ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଶ୍ୱ ରକ୍ତଦାତା ଦିବସ ଅବସରରେ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ରକ୍ତଦାନ ହେଉଛି ମାନବିକତାର ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଏବଂ ଅନ୍ୟମାନଙ୍କ ପାଇଁ ବୃହତ୍ତମ ଜୀବନ ରକ୍ଷାକାରୀ ଉପହାର। ସେ ସମସ୍ତ ନିୟମିତ ରକ୍ତଦାତାଙ୍କୁ ସମ୍ମାନ ଜଣାଇବା ସହ ସମସ୍ତଙ୍କୁ ଏହି ଜୀବନ ରକ୍ଷାକାରୀ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ଯୋଗଦେବା ନିମନ୍ତେ ଆହ୍ୱାନ ଜଣାଇଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



