍ତୁତ କରାଯାଇ ଭକ୍ତଙ୍କ ମଧ୍ୟରେ ବଣ୍ଟନ…
Read More...

ଓଡ଼ିଶାର ନବବର୍ଷ ଓ ପ୍ରଥମ ସଂକ୍ରାନ୍ତି ; ମହାବିଷୁବ ସଂକ୍ରାନ୍ତି

ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି। ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ମଧ୍ୟ ପାଳନ କରାଯାଏ। ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ…
Read More...

ପଣା ସଂକ୍ରାନ୍ତିକୁ ନେଇ ଲୋକକଥା: ପାପମୁକ୍ତ କରେ ଜଳଛତ୍ର

ଲୋକକଥା ଅନୁସାରେ ମହାଭାରତ ଯୁଦ୍ଧରେ ପିତାମହ ଭୀଷ୍ମ ଶରଶଯ୍ୟାରେ ମୃତ୍ୟୁକୁ ଅପେକ୍ଷା କରିଥିବାବେଳେ ତାଙ୍କୁ କ୍ଷୁଧା ବା ଶୋଷ ଲାଗିଥିଲା। ଅର୍ଜୁନଙ୍କ ଶରାଘାତରେ ଧରିତ୍ରୀରୁ ନିର୍ଗତ ଜଳଉତ୍ସରେ ସେ ନିଜର ତୃଷା ନିବାରଣ…
Read More...

ଜ୍ୟୋତିଷ ଶାସ୍ତ୍ରରେ ପଣା ସଂକ୍ରାନ୍ତିର ମହତ୍ତ୍ବ ; ଦିନ ଓ ରାତି ହୁଏ ସମାନ

ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ସ୍ଥାନାନ୍ତରଣକୁ ସଂକ୍ରାନ୍ତି କୁହାଯାଏ। ୧୨ଟି ରାଶି ଅନୁସାରେ ୧୨ଟି ସଂକ୍ରାନ୍ତି ରହିଛି। ମକର ସଂକ୍ରାନ୍ତିରୁ ସୂର୍ଯ୍ୟ କ୍ରମଶଃ…
Read More...

ଓଡ଼ିଶାରେ ବିଷୁବ ସଂକ୍ରାନ୍ତିର ମହତ୍ତ୍ବ

ମହାବିଷୁବ ସଂକ୍ରାନ୍ତି ଓଡ଼ିଶାରେ ପଣାସଂକ୍ରାନ୍ତି ଭାବେ ପରିଚିତ। ଓଡ଼ିଆଙ୍କ ପାଇଁ ଏହା ଅତ୍ୟନ୍ତ ପବିତ୍ର ଦିବସ। ଏହି ଦିନ ଓଡ଼ିଆ ପାଞ୍ଜି ଉନ୍ମୋଚିତ ହୁଏ ଏବଂ ଓଡ଼ିଆମାନେ ଆନନ୍ଦ ଉଲ୍ଲାସରେ ନୂଆବର୍ଷ ପାଳନ କରନ୍ତି।…
Read More...

ଦେଶରେ ୨୦୦ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ, ୧୨ଟି ଘରୋଇ ହସ୍ପିଟାଲ ସିଲ୍

ନୂଆଦିଲ୍ଲୀ ; ସମଗ୍ର ଦେଶର ଡାକ୍ତର ଏବଂ ମେଡିକାଲ କର୍ମଚାରୀମାନେ ମହାମାରୀ କରୋନା ସହ ଯୁଦ୍ଧ ଜାରି ରଖିଛନ୍ତି। କରୋନା ରୋଗୀଙ୍କ ସେବା କରି ସେମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି। ସାରା ଦେଶରେ କରୋନାରେ ସଂକ୍ରମିତ…
Read More...

ଏସିଆର ସବୁଠାରୁ ଛୋଟ ଦେଶ; କିଛି ବିସ୍ମୟ ତଥ୍ୟ ଆପଣଙ୍କୁ କରିବ ଆଶ୍ଚର୍ଯ୍ୟ!

ବିଶ୍ବରେ ଅନେକ ଦେଶ ଅଛି, ଯାହା ଅତ୍ୟନ୍ତ ଛୋଟ ଏବଂ ସେଠାରେ ଜନସଂଖ୍ୟା ମଧ୍ୟ ଅଧିକ ନୁହେଁ। ଯଦିଓ ୟୁରୋପୀୟ ମହାଦ୍ୱୀପରେ ଅବସ୍ଥିତ ଭାଟିକାନ୍ ସିଟି ବିଶ୍ବର ସବୁଠାରୁ ଛୋଟ ଦେଶ ଭାବରେ ପରିଗଣିତ ହୁଏ, କିନ୍ତୁ ଆପଣ…
Read More...

ପରିବାର ସହିତ କରୋନା ଯୁଦ୍ଧରେ ଜିତିଲେ ଅଭିନେତା ପୁରବ କୋହଲି, ବତାଇଲେ ମାରାତ୍ମକ ରୋଗରୁ ବଞ୍ଚିବାର ଉପାୟ

ରକ୍ ଅନ୍, ୱୋ ଲାମହେ ଏବଂ ଏୟାର ଲିଫ୍ଟ ଭଳି ଚଳଚ୍ଚିତ୍ରରେ କାମ କରିଥିବା ଅଭିନେତା ପୁରୋବ କୋହଲି ଓ ତାଙ୍କ ପରିବାର ସଦସ୍ୟ ମାରାତ୍ମକ କରୋନାରେ ପୀଡିତ ଥିଲେ। କିଛି ଦିନ ତଳେ ସୋମନଙ୍କ ସ୍ବାସ୍ଥ୍ୟଗତ ପରୀକ୍ଷା ରିପୋର୍ଟ…
Read More...

ମହାରାଷ୍ଟ୍ରରେ ଏପ୍ରିଲ ୩୦ ଯାଏଁ ବଢିଲା ଲକଡାଉନ୍, ବିଜେପି କାଉନସିଲରଙ୍କ ସମେତ ୧୧ ଗିରଫ

ମୁମ୍ବାଇ : ମହାରାଷ୍ଟ୍ରରେ ଲକଡାଉନର ଅବଧିକୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ପଞ୍ଜାବ, ଓଡିଶା ଏବଂ ରାଜସ୍ଥାନରେ ମଧ୍ୟ ଏହି…
Read More...

ସୂର୍ଯ୍ୟ ପୃଷ୍ଠରେ ରହିଛି ଦାଗ ; ଜାରି ହେଲା ନୂଆ ଫଟୋଗ୍ରାଫ୍ସ

ସୂର୍ଯ୍ୟ ପୃଷ୍ଠର କିଛି ନୂଆ ଫଟୋଗ୍ରାଫ୍ସ ରିଲିଜ୍ ହୋଇଛି। ଏହା ଉପରେ ବୈଜ୍ଞନିକ ମାନେ ଗବେଷଣା ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ସୂର୍ଯ୍ୟଙ୍କ ବାତ୍ତାବରଣ ଅପେକ୍ଷାକୃତ ଅଧିକ ଜଟିଳ। ଏହି…
Read More...

ସ୍ୱାଦିଷ୍ଟ ମ୍ୟାଗି ମସାଲା ବ୍ରେଡ୍

ମ୍ୟାଗି ପ୍ରାୟ ସମସ୍ତଙ୍କୁ ବହୁତ ପସନ୍ଦ। ଆଜି ଆମେ ଆପଣଙ୍କୁ ମ୍ୟାଗି ମସାଲା ବ୍ରେଡ୍ ବା ପାଉଁରୁଟି ପ୍ରସ୍ତୁତ କରିବାର ଏକ ନିଆରା ରେସିପି ବତାଇବୁ। ଯାହା ଅତ୍ୟନ୍ତ ସ୍ୱାଦିଷ୍ଟ ଲାଗିବ। ଆବଶ୍ୟକୀୟ ସାମଗ୍ରୀ ; ୪ଟି…
Read More...

କ୍ରମାଗତ ତୃତୀୟ ଥର ପାଇଁ ବେଜୋସ୍ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି, ଜାଣନ୍ତୁ ମୁକେଶ ଅମ୍ବାନୀଙ୍କ ସ୍ଥାନ କେତେ

ନୂଆଦିଲ୍ଲୀ : ଇ-କମର୍ସ କମ୍ପାନୀ ଆମାଜନର ପ୍ରତିଷ୍ଠାତା ତଥା ସିଇଓ ଜେଫ୍ ବେଜୋସ୍ କ୍ରମାଗତ ତୃତୀୟ ଥର ପାଇଁ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ଶୀର୍ଷରେ ରହିଛନ୍ତି। ଫୋର୍ବସ୍ ବିଶ୍ୱର ଧନୀ ଲୋକଙ୍କ ୩୪ ତମ ବାର୍ଷିକ…
Read More...

ଲକଡାଉନ୍ ପାଇଁ ବରେଲିରେ ଫସି ରହିଥିବା ଲକ୍ଷ୍ନୌ ଯୁବକଙ୍କ ଆତ୍ମହତ୍ୟା, ଗେଷ୍ଟ ହାଉସରେ ଲଗାଇଲେ ଫାଶୀ

ବରେଲି: ଲକଡାଉନ୍ ପାଇଁ ବରେଲି ଫସି ରହିଥିବା ଜଣେ ଲକ୍ଷ୍ନୌ ଯୁବକଙ୍କ ଆତ୍ମହତ୍ୟା କରିଛନ୍ତି। ସେ ରହିଥିବା ଗେଷ୍ଟ ହାଉସରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, କୌଣସି କାମରେ…
Read More...

ଘରେ ଏହି ଜିନିଷଗୁଡ଼ିକ ପ୍ରତି ରୁହନ୍ତୁ ସାବଧାନ, ଲୁଚି ରହିପାରେ କରୋନା ଭୂତାଣୁ

କରୋନା ଭୟରେ ଲୋକଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଉଛି। ବାହାରେ କରୋନା ସଂକ୍ରମିତ ହେବାର ଆଶଙ୍କା ସର୍ବାଧିକ। କିନ୍ତୁ ଆପଣ ଜାଣନ୍ତି କି, ଘରେ ମଧ୍ୟ ଅନେକ ସ୍ଥାନ ରହିଛି ଯେଉଁଠାରେ କରୋନା ଭୂତାଣୁ ଅତି…
Read More...

“ସମାଜ ରିଲିଫ ପାଣ୍ଠି’କୁ ଲକ୍ଷେ ଟଙ୍କା ଦାନ ଦେଲେ ସମାଜସେବୀ

ସୁନ୍ଦରଗଡ଼ : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ଖବର କାଗଜ "ସମାଜ' ବର୍ଷ ବର୍ଷ ଧରି ଅସହାୟ, ଗରିବ ଓ ନିରୀହଙ୍କ ସେବା କରି ଆସୁଥିବା ବେଳେ ମେଧାବୀଙ୍କୁ ଛାତ୍ରବୃତ୍ତି ଦେଇ ସେମାନଙ୍କୁ ଉଚ୍ଚ ଶିକ୍ଷା ଗ୍ରହଣ…
Read More...

ଡକ୍ଟର ବି.ଆର ଆମ୍ବେଦକରଙ୍କ ଜନ୍ମଦିନରେ କେନ୍ଦ୍ରର ଛୁଟି ଘୋଷଣା  

ନୂଆଦିଲ୍ଲୀ: ଏପ୍ରିଲ୍ ୧୪ ହେଉଛି ଡକ୍ଟର ବି.ଆର ଆମ୍ବେଦକରଙ୍କ ୧୨୯ ତମ ଜନ୍ମ ଜୟନ୍ତୀ। ଚଳିତବର୍ଷ ତାଙ୍କ ଜନ୍ମ ଜୟନ୍ତୀକୁ କେନ୍ଦ୍ର ସରକାର ପକ୍ଷରୁ ଛୁଟି ଘୋଷଣା କରାଯାଇଛି। କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ…
Read More...

ସୋପୋରରେ ଏନକାଉଣ୍ଟର; ଜୈଶ କମାଣ୍ଡର ସାଜ୍ଜାଦ ନିପାତ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର ; ଜୈଶ-ଏ-ମହମ୍ମଦ କମାଣ୍ଡର ସାଜ୍ଜାଦ ଅହମ୍ମଦ ଦାରକୁ ବୁଧବାର ଉତ୍ତର କାଶ୍ମୀର ଜିଲ୍ଲା ବାରାମୁଲାର ସୋପୋର ରେ ଭାରତୀୟ ସେନା ନିପାତ କରିଛନ୍ତି। ଏନେଇ ଜମ୍ମୁ-କଶ୍ମୀର ପୁଲିସ ସୂଚନା ଦେଇଛନ୍ତି। #UPDATE…
Read More...

ଭାଲୁର ମୃତଦେହ ଠାବ ; ପଥରରେ ଛେଚି ହୋଇ ମୃତ୍ୟୁ ସନ୍ଦେହ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟରେ ଏକ ମାଈଭାଲୁର ମୃତଦେହ ଠାବ କରାଯାଇଛି। ପଥର ଚଟାଣରେ ପଡ଼ି ଭାଲୁଟିର ମୃତ୍ୟୁ ଘଟିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ବନକର୍ମଚାରୀମାନେ ବୁଧବାର…
Read More...

ଜିଏମୟୁର ଅନଲାଇନ ଦ୍ୱାରା ସଂସ୍କୃତ ଶିକ୍ଷାଦାନ

ସମ୍ବଲପୁର ; ବିଶ୍ୱରେ କରୋନା ଭୂତାଣୁ କାୟା ବିସ୍ତାର କରିଛି। ଏହାକୁ ରୋକିବା ପାଇଁ ସରକାର ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି। ଏଣୁ ଅତ୍ୟାବଶ୍ୟକୀୟ ସେବା ବ୍ୟତିତ ସମସ୍ତ ଶିକ୍ଷାନୁଷ୍ଠାନ, ଅନୁଷ୍ଠାନ, ଦୋକାନ, ବଜାର…
Read More...

ସମ୍ବଲପୁର ରେଳ ଷ୍ଟେସନର ସୁରକ୍ଷା ପାଇଁ ଡ୍ରୋନ ମୁତୟନ

ସମ୍ବଲପୁର ; ବିଶ୍ୱବ୍ୟାପି କରୋନା ଭୂତାଣୁର ପ୍ରକୋପ ଜାରି ଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ସରକାର ଦେଶକୁ ଲକ ଡଉନ କରିଛନ୍ତି। ଏଣୁ ରେଳବାଇ ପକ୍ଷରୁ ଯାତ୍ରୀବାହୀ ସେବାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି…
Read More...

କରୋନା ଯୁଦ୍ଧରେ ବଡ ସଫଳତା; ଭାରତ ତିଆରି କଲା ଆଣ୍ଟିବଡି କିଟ୍

ନୂଆଦିଲ୍ଲୀ : କରୋନାକୁ ମୁକାବିଲା କରିବା ପାଇଁ ଭାରତ ସରକାର ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି। ଯଦିଓ ବିଶ୍ବର ଅନ୍ୟ ଦେଶ ତୁଳନାରେ କରୋନା ଭାରତରେ ସେଭଳି ମହାମାରୀ ରୂପ ଧାରର କରିନାହିଁ, ତଥାପି ଏହାର ମୁକାବିଲା…
Read More...

କରୋନା ତଦାରଖ କରୁଛନ୍ତି ଜିଲ୍ଲାପାଳ ଓ ପୁଲିସ ଅଧିକ୍ଷକ

ସୁଆଣ୍ଡୋ ; ପୁରୀଜିଲାର କାକଟପୁର, ନିମାପଡା, ଅସ୍ତରଙ୍ଗ, କୋଣାର୍କ, ଗୋପ, ପିପିଲି, ସତ୍ୟବାଦୀ, କଣାସ, ଡେଲାଙ୍ଗ, ବ୍ରହ୍ମଗିରି, କୃଷ୍ଣପ୍ରସାଦ, ପୁରୀ ସଦର ସହିତ ସହରର ବିଭିନ୍ନ ସ୍ଥାନରେ ଜିଲାପାଳ ବଲୱନ୍ତ ସିଂହ…
Read More...

ସୁଦୂର ମହାରାଷ୍ଟ୍ରରୁ ଦୀର୍ଘ ୮ ଦିନ ଧରି ସାଇକେଲ ଚଳାଇ ଯାଜପୁରରେ ପହଂଚିଲେ ଯୁବକ

ଯାଜପୁର : କୁହାଯାଏ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଏହି ଉକ୍ତିକୁ ପ୍ରମାଣ କରି ଦେଖାଇଛନ୍ତି ଯାଜପୁର ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭଅଁରା ଗ୍ରାମର ମହେଶ ଜେନା। କୋରୋନା ପାଇଁ ସାରା ଭାରତବର୍ଷରେ ଏବେ ଲକ ଡାଉନ…
Read More...

ବ୍ରହ୍ମବରଦା କଂଟେନମେଂଟ ଜୋନର ସମୟ ଅବଧି ୧୨ ଯାଏଁ ବଢିଲା

ଯାଜପୁର : ଜିଲାର ପ୍ରଥମ କୋରୋନା ସଂକ୍ରମିତ ଜଣାପଡିବା ପରେ ବ୍ରହ୍ମବରଦା କଂଟେନମେଂଟ ଜୋନର ସମୟ ଅବଧିକୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି।…
Read More...

ସମୁଦ୍ର ମଝିରେ ଅବସ୍ଥିତ ୬୦୦ ବର୍ଷର ପୁରୁଣା ମନ୍ଦିର, ଯାହା ବିଷାକ୍ତ ସାପ ଦ୍ୱାରା ସୁରକ୍ଷିତ!

ସମାଜ ପୋର୍ଟାଲ ଡେସ୍କ (ବୈଜୟନ୍ତୀ): ଯଦିଓ ଭାରତ ସମେତ ସମଗ୍ର ବିଶ୍ୱରେ ମନ୍ଦିରର ଅଭାବ ନାହିଁ, କିନ୍ତୁ ଇଣ୍ଡୋନେସିଆରେ ଅବସ୍ଥିତ ଏକ ମନ୍ଦିର ଅତ୍ୟନ୍ତ ସ୍ୱତନ୍ତ୍ର। ଏହି ମନ୍ଦିର ସାଗର ଉପକୂଳରେ ଅବସ୍ଥିତ ଏକ ବଡ଼…
Read More...

ଲକଡାଉନ୍ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟଗୁଡିକର ନିବେଦନ

ନୂଆଦିଲ୍ଲୀ ; ୨୪ ମାର୍ଚ୍ଚରୁ ସାରା ଦେଶରେ ୨୧ ଦିନର ତାଲା ପଡିଛି। ତେବେ ଭାରତରେ କରୋନା ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି ସମସ୍ତ ବିଭିନ୍ନ ରାଜ୍ୟ ସରକାର ଏବଂ ବିଶେଷଜ୍ଞମାନେ ଲକଡାଉନ୍ ଅବଧିକୁ ବୃଦ୍ଧି…
Read More...

ସର୍ଟଡାଉନ୍‍ର ଚତୁର୍ଥ ଦିନ; ଦାନୋଗହୀରରେ ବିସ୍କୁଟ୍‍, ସାନିଟାଇଜର ବାଣ୍ଟିଲା ପୁଲିସ

ପିପିଲି : ପୁରୀ ଜିଲାର ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ପିପିଲିର ସମଗ୍ର ଦାନୋଗହୀର ଅଞ୍ଚଳ ତଥା ଦାନୋଗହୀର ଛକ, ଜୟପୁର ଛକ, ଜୟପୁରଶାସନ ଛକକୁ ଶନିବାର ଠାରୁ ପକ୍ଷରୁ୧୪ ତାରିଖ ପର୍ଯ୍ୟନ୍ତ ସଟ୍‍ଡାଉନ ଘୋଷଣା…
Read More...

ଗଞ୍ଜାମ ଜିଲ୍ଲାରେ ୭୩୦ ବିଦେଶ ଫେରନ୍ତା – ଜିଲ୍ଲାପାଳ

ଗଞ୍ଜାମ : ଜିଲ୍ଲାରେ ୭୩୦ ଲୋକ ବିଦେଶରୁ ଫେରିଛନ୍ତି। ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି। ଭୁବନେଶ୍ୱରରୁ କିଛି ଲୋକ ଆସିଛନ୍ତି ତାଙ୍କ ଉପରେ ନଜର ରଖାଯାଇଛି।  ଅନ୍ୟ ଜିଲ୍ଲାରୁ ୨୫ହଜାର ଶ୍ରମିକ ଜିଲ୍ଲାକୁ…
Read More...

କରୋନା ଉଜାଡି ଦେଲା ଚାଷୀଙ୍କ ଫସଲ

ସୁଆଣ୍ଡୋ : ମହାମାରୀ କରୋନା ଯୋଗୁଁ ଆଜି ଚାଷୀର ଫସଲ ଉଜୁଡି ଯାଇଛି। ଫସଲ ବିକ୍ରି ହୋଇ ନ ପାରିବାରୁ କ୍ଷେତରେ ପଡି ନଷ୍ଟ ହେଉଛି। ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଲକ ଡାଉନ ଯୋଗୁ  ଗାଡି ମଟର ଚାଲୁନି। ପରିବା…
Read More...