www.samajalive.in
Sunday, December 7, 2025
14.1 C
Bhubaneswar

୧୦୦ ବର୍ଷ ପରେ.. ନୂଆବର୍ଷରେ ଶନି-ସୂର୍ଯ୍ୟଙ୍କ ଦୁର୍ଲ୍ଲଭ ଯୋଗ ; ଏହି ୩ ରାଶି ହେବେ ମାଲାମାଲ, ବଢିବ ଦରମା, କିଣିବେ ଜମି..

ନୂଆବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି । ବର୍ଷ ୨୦୨୫ ଗ୍ରହ ନକ୍ଷତ୍ରଙ୍କ ଦୃଷ୍ଟିକୋଣରୁ ଖୁବ୍‌ ଖାସ୍‌ ହେବାକୁ ଯାଉଛି । ଅନେକ ବଡ ଗ୍ରହ ଏହି ସମୟରେ ରାଶି ପରିବର୍ତ୍ତନ କରିବା ସହ ଶୁଭ ସଂଯୋଗ ମଧ୍ୟ ହେବାକୁ ଯାଉଛି । ବର୍ଷ ୨୦୨୫ରେ ଗ୍ରହ ନକ୍ଷତ୍ରଙ୍କ ଦୃଷ୍ଟି କୋଣରୁ କିଛି ବିଶେଷ ପରିବର୍ତ୍ତନ ହେବାକୁ ଯାଉଛି ।
ନୂଆବର୍ଷରେ ଶନି ଓ ସୂର୍ଯ୍ୟଙ୍କ ଦୁର୍ଲ୍ଲଭ ସଂଯୋଗ ହେବାକୁ ଯାଉଛି । ଯାହା ୧୦୦ ବର୍ଷ ପରେ ପ୍ରଥମ ଥର ହେବାକୁ ଯାଉଛି ବୋଲି କୁହାଯାଉଛି । ଏହି ସଂଯୋଗ ଫଳରେ ସମସ୍ତ ରାଶିଙ୍କ ଉପରେ ଏହାର ପ୍ରଭାବ ପଡିଲେ ମଧ୍ୟ ୩ ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନା ଭଳି ଚମକିବ । ଜାଣନ୍ତୁ..

ଶନି ଦେବ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ରହିଛନ୍ତି । ୨୦୨୫ ମାର୍ଚ୍ଚ ମାସରେ ଶନିଦେବ ମୀନ ରାଶିରେ ଚଳନ କରିବେ । ଏହି ରାଶି ଭାଗ୍ୟଶାଳୀ ହେବେ..

- Advertisement -

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଅନେକ ଲାଭ ମିଳିବ । ଶୁଭ ଖବର ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଭାଗ୍ୟର ସାଥ୍‌ ମିଳିବ । ଲାଗି ରହିଥିବା ସମସ୍ୟା ଦୂର ହେବ । ସଫଳତା ମିଳିବ ।

ମିଥୁନ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ସକରାତ୍ମକ ଫଳ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ଅଟକି ଥିବା କାମ ପୂରଣ ହେବ । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କ ପଦନ୍ନୋତି ସହ ଦରମା ବୃଦ୍ଧି ହେବ ।

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ । ଭୂମି, ଯାନ, ସମ୍ପତ୍ତି କିଣିବାର ଯୋଗ ରହିଛି । ବିଦେଶ ଯାତ୍ରାର ଯୋଗ ରହିଛି । ବ୍ୟବସାୟୀ ଲାଭବାନ୍‌ ହେବେ । ଦମ୍ପତ୍ତିଙ୍କୁ ସନ୍ତାନ ପ୍ରାପ୍ତି ହେବ । ଆୟ ୨ ଗୁଣା ହେବ । ନୂଆ ଚାକିରିି ଯୋଗ ରହିଛି ।

ଏହି ତାରିଖରେ ଜନ୍ମ ହୋଇଥିବା ଝିଅ ; ପିତା ଘର ସହ ଶାଶୁଘରକୁ କରନ୍ତି ଧନୀ, ରହିଥାଏ ମା’ଲକ୍ଷ୍ମୀଙ୍କ କୃପା, ହୁଅନ୍ତି ଭାଗ୍ୟଶାଳୀ..

ମକର- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ରୋଗ ଦୂର ହେବ । ବ୍ୟବସାୟରେ ଖୁବ୍‌ ଲାଭ ହେବ । ସମ୍ପତ୍ତି ମିଳିବ । ବ୍ୟବସାୟରେ ବଡ ଚୁକ୍ତିର ଯୋଗ ରହିଛି ।

ଅବପାତରେ ପରିଣତ ଲଘୁଚାପ ; ରବିବାର ସକାଳ ଯାଏଁ ଏହି ଜିଲାରେ ବର୍ଷିବ..

 

 

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories