www.samajalive.in
Saturday, December 6, 2025
16.1 C
Bhubaneswar

ଆଇପିଏସଙ୍କ ଘରୁ ଚୋରି ଘଟଣା ; ୩ ଗିରଫ

ଭୁବନେଶ୍ବର : ରାଜଧାନୀରେ ଅଭାବନୀୟ ଘଟଣା। ଜଣେ ଆଇପିଏସଙ୍କ ଘରୁ ଦୃର୍ବୃତ୍ତମାନେ ଝରକା ଭାଙ୍ଗି ଜିନିଷ ପତ୍ର ଚୋରି କରି ନେଇଛନ୍ତି। ଏ ନେଇ  ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗପରେ କ୍ୟାପିଟାଲ ଥାନା ପୁଲିସ ବୁଧବାର ୩ ଜଣ ଅଭିଯୁକ୍ତଙ୍କୁ ଷ୍ଟେସନ୍ ଅଞ୍ଚଳରୁ ଗିରଫ କରିଛି। ଏମାନଙ୍କ ପାଖରୁ ପୁଲିସ ଲାପଟପ୍ ସହିତ ବହୁ ଚୋରା ସାମଗ୍ରୀ ଜବତ କରିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories