www.samajalive.in
Saturday, December 6, 2025
16.1 C
Bhubaneswar

ସଡ଼କ ଦୁର୍ଘଟଣା ପରେ ରାଜପଥରେ ବିଛାଡି ହୋଇ ପଡିଲା ୫୦୦ ଓ ୧୦୦୦ ଟଙ୍କା ପୁରୁଣା ନୋଟ, ୨ ଗିରଫ

ଆଜମଗଡ : ଉତ୍ତର ପ୍ରଦେଶ ଆଜମଗଡ ଜିଲ୍ଲାର ଜିୟନପୁର କୋଟୱାଲୀ ଅଞ୍ଚଳର ବୁଧବାର ସଡ଼କ ଦୁର୍ଘଟଣା ଘଟିବା ପରେ ରାଜପଥରୁ ସାତ ଲକ୍ଷ ଟଙ୍କାର ପୁରୁଣା ନୋଟ ଜବତ ହୋଇଛି। ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାଜରାସ୍ତାରେ ଜଣେ ଲୋକଙ୍କୁ ବଞ୍ଚାଇବାକୁ ଯାଇ ଦୁଇ ଜଣ ବାଇକ ଆରୋହୀଙ୍କ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ। ଉଭୟ ତଳେ ପଡିଯିବା ପରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ରାସ୍ତାରେ ବିଛାଇ ହୋଇ ପଡିଥିଲା। ଖବର ପାଇ ଘଟଣାସ୍ଥଳରେ ଜିୟନପୁର ପୁଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର ନିଜ ହେପାଜତକୁ ନେଇଛି। ଏହି ମାମଲାରେ ପୁଲିସ ତଦନ୍ତ ଜାରି ରଖଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories