www.samajalive.in
Friday, December 12, 2025
19.1 C
Bhubaneswar

ଛତୁଆ ପଣା

ଭଜା ଗହମ ଓ ଅରୁଆ ଚାଉଳରେ ଛତୁଆ ପଣା ପ୍ରସ୍ତୁତ କରାଯାଇ ଭୋଗ ଲଗାଯାଏ। ଆସନ୍ତୁ ଜାଣିବା ଛତୁଆ ପଣାର ପ୍ରସ୍ତୁତ ପ୍ରଣାଳୀ

ସାମଗ୍ରୀ: ଛତୁଆ, ଅଧା କପ ଛେନା, ଅଧା କପ ଛୋଟ ଛୋଟ କଟା ହେଇଥିବା ସେଓ, ୧/୪ କପ ଛୋଟ ଛୋଟ କଟା ହେଇଥିବା କଞ୍ଚା ଆମ୍ବ, ଛୋଟ ଛୋଟ କଟା ହେଇଥିବା ପାଚିଲା କଦଳୀ, ଛୋଟ ଛୋଟ କଟା ହେଇଥିବା କମଳା, ଗୁଡ, ଏକ କପ କ୍ଷୀର, ଗୁଜୁରାତି (ଗୁଣ୍ଡ), ଅଦା ଛେଚା (ଅଳ୍ପ), ଗୋଲମରୀଚ ଗୁଣ୍ଡ, କାଜୁ, ୧/୪ କପ ନଡିଆ କୋରା

- Advertisement -

ପ୍ରସ୍ତୁତି ପ୍ରଣାଳୀ: ସମସ୍ତ ସାମଗ୍ରୀରେ ଏକ ପାତ୍ରରେ ନେଇ ମିଶାଇ ଦିଅନ୍ତୁ। ଆବଶ୍ୟକ ପଡିଲେ ସେଥିରେ ପାଣି ମିଶାନ୍ତୁ। ମିଶ୍ରଣକୁ ଏକ ଗ୍ଲାସକୁ ବାହାର କରନ୍ତୁ। କାଜୁ ଓ କୋରା ନଡିଆ ଉପରେ ପକାଇ ପରଷନ୍ତୁ। ପ୍ରସ୍ତୁତ ହୋଇଗଲା ଛତୁଆ ପଣା। ଆପଣ ଚାହିଁଲେ ସେଥିରେ ଡାଳିମ୍ବ ଦାନା ପକାଇ ପାରିବେ।

 

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories