www.samajalive.in
Saturday, December 6, 2025
16.1 C
Bhubaneswar

ସୁଶାନ୍ତଙ୍କୁ ମନେ ପକାଇ କାନ୍ଦିଲେ ତାଙ୍କ ଅନସ୍କ୍ରିନ ମା’, କହିଲେ-ସବୁକିଛି ମିଳିଲା ପରେ କାହିଁକି କଲା ଆତ୍ମହତ୍ୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସମ୍ପୂର୍ଣ୍ଣ ବଲିଉଡ୍ ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରି ଦେଇଛି। ‘ପବିତ୍ର ରିସ୍ତା’ ସିରିଏଲରରେ ଅଭିନୟ କରିଥିବା ତାଙ୍କ ଅନସ୍କ୍ରିନ ମା’ ଉଷା ନାଡକର୍ଣ୍ଣି ତାଙ୍କୁ ମନେ ପକାଇ ମିଡିଆ ସାମ୍ନାରେ କାନ୍ଧି ପକାଇଛନ୍ତି। ଏପର୍ଯ୍ୟନ୍ତ ସେ ସୁଶାନ୍ତ ସିଂଙ୍କ ବିୟୋଗକୁ ବିଶ୍ବାସ କରି ପାରୁନାହାନ୍ତି।

ଉଷା କହିଛନ୍ତି ଯେ, ଯେତେବେଳେ ତାଙ୍କୁ ସୁଶାନ୍ତଙ୍କ ଆତ୍ମହତ୍ୟା ବିଷୟରେ ଜଣାପଡିଲା ପ୍ରଥମେ ଏହି ଖବରକୁ ସେ ବିଶ୍ୱାସ କରିନଥିଲେ। କିନ୍ତୁ ପରେ ସତ୍ୟାସତ ଜାଣିଲା ପରେ ତାଙ୍କ ଛାତି ଥରି ଉଠିଥିଲା।

- Advertisement -

ସେ ବୁଝି ପାରୁ ନାହାନ୍ତି ଯେ, ସୁଶାନ୍ତ କାହିଁକି ଆତ୍ମହତ୍ୟା କଲା। ସେ ଯାହା ଚାହୁଁଥିଲା ସବୁ ତ ପାଇଥିଲା, ଭଲ ଚଳଚ୍ଚିତ୍ର ପାଇଲେ, ଘର , ଗାଡି ସବୁ ପାଇଲା। ପୁଣି ଆତ୍ମହତ୍ୟା କାହିଁକି? ‘ପବିତ୍ର ରିସ୍ତା’ ସୁଟିଂ ସମୟରେ ସୁଶାନ୍ତ କହିଥିଲ ଯେ, ସେ ୨ କୋଟି ଟଙ୍କା ଘର ନେବାକୁ ଯାଉଛି। କାର ନେଉଛନ୍ତି ତାହା ମଧ୍ୟ ସୁଶାନ୍ତ କହୁଥିଲା। ସବୁକିଛି ପାଇବା ପରେ ତା’ର କ’ଣ ଅସୁବିଧା ହେଲା ମୁଁ କିଛି ବୁଝି ପାାରୁନାହିଁ। ଯେଉଁମାନଙ୍କର କାମ ନାହିଁ ସେମାନେ ଅଲଗା, କିନ୍ତୁ ସୁଶାନ୍ତ ସବୁକିଛି ପାଇଲେ କାହିଁକି ଆତ୍ମହତ୍ୟା କଲା।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories