ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ପାଟଣାଗଡ : ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମୂହର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ  ତଥା ଗୋଷ୍ଠି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମିଳିତ ଭାବରେ ଆଜି…
Read More...

ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ  

ପାଟଣାଗଡ : ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଜୁରିଆ ଗ୍ରାମରେ ମାଛ ମାରିବାକୁ ବିଦ୍ୟୁତ ଲାଇନ ସଂଯୋଗ କରାଯାଇଥିବା ହେତୁ ସେଥିରେ ଜନୈକ ଟଙ୍କଧର ବରିହା(୬୦)ଙ୍କ ଗତ ୯ ତାରିଖ ଦିନ ମୃତ୍ୟୁ ହୋଇଥିଲା। ଏହି ଘଟଣାର…
Read More...

ତାତିରେ ସିଝୁଛି ଟିଟିଲାଗଡ, ଶୁଖିଲା ପଡିଛି କୂଅ ପୁଷ୍କରିଣୀ

ଟିଟିଲାଗଡ଼ : ଟିଟିଲାଗଡ ଅଂଚଳ କ୍ରମାଗତ ଭାବରେ ପ୍ରଚଣ୍ଡ ତାତିରେ ସିଝି ଜନଜୀବନକୁ ଘାଇଲା କରିଛି। ଚଳିତ ବର୍ଷ ମେ ମାସରୁ ପାରଦ ୪୦ ଡିଗ୍ରୀରୁ ଉପରମୁହାଁ ହୋଇ ମାଟି ଆଁ କରିଛି। କୂଅପୋଖରୀ ଶୁଷ୍କ ହୋଇ ପାନୀୟ ଜଳ,…
Read More...

ପ୍ରଭୁ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ବିବାହ ଉତ୍ସବ ନିରାଡମ୍ବରରେ ସଂପନ୍ନ

ପିପିଲି : ପିପିଲି କୋର୍ଟଛକ ସ୍ଥିତ ପ୍ରଭୁ ଶ୍ରୀ ଶ୍ରୀବାଲୁଙ୍କେଶ୍ୱର ଦେବଙ୍କ ବିବାହ ଉତ୍ସବ ବୁଧବାର ଅପରାହ୍ନରେ କେବଳ ନୀତିକାନ୍ତି ସହ ନିରାଡମ୍ବରରେ  ସଂପନ୍ନ ହୋଇଛି । ମହାମାରୀ କରୋନା ପାଇଁ ସାମାଜିକ ଦୂରତ୍ୱ ପାଳନ…
Read More...

ଜଗନ୍ନାଥ ପଞ୍ଚାୟତରେ ୪୮ ଘଣ୍ଟିଆ ସଟଡାଉନ ଘୋଷଣା

କଳାପଥର : କଟକ ଜିଲ୍ଲାର ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର ଜଣେ ମହିଳାଙ୍କ ସହ ୩ଜଣ ପୁରୁଷଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ସ୍ଥାନୀୟଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଉପଖଣ୍ଡ ପ୍ରଶାସନ…
Read More...

କୁଲଡିହାରୁ ୨ ଶିକାରୀ ଗିରଫ; ୨ ବନ୍ଧୁକ ଜବତ

ନୀଳଗିରି: ବାଲେଶ୍ୱର ଜିଲାର ଏକମାତ୍ର ଅଭୟାରଣ୍ୟ କୁହାଯାଉଥିବା ନୀଳଗିରିସ୍ଥିତ କୁଲଡିହା ଜଙ୍ଗଲ ଭିତରକୁ ଶତାଧିକ ଶିକାରୀ ପଶିଥିବା ନେଇ ବନବିଭାଗକୁ ଖବର ମିଳିଥିଲା। ଏନେଇ ବନବିଭାଗ ପକ୍ଷରୁ ମଙ୍ଗଳବାର…
Read More...

ସାପ କାମୁଡ଼ାରେ କଲେଜ ଛାତ୍ରୀଙ୍କ ଅକାଳ ମୃତ୍ୟୁ

ନୀଳଗିରି: ଘରେ ଶୋଇଥିବା ସମୟରେ ସାପ କାମୁଡ଼ିବା ଯୋଗୁ ବାଲେଶ୍ୱର ଜିଲା ଅଧୀନ ନୀଳଗିରି କଲେଜର ଜଣେ +୩ ବିଜ୍ଞାନ ଶେଷବର୍ଷ ଛାତ୍ରୀଙ୍କ ଅକାଳ ମୃତ୍ୟୁ ଘଟିଛି। ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବାଲେଶ୍ୱର ଜିଲା…
Read More...

ସ୍ୱାମୀଙ୍କ ନିର୍ଯାତନା ବିରୋଧରେ ସ୍ତ୍ରୀର ଅନଶନ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳର ଜଣେ ମହିଳା ସ୍ୱାମୀଙ୍କ ନିର୍ଯାତନା ବିରୋଧରେ ନ୍ୟାୟ ପାଇଁ ସ୍ଥାନୀୟ ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନରେ ବସିଥିବା ଦେଖିବାକୁ ମିଳିଛି। ନୀଳଗିରି ଥାନା କାଂଶ…
Read More...

ରେଢ଼ାଖୋଲ ବନ ବିଭାଗକୁ ବଡ଼ ସଫଳତା : ଆନ୍ତଃଜିଲ୍ଲା ବଜ୍ରକାପ୍ତା ଚୋରା ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ

ରେଢ଼ାଖୋଲ : ମଙ୍ଗଳବାର ରେଢ଼ାଖୋଲ ବନ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ଦୀର୍ଘଦିନ ଧରି ବିରଳ ବଜ୍ରକାପ୍ତାକୁ ନେଇ ଚାଲିଥିବା ଏକ  ଆନ୍ତଃଜିଲ୍ଲା ଚୋରାଚାଲାଣ ଗ୍ୟଙ୍ଗକୁ ବନ ବିଭାଗ ପର୍ଦ୍ଦାଫାସ କରିଛି। ଏହି ଚୋରା…
Read More...

ସାମ୍ବାଦିକ ଓ ମହିଳା ସରପଞ୍ଚଙ୍କ ସ୍ୱାମୀଙ୍କ ହତ୍ୟା ଘଟଣା ; ବୋମା ମାଡ କରିବାକୁ ଆସି ଧରାପଡିଲେ ଅଭିଯୁକ୍ତ      

କଳାପଥର : ଗତ ଫେବୃଆରୀ ମାସ ୧୫ ତାରିଖ ଅପରାହ୍ନ ପ୍ରାୟ ସାଢ ୨ଟା ସମୟରେ ବାଙ୍କୀ ନିକଟସ୍ଥ ଯୋକଲାଞ୍ଜି ଠାରେ ନୁଆଗାଁ ପଞ୍ଚାୟତର ମହିଳା ସରପଞ୍ଚ ମମତା ମହାପାତ୍ରଙ୍କ ସ୍ୱାମୀ ଭଗବାନ ସ୍ୱାଇଁ ଓ ସାମ୍ବାଦିକ ଆଦିତ୍ୟ…
Read More...

କରୋନା ଭାଙ୍ଗି ଦେଇଛି ଅଣ୍ଟା: ଭୋକ ଉପାସରେ ହଜାରହଜାର ବୁଣାକାର ପରିବାର

ନେମାଳ : କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ କ୍ଷେତ୍ରରେ ଓଡିଶା ସମଗ୍ର ବିଶ୍ୱରେ ପରିଚିତ। କଟକର ସୁନାରୂପାର ତାରକସୀ କାମ, ପିପିଲିର ଚାନ୍ଦୁଆ, ବୋମକେଇ ପାଟ, ଖୋର୍ଦ୍ଧାର ବାନ୍ଧଶାଢୀ ଓ ସମ୍ବଲପୁରୀ ପାଟକୁ ନେଇ ବିଶ୍ୱ…
Read More...

ନେମାଳରୁ ୪୨ଜଣ ବହିରାଗତଙ୍କ କରୋନା ସ୍ୱାବ ପରୀକ୍ଷା ପାଇଁ ନମୁନା ସଂଗ୍ରହ

ନେମାଳ : ପ୍ରାଣଘାତୀ ମହାମାରୀ କରୋନା ଭୂତାଣୁ (କୋଭିଡ-୧୯) ସଂକ୍ରମଣ ବହିରାଗତ ଫେରନ୍ତାମାନଙ୍କ ପାଇଁ  ଚିନ୍ତାଜନକ ହୋଇପଡିଛି। ଉକ୍ତ ଘଟଣା ପାଇଁ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନର ଚିନ୍ତା ବଢାଇଛି। ଏହି ଅଞ୍ଚଳକୁ…
Read More...

ମୁରିବାହାଲ ବ୍ଲକରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ମୁରିବାହାଲ : ମୁରିବାହାଲ ବ୍ଲକର ବିଭିନ୍ନ ସଂଗରୋଧ କେନ୍ଦ୍ରରୁ ସୋମବାର ଦିନ ୧୧ଟା ସୁଦ୍ଧା ୭୦୬ ଜଣ ପ୍ରବାସୀ ଶ୍ରମିକଙ୍କୁ ଛାଡି ଦିଆଯାଇଥିବା ଜଣାପଡିଛି। ପ୍ରବାସୀ ଶ୍ରମିକମାନଙ୍କୁ ଯାହାର ସାତ ଦିନରୁ ଅଧିକ ହୋଇଛି।…
Read More...

ରେଲୱେ ଗେଟ୍ ନିକଟରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ଭୂତଳ ରାସ୍ତା

ଲୋଇସିଂହା : ଲୋଇସିଂହା ଗ୍ରାମ ମଝିରେ ରେଲୱେ ଲାଇନ ରହିଥିବାରୁ ମୁଖ୍ୟ ରାସ୍ତା ଉପରେ ବର୍ଷ ବର୍ଷ ଧରି ରେଲୱେ ଫାଟକ ରହିଥିଲା। ମାତ୍ର କିଛି ବର୍ଷ ହେଲା ଉକ୍ତ ଲାଇନ ରେ ପୂର୍ବାପେକ୍ଷା ଅନେକ ଗୁଡିଏ ଟ୍ରେନ ଚଳାଚଳ…
Read More...

ମଙ୍ଗଳବାର ବିଶେଷ : ଜାଣନ୍ତୁ ଏହି ଦିନ କ’ଣ କରିବା ଉଚିତ୍ ଓ ଅନୁଚିତ୍

ମଙ୍ଗଳବାର ହେଉଛି ଭଗବାନ ହନୁମାନଙ୍କ ପୂଜା ଦିନ। ଏହି ଦିନ ହନୁମାନଙ୍କୁ ସ୍ୱତନ୍ତ୍ର ପୂଜା କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରିବା ସମସ୍ତ ପ୍ରକାରର ସମସ୍ୟାରୁ ମୁକ୍ତି…
Read More...

ସିନ୍ଧେକେଲାରେ ଆଉ ୨ଜଣ କରୋନା ରୋଗୀ ଚିହ୍ନଟ : ସ୍ଥାନୀୟ ଅଞ୍ଚଳରେ ଆତଙ୍କ

ସିନ୍ଧେକେଲା/ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା କ୍ୱେରାଣ୍ଟାଇନ ସେଣ୍ଟରରୁ ପୁଣି ଆଉ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହେବାରୁ ଅଞ୍ଚଲରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରଥମ…
Read More...

ଝିଅ ଜନ୍ମ ହେବାରୁ ସ୍ତ୍ରୀକୁ ହତ୍ୟା ଅଭିଯୋଗ

ବେଲପଡା : ବଲାଙ୍ଗିର ଜିଲା ବେଲପଡା ଥାନା ଅଧିନ ଚନ୍ଦ୍ରପୁର ଗ୍ରାମର ଧନମତ ପୋଢଙ୍କ ସ୍ତ୍ରୀ ସାବିତ୍ରୀ ପୋଢ (୩୫)ଙ୍କ ଗତକାଲି ରାତିରେ ନିଜ ଘରେ ମୃତ୍ୟୁ ହୋଇଛି। ଏହି ମୃତ୍ୟୁ କୁ ନେଇ ମୃତାଙ୍କ ପରିବାର ଲୋକ ସ୍ବାମୀ…
Read More...

କରୋନା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

ବେଲପଡା : କୋଭିଟ ୧୯ କରୋନା ମୁକାବିଲା ପାଇଁ ବଲାଙ୍ଗିର ଜିଲ୍ଲା ବେଲପଡା ପ୍ରାଥମିକ ଶିକ୍ଷକ ସଂଘର ଗୋଟିଏ ଦିନର ଦରମା ୫ଲକ୍ଷ ୪୬ ହଜାର ୧୨୧ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫି ପାଣ୍ଠିକୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଦାନ…
Read More...

କ୍ୱାରେଣ୍ଟାଇନ କେନ୍ଦ୍ରରୁ ପ୍ରବାସୀଙ୍କ ଘର ବାହୁଡା    

ଚୁଡାପାଲି : ଓଡିଶା ସରକାର କ୍ୱାରେଣ୍ଟାଇନ୍ ନିୟମକୁ କୋହଳ କରି ୨୧ରୁ ୧୪ ଦିନ ଅବଧିକୁ ହ୍ରାସ କରିବା ପରେ ୭ ଦିନ କ୍ୱାରେଣ୍ଟାଇନ୍ ରହିଥିବା ଲୋକଙ୍କ ନିଟକରେ ଲକ୍ଷଣ ନ ଥିବାରୁ ସେମାନେ ଘର ବାହୁଡା ହୋଇଛନ୍ତି। ସେମାନେ…
Read More...

ଅଫିସରେ କରୋନା ସଂକ୍ରମଣରୁ କିପରି ନିଜକୁ ସୁରକ୍ଷିତ ରଖିବେ ?

ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ସାରା ଦେଶରେ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଯାହା ଦ୍ବାରା କରୋନା ସଂକ୍ରମଣ ବିସ୍ତାରକୁ ହ୍ରାସ କରାଯାଇପାରିବ। କିନ୍ତୁ ଏହି ଲକଡାଉନ ମଧ୍ୟରେ…
Read More...

ଆକାଂକ୍ଷୀ ଜିଲାର ବିକାଶ ହେଲେ ହିଁ ଦେଶର ଆର୍ଥିକ ବିକାଶ ସମ୍ଭବ: ଧର୍ମେନ୍ଦ୍ର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ଆବଶ୍ୟକତା, ଦକ୍ଷତା ଓ ଆର୍ଥିକ ବିକାଶ ଉପରେ ଗୁରୁତ୍ୱାରୋପ କରିବା ନିମନ୍ତେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ କରିଛନ୍ତି । ସମଗ୍ର…
Read More...

ଦେବ ବିବାହ ପାଇଁ ଆଜି ନିମନ୍ତ୍ରଣ ଦେଲେ ନୃସିଂହ

ସମ୍ବଲପୁର : ସର୍ବପୁରାତନ ଶୀତଳଷଷ୍ଠୀ ଯାତ୍ରା କମିଟି ନନ୍ଦପଡାର ବମ୍ ବମ୍ ବରାଡ ବାଲୁଙ୍କେଶ୍ୱର ଙ୍କର ପତ୍ରପେଣ୍ଡି ସହିତ ପଶ୍ଚିମ ଓଡିଶାର ସପ୍ତାହବ୍ୟାପି ଗଣପର୍ବ ଶୀତଳଷଷ୍ଠୀ ଯାତ୍ରାର ଶନିବାର ଶୁଭାରମ୍ଭ ହୋଇଯାଇଛି।…
Read More...

ଶ୍ରମିକଙ୍କର ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ

ବଡ଼ସାହି : ରବିବାର ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଘୁଷୁରିଆ ଗ୍ରାମର ଜଣେ ଶ୍ରମିକଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ଲେଙ୍ଗା ସିଂଙ୍କ ପୁଅ ଅର୍ଜୁନ(୩୫)।…
Read More...

ସାନିଟାଇଜ୍‌ ହେଉଛି ଭୁବନେଶ୍ବର ବସ୍ତି, ଭେଣ୍ଡିଂ ଜୋନ୍ ଓ ଉଠା ଦୋକାନ

ଭୁବନେଶ୍ୱର: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ବିଶ୍ୱ ଲଢ଼େଇ କରୁଛି। ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଲାଗି ପଡ଼ିଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଲାଗି ରାଜ୍ୟ ସରକାରଙ୍କ ତରଫରୁ ଅଗ୍ନିଶମ…
Read More...

ଛେଳିଆରେ ବିକାଶମଞ୍ଚର ୫ମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବଡ଼ସାହି : ବିକାଶମଞ୍ଚ ପକ୍ଷରୁ ରବିବାର ଛେଳିଆରେ ୫ମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାମାରୀ କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣର ମୁକାବିଲା ପାଇଁ ତାଲାବନ୍ଦ ଚାଲିଥିବାରୁ ଜିଲା ରକ୍ତଭଣ୍ଡାରରେ…
Read More...

ରାଜ୍ୟରେ କୋଭିଡ୍‌-୧୯ ପରୀକ୍ଷଣ ମୋଟ ୧,୨୩,୮୩୪ ନମୁନା: ପଜିଟିଭ୍‌ ୧୩୩୫, ସୁସ୍ଥ ହେଲେଣି ୫୫୦

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୩୩୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୫୫୦ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ଅର୍ଥାତ୍ ଡାକ୍ତରଖାନାରୁ ଫେରିଛନ୍ତି ଏବଂ ୭ ଜଣ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ…
Read More...

ଘରୋଇ ବିମାନ ଚଳାଚଳ ଓ ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର: ଘରୋଇ ବିମାନ ଚଳାଚଳ, ଟ୍ରେନ୍‌ରେ ଯାତ୍ରୀମାନଙ୍କ ଯାତାୟତ ସମ୍ପର୍କିତ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର। ଜୁନ୍ ୧ରୁ ସ୍ୱାଭାବିକ ଟ୍ରେନ୍‌ ଚଳାଚଳ ବାବଦରେ ଭାରତ ସରକାରଙ୍କ ନିର୍ଦେଶନାମା ଜାରି…
Read More...

ସ୍ବାଦିଷ୍ଟ ଚଣା ଡାଲି ପରଠା

ଆବଶ୍ୟକୀୟ ସାମଗ୍ରୀ : ୨ କପ୍ ଚଣା ଡାଲି, ୨ କପ୍ ଅଟା, ୨ରୁ ୩ଟି ଗୋଲମରିଚ, ଗୋଟିଏ ଖଣ୍ଡ ଡାଲଚିନି, ୧/୪ ଚାମଚ ନାଲି ଲଙ୍କା ପାଉଡର, ୧/୪ ଚାମଚ ଜିରା, ଲୁଣ ସ୍ବାଦ ଅନୁଯାୟୀ, ପାରଠା ସେକିବାକୁ ତେଲ, ପାଣି। -ପ୍ରେସର…
Read More...

ସୁକମାରେ ଏନକାଉଣ୍ଟର : ୨ ନକ୍ସଲ ନିପାତ

ସୁକମା : ନକ୍ସଲ ପ୍ରଭାବିତ ଅଞ୍ଚଳ ଛତିଶଗଡର ସୁକମାରେ ସୁରକ୍ଷାବାହିନୀ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଦୁଇ ଜଣ ନକ୍ସଲ ନିପାତ ହୋଇଥିବା ଜଣାପଡିଛି। ମୃତ୍ୟୁବରଣ କରିଥିବା ନକ୍ସଲଙ୍କ ମୁଣ୍ଡ ଉପରେ…
Read More...

କରୋନା ସଂକ୍ରମଣରେ ଦିଲ୍ଲୀ ଏମ୍ସର ପୂର୍ବତନ ଅଧ୍ୟକ୍ଷଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଜେ.ଏନ୍ ପାଣ୍ଡେ କରୋନା ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ସେ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଥିବା ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ…
Read More...

ଲକଡାଉନରେ ମୌଲାନାମାନଙ୍କୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହାୟତା

ନେମାଳ : ଦିନକ ପରେ ଇସଲାମ ଧର୍ମାଲମ୍ବୀମାନେ ରମ୍‌ଜାନ ସାସର ଅନ୍ତିମ ଦିନଟିକୁ ଇଦ୍ ପର୍ବ ଭାବେ ପାଳନ କରିବେ। ଚଳିତ ବର୍ଷ କରାନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକଡାଉନ ଘୋଷଣା କରାଯାଇଥିବାରୁ ରମଜାନ୍…
Read More...

ସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ପ୍ରବାସୀଙ୍କ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା

ପାଟଣାଗଡ : ବଲାଙ୍ଗିର ଜିଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଖୁଣ୍ଟସମଲାଇସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରହୁଥିବା ଜଣେ ପ୍ରବାସୀଙ୍କ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି। ମୃତକ ଜଣକ ହେଲେ ଟିକେମଣୀ…
Read More...

ଇଏ ବି କରୋନା ଯୋଦ୍ଧା: ଘରକୁ ଘର ବୁଲି ଲୋକଙ୍କୁ ଯୋଗାଉଛନ୍ତି ସାମଗ୍ରୀ

କଟକ: କୋରୋନାକୁ ନେଇ ସବୁଠି ଭୟ ; କିନ୍ତୁ କିଛି ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରିବା ପାଇଁ କିଛି ଲୋକ ଘରୁ ପଦାକୁ ଗୋଡ଼ ବାହାର କରିଥାନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ସ୍ୱାସ୍ଥ୍ୟ କର୍ମଚାରୀ, ସଫେଇ କର୍ମଚାରୀ,…
Read More...

ଓଡ଼ିଶା ଫେରିଲେଣି ୨,୨୩,୮୪୭ ପ୍ରବାସୀ; ଶ୍ରମଜୀବୀଙ୍କୁ ମିଳିବ ମାଗଣା ଚାଉଳ

ଭୁବନେଶ୍ବର: ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉ-ଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଆଜି ୯୪୭୪ ଜଣ ପ୍ରବାସୀ ଓଡ଼ିଆ ଓଡ଼ିଶାରେ ପହଞ୍ଚିଛନ୍ତି। ଏପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୨,୨୩,୮୪୭ ଜଣ…
Read More...

ବଲାଙ୍ଗୀର ମେଡ଼ିକାଲ୍‌ କଲେଜରେ କୋଭିଡ୍‌-୧୯ ପରୀକ୍ଷଣ ଆରମ୍ଭ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ରାଜ୍ୟରେ କୋଭିଡ୍‌-୧୯ ନମୁନା ପରୀକ୍ଷଣ ବୃଦ୍ଧି ପାଇଁ ଉଦ୍ୟମ ଜାରି ରହିଛି। ରାଜ୍ୟରେ ନୂତନ ଭାବେ ପ୍ରତିଷ୍ଠା କରାଯାଇଥିବା ବଲାଙ୍ଗୀର ସନ୍ଥ ଭୀମଭୋଇ…
Read More...

ସଂକଟ ସମୟରେ ପଶ୍ଚିମବଙ୍ଗ ସହିତ ଓଡ଼ିଶାବାସୀ ଠିଆ ହୋଇଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟେଲିଫୋନ୍‌ ଯୋଗେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ସହିତ ଅମ୍ପନ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ…
Read More...

ଅମ୍ପନ୍‌ ବାତ୍ୟା ପ୍ରଭାବ: ରାଜ୍ୟର ୮୯ ବ୍ଲକର ୪୪ଲକ୍ଷ ଲୋକ କ୍ଷତିଗ୍ରସ୍ତ, ତୁରନ୍ତ ପୁନରୁଦ୍ଧାର ପାଇଁ…

ଭୁବନେଶ୍ବର: ବାତ୍ୟା ଅମ୍ପନର ପ୍ରଭାବରେ ରାଜ୍ୟର ୮୯ଟି ବ୍ଲକ୍‌ର ୪୪ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ବାତ୍ୟାରେ ହୋଇଥିବା ପ୍ରଭୂତ କ୍ଷତି, ବିଶେଷ ଭାବେ ଏହିସବୁ ଜିଲ୍ଲାଗୁଡ଼ିକରେ ଫସଲ କ୍ଷତି ନେଇ ମଧ୍ୟ…
Read More...

ଅମ୍ପନ ବାତ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆକାଶ ମାର୍ଗରୁ ରାଜ୍ୟର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ…
Read More...

କରୋନା ବାତାବରଣକୁ ସକାରାତ୍ମକ କରିଛି ‘ରାମାୟଣ’ – ସୁନୀଲ ଲହିରି

ରାମାୟଣ ସିରିୟଲରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହିରି ନିଜର ମନ୍ତବ୍ୟ ଦେଇ କହିଛନ୍ତି ଯେ, ଦେଶବାସୀ ଏକ କଷ୍ଟଦାୟକ ପରିସ୍ଥିତି ଦେଇ ଗତି କରୁଛନ୍ତି। ଏଭଳି ପରିସ୍ଥିତିରେ କରୋନା ବାତାବରଣକୁ ସକରାତ୍ମକ…
Read More...

ଶ୍ରମିକ ଟ୍ରେନରେ ସନ୍ତାନ ପ୍ରସବ ; ମେ ମାସରେ ୨୪ଜଣ ଶିଶୁ ଜନ୍ମ

ନୂଆଦିଲ୍ଲୀ : ମାର୍ଚ୍ଚ ୨୫ରେ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା। ଏହା ମଧ୍ୟରେ ଲକଡାଉନ୍ ଦୁଇ ମାସ ହେବାକୁ ଯାଉଛି। ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକ ଓ କର୍ମଚାରୀମାନଙ୍କୁ ଘରକୁ ପେରାଇ ନେବା ପାଇଁ…
Read More...

ପ୍ରଶାସନର ଚରମ ଅବହେଳା ଅଭିଯୋଗ; ମହିଳା ଆକ୍ରାନ୍ତ ହୋଇପାରନ୍ତି ସୁପର ସ୍ପ୍ରେଡର୍

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବସନ୍ତପଡା ସଙ୍ଗରୋଧ କେନ୍ଦ୍ରରେ ସାତଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି। ସଙ୍ଗରୋଧ କେନ୍ଦ୍ର ପରିଚାଳନାରେ ସାମିଲ ଥିବା ଓଡିଶା…
Read More...

ମଦଠୁ ବଳିଗଲା ତମାଖୁ ବେପାର ; ସୁରଟରେ ତମାଖୁ ଦୋକାନ ଆଗରେ ଲମ୍ୱା ଲାଇନ

ଅହମଦାବାଦ : ଗୁଜୁରାଟରେ ନୂତନ ଲକଡାଉନ୍ ଗାଇଡଲାଇନରେ ସାଧାରଣ ଲୋକଙ୍କ ଅନେକ କାର୍ଯ୍ୟରେ କଟକଣା ମୁକ୍ତ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ରାଜ୍ୟରେ ରେଡ୍ ଜୋନ୍, ଗ୍ରୀନ୍ ଜୋନ୍ ଏବଂ ଅରେଞ୍ଜ…
Read More...

ପତଞ୍ଜଳି ଇ-କମର୍ସ : ପ୍ରଥମ ସପ୍ତାହରେ ଦଶ ହଜାରରୁ ଅଧିକ ଅର୍ଡର, ଆମାଜନ ଏବଂ ଫ୍ଲିପକାର୍ଟ ଭଳି କମ୍ପାନୀକୁ ଦେଉଛି…

ନୂଆଦିଲ୍ଲୀ : ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳିର ଇ-କମର୍ସ ୱେବସାଇଟ୍ ଲଞ୍ଚ ହୋଇଛି। ‘ଅର୍ଡର ମି' ନାମରେ ଏହି ୱେବସାଇଟ୍ ଡିଜିଟାଲ ପ୍ଲାଟଫର୍ମରେ ଧମାଲ ମଚାଇଛି। ପତଞ୍ଜଳି ସମେତ ଅନ୍ୟାନ୍ୟ ସ୍ବଦେଶୀ…
Read More...

ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ ୨୬ରୁ ଆରମ୍ଭ

ଭୁବନେଶ୍ବର: ଚଳିତ ମେ’ ୨୬ ତାରିଖରୁ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଏବଂ ମଧ୍ୟମା ପରୀକ୍ଷାର ଉତ୍ତର ଖାତା ମୂଲ୍ୟାୟନ ଆରମ୍ଭ ହେବ। ପୂର୍ବ ନିର୍ଦ୍ଧାରିତ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ଆବଶ୍ୟକୀୟ ବନ୍ଦୋବସ୍ତ ନିମନ୍ତେ…
Read More...

କୋଭିଡ୍‌ ନିୟମ ଉଲଙ୍ଘନ: ୨୪ଘଣ୍ଟାରେ ୮ମାମଲା, ବନ୍ଧା ହେଲେ ୨୪

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲଙ୍ଘନ କରିଥିବା ଅଭିଯୋଗରେ ମଇ ୨୦ରୁ ମଇ ୨୧ ତାରିଖ ସକାଳ ପର୍ୟ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୮ଟି ମାମଲା ଦାୟର କରାଯାଇଛି। ଏହି ସମସ୍ତ ମାମଲା ଲକ୍‌ ଡାଉନ୍‌…
Read More...

୧୪୪ ଧାରା ଜାରି କଲେ ବିଜେପୁର ସରପଂଚ

ଟିଟିଲାଗଡ଼ : ଟିଟିଲାଗଡ ବ୍ଲକ ବିଜେପୁର ଗ୍ରାମପଂଚାୟତ ସରପଂଚ ସୁଚିତ୍ରା ନାଗ ବୁଧବାର ତାଙ୍କ ଜିଲାପାଳ କ୍ଷମତା ପ୍ରୟୋଗ କରି ବିଜେପୁର ସଙ୍ଗରୋଧ କେନ୍ଦ୍ର ଦୁଇଟିର ୧୦୦ ମିଟର ପରିଧି ଅଂଚଳରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ…
Read More...

ପ୍ରତିରକ୍ଷା ସଂସ୍ଥାନ ନିଗମିକରଣକୁ ବିରୋଧ

ଟିଟିଲାଗଡ଼ : ଭାରତୀୟ ମଜଦୁର ସଂଘ ଏବଂ ଭାରତୀୟ ପ୍ରତିରକ୍ଷା ମଜଦୁର ସଂଘ କେନ୍ଦ୍ର ସରକାରଙ୍କ ରକ୍ଷା ସଂସ୍ଥାନ ମାନଙ୍କର ନିଗମିକରଣ, ବିଭିନ୍ନ ପଦବି ପରିସମାପ୍ତି, ମହଙ୍ଗା ଭତା ଅବରୋଧକୁ ତୀବ୍ର ବିରୋଧ କରିଛି। ଏହି…
Read More...

ମିଶନ ଶକ୍ତି ବିହନ ବିକ୍ରୟ କେନ୍ଦ୍ର

ଟିଟିଲାଗଡ଼ : ସରକାରୀ ସ୍ତରରେ ମିଶନ ଶକ୍ତି ଯୋଜନାରେ ମହିଳା ଗୋଷ୍ଠୀଙ୍କୁ ଅନେକ ସୁଯୋଗ ପ୍ରଦାନ କରାଯାଉଛି। ଏହି କ୍ରମରେ ଟିଟିଲାଗଡ ବ୍ଲକ ଖୋଲାନ ଗ୍ରାମ ପଂଚାୟତ ଅନ୍ତର୍ଗତ ପଥର୍ଲା ଗ୍ରାମର ମାଁ ଖୁଦୁରୁକୁଣୀ ମହିଳା…
Read More...

ଶ୍ରମିକଙ୍କୁ ଅଧାବାଟରେ ଛାଡି ଦେଲା ତାମିଲନାଡୁ ବସ୍

ଖପ୍ରାଖୋଲ : କରୋନା ଭାଇରସ୍ କୋଭିଡ ୧୯ ସମଗ୍ର ବିଶ୍ୱରେ ମହାମାରୀ ରୂପ ଧାରଣ କରିଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ଦେଶବ୍ୟାପି ତାଲାବନ୍ଦ ଚତୁର୍ଥ ପର୍ଯ୍ୟାୟରେ ଜାରି ରହିଛି। ଏଭଳି ପରିସ୍ଥିତିରେ ବିଭିନ୍ନ ରାଜ୍ୟରେ…
Read More...

କୋଭିଡ୍‌-୧୯ ମାର୍ଗଦର୍ଶିକା ଉଲଙ୍ଘନ: ୨୪ ଘଣ୍ଟାରେ ୧୦ ମାମଲା, ୩୪ ଗିରଫ

ଭୁବନେଶ୍ବର :  ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲଙ୍ଘନ କରିଥିବା ଅଭିଯୋଗରେ ମଇ ୧୮ରୁ ମଇ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୦ଟି ମାମଲା ଦାୟର କରାଯାଇଛି। ଏଥିମଧ୍ୟରୁ ୬ଟି ମାମଲା ଲକ୍‌…
Read More...

କୋଭିଡ୍‌-୧୯ ମୁକାବିଲା: ୬୭୯୮ ଗ୍ରାମ ପଞ୍ଚାୟତରେ ୧୫,୬୮୫ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର

ଭୁବନେଶ୍ବର : କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୫,୬୮୫ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି। ଏଥିରେ…
Read More...

ଓଡ଼ିଶା ଫେରିଲେଣି ୧,୯୧,୯୨୫ ପ୍ରବାସୀ ଓଡ଼ିଆ

ଭୁବନେଶ୍ବର: ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଆଜି ୧୫,୭୭୩ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୧,୯୧,୯୨୫ ଜଣ…
Read More...

ଲକ୍ଷେ ଟପିଲା ଓଡ଼ିଶାରେ କୋଭିଡ୍‌-୧୯ ପରୀକ୍ଷଣ; ମୋଟ ପଜିଟିଭ୍‌ ୯୭୮, ସୁସ୍ଥ ୩୦୭

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ କୋଭିଡ-୧୯ ପରୀକ୍ଷଣ ଏକ ଲକ୍ଷ ଟପିଥିବାରୁ ଖୁସୀ ପ୍ରକଟ କରିଛନ୍ତି। କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ କୋଭିଡ-୧୯ ପରୀକ୍ଷଣ ସଂଖ୍ୟା ବୃଦ୍ଧି…
Read More...

ମୁରିବାହାଲ ପଞ୍ଚାୟତରେ ୧୨ଘଣ୍ଟା କର୍ଫ୍ୟୁ ବୃଦ୍ଧି

ମୁରିବାହାଲ : ମୁରିବାହାଲ ଅଞ୍ଚଳରେ ମଙ୍ଗଳବାର ରାତି ୯ଟା ପର୍ଯ୍ୟନ୍ତ ୪୮ଘଣ୍ଟା କର୍ଫ୍ୟୁ ଜାରି କରାଯାଇଥିବା ବେଳେ ଆଜି ସ୍ଥାନୀୟ ସରପଞ୍ଚ ଆଉ ୧୨ଘଣ୍ଟା କର୍ଫ୍ୟୁ ବୃଦ୍ଧି କରିଛନ୍ତି। ଗତକାଲି ସନ୍ଧ୍ୟାରୁ ମଙ୍ଗଳବାର…
Read More...

ସଙ୍ଗରୋଧ କେନ୍ଦ୍ରରେ ଯୋଗଶିବିର

ଆଗଲପୁର/ ଖପ୍ରାଖୋଲ : ମହାମାରୀ କରୋନା ଭୂତାଣୁ ସଂକ୍ରମଣ ହେବାପରେ କେନ୍ଦ୍ର ସରକାର ଲକଡାଉନ ଘୋଷଣା କରିଥିଲେ। ଏହି ଲକଡାଉନ ସମୟରେ ପ୍ରବାସୀ ଓଡିଆମାନେ ବାହାର ରଜ୍ୟରୁ ଆସିନପାରି ରହି ଯାଇଥିଲେ। ଏହି ପ୍ରବାସୀ…
Read More...

ପ୍ରବାସୀଙ୍କୁ ନେଇ ଯାଉଥିବା ବସକୁ ନେଇ ଚିନ୍ତାରେ ତୁଷୁରାବାସୀ

ତୁଷୁରା : ରାଜ୍ୟ ସରକାର ସମସ୍ତ ପ୍ରବାସୀ ଓଡ଼ିଆ ଭାଇମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଥିବାବେଳେ ବିଭିନ୍ନ ସ୍ଥାନକୁ ବସ ବା ଟ୍ରେନ ଯୋଗେ ଲୋକେ ନିଜ ଅଂଚଳକୁ ଫେରୁଛନ୍ତି। କିଛିଦିନ ହେଲା ତୁଷୁରା ସହର ଦେଇ…
Read More...

ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ ପାଇଁ ଉଠିଲା ଲଗ୍ନଥାଳ; ୨୬ରେ ମଙ୍ଗଳପାଗ, ୨୭ ଦେବଦମ୍ପତିଙ୍କ ବିବାହ

ଆରଡି : ବାବା ଆଖଣ୍ଡଳମଣିଙ୍କ ଚଳିତ ବିବାହ ଉତ୍ସବ ଆସନ୍ତା ୨୭ରେ ପାଳିତ ହେବ। ଏଥିପାଇଁ ସୋମବାର ଏକାଦଶୀ ତିଥିରେ ବ୍ରହ୍ମଣ ଓ ଜ୍ୟୋତିଷଙ୍କ ଦ୍ୱାରା ଲଗ୍ନଚିଟାଉ ଲେଖାଯିବା ସହିତ ବରପିତା ଓ କନ୍ୟାପିତାଙ୍କ ପକ୍ଷରୁ…
Read More...

କୋଭିଡ୍‌-୧୯ ନିୟମ ଉଲଙ୍ଘନ: ୨୪ଘଣ୍ଟାରେ ୮ ମାମଲା, ୪୬ ଗିରଫ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲଙ୍ଘନ କରିଥିବା ଅଭିଯୋଗରେ ମେ’ ୧୭ରୁ ୧୮ ତାରିଖ ସକାଳ ୨୪ଘଣ୍ଟା ମଧ୍ୟରେ ୮ଟି ମାମଲା ଦାୟର କରାଯାଇଛି। ଏହି ସମସ୍ତ ମାମଲା ଲକ୍‌ଡାଉନ୍‌ ସମ୍ପର୍କିତ…
Read More...

ଚାଷୀଙ୍କୁ ଗାଈ ଋଣ ମହଙ୍ଗା, କନ୍ଦାଉଛି ବ୍ୟାଙ୍କ

ଟିଟିଲାଗଡ଼:  ଚାଷୀବର୍ଗଙ୍କୁ ପ୍ରୋତ୍ସାହନ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ସହ ସ୍ୱଳ୍ପ ସୁଦ୍ଧରେ ଋଣ ପ୍ରଦାନ କରାଯାଉଥିବା ସରକାରୀ ସ୍ତରରେ ଡିଣ୍ଡିମା ପିଟା ଚାଲିଛି। ହେଲେ ତାହା ଅନ୍ଧକୁ ଦର୍ପଣ ଦେଖା ସାବ୍ୟସ୍ତ…
Read More...

ମହଙ୍ଗା ପଡିଲା ଲୁଣ କଳାବେପାର ; ଲକ୍ଷେ ଟଙ୍କା ଜୋରିମାନା ଆଦାୟ

ପାଟଣାଗଡ : ସ୍ଥାନୀୟ ରାମଜୀଛକସ୍ଥିତ ଲକ୍ଷ୍ମୀ ଷ୍ଟୋରର ମାଲିକ ଲୁଣର କଳାବେପାର କରିବା ତାଙ୍କ ପାଇଁ ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଛି। ସ୍ୱତନ୍ତ୍ର ତଦନ୍ତକାରୀ ଦଳ ହାବୁଡରେ ସିଧା ଧରାପଡିବା ପରେ କଳାବେପାରୀଙ୍କଠାରୁ  ୧…
Read More...

ହତ୍ୟା ଅଭିଯୋଗରେ ମୃତ ମହିଳାଙ୍କ ସ୍ୱାମୀଙ୍କୁ କୋର୍ଟ ଚଲାଣ

ଆଗଲପୁର : ବଲାଙ୍ଗିର ଜିଲା ଆଗପୁର ଫାଣ୍ଡି ଅନ୍ତର୍ଗତ ଇଂସା ଗ୍ରାମର ବିବାହିତା ସୁବାସିନୀ ବରିହାଙ୍କୁ ହତ୍ୟା କରାଯାଇଥିବା ସୁବାସିନୀର ପିତା କୁନ୍ଦା ବରିହା ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ଆଗଲପୁର, ଲୋଇସିଂହା…
Read More...

ବେଆଇନ ବାଲି ଚାଲାଣ : ୨ ଟ୍ରାକ୍ଟର ଜବତ, ୧୦ ହଜାର ଜରିମାନା ଆଦାୟ

ମୁରିବାହାଲ : ମୁରିବାହାଲ ତହସିଲ ଅଂଚଳରେ ଲକଡାଉନ ସମୟରେ ମଧ୍ୟ ବେଆଇନ ବାଲି ଚାଲାଣ ଜାରି ରହିଛି। ମୁରିବାହାଲ ବ୍ଲକକୁ ନିତିଦିନ ଟିକ୍ରାପଡା ସ୍ଥିତ ଲାନ୍ତନଦୀ ଏବଂ ଗୁଲମି ଜଙ୍ଗଲ ମଧ୍ୟରେ ଥିବା ଅନେକ ନାଳରୁ ଦୈନିକ ଶହ…
Read More...

କରୋନା ପାଇଁ ଜଗନ୍ନାଥ ମନ୍ଦିରେ ଅଖଣ୍ଡ ଦୀପ, ଆଜି ସମାପ୍ତ

ଆଗଲପୁର : କରୋନା ଭୂତାଣୁରୁ ବିଶ୍ୱର ମଣିଷ ସମାଜକୁ ରକ୍ଷା କରିବା ପାଇଁ ଅଗଲପୁର ଜଗନ୍ନାଥ ମନ୍ଦିରରେ ମାର୍ଚ୍ଚ ୩୦ ତାରିଖରୁ ଅଖଣ୍ଡ ଦୀପ ବସାଯାଇଥିଲା। ଏହି ଦୀପ ବସାଯିବା ଦିନଠାରୁ ପୁଜକ ପ୍ରଦ୍ୟୁମ୍ନ କୁମାର ପ୍ରତ୍ୟହ…
Read More...

ଆନ୍ଧ୍ର, ତାମିଲନାଡୁ ଓ ଗୁଜୁରାଟରୁ ପ୍ରବାସୀ ଓଡ଼ିଆ ଫେରିଲେ

ବଲାଙ୍ଗିର : ସୋମବାର ୩ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ବଲାଙ୍ଗିରରେ ଆସି ପହଞ୍ଚିଛି ପ୍ରବାସୀ ଓଡ଼ିଆ। ୩୦ଟି ଜିଲାର ପ୍ରାୟ ୪ହଜାର ପ୍ରବାସୀ ଓଡ଼ିଆ ଫେରିଛନ୍ତି। ବଲାଙ୍ଗିର ଜିଲା ତଥା ଆଖପାଖ ଜିଲାରୁ ଆସିଥିବା…
Read More...

କାହା ଭରସାରେ ରୋଗୀଙ୍କ ଜୀବନ ; ନିଶାସକ୍ତ ଆମ୍ବୁଲାନ୍ସ ଚାଳକ ଗୁରୁତର

ପାଟଣା : ରୋଗୀଙ୍କୁ ନେବା ଆଣିବା କରୁଥିବା ଖୋଦ୍ ଆମ୍ବୁଲାନ୍ସ ଚାଳକର ହୋସ ରହୁନି। ଅତ୍ୟାଧିକ ନିଶା ସେବନ ଯୋଗୁଁ ଗୁରୁତର ଅବସ୍ଥାରେ ଜଣେ ଆମ୍ବୁଲାନ୍ସ ଚାଳକ ଡାକ୍ତଖାନାରେ ଭର୍ତ୍ତି ହୋଇଛନ୍ତି। ଏଭଳି ଏକ ଦୁର୍ଭାଗ୍ୟଜନକ…
Read More...

ମାଡି ଆସୁଛି ସାମୁଦ୍ରିକଝଡ ଅମ୍ଫାନ; ମୁକୁଳା ପଡିଛି ନଦୀବନ୍ଧ, ଆତଙ୍କିତ ନଦୀକୂଳିଆ

ଆରଡି : ମାଡି ଆସୁଛି ସାମୁଦ୍ରିକଝଡ ଅମ୍ଫାନ। ଯାହାକୁ ନେଇ ଆତଙ୍କିତ ହୋଇ ପଡିଛନ୍ତି ଭଦ୍ରକ ଜିଲାର ତଳିଆ ଅଞ୍ଚ ଭାବେ ଜଣାଶୁଣା ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର, ସୁନ୍ଦରପୁର ଓ ଓଳଗ ପଞ୍ଚାୟତର ନଦୀକୂଳିଆବାସୀ।…
Read More...

କରୋନା ଦୁଃଖ: ଏପଟେ ରୋଜଗାର, ସେପଟେ ଭୋକ

ବଲାଙ୍ଗିର : କରେନା ଓ ଲକଡାଉନ୍। ଅନେକଙ୍କ ପାଇଁ ଦୁଃଖର କାରଣ। ଆମ ଚାରିପଟେ ପଇଁତରା ମାରୁଛି କେବଳ ସମସ୍ୟା ହିଁ  ସମସ୍ୟା। କାହା ମୁହଁରେ ଖୁସି ନାହିଁ। ସମସ୍ତେ ପାଲଟିଛନ୍ତି ପରିସ୍ଥିତିର ଦାସ। କରୋନା ଓ ଲକଡାଉନ୍…
Read More...

ମୁରିବାହାଲରେ ୪୮ ଘଣ୍ଟିଆ କର୍ଫ୍ୟୁ

ମୁରିବାହାଲ : ମୁରିବାହାଲ ବ୍ଲକ ସଦର ଗ୍ରାମ ପଂଚାୟତରେ ରବିବାର ସକାଳ ୯ଟା ସମୟରୁ ମଙ୍ଗଳବାର ସକାଳ ୯ଟା ପର୍ଯ୍ୟନ୍ତ ଦୀର୍ଘ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି କଲେ ସରପଂଚ। ରବିବାର ଭୋର ୩ଟାରେ ମୁରିବାହାଲ ବ୍ଲକ ନିକଟରେ ବସ…
Read More...

ନିମ୍ନମାନର ରାସ୍ତା କାମକୁ ବନ୍ଦ କଲେ ଗ୍ରାମବାସୀ

ଲାଞ୍ଜିଗଡ : ଗ୍ରାମାଞ୍ଚଳକୁ ମୁଖ୍ୟ ରାସ୍ତା ସହିତ ସଂଯୋଗ କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ସଡକ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ କରାଉଛନ୍ତି। ହେଲେ ଠିକାଦାର ମାନଙ୍କ ଲାଭଖୋର ନିତି ଯୋଗୁଁ ଏହି ଯୋଜନା ବାଟବଣା…
Read More...

ଟେକ୍ନିସିଆନଙ୍କ ସନ୍ଦେହଜନକ ମୃତ୍ୟୁ, କାରଣ ଅସ୍ପଷ୍ଟ

ଲାଞ୍ଜିଗଡ : କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗାଁ ନିକଟରେ ଥିବା ଏକ ଭଡାଘରେ ରହୁଥିବା ଅନିଲ ସିଂ(୪୯) ନାମକ ଟେକ୍ନିସିଆନଙ୍କ ମୃତ୍ୟୁ ଘଟିଛି। ହେଲେ ମୃତ୍ୟୁର କାରଣ ଏପର୍ୟ୍ୟନ୍ତ ଅସ୍ପଷ୍ଟ…
Read More...

ଏଣିକି କରୋନା ରୋଗୀ ଚିହ୍ନଟ କରିବ କୁକୁର, ବ୍ରିଟେନ୍ ତାଲିମ ଆରମ୍ଭ

ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଛି। ଏହାର ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ଦେଶ ପକ୍ଷରୁ ବିଭିନ୍ନ ପରୀକ୍ଷଣ କରାଯାଉଛି। ଏହି ପରୀକ୍ଷଣ ମଧ୍ୟରେ ବ୍ରିଟେନ ଗୋଟିଏ ପାଦ ଆଗକୁ ଆସି ଏକ ଭିନ୍ନ…
Read More...

ଗ୍ରୀଷ୍ମ ଋତୁରେ ଅଣ୍ଡା ଖାଇବା କ୍ଷତିକାରକ କି?

ଅଣ୍ଡାରେ ପ୍ରୋଟିନ୍ ଭରପୂର ମାତ୍ରାରେ ରହିଥାଏ। ଜିମ୍ ଯାଉଥିବା ଲୋକମାନେ ଏହାକୁ ବିଶେଷ ଭାବରେ ନିଜ ଭୋଜନ ତାଲିକାରେ ସାମିଲ କରିଥାନ୍ତି। କିନ୍ତୁ କିଛି ଲୋକ ମାନନ୍ତି ଯେ, ଗ୍ରୀଷ୍ମ ଋତୁରେ ଅଣ୍ଡା ଖାଇବା ଭଲ ନୁହେଁ।…
Read More...

ବିଲେଇସାଥୀ ହତ୍ୟା ଘଟଣା : ୨ ଅଭିଯୁକ୍ତ କୋର୍ଟ ଚାଲାଣ, ଅନ୍ୟମାନେ ଫେରାର

ପାଟଣାଗଡ : ବିଲେଇସାଥୀ ଗ୍ରାମରେ ଗତ ୧୪ ତାରିଖ ଦିନ ଘଟିଥିବା ସଂଗଠିତ ହତ୍ୟାକାଣ୍ଡରେ ୨ ଜଣ ଅଭିଯୁକ୍ତ ଚତୁର୍ଭୁଜ ସାହୁ(୬୦) ଏବଂ ରୁଦ୍ରେଶ୍ୱର ଗୁପ୍ତା(୨୪)ଙ୍କୁ ଶନିବାର ପାଟଣାଗଡ ପୁଲିସ କୋର୍ଟ ଚାଲାଣ କରିଥିବା ବେଳେ…
Read More...

କରୋନା ଯୋଦ୍ଧା ମୃତ ଆଶାକର୍ମୀଙ୍କ ପରିବାରକୁ ୫୦ ଲକ୍ଷ ଦେବାକୁ କଳାହାଣ୍ଡି ସାଂସଦଙ୍କ ଦାବି

କଲମପୁର : କରୋନା ସଚେତନତା ପାଇଁ କେବଳ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ନୁହେଁ ସମସ୍ତ କାର୍ଯ୍ୟରତ ଅଙ୍ଗନବାଡି, ଆଶାକର୍ମୀ ଓ ସର୍ବୋପରି ପୁଲିସ ପ୍ରଶାସନ ନିୟୋଜିତ ହେଇଛନ୍ତି। ଏମାନଙ୍କୁ ସରକାର କରୋନା ସଂଗ୍ରାମର ଯୋଦ୍ଧା…
Read More...

ଲକଡାଉନ୍ ରେ ଲୁଣ ଦର ବୃଦ୍ଧି

ବିନିକା : ସମ୍ପ୍ରତି କିଛି ମାସ ଧରି ମହାମାରୀ କରୋନା ବିପତ୍ତି ପରିସ୍ଥିତିରେ ସରକାର ଘୋଷଣା କରିଥିବା ଲକ୍ ଡାଉନ୍ ପରିପ୍ରେକ୍ଷୀରେ ଗତ କିଛି ଦିନ ହେଲା ସମଗ୍ର ବିନିକା ଅଞ୍ଚଳରେ ନିତ୍ୟ ବ୍ୟବହାର୍ୟ୍ୟ ଅତ୍ୟାବଶ୍ୟକ…
Read More...

ବିନିକା ମାର୍କେଟ ୟାର୍ଡରେ ସାମାଜିକ ଦୂରତାରେ ଆରମ୍ଭ ହେଲା ଧାନକିଣା

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ନିୟନ୍ତ୍ରିତ ବଜାରରେ ମହିଳା ମିଶନ ଶକ୍ତି ଓ ମାର୍କେଟ ୟାର୍ଡ ଜରିଆରେ ଶୁକ୍ରବାର ଠାରୁ ଚଳିତ ରବି ଋତୁ ପାଇଁ ସରକାର ବିଧିବଦ୍ଧ ଭାବରେ ଚାଷୀଙ୍କ ଧାନକିଣା ଆରମ୍ଭ ହୋଇଛି।…
Read More...

‘ୱାର୍କ ଫ୍ରମ୍ ହୋମ୍’ ପାଇଁ ଜିଓର ନୂଆ ତ୍ରୈମାସିକ ପ୍ଲାନ୍ ; ଜାଣନ୍ତୁ ଗୋଟିଏ ଦିନରେ କେତେ ଜିବି ଡାଟା ମିଳିବ

ଭୁବନେଶ୍ୱର / ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଅଧିକ ଡାଟା ବ୍ୟବହାର କରୁଥିବା ପ୍ରିପେଡ୍ ଗ୍ରାହକମାନଙ୍କ ପାଇଁ ଶୁକ୍ରବାର ଆଉ ଏକ ନୂଆ ତ୍ରୈମାସିକ ‘ୱାର୍କ ଫ୍ରମ୍ ହୋମ୍’ ପ୍ଲାନ୍ ଆରମ୍ଭ କରାଯାଇଛି। ଏହି ନୂଆ…
Read More...

ଧାନ ଖଳାରେ ଅଗ୍ନିକାଣ୍ଡ, ସରକାରୀ ସହାୟତା ଦାବି

ଲାଠୋର: ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଳକ କରୁଆଁଝର ପଞ୍ଚାୟତ ମସିଣା ଗ୍ରାମରେ ଶୁକ୍ରବାର ପୂର୍ବାହ୍ନ ବେଳେ ଏକ ଧାନ ଖଳାରେ ନିଆଁ ଲାଗି ସଂପୂର୍ଣ୍ଣ ଭାବେ ଜଳି ନଷ୍ଟ ହୋଇଯାଇଥିବା ଜଣାପଡିଛି। ପ୍ରକାଶ ଯେ ଖପ୍ରାଖୋଲ ବ୍ଳକ…
Read More...

ସଙ୍ଗରୋଧ କେନ୍ଦ୍ରରେ ସଂକ୍ରମଣ ଆଶଙ୍କା !

ବେଲଗାଁ : ସଙ୍ଗରୋଧ କେନ୍ଦ୍ରରେ କୌଣସି ସୁରକ୍ଷା କିଟ ପରିଧାନ ନକରି ଶ୍ରମିକଙ୍କ ଗହଣରେ କର୍ମଚାରୀ କାର୍ଯ୍ୟ କରୁଥିବା ଦେଖାଯାଇଛି। ଏହା ସହ କର୍ମଚାରୀମାନେ ମଧ୍ୟ ନିଜ ଘରକୁ ଯିବାଆସିବା କରୁଛନ୍ତି। ପ୍ରବାସୀ ଶ୍ରମିକ…
Read More...

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର

ଠାକୁରମୁଣ୍ଡା: ଠାକୁରମୁଣ୍ଡା ଆନନ୍ଦପୁର ରାସ୍ତା  ମହୁଲଡିହା ଥାନା ଗୋଡ଼ଭୋଙ୍ଗା ନିକଟରେ ଆଜି ଦିନ ପ୍ରାୟ ୧ ଟା ସମୟରେ କଟକ ରୁ ଠାକୁରମୁଣ୍ଡା କୁ ଏକ କାର ଯୋଗେ ଆସୁଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ…
Read More...

ପଦଯାତ୍ରା ଶ୍ରମିକଙ୍କୁ ସାହା ହେଲା ପ୍ରଶାସନ

ବେଲଗାଁ : ବିଶାଖାପାଟଣା ଠାରୁ ନିଜ ଭିଟାମାଟି ଝାଡଖଣ୍ଡ ଅଭିମୁଖେ ପଦଯାତ୍ରାରେ ବାହାରିଥିବା ଶ୍ରମିକଙ୍କ ସହାୟତା ନେଇ ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ପ୍ରଶାସନ ସହାୟତାର ହାତ ବଢାଇଛି। ବିଶାଖାପାଟଣା ଠାରୁ ରେଳ ଧାରଣା କଡରେ…
Read More...

ଅମଠାଗୁଡାରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା, ପ୍ରଭାବିତ ହେଉଛନ୍ତି ୮୦ ପରିବାର

କଲମପୁର : ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରୀଷ୍ମତାପ। ଗ୍ରୀଷ୍ମତାପ ବଢି ଚାଲିଥିବା ବେଳେ ନିମ୍ନଗାମୀ ହେଉଛି ଜଳସ୍ତର। ଏବେ ସମଗ୍ର କଳାହାଣ୍ଡିରେ ୪୦ ଡିଗ୍ରୀରୁ ଅଧିକ ଉତାପ। ଉଭୟ ଗ୍ରୀଷ୍ମ ତାପର ବୃଦ୍ଧି ଓ କରୋନା ଭୂତାଣୁ…
Read More...

ଶ୍ରମିକ ଟ୍ରେନରେ ଯାତ୍ରୀଙ୍କୁ ଖାଦ୍ୟ ବଣ୍ଟନ

ଟିଟିଲାଗଡ : ଟିଟିଲାଗଡ ରେଳଷ୍ଟେସନରେ ଆଜି ଦୁଇଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଗୁନ୍ଟୁରରୁ ଡାଲଟନଗଞ୍ଜ ଏବଂ  ତ୍ରିଚୁରରୁ ବାଲେଶ୍ୱର ରହଣୀ ହୋଇଥିଲା। ଏନେଇ ଟିଟିଲାଗଡ ଉପଜିଲାପାଳ ସୁଧାକର ନାୟକଙ୍କ ତତ୍ୱାବଧାନରେ ରେଲବାଇ…
Read More...

ବାଂଜିଝାଲ ନିକଟରୁ ବିଶାଳକାୟ ଅଜଗର ଉଦ୍ଧାର

ପାଟଣାଗଡ : ଗୁରୁବାର ପାଟଣାଗଡ-ପଦ୍ମପୁର ରାସ୍ତାର ବାଂଜିଝାଲ ଗ୍ରାମ ନିକଟରୁ ଏକ ବିଶାଳକାୟ ଅଜଗର ସାପ ଉଦ୍ଧାର ହୋଇଛି। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଜି ଉକ୍ତ ଅଜଗରକୁ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଛାଡି ଦେଇଥିବା…
Read More...

ଲକଡାଉନରେ ଗୋଷ୍ଠୀ ସଂଘର୍ଷ ; ଯୁବକଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା ଅଭିଯୋଗ, ଜଣେ ଆହତ

ପାଟଣାଗଡ : ଦୁଇ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂର୍ଘଷକୁ ନେଇ ଜଣେ ଯୁବକଙ୍କୁ ଅତି ନିର୍ମମ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହା ସହ ଏଥିରେ ଅନ୍ୟ ଜଣେ ଯୁବକ ଅତ୍ୟନ୍ତ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି।…
Read More...

ଲକଡାଉନରେ ବିକାଶ : ପ୍ରଶାସନର ଶେଷ ଅସ୍ତ୍ର ମନରେଗା ଯୋଜନା

ସଇଁନ୍ତଲା/ବେଲଗାଁ : ଚିର ମରୁଡି ପ୍ରବଣ ତଥା ଶିଳ୍ପବିହୀନ ସଇଁନ୍ତଲା ବ୍ଲକ ଅଂଚଳରେ ଦୀର୍ଘ ଦୁଇ ମାସ ପରେ ଲକଡାଉନ କୋହଳ ନେଇ ଅଭାବଗ୍ରସ୍ତ ଚାଷୀ ତଥା ଶ୍ରମିକ ପରିବାରଙ୍କୁ କାମଧନ୍ଦା ଯୋଗାଇବାକୁ ମନରେଗା ଯୋଜନା ହିଁ ଏକ…
Read More...

କୁକୁଡାହାଡ ରେଲ ଫାଟକ ପୋଲ ତଳୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

କଂଟାବାଞ୍ଜି : କଂଟାବାଞ୍ଜି ସହର ଉପଖଣ୍ଠ କୁକୁଡାହାଡ ଗାଁ ନିକଟ ପୁରୁଣା ରେଲ ଫାଟକ ଭୂତଳ ପୋଲ ତଳେ ଥିବା ଏକ ନାଳରୁ ରକ୍ତ ଜୁଡୁବୁଡୁ ମୃତଦେହ ଜି.ଆର.ପି. ପୁଲିସ ଦ୍ୱାରା ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ…
Read More...

ସ୍ୱଚ୍ଛାସେବୀ ସଂଗଠନ ବିକଳ୍ପ ପକ୍ଷରୁ ରିଲିଫ୍ ବଂଟନ

ଖପ୍ରାଖୋଲ : କରୋନା ପାଇଁ ଲକଡାଉନ ଚାଲିଥିବା ବେଳେ କାମଧନ୍ଦା ସବୁ ବନ୍ଦ ହୋଇଯାଇଥିବାରୁ ଗରିବ ଓ ଅସହାୟ ବ୍ୟକ୍ତିମାନେ ଏବେ ଦୁର୍ଦ୍ଦିନ ଭିତରେ ଗତି କରୁଛନ୍ତି। ଏହି ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ସହାୟତାର ହାତ…
Read More...

ବିପୁଳ ପରିମାଣର ଦେଶୀ ମଦ ଏବଂ ମହୁଲ ପୋଚ ଜବତ, ୨ ଗିରଫ

ପାଟଣାଗଡ : ବଲାଙ୍ଗିର ଜିଲାର ପାଟଣାଗଡ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ଚଢଉ କରାଯାଇ ବିପୁଳ ପରିମାଣର ଚୋରା ହାତରନ୍ଧା ଦେଶୀ ମହୁଲି ମଦ ଏବଂ ମହୁଲ ପୋଚ ଜବତ…
Read More...

ଦାନ୍ତକୁ ସୁସ୍ଥ ରଖିବାକୁ ଚାହୁଁଥିଲେ, ଏହି ଜିନିଷ ଠାରୁ ଦୂରରେ ରୁହନ୍ତୁ

ଦାନ୍ତ ଆମ ଚେହେରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଆମେ ସବୁବେଳେ ଚାହୁଁ ଯେ ଦାନ୍ତ ଉଜ୍ଜ୍ୱଳ ଦେଖାଯାଉ। ଦାନ୍ତ ସୁସ୍ଥ ରହିଲେ ହିଁ ଉଜ୍ଜ୍ଵଳ ଦେଖାଯାଏ। ତେଣୁ ଜାଣନ୍ତୁ ଦାନ୍ତକୁ ସୁସ୍ଥ ରଖିବା ପାଇଁ କେଉଁ କେଉଁ ଜିନିଷ…
Read More...

ମେ ୨୯ରେ ଶୀତଳ ଷଷ୍ଠୀ ଯାତ୍ରା; ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା

ସମ୍ବଲପୁର : ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ସପ୍ତାହବ୍ୟାପି ଶୀତଳଷଷ୍ଠୀ ଯାତ୍ରା ଉତ୍ସବ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ। ଏହି ଲୌକିକ ଦେବ ବିବାହ ଉତ୍ସବର ଆୟୋଜନ ଜିଲା ପ୍ରଶାସନର ସହଯୋଗରେ ଯାତ୍ରା କମିଟି ପକ୍ଷରୁ…
Read More...

ଲୁଣର କଳାବଜାରୀ ; ୧୮୦ ଟଙ୍କା ମୂଲ୍ୟର ଲୁଣକୁ ୫ ଶହରେ ବିକ୍ରି ଅଭିଯୋଗ

ଲାଠୋର : ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ଗ୍ରାମ ଏହି ଅଞ୍ଚଳ ପାଇଁ ଏକ ବ୍ୟବସାୟିକ ପେଣ୍ଠ ସ୍ଥଳୀ। ଏଠାରୁ ଜିଲା ତଥା ଜିଲା ବାହାରୁ ଲୋକେ ଖାଉଟି ସାମଗ୍ରୀ ତଥା ଅନ୍ୟାନ୍ୟ ବ୍ୟବହାରିକ ସାମଗ୍ରୀ କିଣା ବିକା…
Read More...

‘ସମାଜ’ ଖବରକାଗଜ ବିତରକଙ୍କୁ ସମ୍ବର୍ଦ୍ଧନା

ଲୋଇସିଂହା : କରୋନାର ଭୟାବହତା ସମୟରେ ଅଞ୍ଚଳବାସୀଙ୍କୁ ନିୟମିତ ଭାବରେ ‘ସମାଜ’ ଖବର କାଗଜ ଯୋଗାଉଥିବା ବିତରକ ମଧୁ ଚନ୍ଦନଙ୍କୁ ଲୋଇସିଂହା ବିଜେପି ମଣ୍ଡଳ (୩୪ ନମ୍ବର ଜିଳ୍ଳାପରିଷଦ)ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।…
Read More...

କାହାର ସର୍ବନାଶ : କାହାର ପୁଷମାସ

ଲୋଇସିଂହା : କରୋନା ମୁକାବିଲା ପାଇଁ ଲୋଇସିଂହା ବ୍ଳକର ସମସ୍ତ ଗ୍ରାମ ପଞ୍ଚାୟତରେ ସଂଗରୋଧ ଗୃହ ପ୍ରସ୍ତୁତି ହୋଇ ଯାଇଛି। କିନ୍ତୁ ଏହି ଅତ୍ୟାବଶ୍ୟକ ସମାଗ୍ରୀ ଯୋଗାଣରେ ବ୍ୟାପକ ଦୁର୍ନିତୀ ହୋଇଥିବା ଅଭିଯୋଗ ନେଇ…
Read More...

ଗ୍ରାମବାସୀଙ୍କ ପ୍ରଶ୍ନ – କେବେ କାର୍ଯ୍ୟକ୍ଷମ ହେବ ବଡଟୀକା ଗ୍ରାମର ଆୟୁର୍ବେଦ ସ୍ୱାସ୍ଥ୍ୟ କେନ୍ଦ୍ର

ଲୋଇସିଂହା : ବଲାଙ୍ଗିର ଜିଲା ଲୋଇସିଂହା ନିକଟସ୍ଥ ଆଗଲପୁର ବ୍ଳକରେ ଗତ ୨ ବର୍ଷରୁ ଅଧିକ ସମୟ ଧରି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣାଧିନ ସରକାରୀ ଆୟୁର୍ବେଦ ଚିକିତ୍ସାଳୟ ସଂପୂର୍ଣ୍ଣ ହୋଇ ପାରୁ ନ ଥିବା ବେଳେ…
Read More...

ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଠାକୁରମୁଣ୍ଡା : ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଯଶିପୁର ବ୍ଲକର ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ପଦ୍ମଜା ଜେନା ଆତ୍ମହତ୍ୟା କରିଥିବା ଜଣାପଡିଛି। ବ୍ଳକର ଅନତି ଦୂରରେ ଥିବା ଧୋବାଡିହା ଠାରେ ଏକ ଭଡା ଘରେ…
Read More...

ଜୀବନ ବଞ୍ଚାଇବାରେ ସମ୍ଭବ ହୋଇଛି ସେବିକାଙ୍କ ନିଷ୍ଠା ଓ ତ୍ୟାଗ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସେବିକାଙ୍କ ନିଷ୍ଠା ଓ ତ୍ୟାଗ ଜୀବନ ବଞ୍ଚାଇବାରେ ସମ୍ଭବ ହୋଇଛି। ଚିକିତ୍ସା ସେବା କ୍ଷେତ୍ରରେ ସେବିକାଙ୍କ ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ବିଶ୍ୱ ସେବିକା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ଶୟନ କକ୍ଷର ବାସ୍ତୁ ଟିପ୍ସ : ଭୁଲରେ ଏହି ନିୟମକୁ କରନ୍ତୁ ନାହିଁ ଅଣଦେଖା

ଶୟନ କକ୍ଷ ଏପରି ଏକ ସ୍ଥାନ ଯେଉଁଠାରେ ଜଣେ ବ୍ୟକ୍ତି ଦିନସାରାର ଥକ୍କା ଦୂର କରିଥାଏ। ଅନେକ ସମୟରେ ଦେଖାଯାଏ ଯେ ଅଭାବ ଅସୁବିଧାରେ ଥାଇ ମଧ୍ୟ ବିବାହିତ ଜୀବନ ଭଲ ଭାବରେ ଚାଲିଥାଏ। କିନ୍ତୁ ଅନେକ ଘର ଏମିତି ଅଛି,…
Read More...

ଚାରି ଦଶନ୍ଧିରେ ପ୍ରଥମ ଥର ଭାରତରେ କାର୍ବନ ଡାଇଅକ୍ସାଇଡ୍ ନିର୍ଗତ ହ୍ରାସ

ନୂଆଦିଲ୍ଲୀ : ଚାରି ଦଶନ୍ଧି ମଧ୍ୟରେ ଭାରତରେ ପ୍ରଥମ ଥର ପାଇଁ କାର୍ବନ ଡାଇଅକ୍ସାଇଡ୍ ନିର୍ଗତ ହ୍ରାସ ଘଟିଛି। ଏହା ସହ ଜୀବାଶ୍ମ ଇନ୍ଧନର ସୀମିତ ବ୍ୟବହାରରୁ ମଧ୍ୟ ପ୍ରତିଯୋଗିତା ଭା​‌​‌ବେ ହ୍ରାସ ପାଇଛି। ମାର୍ଚ୍ଚ…
Read More...

ସାବଧାନ! ଆଖି ଲୁହରୁ ହୋଇପାରେ କରୋନା ସଂକ୍ରମଣ – ଆମେରିକୀୟ ବୈଜ୍ଞାନିକଙ୍କ ଦାବି

ନୂଆଦିଲ୍ଲୀ : କରୋନା ଭାଇରସ୍ ଆଖି ମାଧ୍ୟମରେ ଶରୀରରେ ମଧ୍ୟ ପହଞ୍ଚିପାରିବ ଏବଂ ଲୁହରେ ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା ଯଥେଷ୍ଟ ଅଧିକ ବୋଲି ଆମେରିକୀୟ ବୈଜ୍ଞାନିକମାନେ ଦାବି କରିଛନ୍ତି। ଆମେରିକାର ପ୍ରତିଷ୍ଠିତ…
Read More...