www.samajalive.in
Monday, December 15, 2025
14.1 C
Bhubaneswar

ବଡଦିନକୁ ଦୃଷ୍ଟିରେ ରଖି ପୁଲିସର ଫ୍ଳାଗମାର୍ଚ୍ଚ

ଜି.ଉଦୟଗିରି : ଆଗକୁ ବଡଦିନ । ଖ୍ରୀଷ୍ଟ ବିଶ୍ବାସୀ ମାନେ ଆନନ୍ଦ ଉଲ୍ଲାସର ସହ ବଡଦିନକୁ ଧୁମଧାମରେ ପାଳନ କରିବାକୁ ଯାଉଥିବାବେଳେ ଶାନ୍ତିଶୃଙ୍ଖଳାର ସହ କିପରି ପାଳନ ହୋଇପାରିବ ସେ ନେଇ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ପୂର୍ବରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ସୋମବାର ଜି.ଉଦୟଗିରି ପୋଲିସ ଭାରପ୍ରାପ୍ତ ଅଧିକାରୀ ଭଗବାନ ପୁଜାରୀଙ୍କ ନେତୃତ୍ବ ଏବଂ ଏସଆଇ ଅନନ୍ତ ପ୍ରଧାନ,ଏସଆଇ କେ.କାମରାଜୁ ରେଡି,ଏସଆଇ ରଞ୍ଜିତା ବେହେରାଙ୍କ ତତ୍ତ୍ବାବଧାନରେ ଦୁଇ ପ୍ଳାଟୁନ ପୋଲିସ ସହ ଥାନା ସମ୍ମୁଖରୁ ଫ୍ଳାଗମାର୍ଚ୍ଚରେ ବାହାରି ସହରର ଗାନ୍ଧୀଛକ, ବନ୍ଧଛକ, ବରାଳିନୀ ମାର୍କେଟ ଆଦି ବିଭିନ୍ନ ଅଞ୍ଚଳରେ ଫ୍ଳାଗମାର୍ଚ୍ଚ କରି ପୁଣି ଥାନାକୁ ଫେରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories