www.samajalive.in
Saturday, December 6, 2025
17.1 C
Bhubaneswar

୨୦୨୫ରେ ୪ ଶକ୍ତିଶାଳୀ ଗ୍ରହଙ୍କ ଚଳନ; ୩ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାଆନ୍ତି । କେତେକ ସମୟରେ ସିଧା ତ ପୁଣି କେତେବେଳେ ଓଲଟା ଚଳନ କରିଥାଆନ୍ତି । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ନୂଆବର୍ଷ ୨୦୨୫ରେ ବୁଧ,ଗୁରୁ, ଶୁକ୍ର ଓ ଶନି ଭଳି ୪ ଶକ୍ତିଶାଳୀ ଗ୍ରହ ଓଲଟା ଚଳନ କରିବାକୁ ଯାଉଛନ୍ତି । ଏହାର ପ୍ରଭାବରେ ୩ ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବାକୁ ଯାଉଛି । ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି ବିଷୟରେ..

କର୍କଟ – ୪ ଗ୍ରହଙ୍କ ଚଳନ ହେତୁ କର୍କଟ ରାଶି ବ୍ୟକ୍ତି ବିଶେଷଙ୍କୁ ବ୍ୟବସାୟରେ ଖୁବ୍‌ ଲାଭ ମିଳିବ । ନୂଆ କାମ ଆରମ୍ଭ କରିବାର ଯୋଗ ରହିଛି । ବିଭିନ୍ନ କ୍ଷେତ୍ରରେ ପ୍ରଶଂସା ମିଳିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

- Advertisement -

ମକର – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁସି ଖବର ମିଳିବ । ନୂଆ ଚାକିରି ମିଳିବା ସହ ପଦନ୍ନୋତିର ଯୋଗ ରହିଛି । ବର୍ଷଯାକ ହସଖୁସି ମିଳିବା ସହ ନୂଆ ନୂଆ ଯୋଜନା ସାମ୍ନାକୁ ଆସିବ । ନୂଆ ଘର କିମ୍ବା ଭୂମି କିଣି ପାରିବେ । କର୍ମକ୍ଷେତ୍ରରେ ନୂଆ ନୂଆ ଦାୟିତ୍ୱ ମିଳିବ ।

ବିଛା – ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ନୂଆ ଯାନ କିମ୍ବା ଭୂମି କିଣିବାର ଯୋଗ ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିଛି ।

ବାସ୍ତୁ ନିୟମ ; ଘରେ କେଉଁଠି ରଖିଲେ ପିତ୍ତଳ କଇଁଛ, ମା’ଲକ୍ଷ୍ମୀ ବର୍ଷଯାକ କରିବେ ଧନବର୍ଷା, ନଚେତ୍‌..

ବାସ୍ତୁ : ନୂଆବର୍ଷରେ ନୂଆ କ୍ୟାଲେଣ୍ଡର ଲଗାଇବା ବେଳେ କରନ୍ତୁ ନାହିଁ ଏହି ଭୁଲ୍‌..

 

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories