ଆର୍ବିଡି ହାଇସ୍କୁଲର ୧୯୮୯ ମ୍ୟାଟ୍ରିକ ବ୍ୟାଚ ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଦେବଗଡ : ଭାରତ-ଚୀନ ସୀମାନ୍ତରେ ସହିଦ ହୋଇଥିବା ଭାରତର ୨୦ ଜଣ ବୀର ଯବାନଙ୍କୁ ସ୍ଥାନୀୟ ରାଜା ବାସୁଦେବ ହାଇସ୍କୁଲର ୧୯୮୯ ମସିହା ମ୍ୟାଟ୍ରିକ ବ୍ୟାଚର ଛାତ୍ରମାନଙ୍କ ପକ୍ଷରୁ ଆଜି ସମୁହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।…
Read More...

ବର୍ଷା ପାଣିରେ ବୁଡିଲା ଛକରବାଞ୍ଜି ରେଳ ଭୂତଳ ପୋଲ

ବେଲଗାଁ : ସଇଁନ୍ତଲା ରେଳବାଇ ଷ୍ଟେସନ ନିକଟସ୍ଥ ଛକରବାଞ୍ଜି ଠାରେ ରେଳବାଇ ତଳ ପୋଳ ସାମାନ୍ୟ ବର୍ଷାରେ ଜଳମଗ୍ନ ହୋଇଛି। ସୂଚନା ଅନୁଯାୟୀ, ରେଲବାଇ ଷ୍ଟେସନ ନିକଟରେ ଥିବା ଛକରବାଞ୍ଜି ଗ୍ରାମବାସୀ ପ୍ରାୟତଃ ରେଳଧାରଣା ଦେଇ…
Read More...

ବେଲଗାଁରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ବେଲଗାଁ : ଗଲୱାନରେ ସହିଦ ଭାରତୀୟ ଯବାନଙ୍କୁ ପ୍ରତି ବେଲଗାଁ ବ୍ୟବସାୟୀ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏବସରରେ ସ୍ଥାନୀୟ ଦୂର୍ଗାପୂଜା ମଣ୍ଡପ ଛକରୁ ସଂଘ କର୍ମକର୍ତ୍ତା କ୍ୟାଣ୍ଡେଲ ଶୋଭାଯାତ୍ରାରେ…
Read More...

ବେଲଗାଁରେ ଦୁଇ ଘଣ୍ଟା ମଧ୍ୟରେ ୮୬ ଏମଏମ ବର୍ଷା ରେକର୍ଡ

ବେଲଗାଁ : ବଲାଙ୍ଗୀର ଜିଲା ବେଲଗାଁ ଠାରେ ଆଜି ପୂର୍ବାହ୍ନ ୧୦ଟାରୁ ବାଦଲ ଫାଟିବା ପରି ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଦୁଇ ଘଣ୍ଟା ମଧ୍ୟରେ ୮୬ ଏମଏମ ବର୍ଷା ରେକର୍ଡ ହୋଇଛି। ଯାହା ଚଳିତ ବର୍ଷର ରେକର୍ଡ ବୋଲି…
Read More...

ପୁଣି ବେଆଇନ ବାଲି ଉତ୍ତୋଳନ ଓ ଚାଲାଣ ଅଭିଯୋଗ, ବାଲି ବୋଝେଇ ଟ୍ରାକ୍ଟର ଜବତ

ବଡ଼ସାହି : ଜିଲାରେ ବାଲି ଓ ମୋରମ ଚାଲାଣ ନେଇ ବିଜେପି ପକ୍ଷରୁ ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟରେ ତୋମ୍ବିତୋଫାନ କରାଯାଉଥିବା ବେଳେ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ଏହାର ବିଶେ​‌ଷ କିଛି ପ୍ରଭାବ ଦେଖିବାକୁ…
Read More...

ଋଣ ଅର୍ଥ ଅସୁଲି ପାଇଁ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଜୁଲୁମ ଅଭିଯୋଗ

ଦେବଗଡ : ଚିଟଫଣ୍ଡ ସଂସ୍ଥା ଖୋଲି ଗ୍ରାମାଂଚଳରେ ମହିଳା ମାନଙ୍କୁ ଉଚ୍ଚ ସୁଧ ହାରରେ ଋଣ ଯୋଗାଉଥିବା ବିଭିନ୍ନ ମାଇକ୍ରୋ ଫାଇନାନ୍ସ ସଂସ୍ଥା ସଂପ୍ରତି ଗ୍ରାମାଂଚଳରେ ଋଣ ଅସୁଲି ନାମରେ ମହିଳା ଗୋଷ୍ଠୀମାନଙ୍କୁ ମାନସିକ…
Read More...

ନବରଙ୍ଗପୁରରେ ୭ କରୋନା ଆକ୍ରାନ୍ତ, ଜଣଙ୍କର ମୃତ୍ୟୁ ଅଭିଯୋଗ

ନବରଙ୍ଗପୁର : ଦୀର୍ଘ ଦିନର ବ୍ୟବଧାନ ପରେ ନବରଙ୍ଗପୁର ଜିଲାରେ ୭ଜଣ କରୋନରେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏସଂପର୍କରେ ଗୁରୁବାର ଅପରାହ୍ନରେ ଜିଲାପାଳ…
Read More...

ଜିଲା ବିଜେଡି ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଦେବଗଡ : ଭାରତ-ଚୀନ ସୀମାନ୍ତରେ ସହିଦ ହୋଇଥିବା ଭାରତର ୨୦ ଜଣ ବୀର ଯବାନଙ୍କୁ ଆଜି ଦେବଗଡ ଜିଲା ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଆଜି ସଂଧ୍ୟାରେ ସ୍ଥାନୀୟ ଲାଲୁସାହି ସ୍ଥିତ ଜିଲା ବିଜେଡି…
Read More...

ସମ୍ବଲପୁର ରେଳ ମଣ୍ଡଳକୁ ବଡ ସଫଳତା

ସମ୍ବଲପୁର : ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳକୁ ବଡ ସଫଳତା ପ୍ରାପ୍ତ ହୋଇଛି। ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ ଓ କେସିଙ୍ଗା ଷ୍ଟେସନ ଗୁଡିକୁ ଷ୍ଟେସନ ପରିସର…
Read More...

ନାବାଳିକା ଗର୍ଭବତୀ ମାମଲାରେ ବିବାହିତ ଯୁବକଙ୍କୁ କୋର୍ଟ ଚାଲଣ

ମୁରିବାହାଲ : ନାବାଳିକାଙ୍କୁ ଗର୍ଭବତୀ କରିବା ମାମଲାରେ ଜଣେ ବିବାହିତ ଯୁବକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୧୮ ତାରିଖରେ ଜଣେ ବ୍ୟକ୍ତି ମୁରିବାହାଲ ଥାନାରେ ନିଜ ଝିଅର ନିଖୋଜ…
Read More...

ଦାଦନ ଶ୍ରମିକ ପରିବାରଙ୍କୁ ଯୁବ ଯାଦବ ମହାସଭାର ସହାୟତା

ଟିଟିଲାଗଡ଼ : ତେଲେଙ୍ଗାନା ରାଜ୍ୟକୁ କାମ କରିବାକୁ ଯାଇ ମୃତ୍ୟୁବରଣ କରିଥିବା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସୁର୍ଡା ଗ୍ରାମର ସ୍ୱର୍ଗତ ପଞ୍ଚାନନ ବଗର୍ତିଙ୍କୁ କଲାହାଣ୍ଡି ଜିଲା ଯୁବ ଯାଦବ ମହାସଭା ପକ୍ଷରୁ ସହାୟତା ପ୍ରଦାନ…
Read More...

ସୁଶାନ୍ତଙ୍କୁ ମନେ ପକାଇ କାନ୍ଦିଲେ ତାଙ୍କ ଅନସ୍କ୍ରିନ ମା’, କହିଲେ-ସବୁକିଛି ମିଳିଲା ପରେ କାହିଁକି କଲା ଆତ୍ମହତ୍ୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସମ୍ପୂର୍ଣ୍ଣ ବଲିଉଡ୍ ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରି ଦେଇଛି। ‘ପବିତ୍ର ରିସ୍ତା’ ସିରିଏଲରରେ ଅଭିନୟ କରିଥିବା ତାଙ୍କ ଅନସ୍କ୍ରିନ ମା’ ଉଷା ନାଡକର୍ଣ୍ଣି ତାଙ୍କୁ ମନେ…
Read More...

ଜାଣନ୍ତି କି, ଭଗବାନ ଗଣେଶଙ୍କ ପୂଜାରେ ଦୁବ ଘାସ କାହିଁକି ଗୁରୁତ୍ୱପୂର୍ଣ୍ଣ?

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେମାନଙ୍କ ପୂଜା ବିଧି ଏବଂ ପୂଜା ସାମଗ୍ରୀ ଭିନ୍ନ ଅଟେ। ହିନ୍ଦୁ ଧର୍ମରେ ଭଗବାନ ଗଣେଶଙ୍କୁ ପ୍ରଥମ ଦେବତା ଭାବରେ ବିବେଚନା କରାଯାଏ। କୌଣସି ଶୁଭ…
Read More...

ଦୁର୍ଘଟଣାରେ ଚାଲିଗଲା ନବ-ବଧୂଙ୍କ ଜୀବନ, ଗତକାଲି ଗର୍ଭବତୀ ପ୍ରେମିକାଙ୍କ ହାତ ଧରିଥିଲେ ଯୁବକ

ପାଟଣା : ଏକ ଆକସ୍ମିକ ସଡକ ଦୁର୍ଘଟଣା​‌ରେ ଜଣେ ଗର୍ଭବତୀ ନବ-ବଧୂ ପ୍ରାଣ ହରାଇଛିନ୍ତ। ଗତକାଲି ସେ ନିଜ ପ୍ରେମିକଙ୍କୁ ବିବାହ କରିଥିଲେ। ଆଜି ଅପରାହ୍ନରେ ନିଜ ପ୍ରେମିକ ବା ସ୍ବାମୀଙ୍କ ସହ ବାଇକରେ ଶାଶୁ ଘରକୁ ଯାଉଥିବା…
Read More...

ଠାକୁର ଘରୁ ବାହାରିଲା ନାଗ ସାପ

ପାଟଣା : ପାଟଣା ବ୍ଲକ୍ ମୁଖ୍ୟାଳୟ ସୁଆମଶାସନର ପ୍ରାଚୀନ ସୋମେଶ୍ୱର ମହାଦେବ ମନ୍ଦିର ନିକଟ ତରୁଣ କୁମାର ଦାଶଙ୍କ ଠାକୁର ଘରୁ ରବିବାର ସକାଳୁ ଏକ ନାଗ ସାପ ବାହାରିଛି। ଆଜି ସକାଳୁ ଠାକୁର ଘର କବାଟ ଖୋଲି ତରୁଣ କୁମାର…
Read More...

ନବରଙ୍ଗପୁରରେ ବିରଳ ପ୍ରଜାତିର ୯୫ଟି ଜୀବନ୍ତ କଇଁଛ ଉଦ୍ଧାର

ନବରଙ୍ଗପୁର : ବନବିଭାଗ ପକ୍ଷରୁ ବିରଳପ୍ରଜାତିର ୯୫ଟି ଜୀବନ୍ତ କଇଁଛ ଉଦ୍ଧାର କରାଯାଇଛି। ରବିବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ କଳାହାଣ୍ଡି ଜିଲାରୁ ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ମୈଦଲପୁର ୨୬ନମ୍ବର ଜାତୀୟ ରାଜପଥ ଦେଇ…
Read More...

ପୁଅର କାଠ ଫାଳିଆ ମାଡରେ ମା’ର ମୃତ୍ୟୁ, ମାତୃହନ୍ତା ପୁଅ ଗିରଫ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଖଇରମାଲ ଗ୍ରାମରେ ଆଜି ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ଘଟିଯାଇଛି। ଆଜି ବିଶ୍ୱ ରକ୍ତଦାତା ଦିବସରେ ରକ୍ତଦାନ କରି ଜୀବନ ବଞ୍ଚାଇବା ପରିବର୍ତ୍ତେ ଜଣେ ଉତ୍ତ୍ୟକ୍ତ…
Read More...

ରକ୍ତଦାନ ହେଉଛି ମାନବିକତାର ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଶ୍ୱ ରକ୍ତଦାତା ଦିବସ ଅବସରରେ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ରକ୍ତଦାନ ହେଉଛି ମାନବିକତାର ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଏବଂ ଅନ୍ୟମାନଙ୍କ ପାଇଁ ବୃହତ୍ତମ ଜୀବନ…
Read More...

ସ୍ୱାମୀ ମାଡ଼ରେ ସ୍ତ୍ରୀର ମୃତ୍ୟୁ ଅଭିଯୋଗ; ଅଭିଯୁକ୍ତ ଅଟକ

ଝାରସୁଗୁଡା : ବ୍ରଜରାଜନଗର ଥାନା ଅନ୍ତର୍ଗତ ବଘିଆବେର୍ଣ୍ଣା ଗାଁରେ ଅଘଟଣ ଘଟି ଯାଇଛି। ସ୍ୱାମୀ ର ମାଡ଼ରେ ସ୍ତ୍ରୀ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ସ୍ତ୍ରୀ ଅଞ୍ଜନା ଖଡ଼ିଆ (୩୦) ଏବଂ ସ୍ୱାମୀ ପ୍ରଦୀପ…
Read More...

ଭାଲୁ ଆକ୍ରମଣରେ ଦୁଇ ମୃତ

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ବଡ଼ବାହାଲ ରେଞ୍ଜ ଟାଲ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଭାଲୁ ଆକ୍ରମଣରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।ଘଟଣାରୁ ପ୍ରକଶ ଯେ,…
Read More...

ବଜରଙ୍ଗବାଲିଙ୍କ ଏହି ଫଟୋକୁ ଭୁଲରେ ବି ଘରେ ରଖନ୍ତୁ ନାହିଁ

ହିନ୍ଦୁ ଧର୍ମରେ ପୂଜାପାଠର ସ୍ବତନ୍ତ୍ର ନିୟମ ରହିଛି। ଉତ୍ସବ-ପର୍ବରେ ଏହାର ଗୁରୁତ୍ୱ ଆହୁରି ବଢିଯାଏ। କେହି କେହି ଭଗବାନ ଶିବଙ୍କୁ ଅଧିକ ବିଶ୍ୱାସ କରନ୍ତି, ଆଉ କେତେକ ଭଗବାନ କୃଷ୍ଣ ଏବଂ ବିଷ୍ଣୁଙ୍କୁ। କେତେକ…
Read More...

ମ୍ୟାକଡୋନାଲ୍ଡସ୍ ର ରେଷ୍ଟୁରାଣ୍ଟ ଆରମ୍ଭ

ନୂଆଦିଲ୍ଲୀ : ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ମିଳିଲା ପରେ ମ୍ୟାକଡୋନାଲ୍ଡସ୍ ଉତ୍ତର ଏବଂ ପୂର୍ବ ଭାରତରେ ଆଉଟଲେଟ୍ ଆରମ୍ଭ କରିଛି। ଗ୍ରାହକମାନଙ୍କ ସମ୍ପୂର୍ଣ୍ଣ ସୁରକ୍ଷା ଏବଂ ଆରାମଦାୟକ ବସିବା ପରିବେଶ ପାଇଁ…
Read More...

କିପରି ଆରମ୍ଭ ହୋଇଥିଲା ପ୍ରଥମ ବିଶ୍ୱଯୁଦ୍ଧ? ଜଣନ୍ତୁ, ୧୦୬ ବର୍ଷ ପୂର୍ବର ସେହି ଭୟଙ୍କର ଇତିହାସ

ସମାଜ ପୋର୍ଟାଲ ଡେସ୍କ : ଇତିହାସରେ ପ୍ରଥମ ବିଶ୍ବଯୁଦ୍ଧ ବିଷୟରେ ସମସ୍ତେ ପଢିଥିବେ ନିଶ୍ଚୟ। ୧୯୧୪ରୁ ୧୯୧୮ ମସିହରେ ୟୁରୋପ, ଏସିଆ ଏବଂ ଆଫ୍ରିକା ଏହି ତିନି ଦେଶ ମଧ୍ୟରେ ପ୍ରଥମ ବିଶ୍ବଯୁଦ୍ଧ ହୋଇଥିଲା। କିନ୍ତୁ ଏହାକୁ…
Read More...

ପରିବା ଝୁଡ଼ିରେ ଲୁଚାଇ ନେଉଥିଲେ ଅସ୍ତ୍ରଶସ୍ତ୍ର: ପଠାନକୋଟରୁ ୨ ଲସ୍କର ଆତଙ୍କବାଦୀ ଗିରଫ

ପଠାନକୋଟ : ପଞ୍ଜାବର ପଠାନକୋଟରୁ ଦୁଇ ଜଣ ସଶସ୍ତ୍ର ଆତଙ୍କବାଦୀ ଧରାପଡିଛନ୍ତି। ସେମାନଙ୍କଠାରୁ ଏକେ-୪୭, ଦୁଇଟି ପତ୍ରିକା, ଦଶଟି ଗ୍ରେନେଡ୍ ଜବତ ହୋଇଛି। ଗିରଫ ଆତଙ୍କବାଦୀ ଲସ୍କର -ଏ-ତୈୟବା ସଂଗଠନ ସଦସ୍ୟର ବୋଲି…
Read More...

ଏହି ଜିନିଷ ସହିତ ସେବନ କରନ୍ତୁ ନାହିଁ ମହୁ, ବିଷ ଭଳି କାମ କରେ

ମହୁ ଖାଇବା ସ୍ବାସ୍ଥ୍ୟ ପ୍ରତି ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଲେମ୍ବୁ ଏବଂ ମହୁକୁ ସକାଳେ ଉଷୁମ ପାଣିରେ ମିଶାଇ ପିଇବାର ଅନେକ ଲାଭ ମିଳେ। କିନ୍ତୁ ଅନେକ ଜିନିଷ ଅଛି, ଯାହା ସହିତ ମହୁ ନେବା ସ୍ୱାସ୍ଥ୍ୟ…
Read More...

ପୁରୀରେ ୯ ଜୁଆଡ଼ି ଗିରଫ, ୩୧ହଜାର ଟଙ୍କା ଜବତ

ପୁରୀ: କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ପୁରୀ ମାର୍କେଟ୍‌ ଛକ ଅଞ୍ଚଳରେ ଥିବା ଜୁଆ ଆଡ୍ଡା ଉପରେ ପୁଲିସ ଚଢଉ କରି ୯ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୁଲିସ ପକ୍ଷରୁ ୩୧ହଜାର ଟଙ୍କା ଜବତ କରିଛି। ସେମାନଙ୍କ…
Read More...

ଧାନ ବୋଝେଇ ଟ୍ରକ ଧକ୍କାରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଘର ଉପରେ ପଡିଲା : ଅଳ୍ପକେ ବର୍ତିଲେ ପରିବାର

କଲମପୁର : କଲମପୁର ଥୁଆମୂଳ ରାମପୁର ମୁଖ୍ୟ ରାସ୍ତାର ଗୁମାବାହାଲ ନିକଟରେ ଏକ ରାସ୍ତା ଅତିକ୍ରମ କରିଥିବା ଏଲ.ଟି ବିଦ୍ୟୁତ୍ ତାର ଓହଲି ପଡିଥିଲା। ଏହି ତାରରେ ଏକ ଧାନ ବୋଝେଇ ଟ୍ରକ ଲାଗିଯିବା ଦ୍ୱାରା ବିଦ୍ୟୁତ୍ ଖୁଣ୍ଟଟି…
Read More...

ସୁସ୍ଥ ଜୀବନ ପାଇଁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା

ଦୂଷିତ ଖାଦ୍ୟ ହେତୁ ପ୍ରତିବର୍ଷ ଚାରି ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ୧୦ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥାଏ। ଦୂଷିତ ଖାଦ୍ୟ କାରଣରୁ ହେଉଥିବା…
Read More...

ତିନି ମାସ ହେଲା ହାତବାନ୍ଧି ବସିଛନ୍ତି ଆଖଣ୍ଡଳମଣିଙ୍କ ସେବାୟତ

ଆରଡି : ମହମାରୀ କରୋନା ପାଇଁ ଗତ ମାର୍ଚ୍ଚ ୨୦ରୁ  ଦୀର୍ଘ ୩ମାସ ହେବ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକଡାଉନ ଯୋଗୁଁ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିବା ସହିତ…
Read More...

ଜଙ୍ଗଲରେ ଦେଶୀମଦ ରନ୍ଧା ଚାଲିଥିବା ବେଳେ ଚଢଉ, ୧ ଗିରଫ

ତୁଷୁରା : ସାରା ଦେଶରେ ମହାମାରୀ କରୋନା କାୟା ବିସ୍ତାର କରିଥିବା ବେଳେ ଏହାର ସୁଯୋଗ ନେଇ ମଦ ମାଫିଆମାନେ ସକ୍ରିୟ ହୋଇ ଜଙ୍ଗଲ ଭିତରେ ଦେଶୀ ରନ୍ଧା ମଦ ତିଆରି କରୁଛନ୍ତି। ପୁଣି ସେହି ମଦରେ ବିଭିନ୍ନ ରାସାୟନିକ ଦ୍ରବ୍ୟ…
Read More...

‘ରଜ’ ପର୍ବର କଳ୍ପନା ପଛର କାରଣ ?

ଚତୁର୍ମାସ୍ୟା ର ପ୍ରଥମ ମାସ ହେଉଛି ଆଷାଢ ମାସ। ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା' ହୁଏ ରଜସ୍ୱଳା ବା ମାଟି ମା’କୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ। ମା'ଟିଏ ଯେମିତି…
Read More...

ମଣିଷ ସମାଜ ପାଇଁ ପୁଣି ଲଜ୍ଜା : କେରଳରେ ହାତୀ ମୃତ୍ୟୁ ପରେ, ଟେପରେ ମୁହଁ ବନ୍ଧା ହୋଇଥିବା କୁକୁର ଉଦ୍ଧାର

ତ୍ରୀସୁର : କଥା କହି ପାରୁନଥିବା ଜୀବଙ୍କ ପ୍ରତି ମଣିଷ ସମାଜର ବର୍ବରତା ଦିନକୁ ଦିନ ବଢିବାରେ ଲାଗିଛି।    ସପୁରୀରେ ବାଣ ଖାଇ ଏକ ଗର୍ଭବତୀ ହାତୀରେ ମୃତ୍ୟୁ ଘଟିବା ପରେ ପୁଣି ଥରେ ମଣିଷ ସମାଜକୁ ଅଙ୍ଗୁଳି ନିର୍ଦେଶ କଲା…
Read More...

କେନ୍ଦୁପତ୍ର ବିଭାଗର ଶ୍ରମିକ ମାରଣ ନୀତି : ୩୬ ବର୍ଷ କାମ କରିବା ପରେ ଛଟେଇ

ପାଟଣାଗଡ : ପାଟଣାଗଡ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ଘସିଏନ(ନର୍ଥ) ରେଞ୍ଜର ୧୦ ଜଣ ବନ୍ଧେଇ ଚେକର୍ଙ୍କୁ ଗତ ୩୧ ମଇରୁ କାର୍ଯ୍ୟରୁ ଛଟେଇ କରି ଦିଆଯାଇଥିବା ଅଭିଯୋଗ ହୋଇଛି। କରୋନା ମହାମାରୀ ଅବସରରେ କୌଣସି…
Read More...

ଜୁଲାଇ ୭ରୁ ଉତ୍କଳ ବିଶ୍ବବିଦ୍ୟାଳୟ ଷଷ୍ଠ ସେମିଷ୍ଟାର ପରୀକ୍ଷା; ଗହଳି କରିବେନି, ମାସ୍କ ପିନ୍ଧିବା ଜରୁରୀ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟର ‘ୟୁନିଭର୍ସିଟି ଏକ୍‌ଜାମିନେସନ-୨୦୨୦ ଷଷ୍ଠ ସେମିଷ୍ଟାର ପରୀକ୍ଷା (ରେଗୁଲାର ଓ ବ୍ୟାକ୍‌) ଜୁଲାଇ ୭ରୁ ଅନୁଷ୍ଠିତ ହେବ।  ଉତ୍କଳ ବିଶ୍ବବିଦ୍ୟାଳୟରେ ୨୦୧୭ ବ୍ୟାଚ୍‌ରେ ସିବିଏସ୍‌ଇ…
Read More...

ବାଇକ୍‍ ଧକ୍କାରେ ଯୁବକଙ୍କ ମୃତ୍ୟୁ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସାତଶଙ୍ଖ ବଜାର ନିକଟରେ ସୋମବାର ଅପରାହ୍ନରେ ଏକ ବାଇକ୍‍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ବିଭୂତି ଭୂଷଣ ଓଝା (୪୪) ଓ ତାଙ୍କ ଘର ଭୁବନେଶ୍ୱରର…
Read More...

ଭଗବାନ କୃଷ୍ଣ ଓ ବଳରାମଙ୍କ ବିରୁଦ୍ଧରେ ଅସୌଜନ୍ୟ ଟିପ୍ପଣୀ ପ୍ରତିବାଦରେ ମୁରାରୀ ବାପୁଙ୍କ ନାମରେ ଏତଲା

କଲମପୁର : ପ୍ରବଚକ ମୁରାରୀ ବାପୁ ହିନ୍ଦୁଙ୍କ ଆରାଧ୍ୟ ଦେବତା କୃଷ୍ଣ, ବଳରାମ ଏବଂ ଯଦୁକୂଳ ପ୍ରତି ଦେଇଥିବା ଅସୌଜନ୍ୟ ଟିପ୍ପଣୀ ପ୍ରତିବାଦରେ ସୋମବାର କଳାହାଣ୍ଡି ଜିଲା ଯୁବ ଯାଦବ ମହାସଭା ତରଫରୁ ଧର୍ମଗଡ ପୁଲିସ ଥାନାରେ…
Read More...

ଜନ୍ମର ୧୨ ଘଣ୍ଟା ମଧ୍ୟରେ ୬ ନବଜାତ କରୋନା ସଂକ୍ରମିତ

ଲଣ୍ଡନ : କରୋନା ସଂକ୍ରମିତ ମାତାଠାରୁ ଜନ୍ମିତ ଶିଶୁ ସଂକ୍ରମିତ ହୋଇ ଜନ୍ମ ହୋଇଥାଏ ନା ଜନ୍ମ ପରେ ସଂକ୍ରମିତ ହୁଏ ତାହାକୁ ନେଇ ଏକମତ ହୋଇ ପାରୁନାହାନ୍ତି ଡ଼ାକ୍ତର । ଗବେଷକମାନେ ଏହାକୁ ନେଇ ଅଧ୍ୟୟନ ଜାରି ରଖିଛନ୍ତି ।…
Read More...

ବଜ୍ରାଘାତରେ ମତ୍ସ୍ୟଜୀବୀ ମୃତ 

ଦେବଗଡ : କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବାଘମାରୀ ଗ୍ରାମ ନିକଟସ୍ଥ ରେଙ୍ଗାଳି ଡ୍ୟାମ(ବ୍ରାହ୍ମଣୀ ନଦୀ) ଜଳ ଭଣ୍ଡାରକୁ ମାଛ ମାରିବାକୁ ଯାଇଥିବା ବେଳେ ବଜ୍ରାଘାତରେ ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା…
Read More...

କରୋନା ଯୋଦ୍ଧା ଗ୍ରାମରକ୍ଷୀଙ୍କ ପରଲୋକ

ବେଲଗାଁ : ସମ୍ପ୍ରତି କରୋନା ମହାମାରି ସମୟରେ ବିଶେଷ କରି କରୋନା ଯୋଦ୍ଧା ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ପୁଲିସ ବାହିନୀ ଉଲ୍ଲେଖନୀୟ କାର୍ଯ୍ୟ ଜାରି ରଖିଛନ୍ତି। ଏପରିପ୍ରେକ୍ଷୀରେ ମହାମାରୀ ନେଇ ସଟଡାଉନ ତଥା…
Read More...

ଚଢା ଦରରେ ବିକ୍ରି କରିବା ପଡିଲା ମହଙ୍ଗା; ଉପଜିଲ୍ଲାପାଳଙ୍କ ଦ୍ୱାରା କିରୋସିନି ଡିଲର ନିଲମ୍ବିତ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଅଂଚଳରେ ପିଡିଏସ୍ କିରୋସିନି ଚଢାଦରରେ ବିକ୍ରି କରିବା ଜଣେ ଡିଲରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଖପ୍ରାଖୋଲ ବ୍ଲକର ମହରାପଦର ପଂଚାୟତ ସମେତ କେତେକ ପଂଚାୟତରେ କିରୋସିନି ଚଢା ଦରରେ…
Read More...

ସଟଡାଉନ : ଖପ୍ରାଖୋଲ ସମ୍ପୂର୍ଣ୍ଣ ବନ୍ଦ

ଖପ୍ରାଖୋଲ : କରୋନା ମୁକାବିଲା ପାଇଁ ଦୀର୍ଘ ଅଢେଇ ମାସ ହେଲା ସରକାର ବିଭିନ୍ନ ପ୍ରକାର କଟକଣା ଜାରି ରଖିଛନ୍ତି। ତଥାପି ରାଜ୍ୟ ତଥା ବଲାଙ୍ଗିର ଜିଲ୍ଲା ରେ ସଂକ୍ରମଣ ବୃଦ୍ଧି ପାଉଛି। ଜୁନ ମାସରେ ଅଧିକ ସଂକ୍ରମଣ ହେବାର…
Read More...

ଟିଟିଲାଗଡରେ ୩୩ ସଂକ୍ରମିତ ; ଆକ୍ରାନ୍ତଙ୍କ ସହ ଭୋଜି ଖାଇ ସଙ୍ଗରୋଧ ହେଲେ ୧୪ ଜ୍ଞାତି କୁଟୁମ୍ବ

ଟିଟିଲାଗଡ଼ : ଟିଟିଲାଗଡ ବ୍ଲକ ପରାସରା ଗ୍ରାମପଂଚାୟତ ଅନ୍ତର୍ଗତ ଜଣେ ଆକ୍ରାନ୍ତ ସଙ୍ଗରୋଧ କେନ୍ଦ୍ରରୁ ମୁକ୍ତ ହେବା ପରେ ଭୋଜି ଭାତର ଆୟୋଜନ କରିଥିଲେ। ଏହାର ପରିଣାମ ତାଙ୍କ ପରିବାରର ଓ ଜ୍ଞାତି କୁଟୁମ୍ବଙ୍କୁ ଭୋଗିବାକୁ…
Read More...

ଗର୍ଭବତୀ ମହିଳାଙ୍କ ପାଇଁ ସ୍ବତନ୍ତ୍ର କ୍ୱାରେନ୍‌ଣ୍ଟାଇନ୍ ସେଣ୍ଟର ; ଛତିଶଗଡରେ ପ୍ରଥମ

ରାୟପୁର : ଛତିଶଗଡର ବିଲାସପୁରରେ ଗର୍ଭବତୀ ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର ପୃଥକ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହା ଦେଶରେ ପ୍ରଥମ ବୋଲି ଜଣାପଡିଛି। ସେଠାକାର ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି।…
Read More...

କନ୍ନଡ ଅଭିନେତା ଚିରଞ୍ଜୀବୀ ସରଜାଙ୍କ ୩୯ ବର୍ଷ ବୟସରେ ବିୟୋଗ, ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା

ନୂଆଦିଲ୍ଲୀ : ବର୍ଷ ୨୦୨୦ କୌଣସି ବର୍ଗର ଲୋକଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇନାହିଁ। ପ୍ରଥମେ ବଲିଉଡ ଇଣ୍ଡଷ୍ଟ୍ରି କିଛି ବଡ ତାରକାଙ୍କୁ ହରାଇବା ଥିବା ବେଳେ ବର୍ତ୍ତମାନ ସାଉଥ ଇଣ୍ଡଷ୍ଟ୍ରି ମଧ୍ୟ ଜଣେ ଜଣାଶୁଣା…
Read More...

କେବଳ ତରଭୁଜ ନୁହେଁ, ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଏହାର ଚୋପା

ଗ୍ରୀଷ୍ମ ଆସିବା ମାତ୍ରେ ସମସ୍ତେ ତରଭୁଜ ଖାଇବାକୁ ପସନ୍ଦ କରନ୍ତି। ଏହା ପ୍ରାକୃତିକ ଉପାୟରେ ଶରୀରକୁ ହାଇଡ୍ରେଟ୍ କରିବାରେ ସାହାଯ୍ୟ କରିଥାଏ। ସମସ୍ତେ ଜାଣନ୍ତି ତରଭୁଜ ଶରୀର ପାଇଁ କେତେ ଲାଭଦାୟକ, କିନ୍ତୁ ବହୁତ କମ୍…
Read More...

ବହଳଦାର ୨ ପଜିଟିଭ ରୋଗୀ ସହ ବାମନଘାଟୀ ଉପଖଣ୍ଡରେ ପାଦ ଥାପିଲା କରୋନା

ବହଳଦା : ମୟୂରଭଞ୍ଜ ଜିଲାର ବାମନଘାଟୀ ଉପଖଣ୍ଡରେ ପାଦ ଥାପିଛି କରୋନା। ବହଳଦା ବ୍ଲକ ଇଲାକାର ଦୁଇ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ବିଭିନ୍ନ ଡାକ୍ତଖାନା ବୁଲି ବୁଲି ନିଜର ଅସୁସ୍ଥତାର…
Read More...

ଦେଶରେ ଧାନ ସଂଗ୍ରହ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ

ଭୁବନେଶ୍ବର : କ୍ରମାଗତ ଭାବେ ରବି ଧାନ ସଂଗ୍ରହ କ୍ଷେତ୍ରରେ ରାଜ୍ୟର ଚାଷୀମାନଙ୍କ ପଞ୍ଜୀକରଣରେ ଦୃତ ଅଭିବୃଦ୍ଧି ପରିଲକ୍ଷିତ ହେଉଛି। ଦେଶରେ ଧାନ ସଂଗ୍ରହ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟର ମାନ୍ୟତା ଅର୍ଜନ କରିଛି…
Read More...

ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରଣ କରିବ ଚତୁର୍ଥ ପର୍ଯ୍ୟାୟ, ଜୀବନ ପାଇଁ ଜୀବିକାକୁ ବଞ୍ଚାଇ ରଖିବାକୁ ପଡ଼ିବ: ସୁବ୍ରତ୍…

ଭୁବନେଶ୍ବର: କରୋନାର ପ୍ରତିରୋଧ ଅଛି କିନ୍ତୁ ପ୍ରତିଷେଧକ ନାହିଁ। କରୋନା ନିମୋନିଆ ଭଳି ଏକ ରୋଗ ସତ, କିନ୍ତୁ ଏହା ବିଜୁଳି ବେଗରେ ବ୍ୟାପେ। କରୋନାରେ ସର୍ବାଧିକ ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହେଉଛି।…
Read More...

ଜୁନ୍ ୧୧ ରୁ ତିରୁପତି ବାଲାଜୀଙ୍କ ସାଧାରଣ ଦର୍ଶନ ଆରମ୍ଭ ; ପ୍ରତି ଘଣ୍ଟାରେ ୫୦୦ ଲୋକଙ୍କୁ ଅନୁମତି

ତିରୁପତି : ସାରା ଦେଶରେ କରୋନା ଲକଡାଉନ ପରେ ଜୁନ୍ ୮ ରୁ ଧାର୍ମିକ ସ୍ଥାନ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି। ତିରୁପତି ବାଲାଜୀ ମନ୍ଦିରରେ ମଧ୍ୟ ଏହି ପ୍ରସ୍ତୁତି ଚାଲିଛି। ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ତିରୁପତି…
Read More...

ପଙ୍ଗପାଳ ଗୁଜବ ; ଧୂମାଭଟା ଅଞ୍ଚଳରେ ହଜାର ହଜାର ଝିଣ୍ଟିକା

ପାଟଣାଗଡ : ପାଟଣାଗଡ କୃଷି ଜିଲା ଅନ୍ତର୍ଗତ ଧୁମାଭଟା ଅଞ୍ଚଳରେ ଆଜି ହଠାତ୍ ଦେଖାଦେଇଥିବା ଏକ ନିର୍ଦ୍ଦିଷ୍ଟ ପ୍ରକାରର ଝିଣ୍ଟିକାକୁ ଦେଖି ଅଞ୍ଚଳବାସୀ ପଙ୍ଗପାଳ ଆତଙ୍କରେ ଆତଙ୍କିତ ହୋଇପଡିଥିବା ଜଣାଯାଇଛି। ଆଜି ସକାଳୁ…
Read More...

ବିନା ଭକ୍ତରେ ରୂପଦେଇପୁର ଶ୍ରୀ ଜିଉଙ୍କ ସ୍ନାନ ଯାତ୍ରା

ବଳଙ୍ଗା : ବଳଙ୍ଗା ଥାନା ରୂପଦେଇପୁର ପଞ୍ଚାୟତ ତଥା ଗ୍ରାମସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିରରେ ବିନା ଭକ୍ତରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମଧ୍ୟରାତ୍ରରେ ଚତୁର୍ଦ୍ଧାମୂର୍ତ୍ତିମାନଙ୍କୁ  ପରମ୍ପରା ଅନୁଯାୟୀ ସେବାୟତଙ୍କ…
Read More...

ଉତ୍କଳ ଆଲୁମିନା ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ

କଲମପୁର : ପରିବେଶ ସୁରକ୍ଷା ଓ ନିରନ୍ତର ବିକାଶକୁ ନେଇ ସଚେତନତା ସୃଷ୍ଟି କରିବାର ଅଂଶ ସ୍ୱରୂପ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୨୦୨୦ ଜୁନ ୫ରେ ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ଓ ବାପହିଲମାଲି…
Read More...

ବିଲେଇସାଥିରେ ବାଲି ଉଠାକୁ କେନ୍ଦ୍ର କରି ହତ୍ୟା ଘଟଣା

ପାଟଣାଗଡ : ବଲଙ୍ଗାରି ଜିଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ବିଲେଇସାଥି ଗ୍ରାମରେ ନଦୀ ତୁଠରୁ ବାଲି ଉଠାକୁ କେନ୍ଦ୍ର କରି ଗତ ମାସ ୧୪ ତାରିଖ ଦିନ ଘଟିଥିବା ସଂଗଠିତ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଂଜୟ ସାହୁକୁ ଘଟଣାର ୨୨…
Read More...

ଭେଲୁଆଖୋଲ ବିଦ୍ୟାଲୟରେ ବୃକ୍ଷ ରୋପଣ 

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଭେଲୁଆଁଖୋଲ ପ୍ରାଥମିକ ବିଦ୍ୟାଲୟ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ଜଙ୍ଗଲ ବିଭାଗ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କରୋନା ପାଇଁ ସାମାଜିକ ଦୂରତ୍ୱ…
Read More...

ହରିଶଙ୍କର ମନ୍ଦିର ହୁଣ୍ଡିରୁ ବାହାରିଲା ୮୦ ହଜାର ଟଙ୍କା

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପବିତ୍ର ହରିଶଙ୍କର ମନ୍ଦିରର ଦାନ ହୁଣ୍ଡିରୁ ୮୦ ହଜାର ୨୯୮ ଟଙ୍କା ବାହାରି ଥିବା ଜଣାଯାଇଛି। ଲକଡାଉନ୍ ଯୋଗୁଁ ୨ ମାସରୁ ଅଧିକ ହେଲା ମନ୍ଦିର ବନ୍ଦ ଥିବାବେଳେ ମନ୍ଦିର…
Read More...

ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିକୁ ୫୪ ହଜାର, ରେଡ କ୍ରସକୁ ୨୦ ହଜାର ଟଙ୍କା…

ମୁରିବାହାଲ : ମୁରିବାହାଲ ବ୍ଲକ ଅଙ୍ଗନବାଡି କର୍ମୀ ଓ ସହାୟିକା  ସଂଘ ପକ୍ଷରୁ  ସିଡିପିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଠିକୁ ଓ ରେଡକ୍ରସକୁ ସହାୟତା ପ୍ରଦାନ କରାଯାଇଛି । ମୁରିବାହାଲ ବ୍ଲକର ସମସ୍ତ ୧୯୮ଜଣ …
Read More...

ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବସ୍ନାନ ନୀତି ଅନୁଷ୍ଠିତ

ଆରଡି : ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବସ୍ନାନ ନୀତ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ମହାମାରୀ କରୋନା ପାଇଁ ଲକଡାଉନ ଜାରି କରାଯାଇ ଥିବାରୁ…
Read More...

ଭକ୍ତ ଦାସିଆଙ୍କ ପୀଠରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ସ୍ନାନଯାତ୍ରା

ପିପିଲି : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣୀ ଦାସିଆଙ୍କ ଜନ୍ମ ଓ ସାଧନାପୀଠ ପିପିଲି ନିକଟବର୍ତ୍ତୀ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିସରରେ ଶୁକ୍ରବାର…
Read More...

ଶ୍ରୀପତିତପାବନ ଦେବଙ୍କ ସ୍ନାନ ଯାତ୍ରା

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଦରଜୀସାହି ସ୍ଥିତ ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ମନ୍ଦିରରେ ସ୍ନାନଯାତ୍ରା ସଂପନ୍ନ ହୋଇଥିବା ବେଳେ ଠାକୁର ଅଣସର ଘରେ ବିଜେ କରିଛନ୍ତି। ମହାମାରୀ କରୋନା ଯୋଗୁଁ ସରକାରଙ୍କ…
Read More...

କରୋନା ସଂକ୍ରମିତ ରେୱା ରାଜକୁମାରୀ ମୋହିନାଙ୍କ ଆରୋଗ୍ୟ କାମନା କଲା ଟେଲିଜଗତ

ମଧ୍ୟପ୍ରଦେଶର ରେୱା ରାଜକୁମାରୀ ତଥା ମହାରାଜ ମାର୍ତ୍ତଣ୍ଡ ସିଂହଙ୍କ ନାତୁଣୀ ମୋହିନା କୁମାରୀ ସିଂହ କରୋନା ସଂକ୍ରମିତ । ଏଥିପାଇଁ ଟେଲିଜଗତ ତାଙ୍କର ଆରୋଗ୍ୟ କାମନା କରିଛି । ରାଜକୁମାରୀ ମୋହିନା ଟେଲି ଜଗତରେ ବେଶ୍…
Read More...

ଦାଦନ ଶ୍ରମିକ ସଂପର୍କିତ ଭୁଲ ତଥ୍ୟ ଦେଇଥିବା ଶ୍ରମଧିକାରୀ ଓ ଅସାଧୁ ଦାଦନ ଦଲାଲଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି

ବଲାଙ୍ଗିର : ବର୍ତ୍ତମାନ କରୋନା ଜନିତ ପରିସ୍ଥିତିରେ ରାଜ୍ୟ ପ୍ରଶାସନର ଭୁଲ ପରିଚଳନା ଯୋଗୁଁ ପଶ୍ଚିମାଂଚଳର ଲକ୍ଷ ଲକ୍ଷ ଦାଦନ ଶ୍ରମିକ ଦୁର୍ଦ୍ଦଶା ଭୋଗୁଥିବା ସହ ବହୁ ଶ୍ରମିକ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ନିଜ ସହ…
Read More...

ପୋଷ୍ଟରରେ ମାଓବାଦୀଙ୍କ ଚେତାବନୀ

କଲମପୁର : ଆଦିବାସୀ ଏହି ମାଟିର ସନ୍ତାନ। ଜଙ୍ଗଲ ହେଉଛି ତାର ଜିବୀକା। ଜଙ୍ଗଲ ହେଉଛି ତାର ଖେଳପଡିଆ। ଜଙ୍ଗଲି ଜନ୍ତୁ ହେଉଛି ତାର ବନ୍ଧୁ। ଜଙ୍ଗଲ କାଟ କଲେ ଆଦିବାସୀ ଜିବୀକା ହରାଇବେ। ଯିଏ ଗଛ କାଟିବ ତାକୁ ପ୍ରଜାକୋର୍ଟର…
Read More...

ସୁସ୍ଥ ହୋଇ ଫେରିଲେ ସିନ୍ଧେକେଲାର ୩ କରୋନା ବିଜୟୀ

ସିନ୍ଧେକେଲା : ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ସଂଗରୋଧ କେନ୍ଦ୍ରରୁ ମହାରାଷ୍ଟ୍ର ଫେରନ୍ତା ସ୍ଥାନୀୟ ପୁଟେଲ ପଡାର ଜଣକୁ ଗତ ୨୩ ମଇରେ ପ୍ରଥମ କରୋନା ରୋଗୀ ଭାବରେ ଚିହ୍ନଟ କରାଯାଇ ଚିକିତ୍ସା ପାଇଁ…
Read More...

୫୮ ବର୍ଷ ପରେ ଦୁର୍ଲ୍ଲଭ ସଂଯୋଗ : ୩୦ ଦିନ ମଧ୍ୟରେ ୩ ଥର ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ, ଜାଣନ୍ତୁ ରାଶି ଉପରେ ଏହାର…

ନୂଆଦିଲ୍ଲୀ : ୩୦ ଦିନ ମଧ୍ୟରେ ବା ଗୋଟିଏ ମାସରେ ୨ଟି ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ପଡୁଛି। ଚଳିତ ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥିରେ ଗୋଟିଏ ଚନ୍ଦ୍ରଗ୍ରହଣ ପଡୁଥିବା ବେଳେ ଅନ୍ୟ ଦୁଇଟି ଅର୍ଥାତ୍ ଗୋଟିଏ ସୂର୍ଯ୍ୟପରାଗ…
Read More...

ଭିଡ ହିଂସା : ଆସାମରେ ବାଂଲାଦେଶରୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

କରିମଗଞ୍ଜ : ଆସାମର କରିମଗଞ୍ଜରେ ବାଂଲାଦେଶରୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ପଶୁ ଚୋରା ଚାଲାଣକାରୀ ସନ୍ଦେହରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ସହ ତାଙ୍କ ସହିତ ଆସିଥିବା ଅନ୍ୟ ସାଥୀଙ୍କୁ ମାଡ ହୋଇଥିବା…
Read More...

ସଡ଼କ ଦୁର୍ଘଟଣା ପରେ ରାଜପଥରେ ବିଛାଡି ହୋଇ ପଡିଲା ୫୦୦ ଓ ୧୦୦୦ ଟଙ୍କା ପୁରୁଣା ନୋଟ, ୨ ଗିରଫ

ଆଜମଗଡ : ଉତ୍ତର ପ୍ରଦେଶ ଆଜମଗଡ ଜିଲ୍ଲାର ଜିୟନପୁର କୋଟୱାଲୀ ଅଞ୍ଚଳର ବୁଧବାର ସଡ଼କ ଦୁର୍ଘଟଣା ଘଟିବା ପରେ ରାଜପଥରୁ ସାତ ଲକ୍ଷ ଟଙ୍କାର ପୁରୁଣା ନୋଟ ଜବତ ହୋଇଛି। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇ ତଦନ୍ତ ଜାରି…
Read More...

ପାଞ୍ଚଶହ ପରିବାରକୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ନୂଆପଡ଼ା ବିଧାୟକ

ଖଡିଆଳ : ନୂଆପଡା ଜିଲା ଖଡିଆଳ ଠାରେ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଦ୍ୱାରା ୫୦୦ ପରିବାରଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏମଜିଏମ ଗ୍ରୀନ ଏନେର୍ଜି ଏଲଟିଡିର ସହଭାଗିତାରେ ବିଧାୟକ ମୁଖ୍ୟ ଅତିଥି ଭାବରେ…
Read More...

ନୂଆପଡା ଜିଲାକୁ ଫେରିଲେ ୩୩୦ ଦାଦନ ଶ୍ରମିକ

ଖଡିଆଳ : ନୂଆପଡା ଜିଲାକୁ କ୍ରମାଗତ ପ୍ରବାସୀ ଶ୍ରମିକ ଫେରୁଥିବା ବେଳେ ବୁଧବାର ୩୩୦ ଜଣ ଫେରିଛନ୍ତି । ସମସ୍ତ ଶ୍ରମିକ ହାଇଦ୍ରାବାଦର କିମନଗରରୁ ଟ୍ରେନ ଯୋଗେ ଟିଟିଲାଗଡ ପର୍ଯ୍ୟନ୍ତ ଫେରିଛନ୍ତି । ଟିଟିଲାଗଡରୁ ସମସ୍ତ…
Read More...

ଗୁଜରାଟର ରାସାୟନିକ କାରଖାନାରେ ବିସ୍ଫୋରଣ ; ୫ ମୃତ, ୪୦ ଆହତ

ଅହମ୍ମବାଦ : ଗୁଜରାଟର ଭାରୁଚରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ପ୍ରାୟ ୪୦ ଜଣ କର୍ମଚାରୀ ନିଆଁରେ ପୋଡି ହୋଇ ଆହତ ହୋଇଛନ୍ତି। ଭାରୁଚ ପୁଲିସ ଅଧୀକ୍ଷକଙ୍କ…
Read More...

ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର

ବେଳେବେଳେ ଖାଇବା ସମୟରେ ହଠାତ୍ ଦାନ୍ତରେ ଯନ୍ତ୍ରଣା ଅନୁଭବ ହୁଏ। ଥଣ୍ଡା ବା ଗରମ ପାଣି ସଂସ୍ପର୍ଷରେ ଆସିଲେ ମଧ୍ୟ ଏଭଳି ଅନୁଭବ ହୋଇଥାଏ। ଏହା ପଛରେ ଅନେକ କାରଣ ରହିଛି। ଭୁଲ ସମୟରେ ଖାଇବା, ଅତ୍ୟଧିକ ଜଙ୍କ୍ ଫୁଡ୍…
Read More...

ଆତଙ୍କବାଦୀଙ୍କ ଟାର୍ଗେଟରେ ସିଆରପିଏଫ୍ : ଦିଲ୍ଲୀରେ ଆକ୍ରମଣ ନେଇ ସତର୍କ ସୂଚନା

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ପ୍ରତିଦିନ ଆତଙ୍କବାଦୀମାନେ ଆକ୍ରମଣ କରୁଛନ୍ତି। ଗତ ତିନିରୁ ଚାରି ମାସ ମଧ୍ୟରେ ଆତଙ୍କବାଦୀମାନେ ଅନେକ ଥର ସିଆରପିଏଫ୍ କ୍ୟାମ୍ପ ଟାର୍ଗେଟ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏବେ…
Read More...

ଜିଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ କରୋନା ସଚେତନତା

ବଲାଙ୍ଗିର : ଜିଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ବଲାଙ୍ଗିର ସଦର ବ୍ଲକ  କୁଟୁମଡୋଲା ପଂଚାୟତ ଅନ୍ତର୍ଗତ ଦୁଆନପାଲି ଗାଁରେ ଜିଲା ଶିକ୍ଷାଅଧିକାରୀ ଧୃବ ଚରଣ ବେହେରାଙ୍କ ପ୍ରେରଣାରେ କରୋନା ସଚେତନତା କାର୍ଯ୍ୟକ୍ରମ…
Read More...

ମୁରିବାହାଲ ବ୍ଲକ ବାଙ୍କେଲ ପଂଚାୟତରେ ୪୮ ଘଣ୍ଟା ସଟଡାଉନ ଜାରି

ମୁରିବାହଲ : ମୁରବାହାଲ  ବ୍ଲକ ବାଙ୍କେଲ ପଂଚାୟତରେ ୪୮ ଘଣ୍ଟିଆ ସଟଡାଉନ ଜାରି କରାଯାଇଛି। ମଙ୍ଗଳବାର ସକାଳ ୭ ଘଣ୍ଟାରୁ ଗୁରୁବାର ସକାଳ ୭ଟା ପର୍ଯ୍ୟନ୍ତ ସଟଡାଉନ ବଳବତ୍ତ ରହିବ ବୋଲି ବାଙ୍କେଲ ସରପଂଚ ତଥା ଜିଲ୍ଲାପାଲ…
Read More...

ନୂଆପଡା ଜିଲାରେ ପୁଣି ୨୨ କରୋନା ପଜିଟିଭ ଚିହ୍ନଟ

ଖଡିଆଳ : ନୂଆପଡା ଜିଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସାଧାରଣ ଗ୍ରାମବାସୀ ମାନଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ମଙ୍ଗବାର ନୂଆପଡା ଜିଲାରେ ପୁଣି ୨୨ ଜଣଙ୍କୁ…
Read More...

କୋଭିଡ୍‌-୧୯: ମୋଟ ନମୁନା ପରୀକ୍ଷଣ ୧,୫୨,୧୩୧; ପଜିଟିଭ୍‌ ଚିହ୍ନଟ ୧୯୪୮, ସୁସ୍ଥ ୧୧୨୬

ଭୁବନେଶ୍ବର: ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧,୫୨,୧୩୧ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୯୪୮ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୧୨୬ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ…
Read More...

ଅମ୍ଫନ ଉଜାଡ଼ିଲା ରୋଷେଇ ଘର ପରିବା ଡ଼ଲା

ବଡ଼ସାହି : ଝଡ଼ବାତ୍ୟା ଅମ୍ଫନ ଜନିତ କ୍ଷୟକ୍ଷତିର ପ୍ରଭାବ ବର୍ତ୍ତମାନ ସିଧାସଳଖ ଉତ୍ତର ଓଡ଼ିଶାର ଜନସାଧାରଣଙ୍କ ରୋଷେଇ ଘର ପରିବା ଡ଼ଲାରେ ଦେଖିବାକୁ ମିଳିଛି। ପ୍ରକୃତିର ଏପରି କ୍ଷତି ସମସ୍ତେ ଭାତଥାଳିରୁ ଉପଲବ୍ଧି…
Read More...

ବିଜେଡ଼ି ପକ୍ଷରୁ ୨୬ଜଣ କରୋନା ଯୋଦ୍ଧା ସମ୍ମାନୀତ

ବଡସାହି : କରୋନା ପାଇଁ ସମସ୍ତେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଯେଉଁ ମାନେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନକୁ ସୁରକ୍ଷା ଯୋଗାଉଛନ୍ତି, ସେମାନେ ହିଁ ପ୍ରକୃତରେ ଯୋଦ୍ଧା। ସେମାନେ ପ୍ରମାଣିତ କରିଛନ୍ତି, ସୀମାରେ…
Read More...

ଦିଲ୍ଲୀରେ କରୋନା ରେକର୍ଡ ; ଗୋଟିଏ ଦିନରେ ୧୨୯୫ ସଂକ୍ରମିତ

ନୂଆଦିଲ୍ଲୀ : ରବିବାର ଦିନ ଦିଲ୍ଲୀରେ କରୋନା ସଂକ୍ରମିତ ସଂଖ୍ୟା ରେକର୍ଡ ଭାଙ୍ଗଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୨୯୫ ଜଣ କରୋନା ସଂକ୍ରମତି ହୋଇଛନ୍ତି। ଏହା ହେଉଛି ଦିଲ୍ଲୀରେ ଗୋଟିଏ ଦିନରେ ରେକର୍ଡ ହୋଇଥିବା ସର୍ବାଧିକ…
Read More...

ଜିଲା ପ୍ରଶାସନ ପକ୍ଷରୁ ‘ବନ୍ଦେ ଉତ୍କଳ ଜନନୀ’ ଗାନ

ଦେବଗଡ଼ : କରୋନା ଯୋଦ୍ଧାମାନଙ୍କର ତ୍ୟାଗ ଓ ସେବା ମନୋବୃତ୍ତି ପ୍ରତି ସମ୍ମାନ ଜଣାଇବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିବେଦନରେ ଆଜି( ମଇ ୩୦ ତାରିଖ) ସନ୍ଧ୍ୟା ୫ଟା ୩୦ମିନିଟ୍ ସମୟରେ ଜିଲା ପ୍ରଶାସନ ପକ୍ଷରୁ ବନ୍ଦେ…
Read More...

ମା-ବାପା ମୋବାଇଲ୍ ଫେରାଇ ନେବାରୁ, ଜୀବନ ହାରିଲା ପୁଅ

ମୁମ୍ବାଇ : ମୋବାଇଲ୍ ପାଇଁ ଜୀବନ ହାରିଲେ ନାବାଳକ। ମା-ବାପା ମୋବାଇଲ୍ ଫେରାଇ ନେବାରୁ ଜଣେ ନାବାଳକ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମହାରାଷ୍ଟ୍ରରେ ଏହି ଅଭାବନୀୟ ଘଟଣା ଘଟିଛି। ପୁଲିସ ଅନୁଯାୟୀ,…
Read More...

ସମ୍ବଲପୁରରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ

ସମ୍ବଲପୁର : କରୋନା ଭୂତାଣୁ ବିଶ୍ୱରେ ମହାମାରୀ ରୂପ ନେବା ପରେ ଏହାର ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ଦେଶରେ ଏବେ ଲକଡାଉନ କରାଯାଇଛି। ତେବେ କରୋନାକୁ ପ୍ରତିହିତ କରୁଥିବା ଅଗ୍ରଣୀ ଯୋଦ୍ଧା ଯଥା ଡାକ୍ତର, ନର୍ସ,…
Read More...

୪ ଡିଗ୍ରୀ ଖସିଲା ତାପମାତ୍ରା, ଶୀତଳ ହେଲା ତତଲାଗଡ

ଟିଟିଲାଗଡ଼ : ତତଲାଗଡ ରୂପେ ପରିଚିତ ଟିଟିଲାଗଡ ଅଂଚଳରେ ପ୍ରାୟ ୨ ମାସ ଧରି ରୌଦ୍ରତାପ ସହ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଆସିଥିବା ବେଳେ ଆଜି ୩୧.୮କୁ ଖସିଆସିଛି। ଗତ୨୨ରେ ୪୫.୨ ଡିଗ୍ରୀ, ୨୩ରେ ୪୫.୫ ଡିଗ୍ରୀ, ୨୪ରେ…
Read More...

ସବୁଠି ଶୁଭିଲା ବନ୍ଦେ ଉତ୍କଳ ଜନନୀ, ସାମିଲ ହେଲେ ଡଙ୍ଗରିଆ କନ୍ଧ ମହିଳା

ଲାଞ୍ଜିଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ଆଜି ସାରା ରାଜ୍ୟରେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ସାମୁହିକ ଗାନ କରାଯାଇଥିବାବେଳେ ଏଥିରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସାମିଲ ହୋଇଛି। ବ୍ଲକର…
Read More...

ରାତିରେ ଶୋଇଥିବା ବେଳେ ବଳଦ ମାଡି ଦେବାରୁ ନାବାଳିକାର ମୃତ୍ୟୁ

ବେଲଗାଁ : ସଇଁନ୍ତଲା ଥାନା ଅନ୍ତର୍ଗତ ଝିକିଡୁଙ୍ଗରି ଗ୍ରାମରେ ରାତିରେ ଘର ବାହାରେ ତଳେ ଶୋଇଥିବା ବେଳେ ବୁଲା ଗାଈ-ବଳଦ ମାଡି ଦେବାରୁ ଜଣେ ନାବାଳିକାର ମୃତ୍ୟୁ ହେବା ସହ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଏକ ଶୋକାକୁଳ…
Read More...

“ମୋ ପରିବାର” ଷ୍ଟଲ ଉଦଘାଟିତ

ସଇଁନ୍ତଲା/ବେଲଗାଁ : ରାଜ୍ୟ ସରକାରଙ୍କ “ମୋ ପରିବାର”କାର୍ଯ୍ୟକ୍ରମ ନେଇ ସଇଁନ୍ତଲା ବ୍ଲକ ବରଗାଁ ଠାରେ ପ୍ରବାସୀ ଶ୍ରମିକଙ୍କୁ ସହାୟତା ନେଇ ଷ୍ଟଲ ଉଦଘାଟିତ ହୋଇଯାଇଛି। ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ମନ୍ତ୍ରୀ…
Read More...

କରୋନା ଯୋଦ୍ଧାଙ୍କ ପାଇଁ “ବନ୍ଦେ ଉତ୍କଳ ଜନନୀ’

ପିପିଲି : କୋଭିଡ଼ ଯୁଦ୍ଧରେ ନିଜ ଜୀବନକୁ ବିପଦରେ ପକାଇ ସଂକ୍ରମଣ ରୋକିବା ପାଇଁ ଦିନରାତି ଏକ କରି ଦେଇଥିବା କରୋନା ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଓ ସେମାନଙ୍କ ମହତ କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ…
Read More...

ଦାଦନ ଦୁଃଖ : ଉପଯୁକ୍ତ ଚିକିତ୍ସା ପାଇଁ ହନ୍ତସନ୍ତ, ଫେରାଇ ଦେଲା ଭୀମଭୋଇ ମେଡିକାଲ

ପାଟଣାଗଡ : ଦାଦନ ଖଟିବାକୁ ଯାଇ ଫେରିବା ପରେ ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରହୁଥିବା ଜଣେ ୧୪ ବର୍ଷିୟା ନାବାଳିକା ଗୁରୁତର ଅସୁସ୍ଥ ହୋଇପଡିବା ପରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ପକ୍ଷରୁ ସଂଗରୋଧ ୱାର୍ଡରେ…
Read More...

ଲଜ୍ଜା : କରୋନା ୱାର୍ଡରେ କାର୍ଯ୍ୟରତ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ବରିଷ୍ଠ ଡାକ୍ତର ଫେରାର

ରାଞ୍ଚି : ଝାଡଖଣ୍ଡର ରିମ୍ସ (RIMS) ହସ୍ପିଟାଲରୁ ଏକ ଲଜ୍ଜାଜନକ ଖବର ଆସିଛି। କରୋନା ୱାର୍ଡରେ କାର୍ଯ୍ୟରତ ଜଣେ ଜୁନିୟର ମହିଳା ଡାକ୍ତରଙ୍କୁ ଜଣେ ସିନିୟର ଡାକ୍ତର ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ…
Read More...

ବିବାହ ପାଇଁ ନୂଆ ସର୍ତ୍ତ : ରାଜ୍ୟ ବାହାରକୁ ଗଲେ ବର, କନ୍ୟା ସମେତ ପୁରା ବରଯାତ୍ରୀ ଦଳ ରହିବେ କ୍ବାରେନଣ୍ଟାଇନରେ

ନୂଆଦିଲ୍ଲୀ : ଅନେକ ବିବାହ ଉତ୍ସବ ଲକଡାଉନ୍ କାରଣରୁ ସ୍ଥଗିତ ରଖାଯାଇଥିବାବେଳେ କିଛି ଲୋକ ସେମାନଙ୍କର ଶୁଭ ସମୟକୁ ଦୃଷ୍ଟିରେ ରଖି ସମାରୋହର ଆୟୋଜନ କରୁଛନ୍ତି। ବର୍ତ୍ତମାନ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି…
Read More...

ସୁସ୍ଥ ପରେ ରାଜଧାନୀ ରାସ୍ତାରେ ଶ୍ରମିକଙ୍କୁ ଓହ୍ଲାଇ ଚାଲିଗଲା ଆମ୍ବୁଲାନ୍ସ

ଟିଟିଲାଗଡ଼ : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନିର ଦୁଇ ପ୍ରବାସୀ ଶ୍ରମିକଙ୍କୁ ଭୁବନେଶ୍ୱରରେ ଚିକିତ୍ସା ପରେ ଆମ୍ବୁଲାନ୍ସରେ ଆଣି ରାସ୍ତାରେ ଓହ୍ଲାଇଦେଇ ଚାଲିଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରମିକ ଦ୍ୱୟଙ୍କ…
Read More...

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା ବ୍ଳକ କାର୍ଯ୍ୟାଳୟ ଠାରୁ ୫ଶହ ମିଟର ଦୂର ଖଡ଼ିଆଳ ରାସ୍ତାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବଙ୍ଗୋମୁଣ୍ଡା  ଆମ୍ବେଦକର ନଗରର କିଶୋର ହିଆଲ(୫୫ ସବୁ ଦିନ ପରି…
Read More...

ଅଟ୍ଟାଳିକାରେ ଅଗ୍ନିକାଣ୍ଡ ; ଜୀବନ ବଞ୍ଚାଇବାକୁ ଚତୁର୍ଥ ମହଲାରୁ ଡେଇଁଲେ ବ୍ୟକ୍ତି

ଅହମ୍ମଦାବାଦ: ଶୁକ୍ରବାର ଅପରାହ୍ନରେ ଗୁଜରାଟର ଅହମ୍ମଦାବାଦର ଆଶ୍ରମ ରୋଡରେ ଥିବା ଏକ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ କେହି ପ୍ରାଣ ହରାଇ ନ ଥିବାବେଳେ ଜୀବନ ବଞ୍ଚାଇବାକୁ ଯାଇ ଜଣେ ବ୍ୟକ୍ତି ଚତୁର୍ଥ ମହଲାରୁ…
Read More...

ବଜ୍ରପାତରେ ୫ ଗାଈ ଓ ବଦଳ ମୃତ

ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାରୁ ବ୍ୟାପକ କ୍ଷୟକ୍ଷତି ହେବା ସହ ୫ ଗାଈ ଓ ବଳଦଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବ୍ଳକର ମୁଣ୍ଡପଦର ପଞ୍ଚାୟତର ବରପାନ…
Read More...

ଛଅ ଫୁଟ ସାମାଜିକ ଦୂରତା ଯଥେଷ୍ଟ ନୁହେଁ, କରୋନା ଜୀବାଣୁ ୨୦ ଫୁଟ ପର୍ଯ୍ୟନ୍ତ ବ୍ୟାପିପାରେ : ଅଧ୍ୟୟନରୁ ସ୍ପଷ୍ଟ

ଏକ ଅଧ୍ୟୟନରୁ ଜଣାପଡିଛି ଯେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପରସ୍ପର ମଧ୍ୟରେ ଛଅ ଫୁଟ ଦୂରତା ଯଥେଷ୍ଟ ନୁହେଁ। କାରଣ ଛିଙ୍କିବା କିମ୍ବା କାଶିବା ଦ୍ବାରା କରୋନା ଭୂତାଣୁ ୨୦ ଫୁଟ ପର୍ଯ୍ୟନ୍ତ ବ୍ୟାପିପାରେ।…
Read More...

କୋଭିଡ୍‌-୧୯ ମୋଟ ପରୀକ୍ଷଣ ୧,୩୯,୩୧୧: ପଜିଟିଭ୍‌ ୧୬୬୦, ସୁସ୍ଥ ୮୮୬

ଭୁବନେଶ୍ବର: ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୧,୩୯,୩୧୧ ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୬୬୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।  ୮୮୭ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ…
Read More...

ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ !

ପୁଣେ : ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ ପହିଲାରେ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।  ସାମୁଦ୍ରିକ ଝଡ ଅମ୍ପନ ଯୋଗୁ ମୌସୁମୀ ପ୍ରବାହରେ ସାମାନ୍ୟ ବାଧା ସୃଷ୍ଟି ହୋଇଥିଲା, ଏହା ସତ୍ବେ…
Read More...

ଅଦାବାହାଲ, ସୁର୍ଡା ସଟଡାଉନ

ଟିଟିଲାଗଡ଼ : ଟିଟିଲାଗଡ ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଂଚିଛି। ବ୍ଲକର ବିଭିନ୍ନ ସୀମାରେ ରହିଥିବା ସିଲୁଆଁ, ସୁର୍ଡା, ଅଦାବାହାଲ, କୁର୍ସୁଡରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି। ସୁର୍ଡା…
Read More...

ବେଆଇନ ମଦ ଚାଲାଣ : ୫ ଗିରଫ

ତୁଷୁରା : ବଲାଙ୍ଗିର ଅବକାରୀ ଜିଲା ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ତୁଷୁରା ଅବକାରୀ ବିଭାଗ ଚଢଉ କରି ଗୁଡଭେଲା ବ୍ଳକ ଜାମୁଟ ଅଂଚଳରୁ ୪୭ ଲି. ମଦ ଜବତ ସହ ୫ଜଣଙ୍କୁ ଗିରଫ କରିଛି। ଏହି  ଅଭିଯୁକ୍ତ ମାନେ ହେଲେ…
Read More...

ଶରୀରରେ କଳା ସୂତା ବାନ୍ଧିବାର ଆଶ୍ଚର୍ଯ୍ୟଜନକ ଲାଭ, କିନ୍ତୁ ଅବଲମ୍ବନ କରନ୍ତୁ ସତର୍କତା

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶରୀରରେ କଳା ସୂତା ବାନ୍ଧିବା ଦ୍ବାରା ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ। ବିଶ୍ୱାସ କରାଯାଏ ଯେ ବାୟୁମଣ୍ଡଳରେ ଥିବା ନକାରାତ୍ମକ ଶକ୍ତିକୁ ନଷ୍ଟ କରିବାର କଳା ସୂତା ସକ୍ଷମ ହୋଇଥାଏ। ଏହା ସହିତ…
Read More...

ଜୁନିୟର ରେଡକ୍ରସ ପକ୍ଷରୁ କରୋନା ସଚେତନତା

ବଲାଙ୍ଗିର : କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରି ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପାନୁଷ୍ଠାନକୁ ଗଭୀର ଭାବରେ ପ୍ରଭାବିତ କରିଛି। ଶିକ୍ଷା ବ୍ୟବସ୍ଥାରେ ଏକପ୍ରକାର ଅଚଳାବସ୍ଥା ଆସିଯାଇଛି। ବିଦ୍ୟାର୍ଥୀମାନଙ୍କର…
Read More...