ଅପରାହ୍ଣ ୪ଟା ମୁଖ୍ୟ ଖବର
ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି..
ରବିବାର ସକାଳ ଯାଏଁ ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ..
ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି, କେନ୍ଦ୍ରାପଡା, ରାୟଗଡା, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ପୁରୀ,ବୌଦ୍ଧ, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ ଓ ଅନୁଗୁଳ ଜିଲାରେ ବର୍ଷା ସମ୍ଭାବନା..
ରବିବାର ଡିସେମ୍ବର ୨୨ ତାରିଖରୁ କମିବ ବର୍ଷା , ମାତ୍ର ଜାରି ରହିବ କୋହଲା ପାଗ,୨୨ରୁ ବଢିବ ଶୀତ,ଆସନ୍ତା ୪୮ ଘଣ୍ଟାରେ ଘନ କୁହୁଡିର ମଧ୍ୟ ସମ୍ଭାବନା..
ଦକ୍ଷିଣ ଉପକୂଳ ଜିଲା ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡାରେ କାଲି ମଧ୍ୟ ବର୍ଷା ହେବ..
ଦୁଇ ଦିନିଆ କୁଏତ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗଲ୍ଫ ରାଷ୍ଟ୍ରକୁ ୪୩ ବର୍ଷ ଭିତରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ, ସ୍ଵାଗତ ପାଇଁ ଜୋରଦାର ପ୍ରସ୍ତୁତି..
ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ରବିନ ଉଥାପ୍ପାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି,ପରଓ୍ବାନା ଜାରି କରିଛନ୍ତି ଭବିଷ୍ୟନିଧି ପାଣ୍ଠି..
୪୦ ଲକ୍ଷର ଧଳା ଜହର ଜବତ, ୩ ଅଟକ, ବାଲେଶ୍ୱରରୁ ପିପିଲି ଚାଲାଣ ବେଳେ ଧରିଲା ପୁଲିସ,ଗୋଟିଏ କାର୍ ଜବତ, ୩ ଯୁବକ ରାଉରକେଲାର ହୋଇଥିବା ସୂଚନା..
ରବିବାର କମିବ ବର୍ଷା କିନ୍ତୁ ଏହି ଜିଲାରେ ବର୍ଷିବ; ହେବ କୁହୁଡି, ୨୨ରୁ ବଢିବ ଶୀତ
ଭୁବନେଶ୍ୱର : ରବିବାର ଡିସେମ୍ବର ୨୨ ତାରିଖରେ ହେବାକୁ ଥିବା ପଥୋତ୍ସବକୁ ସ୍ଥଗିତ ରଖିଲା ବିଏମ୍ସି..
ରୁଷ ଉପରେ ୟୁକ୍ରେନର ୯/୧୧ ଭଳି ହୋଇଥିବା ଆକ୍ରମଣରେ ୬ ଜଣଙ୍କ ମୃତ୍ୟୁ ଘଟିଛି, ଆକ୍ରମଣରେ ଶିଶୁ ସମେତ ୬ ଜଣଙ୍କ ଜୀବନ ଚାଲି ଯାଇଛି..
Comments are closed.