www.samajalive.in
Monday, December 15, 2025
26.1 C
Bhubaneswar

ବାସ୍ତୁ ଦୋଷ: ଜାଣନ୍ତୁ ପତି-ପତ୍ନୀ ମଧ୍ୟରେ କଳହର କାରଣ ଖଟ ନୁହେଁ ତ, ବାସ୍‌ ଏହି ଉପାୟରେ ଚୁଟ୍‌କିରେ କରନ୍ତୁ ସମାଧାନ..

ସଭିଏଁ ଇଚ୍ଛା କରନ୍ତି, ସେମାନଙ୍କ ବୈବାହିକ ଜୀବନ ସୁଖମୟ ହେଉ । ହସଖୁସିରେ ସମୟ ଅତିବାହିତ ହେଉ । ମାତ୍ର ଅନେକ ସମୟରେ କିଛି ଛୋଟ ଛୋଟ କାରଣ ପାଇଁ ଦାମ୍ପତ୍ୟ ଜୀବନରେ କଳହ ହୋଇଥାଏ । ତେବେ ବୈବାହିକ ଜୀବନରେ ଅଶାନ୍ତିର କାରଣ ବାସ୍ତୁ ଦୋଷ ବୋଲି କୁହାଯାଏ । ବାସ୍ତୁ ଦୋଷ କାରଣରୁ ଦାମ୍ପତ୍ୟ ଜୀବନରେ ସମସ୍ୟା ସହ ସମ୍ପର୍କରେ ମଧ୍ୟ ପ୍ରଭାବ ପଡିଥାଏ । ବିଶେଷ କରି ଶୟନ କକ୍ଷରେ ବାସ୍ତୁ ନିୟମକୁ ଅଣଦେଖା କରିବା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ଜାଣନ୍ତୁ କେମିତି ଶୟନ କକ୍ଷରେ ଥିବା ଖଟ ପାଇଁ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ ।
ଶୟନ କକ୍ଷରେ ବାସ୍ତୁ ଦୋଷର ଅନେକ କାରଣ ରହିଛି । ଯାହା ଫଳରେ ଦମ୍ପତିଙ୍କ ମଧ୍ୟରେ ମନୋମାଳିନ୍ୟ ଓ ଅଶାନ୍ତି ହୋଇଥାଏ ।

୧୦୦ ବର୍ଷ ପରେ.. ନୂଆବର୍ଷରେ ଶନି-ସୂର୍ଯ୍ୟଙ୍କ ଦୁର୍ଲ୍ଲଭ ଯୋଗ ; ଏହି ୩ ରାଶି ହେବେ ମାଲାମାଲ, ବଢିବ ଦରମା, କିଣିବେ ଜମି..

- Advertisement -

ଖଟ ଏହାର ଏକ ମୁଖ୍ୟ କାରଣ ହୋଇପାରେ । ଖଟକୁ କେତୁଙ୍କ ପ୍ରତୀକ ବୋଲି କୁହାଯାଏ । ଏହା କାନ୍ଥ ସହ ଲାଗି ହୋଇ ରହିବା ଉଚିତ୍‌ ନୁହେଁ । ଅର୍ଥାତ୍‌ ଶୟନ କକ୍ଷରେ ଖଟ ସମ୍ପୂର୍ଣ୍ଣ କଣ ସ୍ଥାନକୁ ରଖିବା ଉଚିତ୍‌ ନୁହେଁ । ନଚେତ୍‌ କେତୁ ଗ୍ରହ ଅଶାନ୍ତି ହୋଇଥାନ୍ତି । ଫଳରେ ଦମ୍ପତିଙ୍କ ମଧ୍ୟରେ କଳହ ସହ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିଥାଏ ।
ଉପାୟ..

ରବିବାର କମିବ ବର୍ଷା କିନ୍ତୁ ଏହି ଜିଲାରେ ବର୍ଷିବ; ହେବ କୁହୁଡି, ୨୨ରୁ ବଢିବ ଶୀତ

କେତୁଙ୍କ ପ୍ରଭାବରୁ ରକ୍ଷା ପାଇବା ପାଇଁ ଶୟନ କକ୍ଷରେ ଖଟକୁ ସର୍ବଦା କାନ୍ଥ ଠାରୁ ଦୂରେଇ ରଖନ୍ତୁ । ଯେପରି ଖଟ, କାନ୍ଥକୁ ସ୍ପର୍ଶ କରୁନଥିବ ଧ୍ୟାନ ଦେବେ । ଏହାଦ୍ୱାରା ବୈବାହିକ ଜୀବନ ସୁଖମୟ ହେବା ସହ ସକରାତ୍ମକ ଶକ୍ତି ସର୍ବଦା ରହିଥାଏ ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories