www.samajalive.in
Saturday, December 6, 2025
19.1 C
Bhubaneswar

କରୋନା ପାଇଁ ନିମ କଢ଼ି ର ଚାହିଦା ବେଶୀ

ପାଟଣା : ମାରାତ୍ମକ କରୋନା ପାଇଁ ଏବେ ଲୋକେ ଘରେ ବନ୍ଦୀ ଅବସ୍ଥାରେ ରହିଛନ୍ତି। ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପରାମର୍ଶ ଦିଆଯାଇଥିବାରୁ ଲୋକମାନେ ବିଭିନ୍ନ ପ୍ରକାର ଉତ୍ତମ ଖାଦ୍ୟ ଖାଇ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଉଦ୍ୟମ କରୁଛନ୍ତି। ଏଥି ମଧ୍ୟରେ ଲୋକଙ୍କ ମଧ୍ୟରେ ନିମ କଢ଼ି ପାଇଁ ଆଗ୍ରହ ଦେଖାଯାଇଛି। ଗାଁ ଗହଳିରେ ଲୋକେ ନିମ କଢ଼ିରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ବନେଇବାରେ ଆଗ୍ରହ ଦେଖାଇଛନ୍ତି। ନିମ କଢ଼ିରେ ବରା, ପିଠା, ଶାଗ ଆଦି ଖାଦ୍ୟ ତିଆରି କରି ଖାଉଥିବା ଦେଖାଯାଇଛି। ଯେହେତୁ ଏହା ସ୍ବାସ୍ଥ୍ୟ ପ୍ରତି ହିତକାର ଓ ଉପାଦେୟ ସେଥିପାଇଁ ଲୋକେ ଏହି ମହାମାରୀ ସମୟରେ ନିମ କଢ଼ି ଖାଇବାକୁ ପସନ୍ଦ କରୁଛନ୍ତି। ଏଥିପାଇଁ ଲୋକେ ଗାଁ ଗହଳି ରୁ ନିମ ଗଛରୁ ନିମ କଢ଼ି ସଂଗ୍ରହ କରୁଥିବା ବେଳେ ଗାଁ ପାଖ ଜଙ୍ଗଲରୁ ମଧ୍ୟ ନିମ କଢ଼ି ସଂଗ୍ରହ କରୁଥିବା ଦେଖାଯାଇଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories