www.samajalive.in
Monday, December 8, 2025
16.1 C
Bhubaneswar

ଏହି ତାରିଖରେ ଜନ୍ମ ହୋଇଥିବା ଝିଅ ; ପିତା ଘର ସହ ଶାଶୁଘରକୁ କରନ୍ତି ଧନୀ, ରହିଥାଏ ମା’ଲକ୍ଷ୍ମୀଙ୍କ କୃପା, ହୁଅନ୍ତି ଭାଗ୍ୟଶାଳୀ..

ଅଙ୍କର ଜ୍ୟୋତିଷର ପ୍ରତ୍ୟେକଙ୍କ ଜୀବନରେ ଖୁବ୍‌ ମହତ୍ତ୍ୱ ରହିଛି । ଯେଭଳି ଜାତକରେ ଗ୍ରହଙ୍କ ସ୍ଥିତି ମନୁଷ୍ୟଙ୍କ ଜୀବନରେ ପ୍ରଭାବ ପକାଇଥାଏ । ସେଭଳି ଅଙ୍କ ଜ୍ୟୋତିଷ ମଧ୍ୟ ପ୍ରଭାବ ପକାଏ ।

ଅଙ୍କ ଶାସ୍ତ୍ର ଅନୁସାରେ ଜନ୍ମ ତିଥି ଅନୁସାରେ ମୂଲ୍ୟାଙ୍କ ନିର୍ଦ୍ଦାରଣ କରାଯାଏ । ମୂଲ୍ୟାଙ୍କ ୧ ଠାରୁ ୯ ପର୍ଯ୍ୟନ୍ତ ସଂଖ୍ୟା ରହିଛି । ଏହାକୁ ଆଧାର କରି ବିଚାର-ବ୍ୟବହାର ସହ ପ୍ରତ୍ୟେକଙ୍କ ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଜାଣି ହୁଏ । ତେବେ ଜାଣନ୍ତୁ କେଉଁ ମୂଲ୍ୟାଙ୍କ ଯୁବତୀ ପିତା ଘର ସହ ଶାଶୁଘର ପାଇଁ ମଧ୍ୟ ହୁଅନ୍ତି ଭାଗ୍ୟଶାଳୀ..
ଅଙ୍କ ଜ୍ୟୋତିଷ ଅନୁସାରେ ଯେଉଁମାନଙ୍କ ଜନ୍ମ ଯେକୌଣସି ମାସର ୨,୧୧ କିମ୍ବା ୨୯ ତାରିଖରେ ହୋଇଥାଏ । ସେମାନଙ୍କ ମୂଲ୍ୟାଙ୍କ ୨ ।

ନୂଆବର୍ଷ ୨୦୨୫ର ପ୍ରଥମ ସପ୍ତାହରେ ବୁଦ୍ଧାଦିତ୍ୟ ରାଜଯୋଗ : ବୁଧ-ସୂର୍ଯ୍ୟ ଏକାଠି ହୋଇ ଏହି ରାଶିଙ୍କୁ କରିବେ ମାଲାମାଲ୍‌, ଭାଗ୍ୟଶାଳୀ..

- Advertisement -

ଅଙ୍କ ଶାସ୍ତ୍ର ଅନୁଯାୟୀ, ମୂଲ୍ୟାଙ୍କ ୨ ଯୁବତୀ ଧନୀ ହୋଇ ଥାଆନ୍ତି । ଏମାନେ ସରଳ ସହ ଆକର୍ଷଣୀୟ ବ୍ୟକ୍ତିତ୍ୱ ଅଟନ୍ତି । କଠିନ ପରିଶ୍ରମ କରି ଅନେକ କ୍ଷେତ୍ରରେ ସଫଳତା ପାଇଥାନ୍ତି । ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରନ୍ତି । ଜୀବନରେ ସମସ୍ୟା ଆସିଲେ ମଧ୍ୟ ଏମାନେ ସହଜରେ ସମାଧାନ କରିଥାନ୍ତି । ମାନ୍ୟତାନୁସାରେ ୨ ମୂଲ୍ୟାଙ୍କ ଯୁବତୀ ନିଜ ପାଇଁ, ପିତା ତଥା ଶାଶୁ ଘର ପାଇଁ ଭାଗ୍ୟଶାଳୀ ହୋଇଥାଆନ୍ତି ।

ବାରମ୍ବାର ବିବାହ ଭାଙ୍ଗୁଥିଲେ, ଟଙ୍କା ଅଭାବ ଲାଗି ରହୁଥିଲେ, ଗୁରୁବାର ଏହି ଉପାୟରେ ଚୁଟ୍‌କିରେ କରନ୍ତୁ ସମାଧାନ..

ଏମାନଙ୍କ ଉପରେ ସର୍ବଦା ମା’ଲକ୍ଷ୍ମୀଙ୍କ କୃପା ରହିଥାଏ । କଦାପି ଧନର ଅଭାବ ହୋଇନଥାଏ । ଏହି ଯୁବତୀଙ୍କ ବିବାହ ପରେ ଶାଶୁ ଘର ଲୋକେ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି । ଘରେ ଧନ ବୃଦ୍ଧି ହୋଇଥାଏ । ଭୂମି, ଯାନ, ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories