www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ପାଇଁ ଜଗନ୍ନାଥ ମନ୍ଦିରେ ଅଖଣ୍ଡ ଦୀପ, ଆଜି ସମାପ୍ତ

ଆଗଲପୁର : କରୋନା ଭୂତାଣୁରୁ ବିଶ୍ୱର ମଣିଷ ସମାଜକୁ ରକ୍ଷା କରିବା ପାଇଁ ଅଗଲପୁର ଜଗନ୍ନାଥ ମନ୍ଦିରରେ ମାର୍ଚ୍ଚ ୩୦ ତାରିଖରୁ ଅଖଣ୍ଡ ଦୀପ ବସାଯାଇଥିଲା। ଏହି ଦୀପ ବସାଯିବା ଦିନଠାରୁ ପୁଜକ ପ୍ରଦ୍ୟୁମ୍ନ କୁମାର ପ୍ରତ୍ୟହ ଦୀପର ତଦାରଖ କରି ଆଜି ପର୍ଯ୍ୟନ୍ତ ସମୟାନୁଶାରେ ଦୀପରେ ଘିଅ ଦେଉଥିଲେ। ଆଜି ଉକ୍ତ ଅଖଣ୍ଡଦୀପକୁ ପୂଜକ ଶୀ ପୁଝାରୀ ସକାଳ ୭ଟା ସମୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଠାରେ ପୁଜାର୍ଚ୍ଚନାକରି ଅଖଣ୍ଡଦୀପର ସମାପ୍ତକରିଥିଲେ। ଏହିସମୟରେ ରାଜପରିବାରର ଜୟନ୍ତ କୁମାର ସିଂଦେଓ, ଟିଟୁ ପୁଝାରୀ, କୁଞ୍ଜବିହାରି ତ୍ରିପାଠୀ, ପୁର୍ଣ୍ଣଚନ୍ଦ୍ର ମେହେର, ଲକ୍ଷପତି ସେଠ, ଲଲିତ ମେହେର ଏକ ମିଟର ବ୍ୟବଧାନରେ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories