www.samajalive.in
Monday, December 8, 2025
27.1 C
Bhubaneswar

ରବିବାର ହେବନି ପଥୋତ୍ସବ- ବିଏମ୍‌ସି

ଭୁବନେଶ୍ୱର : ରବିବାର ଡିସେମ୍ବର ୨୨ ତାରିଖରେ ହେବାକୁ ଥିବା ପଥୋତ୍ସବକୁ ସ୍ଥଗିତ ରଖିଲା ବିଏମ୍‌ସି । ଖରାପ ପାଗ ଓ ବର୍ଷା ଯୋଗୁଁ ପଥୋତ୍ସବ ସ୍ଥଗିତ ରଖାଯାଇଛି । ଏନେଇ ଶନିବାର ଏକ୍ସ ମାଧ୍ୟମରେ ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି । ପ୍ରବାସୀ ଭାରତୀୟ ସମ୍ମିଳନୀ ପୂର୍ବରୁ ୩ଟି ଜୋନ୍‌ରେ ହୋଇଥାନ୍ତା ପଥୋତ୍ସବ ।ସ୍ଥଗିତ ପରେ ପୁଣି କେଉଁ ତାରିଖରେ ହେବ ତାହା ଜଣାଇ ଦିଆଯିବ ବୋଲି କହିଛି ବିଏମ୍‌ସି ।

ବାସ୍ତୁ ଦୋଷ: ଜାଣନ୍ତୁ ପତି-ପତ୍ନୀ ମଧ୍ୟରେ କଳହର କାରଣ ଖଟ ନୁହେଁ ତ, ବାସ୍‌ ଏହି ଉପାୟରେ ଚୁଟ୍‌କିରେ କରନ୍ତୁ ସମାଧାନ..

୧୦୦ ବର୍ଷ ପରେ.. ନୂଆବର୍ଷରେ ଶନି-ସୂର୍ଯ୍ୟଙ୍କ ଦୁର୍ଲ୍ଲଭ ଯୋଗ ; ଏହି ୩ ରାଶି ହେବେ ମାଲାମାଲ, ବଢିବ ଦରମା, କିଣିବେ ଜମି..

- Advertisement -

ରବିବାର କମିବ ବର୍ଷା କିନ୍ତୁ ଏହି ଜିଲାରେ ବର୍ଷିବ; ହେବ କୁହୁଡି, ୨୨ରୁ ବଢିବ ଶୀତ

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories