ଏହି ତାରିଖରେ ଜନ୍ମ ହୋଇଥିବା ଝିଅ ; ପିତା ଘର ସହ ଶାଶୁଘରକୁ କରନ୍ତି ଧନୀ, ରହିଥାଏ ମା’ଲକ୍ଷ୍ମୀଙ୍କ କୃପା, ହୁଅନ୍ତି ଭାଗ୍ୟଶାଳୀ..

ଅଙ୍କର ଜ୍ୟୋତିଷର ପ୍ରତ୍ୟେକଙ୍କ ଜୀବନରେ ଖୁବ୍‌ ମହତ୍ତ୍ୱ ରହିଛି । ଯେଭଳି ଜାତକରେ ଗ୍ରହଙ୍କ ସ୍ଥିତି ମନୁଷ୍ୟଙ୍କ ଜୀବନରେ ପ୍ରଭାବ ପକାଇଥାଏ । ସେଭଳି ଅଙ୍କ ଜ୍ୟୋତିଷ ମଧ୍ୟ ପ୍ରଭାବ ପକାଏ । ଅଙ୍କ ଶାସ୍ତ୍ର ଅନୁସାରେ ଜନ୍ମ ତିଥି ଅନୁସାରେ ମୂଲ୍ୟାଙ୍କ ନିର୍ଦ୍ଦାରଣ କରାଯାଏ । ମୂଲ୍ୟାଙ୍କ ୧ ଠାରୁ ୯ ପର୍ଯ୍ୟନ୍ତ ସଂଖ୍ୟା ରହିଛି । ଏହାକୁ ଆଧାର କରି ବିଚାର-ବ୍ୟବହାର ସହ ପ୍ରତ୍ୟେକଙ୍କ ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଜାଣି ହୁଏ । … Continue reading ଏହି ତାରିଖରେ ଜନ୍ମ ହୋଇଥିବା ଝିଅ ; ପିତା ଘର ସହ ଶାଶୁଘରକୁ କରନ୍ତି ଧନୀ, ରହିଥାଏ ମା’ଲକ୍ଷ୍ମୀଙ୍କ କୃପା, ହୁଅନ୍ତି ଭାଗ୍ୟଶାଳୀ..