ଛୁରା ମାଡରେ ଗ୍ୟାରେଜ୍ ମାଲିକ ଗୁରୁତର

କେନ୍ଦୁଝର : କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ ଅଭାବନୀୟ ଘଟଣା ଘଟିଛି। ବିଜେଡ଼ି ନିର୍ବାଚନ ପ୍ରଚାର ଗାଡି କର୍ମଚାରୀ ଙ୍କ ଛୁରା ମାଡରେ ଜଣେ ଗ୍ୟାରେଜ ମାଲିକ ଗୁରୁତର ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣକ  ଝୁମ୍ପୁରା…
Read More...

ବଜ୍ରପାତରେ ୬ ମୃତ, ୧୩ ଆହତ

ବାଲେଶ୍ବର: କାଳ ବୈଶାଖୀ ଓ ବଜ୍ରପାତ ଯୋଗୁଁ ବିଭିନ୍ନ ଅଞ୍ଚଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ ଆହତ ହୋଇଛନ୍ତି। ବାଲେଶ୍ବର ଅଞ୍ଚଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସଦର ବ୍ଲକ…
Read More...

ସରିଲା ପ୍ରଚାର, ୧୩ରେ ମତଦାନ: ବୁଥ୍‌ ମୁହାଁ ପୋଲିଂ କର୍ମଚାରୀ

ଭୁବନେଶ୍ବର: ମେ ୧୩ ତାରିଖ ସୋମବାର ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ସକାଳ ୭ଟାରେ ଭୋଟିଂ ଆରମ୍ଭ ହେବ। ଉକ୍ତ ପର୍ଯ୍ୟାୟରେ ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ସଂସଦୀୟ କ୍ଷେତ୍ର ଓ ଏହା…
Read More...

ଈଦାଶିଶା ମେଘାଳୟର ପ୍ରଥମ ଆଦିବାସୀ ମହିଳା ଡିଜିପି

ଗୁଆହାଟୀ : ଜଣେ ଆଦିବାସୀ ମହିଳା ମେଘାଳୟର ପ୍ରଥମ ପୁଲିସ ମହାନିର୍ଦେଶକ (ଡିଜିପି)ହେବାକୁ ଯାଉଛନ୍ତି। ୧୯୯୨ ବ୍ୟାଚ୍‌ର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଈଦାଶିଶା ନୋଙ୍ଗ୍ରାଙ୍ଗଙ୍କୁ ଶନିବାର ସରକାର ଏହି ପଦରେ ନିଯୁକ୍ତି…
Read More...

ଦୁର୍ଘଟଣାଗ୍ରସ୍ତ ଗାଡିରୁ ମିଳିଲା ୭କୋଟି

ବିଜୟୱାଡ଼ା : ଆନ୍ଧ୍ରପ୍ରଦେଶର ପୂର୍ବ ​‌ଗୋଦାବରୀ ଜିଲାରେ ଏକ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ୭କୋଟି ଟଙ୍କା ଜବତ କରାଯାଇଛି। ଶନିବାର ଏକ ଭ୍ୟାନ୍‌ ବିଜୟୱାଡ଼ାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବାବେଳେ ଅନନ୍ତପାଲି ଟୋଲ୍‌…
Read More...

କରୀନା କପୁରଙ୍କୁ ହାଇକୋର୍ଟ ନୋଟିସ

ଭୋପାଳ,୧୧ା୫: ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କୁ ନୋଟିସ ଜାରି କରାଯାଇଛି। କରୀନା ନିକଟରେ ଗର୍ଭଧାରଣ ପ୍ରସଙ୍ଗରେ ପୁସ୍ତକ ରଚନା କରିଥିବାବେଳେ ଏହାର ଶୀର୍ଷକ…
Read More...

ଉପକୂଳରେ କାଳବୈଶାଖୀ ବର୍ଷା : ୧୫ ତାରିଖ ଯାଏଁ ଝଡବର୍ଷା ନେଇ ସତର୍କତା

ଭୁବନେଶ୍ବର : ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ତାତିରୁ ଆଶ୍ଵସ୍ତି ମିଳିଛି। ଶନିବାର ବିଳମ୍ବିତ ରାତିରେ କାଳବୈଶାଖୀ ବର୍ଷା ଟ୍ବିନ୍ ସିଟିକୁ ଅସ୍ତବ୍ୟସ୍ତ କରିପକାଇଛି। ହଠାତ୍ କିଛି ସମୟ ପାଇଁ ଘଡଘଡି , ବିଜୁଳି…
Read More...

କେମିତି କଟିବ ଏ ସପ୍ତାହ, କଣ ରହିଛି ଆପଣଙ୍କ ଭାଗ୍ୟଫଳ: ସାପ୍ତାହିକ ରାଶିଫଳ

ମେଷ:ରବିବାର ହାତେ ମାପି ଚାଖଣ୍ଡେ ଚାଲିବା ଉଚିତ୍‌। ସୋମବାର ଓ ମଙ୍ଗଳବାର କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିବେ। ବୁଧବାର ଓ ଗୁରୁବାର ସମ୍ବେଦନଶୀଳ ହେବେ। ପାରିବାରିକ ଅଶାନ୍ତି ଦେଖାଦେବ। ଶୁକ୍ରବାର ଓ ଶନିବାର…
Read More...

ଜାଣନ୍ତୁ ଆଜି ରାଶି ଅନୁସାରେ କର୍ମକ୍ଷେତ୍ରରେ କେମିତି କଟିବ ଦିନ: ଶନିବାର ରାଶିଫଳ

ମେଷ: ସରକାରୀ ସ୍ତରରୁ ଲାଭ ଉଠାଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ଦେବ ଦର୍ଶନ ପାଇ ଆତ୍ମସନ୍ତୋଷ ଲାଭ କରିବେ। ଅଶାନ୍ତି ଦୂର ହେବ। ସର୍ବତ୍ର ବିଜୟୀ ହେବେ। ସୁଖୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ବୃଷ:…
Read More...

ପ୍ରଥମ ପର୍ଯ୍ୟାୟ ମତଦାନ: ଆଜି ସନ୍ଧ୍ୟା ୫ରେ ସରିବ ପ୍ରଚାର

ଭୁବନେଶ୍ବର : ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ଏବଂ ସାମଗ୍ରିକ ଭାବେ ଦେଶର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମେ’ ୧୩ରେ ମତଦାନ ଅନୁଷ୍ଠିତ ହେବ। ରାଜ୍ୟରେ ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ଭୋଟ…
Read More...

ଆଜି ଫୁଲବାଣୀ, ବଲାଙ୍ଗିର ଓ ବରଗଡ଼ରେ ପ୍ରଧାନମନ୍ତ୍ରୀଙ୍କ ମାରାଥନ ପ୍ରଚାର

ଭୁବନେଶ୍ଵର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାରାଥନ ପ୍ରଚାର। ୩ ଜିଲ୍ଲା ଫୁଲବାଣୀ, ବରଗଡ ଓ ବଲାଙ୍ଗୀରରେ ପ୍ରଚାର କାର୍ଯ୍ୟକ୍ରମ ରହିଛି। ଆଜି ସକାଳୁ ପ୍ରଥମେ କନ୍ଧମାଳ ଅଭିମୁଖେ ବାହାରିବେ ।  ସକାଳ ୧୦ଟା…
Read More...

ଅକ୍ଷୟ ତୃତୀୟାରେ ରାଜ୍ୟରେ ୨୦୦କୋଟିରୁ ଅଧିକ ଟଙ୍କାର ଗହଣା ବେପାର

ଭୁବନେଶ୍ବର : ଅକ୍ଷୟ ତୃତୀୟାରେ ରାଜ୍ୟରେ ପ୍ରାୟ ୨୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ସୁନା, ରୁପା ଏବଂ ହୀରା ଆଦି ଧାତୁରେ ନିର୍ମିତ ଗହଣା ବିକ୍ରି ହୋଇଥିବା ଜଣାପଡିଛି। ସାରା ରାଜ୍ୟରେ ଶୋ’ରୁମ୍, ଜୁଏଲାରୀ ଏବଂ ସୁନା…
Read More...

ମେ ୧୭ରୁ ପୁଣି ଫେରିବ ତାତି

ଭୁବନେଶ୍ବର : ଆଗାମୀ ସପ୍ତାହ କାଳବୈଶାଖୀ ପ୍ରଭାବରେ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। କିନ୍ତୁ ମେ’ ୧୭ରୁ ପୁଣି ରାଜ୍ୟକୁ ତାତି ଫେରିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ…
Read More...

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ବତୀଘର

ଗୋପାଳପୁର: ପର୍ଯ୍ୟଟକଙ୍କ ନିମନ୍ତେ ଆଜିଠାରୁ ଖୋଳିବ ଗୋପାଳପୁର ବତୀଘର। ଭାରତ ସରକାରଙ୍କ ବନ୍ଦର ନୌ ପରିବହନ ଏବଂ ବତି ଜାହାଜ ନିର୍ଦେଶାଳୟ କଲିକତା କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଗୋପାଳପୁର ବତୀଘରକୁ ଚିଠି ହୋଇଥିବା ନେଇ…
Read More...

ନବୀନ କେବଳ ଓକେ ଓକେ କହନ୍ତି: ବିଶ୍ଵଶର୍ମା

ମାଲକାନଗିରି: ନିର୍ବାଚନ ପ୍ରଚାର ଲାଗି ଆଜି ଓଡିଶା ଗସ୍ତରେ ଆସିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା। ହିମନ୍ତ କାଲିମେଳାରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ନିଜ ଅଭିଭାଷଣରେ କହିଛନ୍ତି ଆମ ଆସାମରେ ୫୦…
Read More...

ପୀଡିତାକୁ ନ୍ୟାୟ ଦାବି: ଏସପି ଅଫିସ ଆଗରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

ବ୍ରହ୍ମପୁର: ବ୍ରହ୍ମପୁରରେ ଯୁକ୍ତ ଦୁଇ ଛାତ୍ରୀ ଗଣବଳାତ୍କାର ଘଟଣାରେ ତେଜିଲା ପ୍ରତିବାଦ। ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚା। ପୀଡିତାଙ୍କୁ ନ୍ୟାୟ ଦାବିରେ ବିଜେପି…
Read More...

ଆସୁଛନ୍ତି ପ୍ରଧାନମନ୍ତ୍ରୀ: ରୋଡ୍ ଶୋ ପାଇଁ ଜୋରଦାର ପ୍ରସ୍ତୁତି, ସୁରକ୍ଷା ଦାୟିତ୍ଵରେ ୫୫ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ଵର: ନିର୍ବାଚନୀ ପ୍ରଚାର ପାଇଁ ଆସନ୍ତା ୧୦ ତାରିଖରେ ଭୁବନେଶ୍ଵର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାଷ୍ଟରକାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍ ଶୋ କରିବେ। ଏଥିପାଇଁ କମିଶନରେଟ୍ ପୁଲିସ୍…
Read More...

ସ୍ତ୍ରୀ, ଝିଅକୁ ଗୁଳି କରି ସ୍ଵାମୀର ଆତ୍ମହତ୍ୟା!

ଲଖନପୁର : ଝାରସୁଗୁଡାରେ ଟ୍ରିପଲ ମର୍ଡର। ଲଖନପୁର ଥାନା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ବାଣ୍ଡିପାହାଡ଼ ମିନି ଷ୍ଟାଡିୟମ ଭିତରୁ ଏକ କାରରୁ ପୁଲିସ୍ ଗୋଟିଏ ପରିବାରର ବାପା , ମାଆ ଏବଂ ଝିଅର ମୃତଦେହ ଉଦ୍ଧାର କରିଛି।…
Read More...

ରାସ୍ତା ନଥିବାରୁ ଆହତଙ୍କୁ ୨ କି.ମି ଵୋହିଲେ ଆମ୍ବୁଲାନ୍ସ କର୍ମଚାରୀ

ଦେବଗଡ଼ : ଗାଁକୁ ପହଁଞ୍ଚି ପାରିଲାନି ଆମ୍ବୁଲାନ୍ସ।  ପ୍ରାୟ ୨ କିଲୋମିଟର ଷ୍ଟ୍ରେଚରରେ ବୁହା ହେଲା ରୋଗୀ । ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଗାଡିଆ ଗାଁରେ ଏମିତି କିଛି ଘଟଣା ଦେଖିବାକୁ ମିଳିଛି। ବୁଧବାର ଗାଡିଆ ଗାଁର…
Read More...

ଧର୍ମଶାଳାରେ ଆଜି ବେଙ୍ଗାଲୁରୁ -ପଞ୍ଜାବ ଟକ୍କର

ଧର୍ମଶାଳା : ଆଇପିଏଲ୍ ମହାସମର। ଆଜି ଧର୍ମଶାଳାରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ । ଦୁଇ ଦଳ ସମାନ ସ୍ଥିତିରେ ରହିଛନ୍ତି। ବିଜୟୀ ଦଳ ପ୍ଲେ ଅଫ ଦୌଡ଼ରେ ତିଷ୍ଠି ରହିବାବେଳେ…
Read More...

ଗୁପଚୁପ୍‌ର ଦାମ୍ ୩୩୩ଟଙ୍କା….

ନୂଆଦିଲ୍ଲୀ: ଭାରତରେ ଗୁପ୍‌ଚୁପ୍‌ ଏକ ଲୋକପ୍ରିୟ ଖାଦ୍ୟ। ପ୍ରାୟତଃ ସମସ୍ତେ ଗୁପ୍‌ଚୁପ୍‌ ଖାଇବାକୁ ବହୁତ ଭଲ ପାଆନ୍ତି। ବିଭିନ୍ନ ସ୍ବାଦର ଗୁପ୍‌ଚୁପ୍‌ ରହିଥିବା ବେଳେ ଏହାର ଦାମ୍‌ ପକେଟକୁ ସୁହାଇଲା ଭଳି ହୋଇଥାଏ। ତେବେ…
Read More...

ଜାଣନ୍ତୁ ଆଜି ରାଶି ଅନୁସାରେ କେମିତି କଟିବ ଦିନ: ଗୁରୁବାର ରାଶିଫଳ

ମେଷ:ପରମ ସୌଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବୃଷ: ସନ୍ତାନ ସୁଖ ମିଳିବ।…
Read More...

ବୌଦ୍ଧ ପୁଲିସ୍ କବଜାରେ ୧୪ ନାବାଳକ

ବୌଦ୍ଧ : ବୌଦ୍ଧ ପୁଲିସ୍ କବଜାରେ ୧୪ ନାବାଳକ। ବୌଦ୍ଧ ଥାନା ଅନ୍ତର୍ଗତ ନୂଆପଡା ,କରଡି,ଖଜୁରିପଡା, ମଥୁରା ଆଖପାଖ ୫ ଖଣ୍ଡ ଗାଁରୁ ପୁଲିସ୍ ୧୪ ଜଣ ନାବାଳକଙ୍କୁ ଘରୁ ଉଠାଇ ଆଣିଛି । ମାତ୍ର  ପରିବାର ଲୋକଙ୍କୁ ଜଣାନାହିଁ…
Read More...

ଆଜି ଗଞ୍ଜାମ ଓ କନ୍ଧମାଳରେ ମାରାଥନ ପ୍ରଚାର କରିବେ ନବୀନ

ଭୁବନେଶ୍ଵର: ରାଜ୍ୟରେ ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଆଜି ଗଞ୍ଜାମରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ଅନୁସାରେ ପୂର୍ବାହ୍ନରେ ଭୁବନେଶ୍ୱର ବିମାନବନ୍ଦରରୁ ବାହାରି ଦିନ ୧୦ଟା ୧୦ରେ…
Read More...

ଆଜି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏବଂ ହିମନ୍ତ ବିଶ୍ଵଶର୍ମା

ଭୁବନେଶ୍ଵର: ରାଜ୍ୟରେ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ ସବୁଠି ପ୍ରଚାରକୁ ଜୋରଦାର କରାଯାଉଛି। ଆଜି ନିର୍ବାଚନୀ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। ସୂଚନା…
Read More...

ଓଡିଶାରେ ବ୍ୟାପିଲାଣି ରୁବେଲା ଭାଇରସ୍: ନନ୍ଦାହାଣ୍ଡିରେ ଦୁଇ ଆକ୍ରାନ୍ତ ଚିହ୍ନଟ

ନନ୍ଦାହାଣ୍ଡି : ନନ୍ଦାହାଣ୍ଡି ବ୍ଲକ୍‌ ପଡ଼ାଲଗୁଡ଼ା ପଞ୍ଚାୟତ​‌ରେ ଦୁଇ ଜଣ ଶିଶୁ ରୁବେଲାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଠାରୁ ୫ ଶିଶୁଙ୍କ ରକ୍ତନମୁନା ଭୁବନେଶ୍ୱର ଆର୍‌ଏମ୍‌ ଆର୍‌ସି ପରୀକ୍ଷାଗାରକୁ…
Read More...

ଏସ୍‌ସିବିରେ ହେବ ଥାଲାସେମିଆ ରୋଗୀଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ

କଟକ : କଟକ ବଡ଼ ମେଡିକାଲ ହେମାଟୋଲୋଜି ବିଭାଗରେ ସଫଳତାର ସହିତ ରକ୍ତ କର୍କଟ ରୋଗୀଙ୍କ ଅସ୍ଥିମଜ୍ଜା ପ୍ରତିରୋପଣ ଆରମ୍ଭ ହେବା ପରେ ଥାଲାସେମିଆ ରୋଗୀଙ୍କର ଅସ୍ଥିମଜ୍ଜା ପ୍ରତିରୋପଣ ଆରମ୍ଭ ହେବ। ପ୍ରଥମଥର ପାଇଁ…
Read More...

୪ ଦିନ କାଳବୈଶାଖୀ

ଭୁବନେଶ୍ବର : ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଛି। ପାରାଦ୍ବୀପରେ ଧୂଳିଝଡ ହୋଇଥିବା ବେଳେ କେନ୍ଦ୍ରାପଡାରେ ସବୁଠୁ ଅଧିକ ୪୨ମି.ମି ବର୍ଷା ରେକର୍ଡ ହୋଇଛି। ଚାନ୍ଦବାଲି,…
Read More...

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତ ନେଇଛି ୩ ଜୀବନ: ସ୍ଵାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ଵର: ଜଳୁଛି ସାରା ଓଡିଶା। ଭୀଷଣ ଗରମ ଏବଂ ଗୁଳୁଗୁଳି ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିପକାଉଛି। ସକାଳ ୧୦ଟା ବାଜିଲେ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି । ପ୍ରାୟ ୪୦ ଡିଗ୍ରୀ ଉପରେ ରହୁଛି ରାଜ୍ୟର ସବୁ…
Read More...

ପୁଣି ଅଡୁଆରେ ଅନୁଭବ….

କଟକ: ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷାଙ୍କ ନିର୍ଯ୍ୟାତନା ମାମଲା। ସାଂସଦ ଅନୁଭବ ମହାନ୍ତିଙ୍କ ପାଇଁ ପୁଣି ଥରେ ଅଡୁଆ ବଢିଛି । କଟକ ଜେଏମଏଫସି କୋର୍ଟରେ ଅନୁଭବ ମହାନ୍ତିଙ୍କ ଆବେଦନ ଖାରଜ ହୋଇଛି। ଅଭିଯୋଗକୁ ମିଥ୍ୟା…
Read More...

୯ ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ: ବୌଦ୍ଧ ପୁଲିସକୁ ବଡ ସଫଳତା ମିଳିଛି। କିଛି ଦିନ ମଧ୍ୟରେ ଲଗାତାର ଭାବରେ ବୌଦ୍ଧ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ପୁଲିସ ଏସଓଜି ଓ ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଏହାରି ମଧ୍ୟରେ ଆଜି ଦକ୍ଷିଣାଞ୍ଚଳ…
Read More...

ଭୋଟିଂ ପରେ ଇଭିଏମ୍ ଏବଂ କର୍ମଚାରୀଙ୍କୁ ଧରି ଫେରୁଥିଲା ବସ୍, ହଠାତ୍ ଲାଗିଗଲା ନିଆଁ

ନୂଆଦିଲ୍ଲୀ: ମଙ୍ଗଳବାର ମଧ୍ୟପ୍ରଦେଶରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ  ୩ୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଭୋଟିଂ ଶେଷ ହେବା ପରେ ବେତୁଲରେ ବଡ ଅଘଟଣ ଘଟିଛି। ମତଦାନ ପରେ ଇଭିଏମ ମେସିନ୍ ଏବଂ ପୋଲିଂ କର୍ମଚାରୀଙ୍କୁ ନେଇ…
Read More...

ଆହୁରି ୫ ଦିନ କାଳବୈଶାଖୀ ବ​‌ର୍ଷା !

ଭୁବନେଶ୍ବର : କାଳବୈଶାଖୀ ବର୍ଷା ଆଣିଛି ତାତିରୁ ଆଶ୍ଵସ୍ତି । ଆଜି ଉତ୍ତର ଓଡିଶାର ମୟୁରଭଞ୍ଜ, କେନ୍ଦୁଝର , ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବରେ…
Read More...

ଛାଲ ପାଇଁ କଲରାପତରିଆ ଶିକାର

ନାକଟିଦେଉଳ : ସମ୍ବଲପୁର ଜିଲା ରେଢାଖୋଲ ନାକଟିଦେଉଳ ବନାଞ୍ଚଳ ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରୁ ଏକ କଲରାପତରିଆ ବାଘର ମୃତଦେହକୁ ବନ ବିଭାଗ ଉଦ୍ଧାର କରିଛି। ବାଘ ଛାଲ ବିକ୍ରି ପାଇଁ ଶିକାରୀ ଏହି ଶିକାର କରିଥିବା ସନ୍ଦେହ…
Read More...

ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣବଳାତ୍କାର: ୮ ସହପାଠୀଙ୍କ ସମ୍ପୃକ୍ତି ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ନିଶା ଦେଇ ଜଣେ ଯୁକ୍ତ ଦୁଇ ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୮ଜଣ ଗଣ ବଳାତ୍କାର କରିଥିବା…
Read More...

୪ଦିନ କାଳବୈଶାଖୀ ସତର୍କତା

ଭୁବନେଶ୍ବର : କାଳବୈଶାଖୀ ଆଣିଛି ତାତିରୁ ଆଶ୍ଵସ୍ତି । ଆସନ୍ତା ୪ଦିନ ଯାଏଁ ଏଭଳି ପାଗ ଲାଗିରହିବ। ଆସନ୍ତା ଦୁଇରୁ ତିନି ଦିନ ଯାଏଁ ରାଜ୍ୟରେ ଝଡ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ…
Read More...

ରାସ୍ତା ପାର୍ ବେଳେ ଘୋଷାଡି ନେଲା ଟ୍ରକ୍: ଦୁଇ ମୃତ

ଭୁବନେଶ୍ଵର: ଭୁବନେଶ୍ଵର ପଳାଶୁଣୀ ଛକରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାସ୍ତା ପାର୍ ହେଉଥିବାବେଳେ ଟ୍ରକ୍ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଜଣେ ମହିଳା ଥିବା ଜଣାପଡିଛି।…
Read More...

ପଞ୍ଚମ ଥର ପାଇଁ ରୁଷ୍‌ ରାଷ୍ଟ୍ରପତି ଭାବେ ଶପଥ ନେଲେ ପୁତିନ୍

ମସ୍କୋ : ଭ୍ଲାଦିମୀର ପୁତିନ ମଙ୍ଗଳବାର ରେକର୍ଡ ପଞ୍ଚମ ଥର ପାଇଁ ରୁଷ୍‌ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି। କ୍ରେମଲିନ୍‌ରେ ଆୟୋଜିତ ଶପଥଗ୍ରହଣ ଉତ୍ସବକୁ ଆମେରିକା ସମେତ କେତେ ପାଶ୍ଚାତ୍ୟ ରାଷ୍ଟ୍ରର…
Read More...

ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର କୁଲଗାଓଁ ଜିଲାରେ ମଙ୍ଗଳବାର ନିରାପତ୍ତାରକ୍ଷୀଙ୍କ ସହ ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଲସ୍କର-ଇ-ତୋଇବାର ତୁଙ୍ଗ କମାଣ୍ଡର ବସିତ୍‌ ଦର୍‌ ସାମିଲ…
Read More...

ଆଜି ବନକଲାଗି, ୬ ଘଣ୍ଟା ଦର୍ଶନ ବନ୍ଦ

ପୁରୀ: ଆଜି ବୈଶାଖ କୃଷ୍ଣପକ୍ଷ ଅମାବାସ୍ୟା ତିଥି। ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରେ ଶ୍ରୀଜିଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଏହାଛଡା ଅନବସର ପିଣ୍ଡିରେ ଶ୍ରୀଜିଉଙ୍କର ଆଗାମୀ ଅନବସର ନୀତି ପାଇଁ…
Read More...

ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ: ଦଳୀୟ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ଵର: ଆଜି ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଏହି ଦିନିକିଆ ଗସ୍ତରେ ପ୍ରଥମେ ଭବାନୀପାଟଣା ଏବଂ ପରେ ରାୟଗଡାରେ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ ରାଜନାଥ। ସୂଚନା ଅନୁସାରେ ଦିନ ୧୨ଟା…
Read More...

୧୨୦ ଫୁଟ୍ ଉଚ୍ଚରୁ ଜଳପ୍ରପାତକୁ ଡେଇଁପଡିଲେ ଯୁବକ , ଆଉ ତାପରେ….

ନୂଆଦିଲ୍ଲୀ: ମହାରାଷ୍ଟ୍ର ପାଲଘର ଅଞ୍ଚଳରେ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି । ଦୁଇ ଜଣ ଯୁବକ ହଠାତ୍ ୧୨୦ଫୁଟ୍ ଉଚ୍ଚରୁ ଜଳପ୍ରପାତକୁ ଡେଇଁ ପଡିଛନ୍ତି। ଯାହାର  ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।…
Read More...

ଭୁଲରେ ବି ଏହି ମନ୍ଦିରକୁ ଯାଆନ୍ତୁନି ବିବାହିତ ମହିଳା, ନଚେତ୍….

ନୂଆଦିଲ୍ଲୀ: ଭାରତ ହେଉଛି ଏକ ଆସ୍ଥା, ବିଶ୍ଵାସ ଏବଂ ଧର୍ମପରାୟଣର ଦେଶ। ଦେଶର କୋଣ ଅନୁକୋଣକୁ ଯେଉଁଠାକୁ ଦେଖିଲେ ଆପଣଙ୍କୁ ମନ୍ଦିର ଦୃଶ୍ୟମାନ ହେବ । ପ୍ରତି ମନ୍ଦିରର ରହିଛି କିଛି ଭିନ୍ନ ବୈଶିଷ୍ଠ୍ୟତା।  ଏଭଳି ଏକ…
Read More...

ଘଡଘଡି ସହ ବର୍ଷା ନେଇ ଏହି ୫ଜିଲ୍ଲାକୁ ସତର୍କତା….

ଭୁବନେଶ୍ଵର: ଅସହ୍ୟ ତାତି ଓ ଗୁଳୁଗୁଳିରୁ ଆଶ୍ଵସ୍ତି ଦେଲା କାଳବୈଶାଖୀ ବର୍ଷା। ରାଜ୍ୟର ପ୍ରାୟ ବିଭିନ୍ନ ସ୍ଥାନରେ ଆଜି ସକାଳୁ ଝିପଝିପ ବର୍ଷା ଦେଖିବାକୁ ମିଳିଛି। ୫ ଜିଲ୍ଲାକୁ ଅରେଞ୍ଜ ଓ ୧୮ ଜିଲ୍ଳାକୁ ୟେଲୋ ଆଲର୍ଟ…
Read More...

କୁଲଗାମରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ: ସର୍ଚ୍ଚ ଅପରେସନ୍ ଜାରି

ନୂଆଦିଲ୍ଲୀ:  ଜାମ୍ମୁ କାଶ୍ମୀର କୁଲଗାମରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ପାଇ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରିଥିଲେ।  ପ୍ରଥମେ…
Read More...

ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ

ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଶୁଣ୍ଢିମୁଣ୍ଡା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ଭୂଦେବ ଗହୀର ବୋଲି ଜଣାପଡିଛି।…
Read More...

ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ରାଜସ୍ଥାନ ରୟାଲ୍ସ ଟକ୍କର

ନୂଆଦିଲ୍ଲୀ : ମଙ୍ଗଳବାର ୫୬ତମ ଆଇପିଏଲ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେବେ।  ୧୦ଟି ମ୍ୟାଚ୍‌ରୁ ୮ଟି ଜିତି ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ଥିବା ରାଜସ୍ଥାନ ପ୍ରାୟତଃ ପ୍ଲେଅଫ୍‌ରେ…
Read More...

ବାୟୁସେନା ଯବାନଙ୍କ ଉପରେ ଆକ୍ରମଣ ଘଟଣା: ୨ ପାକ୍‌ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ପୁଞ୍ଚ୍‌ ଜିଲାରେ ଆତଙ୍କବାଦୀମାନେ ଗତ ଶନିବାର ଭାରତୀୟ ବାୟୁସେନା ଗାଡି ଉପରେ ଆକ୍ରମଣ କରିଥିଲେ। ଏଥିରେ ଭିକି ପାହାଡି ନାମକ ଯବାନ ସହିଦ ହୋଇଥିବାବେଳେ ଆହତ ଅନ୍ୟ ୪ ଜଣ…
Read More...

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି: ୬ ସଂସଦୀୟ କ୍ଷେତ୍ରରେ ଜୁନ୍ ୧ରେ ପଡିବ ଭୋଟ୍

ଭୁବନେଶ୍ବର:ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟର ୬ ଲୋକସଭା ଆସନ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଭୋଟ୍ ଗ୍ରହଣ ହେବ। ଜୁନ୍…
Read More...

ବିଶ୍ବ ଆଜ୍‌ମା ଦିବସ: ଚଳିତବର୍ଷର ଥିମ୍‌ ଆଜ୍‌ମା ଶିକ୍ଷା ସଶକ୍ତୀକରଣ

ନୂଆଦିଲ୍ଲୀ: ଆଜି ବିଶ୍ଵ ଆଜମା ଦିବସ। ପ୍ରତିବର୍ଷ ମେ’ ମାସର ପ୍ରଥମ ମଙ୍ଗଳବାର ବିଶ୍ବ ଆଜ୍‌ମା ଦିବସ ପାଳିତ ହୋଇଥାଏ। ଚଳିତବର୍ଷ ଏହା ମେ’ ୭ ତାରିଖ ଅର୍ଥାତ୍ ଆଜିର ଦିନରେ ପାଳିତ ହେଉଛି। ଶ୍ବାସକ୍ରିୟା ଜନିତ ଏହି…
Read More...

ଏହି ରାଶିର ଲୋକ ଆଜି ଚାକିରିରେ ଉନ୍ନତି କରିବେ: ମଙ୍ଗଳବାର ରାଶିଫଳ

ମେଷ: ସଂଗ୍ରାମୀ ମନୋବୃତ୍ତିର ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବା ସହିତ ଧନଲାଭର ସୂଚନା ମିଳୁଛି। ଆୟ ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ବୃଷ: ଥଣ୍ଡା-କଫଜନିତ…
Read More...

ଦିଲ୍ଲୀ ଏନସିଆର ପ​‌ରେ ଅହମ୍ମଦାବାଦର ବିଭିନ୍ନ ସ୍କୁଲକୁ ବୋମାମାଡ ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆର୍ ପରେ ଏବେ ଅହମ୍ମଦାବାଦର ବିଭିନ୍ନ ସ୍କୁଲକୁ ଆସିଛି ଧମକପୂର୍ଣ୍ଣ ଇମେଲ। ଏହି ଇମେଲ ଜରିଆରେ ସ୍କୁଲ ଗୁଡିକୁ ବୋମାମାଡ କରି ଉଡାଇଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀ ଢାଞ୍ଚାରେ ଅହମ୍ମଦାବାଦର…
Read More...

ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ ଓ ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ: କାଉନସିଲ ଫର୍ ଦି ଇଣ୍ଡିଆନ୍ ସ୍ପୁଲ ସାର୍ଟିଫିକେଟ୍ ଏକ୍ଜାମିନେସନ୍ ( ସିଆଏସସିଇ) ଦ୍ଵାରା ପରିଚାଳିତ ଆଇସିଏସଇର ଦଶମ ଓ ଆଇଏସସି ଦ୍ଵାଦଶ ପରୀକ୍ଷା  ଫଳ ପ୍ରକାଶ ପାଇଛି।  cisce.org ଏବଂ…
Read More...

ଖେଳୁଥିବାବେଳେ ବୋମାକୁ ବଲ ଭାବି ଉଠାଇଲେ ପିଲା, ଆଉ ତାପରେ…

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ହୁଗୁଳିରେ ବୋମା ବିସ୍ଫୋରଣ। ଜଣେ ମୃତ, ୩ ଆହତ। ପିଲାମାନେ ଖେଳୁଥିବାବେଳେ ବୋମାକୁ ବଲ ଭାବି ଉଠାଇଥିବାବେଳେ ବିସ୍ଫୋରଣ ଘଟିଥିଲା। ମୃତ ଶିଶୁ ରାଜ ବିଶ୍ଵାସ ବୋଲି ଜଣାପଡିଛି। ଗୁରୁତର…
Read More...

ଆଇସିଏସଇ ଦଶମ ଓ ଦ୍ଵାଦଶ ରେଜଲ୍ଟ ପ୍ରକାଶ: ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଆଇସିଏସଇ ଦ୍ଵାଦଶ ଏବଂ ଦଶମ ରେଜଲ୍ଟ। ଓଡିଶାର ଆଇସିଏସଇ ଦଶମରେ ପାସ୍ ହାର ରହିଛି ୯୯.୦୮ ପ୍ରତିଶତ। ପୁଅମାନଙ୍କ ଅପେକ୍ଷା ଝିଅଙ୍କର ପାସ୍ ହାର ଏଥର ଅଧିକ ରହିଛି। ସେହିପରି ଆଇଏସସି ଦ୍ଵାଦଶରେ…
Read More...

ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ବସ୍: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ବସ୍ ଦୁର୍ଘଟଣା। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ସୋନପୁର-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଖମ୍ବସିରିପାଲି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ…
Read More...

ହାତୀ ଆତଙ୍କରେ ଭୟଭୀତ ଗ୍ରାମବାସୀ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେଞ୍ଜ ଗୁମ୍ମା ଓ ବଡଡେଙ୍ଗିଲେଲି ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଛି।  ଯାହାକୁ ନେଇ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ୪ଟି ହାତୀ ଗୁମ୍ମା ଓ…
Read More...

ଆଜି ସନରାଇଜର୍ସ ହାଇଦ୍ରାବାଦ-ମୁମ୍ବଇ ଇଣ୍ଡିଆନ୍ସ ଟକ୍କର

ନୂଆଦିଲ୍ଲୀ : ଆଇପିଏଲ ମହାସମର। ଆଜି  ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ୫୫ତମ ମ୍ୟାଚ ଖେଳାଯିବ। ସନରାଇଜର୍ସ ହାଇଦ୍ରାବାଦ ୧୦ଟି ମ୍ୟାଚରୁ ୬ଟି ବିଜୟ ଓ ୪ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି।…
Read More...

ଆତ୍ମସମର୍ପଣ କଲେ ୩୫ ମାଓବାଦୀ

ମାଲକାନଗିରି : ଛତିଶଗଡ଼ର ଦନ୍ତେୱାଡ଼ା ଜିଲା ପୁଲିସ କାର୍ଯ୍ୟାଳୟରେ ୩୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଓ ସଙ୍ଗଠନ ଛାଡ଼ି ସେମାନେ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ବିଭିନ୍ନ ଏରିଆ କମିଟିରେ ସଦସ୍ୟ ଏବଂ ମିଲିସିଆ…
Read More...

ନନ୍ଦନକାନନର ‘ନନ୍ଦନ’ ଅସୁସ୍ଥ

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୧ ନମ୍ବର ବାଘ ଖୁଆଡ଼ ଫିଡିଂ ଚାମ୍ବରରେ ରହୁଥିବା ଜଙ୍ଗଲୀ ବାଘ ‘ନନ୍ଦନ’ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇପଡିଛି। ସେ ଠିକ୍ ଭାବେ ଖିଆପିଆ କରୁନାହିଁ। ଗୋଟିଏ…
Read More...

ଆଜିଠୁ ଓଜେଇଇ: ପରୀକ୍ଷା ଦେବେ ୬୫,୭୪୨ ଛାତ୍ରଛାତ୍ରୀ

ଭୁବନେଶ୍ବର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ଆଜିଠାରୁ ଆରମ୍ଭ ହେଉଛି। ଏହି ପରୀକ୍ଷା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସିବିଟି ମୋଡ୍‌ରେ ଏହି ପରୀକ୍ଷା ‌େ‌ହବ। ପରୀକ୍ଷା ପାଇଁ ମୋଟ ୬୦ଟି…
Read More...

୮ରେ ରାଜନାଥ ଓ ୧୨ରେ ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ଵର: ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରଚାର ମଧ୍ୟ ସେତିକି ଜୋରଦାର ହେଉଛି। ଶେଷ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ନିର୍ବାଚନ ହେବାକୁ ଥିବା ବେଳେ ଓଡ଼ିଶାରେ ଡେରା ପକାଇବେ ମାଳ ମାଳ କେନ୍ଦ୍ରୀୟ ନେତା । ଖାସକରି…
Read More...

୫ ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ଵର: ୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ। ଦଳ ଆଜି ୬ ଜଣିଆ ତାଲିକା ଘୋଷଣା କରିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ପାଇଁ ଅକ୍ଷୟ ଆଚାର୍ଯ୍ୟଙ୍କୁ ଦଳ ଟିକେଟ୍ ଦେଇଛି। ଜଳେଶ୍ଵରରେ ସୁଦର୍ଶନ ଦାସ,…
Read More...

ବିକଶିତ ଭାରତ ପାଇଁ ବିଶ୍ଵବନ୍ଧୁ ହେବା ଜରୁରୀ: ଜୟଶଙ୍କର

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍‌‌.ଜୟଶଙ୍କର। ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ଭବ୍ୟ ସ୍ୱାଗତ କରିଥିଲେ। ପରେ…
Read More...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ୨୦ ପ୍ଲାଟୁନ୍ ଫୋର୍ସ-ପୁଲିସ୍ କମିଶନର

ଭୁବନେଶ୍ଵର: ଆଜି ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତି ସାଢ଼େ ୯ଟାରେ ଭୁବନେଶ୍ୱରରେ ପହଞ୍ଚିବେ। ରାତିରେ ରାଜଭବନରେ ରହଣି କରିବେ। ସୋମବାର ପୂର୍ବାହ୍ଣରେ ବ୍ରହ୍ମପୁର ଓ ପରେ ନବରଙ୍ଗପୁରରେ…
Read More...

୬, ୮ରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ଵର: ପ୍ରବଳ ତାତିରୁ ମିଳିବ ଆଶ୍ଵସ୍ତି। ଦୁଇ ଦିନ ପ୍ରବଳ ଝଡ ବର୍ଷା ନେଇ ମତ୍ସ୍ୟଜୀବୀଙ୍କୁ ସତର୍କତା ଜାରି କରାଯାଇଛି। ୬ ଏବଂ ୮ ତାରିଖ ଦୁଇ ଦିନ ସମୁଦ୍ରକୁ ନଯିବାକୁ ଆଇଏମଡି ପକ୍ଷରୁ ପରାମର୍ଶ ରହିଛି। ଉତ୍ତର…
Read More...

ସାଢେ ୮ଟା ସୁଦ୍ଧା ଭୁବନେଶ୍ଵରରେ ତାପମାତ୍ରା ଛୁଇଁଲା ୩୩.୨ ଡିଗ୍ରୀ

ଭୁବନେଶ୍ଵର: ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଗରମ ଏବଂ ଗୁଳୁଗୁଳି ପୁରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ସକାଳ ୧୦ଟା ବାଜିଲେ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି। ତେ​‌ବେ ଆଜି ସକାଳ ସାଢେ…
Read More...

ବିଦ୍ୟୁତ୍ ଆଘାତରେ ବାପାପୁଅ ମୃତ, ମାଆ ଗୁରୁତର

ଯାଜପୁର: ବିଦ୍ୟୁତ୍ ଆଘାତରେ ବାପାପୁଅ ମୃତ, ମାଆ ଗୁରୁତର। ଯାଜପୁର ରୋଡ୍ ଥାନା ବେଙ୍ଗପାଟିଆ ଗାଁରେ ଅଭାବନୀୟ ଘଟଣା ଘଟିଛି। ନିଜ ଘରେ ବିଦ୍ୟୁତ୍ କାମ କରୁଥିବାବେଳେ ଘଟଣାସ୍ଥଳରେ ବାପା ଏବଂ ପୁଅର ମୃତ୍ୟୁ ଘଟିଛି। ମୃତକ…
Read More...

ଶୋଇପଡ଼ିଲେ ଷ୍ଟେସନ ମାଷ୍ଟର, ଅଟକିଲା ଟ୍ରେନ୍….

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଇଟାୱା ନିକଟସ୍ଥ ଉଦି ମୋର ରୋଡ୍‌ ରେଳଷ୍ଟେସନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।  ରାଜସ୍ଥାନର କୋଟାରୁ ପାଟନା ଯାତ୍ରା କରୁଥିବା ଏକ୍ସପ୍ରେସ ଟ୍ରେନ୍‌ଟି କୌଣସି କାରଣରୁ ଇଟାୱା…
Read More...

୧୭ ରୋଗୀଙ୍କୁ ମାରିଥିବା ନର୍ସଙ୍କୁ ୭୬୦ବର୍ଷ ଜେଲ୍‌

ପେନସିଲଭାନିଆ : ଆମେରିକାର ପେନସିଲଭାନିଆରେ ମାତ୍ରାଧିକ ଇନ୍‌ସୁଲିନ ଦେଇ ୧୭ଜଣ ରୋଗୀଙ୍କ ଜୀବନ ନେଇଥିବା ହିଦର ପ୍ରେସଡି ନାମକ ଜଣେ ସେବିକାଙ୍କୁ ଶନିବାର ସ୍ଥାନୀୟ ଏକ ଅଦାଲତ ୭୬୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି।…
Read More...

ବ୍ରାଜିଲରେ ଅବିଶ୍ରାନ୍ତ ବର୍ଷା, ୫୬ ମୃତ

ରିଓ ଡି’ଜେନିରୋ : ଲାଟିନ ଆମେରିକୀୟ ରାଷ୍ଟ୍ର ବ୍ରାଜିଲର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ଲାଗିରହିଥିବାବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷାଜନିତ ଘଟଣାରେ ୫୬ ଜଣ ପ୍ରାଣ ହରାଇଥିବାବେଳେ ୭୦ରୁ ଅଧିକ ଲୋକ…
Read More...

ତାତିରୁ ମିଳିବ ଆଶ୍ଵସ୍ତି: ୫ ଦିନ ଯାଏଁ କାଳବୈଶାଖୀ !

ଭୁବନେଶ୍ଵର: ତାତିରୁ ମିଳିପାରେ ଆଶ୍ଵସ୍ତି। ଆଗାମୀ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କାଳବୈଶାଖୀ ବ​‌ର୍ଷା ଫଳରେ ଭୀଷଣ ଗ୍ରୀଷ୍ଣପ୍ରବାହରୁ…
Read More...

ଖରାଦିନେ ପାଣି ପାଇଁ ପ୍ରତିବାଦ

ଗଜପତି: ପାଣି ପାଇଁ ଗରା , ବାଲଟି ଧରି ୩୨୬ ନଂ ଜାତୀୟ ରାଜପଥ ଅବରୋଧ ହୋଇଛି। ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଲକ ଛେଳିଗଡ ଗାଁରେ ପାଣି ସମସ୍ୟାକୁ ନେଇ ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ କରୁଛନ୍ତି ମହିଳାମାନେ ।…
Read More...

ଆଜି ‘ନିଟ୍’: ଦେଶର ୫୫୭ ଓ ବିଦେଶର ୧୪ଟି ସହରରେ ହେବ ପରୀକ୍ଷା

ଭୁବନେଶ୍ୱର : ଏମବିବିଏସ୍‌ ଏବଂ ବିଡିଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା (ଏନଟିଏ) ଦ୍ବାରା ପରିଚାଳିତ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ୍‌)-୨୦୨୪ ଆଜି ଦେଶର ୫୫୭ଟି ଓ ବିଦେଶର…
Read More...

ଆତଙ୍କୀ ହମଲା ପରେ ପୁଞ୍ଚରେ ଜୋରଦାର ଚେକିଂ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ପୁଞ୍ଚରେ ଆତଙ୍କୀ ହମଲା ପରେ ଜୋରଦାର ଚେକିଂ କରାଯାଉଛି। ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟ ପକ୍ଷରୁ କଡାକଡି ଚେକିଂ ସହ ନାକାବନ୍ଦୀ କରାଯାଇଛି। ଶନିବାର ଆଇଏଏଫ କନଭଏ ଉପରେ ଆତଙ୍କବାଦୀ ହାମଲା…
Read More...

ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଓ ନଡ୍ଡା

ଭୁବନେଶ୍ବର : ବିଜେପିର ନିଶାଣରେ ଓଡ଼ିଶା। ଏଥର କିଭଳି ଓଡ଼ିଶା ଦଖଲ କରାଯିବ ସେ ନେଇ କେନ୍ଦ୍ରୀୟ ନେତୃବୃନ୍ଦ ପୂରା ବଳ ଖଟାଇବାର ଯୋଜନା ରଖିଛନ୍ତି। ଆଜି (ରବିବାର) ଓଡ଼ିଶା ଗସ୍ତରେ ବିଜେପିର ଦୁଇଜଣ ହେଭିୱେଟ ନେତା…
Read More...

କେମିତି କଟିବ ଏ ସପ୍ତାହ, କଣ ରହିଛି ଆପଣଙ୍କ ଭାଗ୍ୟଫଳ

ମେଷ:ରବିବାର ଓ ସୋମବାର ପ୍ରତିଟି ପଦକ୍ଷେପରେ ସାବଧାନତା ଲୋଡ଼ା। ଜଗିରଖି ଚଳିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମ ଅନୁରୂପ ଫଳପ୍ରାପ୍ତ ହେବ। ଧର୍ମାଶ୍ରୟୀ ହେବେ। ଶୁକ୍ରବାର ଓ ଶନିବାର କର୍ମକ୍ଷେତ୍ରରେ ସଫଳତା…
Read More...

ତୁରନ୍ତ କରନ୍ତୁ ଏହି କାମ, ନଚେତ୍ ଫୋନରୁ ଚୋରି ହୋଇଯିବ ସବୁ ଡାଟା….

ନୂଆଦିଲ୍ଲୀ: ଗୁଗୁଲ କ୍ରୋମ ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଉପଭୋକ୍ତାଙ୍କ ପାଇଁ ଏକ ବଡ ବିପଦ ଆସୁଛି। ଭାରତ ସରକାର ଏହାକୁ ନେଇ ଚେତାବନୀ ଦେଇଛନ୍ତି। ବାସ୍ତବରେ କମ୍ପୁଟର ଏମରଜେନ୍ସି ରେସପନ୍ସ ଟିମ ଗୁଗୁଲ କ୍ରୋମ୍…
Read More...

ସନ୍ତୋଷ ନୀଳଗିରିରୁ ବିଜେପି ପ୍ରାର୍ଥୀ

ବାଲେଶ୍ଵର: ନୀଳଗିରି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ସନ୍ତୋଷ ଖଟୁଆଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି। ଗୁରୁବାର ସେ ବିଜେଡି ଦଳରୁ ଇସ୍ତଫା ଦେଇଥିଲେ। ସନ୍ତୋଷଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ…
Read More...

ଏମଡିଏଚ୍ ଏବଂ ଏଭରେଷ୍ଟ ମସଲା ବ୍ୟାନ୍ ପରେ ଏବେ ଚାଉଳଠୁ ହଳଦୀ ସବୁର ହେବ ନମୁନା ପରୀକ୍ଷା….

ନୂଆଦିଲ୍ଲୀ: ଏମଡିଏଚ୍ ଏବଂ ଏଭରେଷ୍ଟ ମସଲା ବ୍ୟାନ୍ ହେବା ପରେ ଏଫଏସଏସଏଆଇ ଘରୋଇ ବଜାରରେ ବିକ୍ରି ହେଉଥିବା ଚାଉଳ , ଦୁଗ୍ଧଜାତ ଦ୍ରବ୍ୟ ଏବଂ ମସଲା ଆଦି ସମାଗ୍ରୀ ପରୀକ୍ଷା କରିବାକୁ ଯୋଜନା କରିଛି। ଏପରିକି ଫଳ,…
Read More...

ଲାଞ୍ଚ ନେବା ବେଳେ ବରିଷ୍ଠ କିରାଣିଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର: ଲାଞ୍ଚ ନେବା ପଡିଲା ମହଙ୍ଗା।  ଭିଜିଲାନ୍ସ ଜାଲରେ ପଡିଲେ ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ଦ୍ଵାରା ଗିରଫ ହୋଇଛନ୍ତି। ଜମିଜମା ମାମଲାର…
Read More...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକରେ ଅଭାବନୀୟ ଘଟଣା ଘଟିଛି। ଶ୍ରଦ୍ଧାପୁର ଗାଁର ଜଣେ ବ୍ୟକ୍ତି ବିଦ୍ୟୁତ୍ ଖୁଣ୍ଟରେ ଚଢି କାମ କରୁଥିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ।  ହଠାତ୍ ସେ ବିଦ୍ୟୁତ୍…
Read More...

କୋୱିନ୍‌ ପ୍ରମାଣପତ୍ରରୁ ହଟିଲା ପ୍ରଧାନମନ୍ତ୍ରୀଙ୍କ ଫଟୋ

ନୂଆଦିଲ୍ଲୀ : କୋଭିଡ ଟିକାକୁ ନେଇ ଏବେ ବିବାଦ ଜୋର୍‌ ଧରିଛି। ‘ଆଷ୍ଟ୍ରାଜେନିକା’ ଟିକା ‘କୋଭିସିଲ୍ଡ’ର ରକ୍ତ ଜମାଟ ବାନ୍ଧିବା ଭଳି ପାର୍ଶ୍ବ ପ୍ରତିକ୍ରିୟା ରହିଥିବା ସ୍ବୀକାର କରାଯିବା ପରେ ଏହି ବିବାଦ ସୃଷ୍ଟି ହୋଇଛି।…
Read More...

ଆଜି ଓଡିଶା ଆସିବେନି ରାହୁଲ ଗାନ୍ଧୀ

ଭୁବନେଶ୍ଵର: ଆଜି ରାୟଗଡା ସମାବେଶକୁ ଆସିବେନି ରାହୁଲ ଗାନ୍ଧୀ। କଂଗ୍ରେସ ସୂତ୍ରରୁ ଏ ନେଇ ସୂଚନା ମିଳିଛି।  ନ୍ୟାୟ ସମାବେଶରେ ଦଳୀୟ କର୍ମୀ ଓ ଜନସାଧାରଣଙ୍କୁ ସମ୍ବୋଧିତ କରିବା ପାଇଁ ଆଜି ରାହୁଲ ଗାନ୍ଧୀ ରାୟଗଡ଼ା…
Read More...

୧୦ରୁ ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା

ଡେରାଡୁନ : ଚଳିତମାସ ୧୦ରୁ ଉତ୍ତରାଖଣ୍ଡରେ ଚାର୍‌ଧାମ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଅନଲାଇନରେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ୧୬ ଲକ୍ଷ ଶ୍ରଦ୍ଧାଳୁ ନାମ ପଞ୍ଜୀକୃତ କରିଥିବା ଜଣାପଡିଛି। ମେ’…
Read More...

ଏଣିକି ଅନ୍‌ଲାଇନରେ ମିଳିବ ପେନ୍‌ସନ ସେବା

ନୂଆଦିଲ୍ଲୀ : ସରକାରୀ ପେନ୍‌ସନ୍‌ଭୋଗୀଙ୍କ ପାଇଁ ଖୁସି ଖବର। ଏଣିକି ଅନ୍‌ଲାଇନରେ ପେନ୍‌ସନ ପାଇଁ ଆବେଦନ କରିବା, ମାସିକ ପେନ୍‌ସନ ସ୍ଲିପ୍‌ ଦେଖିବା, ଜୀବନ ପ୍ରମାଣପତ୍ରର ସ୍ଥିତି ଯାଞ୍ଚ କରିବା, ଫର୍ମ-୧୬ ଦାଖଲ କରିବା…
Read More...

ଆହୁରି ୪ ଦିନ ତାତି: ୬ରୁ ଆଶ୍ଵସ୍ତି ଦେବ କାଳବୈଶାଖୀ ବର୍ଷା

ଭୁବନେଶ୍ବର : ପ୍ରଚଣ୍ଡ ରୌଦ୍ରତାପରେ ରାଜ୍ୟବାସୀ ଛଟପଟ ହେଉଥିବାବେଳେ ବୁଧବାର ଅପରାହ୍ଣରେ ବାଲେଶ୍ବର, ଚାନ୍ଦବାଲି, କଟକ, ଭୁବନେଶ୍ବର, ବାରିପଦା, ଭଦ୍ରକ, ଖୋର୍ଦ୍ଧା ଏବଂ ନୟାଗଡ ଜିଲାରେ କାଳବୈଶାଖୀ ପ୍ରଭାବରେ ଝଡବର୍ଷା…
Read More...

ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ

ରାୟଗଡ଼ା: ନ୍ୟାୟ ସମାବେଶରେ ଦଳୀୟ କର୍ମୀ ଓ ଜନସାଧାରଣଙ୍କୁ ସମ୍ବୋଧିତ କରିବା ପାଇଁ ଆଜି ଭାରତୀୟ ଜାତୀୟ କଂଗ୍ରେସର ଉପ-ସଭାପତି ରାହୁଲ ଗାନ୍ଧୀ ରାୟଗଡ଼ା ଆସୁଛନ୍ତି। ସପ୍ତାହକ ମଧ୍ୟରେ ଏହା ରାହୁଲଙ୍କ ଦ୍ୱିତୀୟ ଓଡ଼ିଶା…
Read More...

ଆଜି ମୁମ୍ବଇ ଇଣ୍ଡିଆନ୍ସ-କଲକାତା ନାଇଟ୍‌ ରାଇଡର୍ସ ଟକ୍କର

ମୁମ୍ବଇ : ଆଇପିଏଲ ମହାସମର। ଆଜି ୱାଙ୍ଖଡେ ଷ୍ଟାଡ଼ିୟମରେ ମୁହାଁମୁହିଁ ହେବେ ମୁମ୍ବଇ ଇଣ୍ଡିଆନ୍ସ ଓ କଲକାତା ନାଇଟ୍‌ ରାଇଡର୍ସ ।ଉକ୍ତ ମ୍ୟାଚ କଲକାତା ଅପେକ୍ଷା ମୁମ୍ବଇ ପାଇଁ ଗୁରୁତ୍ବପୂର୍ଣ୍ଣ। ଦୁଇ ଦଳ ଚଳିତ ଆଇପିଏଲରେ…
Read More...

ବିଶ୍ବ ପ୍ରେସ୍‌ ସ୍ବାଧୀନତା ଦିବସ

ଭୁବନେଶ୍ଵର: ଆଜି ବିଶ୍ଵ ପ୍ରେସ୍ ସ୍ଵାଧୀନତା ଦିବସ। ପ୍ରତିବର୍ଷ ମେ ୩ ତାରିଖ ଅର୍ଥାତ୍ ଆଜିର ଦିନକୁ ବିଶ୍ବ ପ୍ରେସ୍‌ ସ୍ବାଧୀନତା ଦିବସ ଭାବେ ପାଳନ କରାଯାଏ। ଜାତିସଂଘର ସାଧାରଣ ପରିଷଦ ୧୯୯୩ ମସିହାରେ ମେ’ ୩କୁ ବିଶ୍ବ…
Read More...

ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ: ଶୁକ୍ରବାର ରାଶିଫଳ

ମେଷ: ବିଭିନ୍ନ ସୂତ୍ରରୁ ଧନଲାଭର ସୁଯୋଗ ସୃଷ୍ଟି ହୋଇଛି। ସ୍ବରୂପ ସୌନ୍ଦର୍ଯ୍ୟପୂର୍ଣ୍ଣ ଓ ଗଠନ ପ୍ରଣାଳୀ ସୁଢ଼ଳ ହୋଇପାରେ। ପ୍ରଜ୍ଞାଶୀଳ ହେବେ। ଜଣେ ମହାମନୁଷ୍ୟର ପରିଚୟ ସୃଷ୍ଟି କରିବେ। ବୃଷ: ଅତି ଚତୁର ହେବେ।…
Read More...

ଭୁଲରେ ବି କରନ୍ତୁନି ଏଭଳି କାମ, ବ୍ୟାନ୍ ହୋଇପାରେ ଆକାଉଣ୍ଟ….

ନୂଆଦିଲ୍ଲୀ: ହ୍ବାଟ୍ସ ଆପ୍ । ସକାଳୁ ଉଠିବା ମାତ୍ରେ ହେଉ କିମ୍ବା ରାତିରେ ଶୋଇବା ହେଉ , ଆମେ ସଭିଏଁ ଟିକିଏ ହ୍ବାଟ୍ସ ଆପ୍ ଚାଟ୍ ଉପରେ ନଜର ପକାଇଥାଉ। ସାଙ୍ଗସାଥୀଙ୍କ ସହ ଯୋଗାଯୋଗ ରଖିବା ପାଇଁ କିମ୍ବା ଅଫିସ…
Read More...

ଭୁଲରେ ବି କରନ୍ତୁନି ଏଭଳି କାମ, ବ୍ୟାନ୍ ହୋଇପାରେ ଆକାଉଣ୍ଟ….

ନୂଆଦିଲ୍ଲୀ: ହ୍ବାଟ୍ସ ଆପ୍ । ସକାଳୁ ଉଠିବା ମାତ୍ରେ ହେଉ କିମ୍ବା ରାତିରେ ଶୋଇବା ହେଉ , ଆମେ ସଭିଏଁ ଟିକିଏ ହ୍ବାଟ୍ସ ଆପ୍ ଚାଟ୍ ଉପରେ ନଜର ପକାଇଥାଉ। ସାଙ୍ଗସାଥୀଙ୍କ ସହ ଯୋଗାଯୋଗ ରଖିବା ପାଇଁ କିମ୍ବା ଅଫିସ…
Read More...

୫୪ ବର୍ଷର ଲୋମଟାଙ୍କୁରା କାହାଣୀ….

ନୂଆଦିଲ୍ଲୀ: ପ୍ରାୟ ୧୦ହଜାର ଫୁଟ୍ ଉପରେ ଉଡୁଥିଲା ବିମାନ । ବିମାନ ଅବତରଣ କରିବାକୁ ଆଉ କିଛି ସମୟ ବାକି ଥାଏ। ହେଲେ ହଠାତ୍ ପାଣିପାଗ ଖରାପ ହୋଇଆସିଲା। ପାଇଲଟକୁ ରନଓ୍ବେ ନଜର ଆସିଲାନି। ଆଉ ବିମାନ ଅବତରଣ କରାଇବାକୁ…
Read More...

ଟ୍ରକ୍ ଧକ୍କାରେ ସ୍ତ୍ରୀ ମୃତ, ଅଳ୍ପକେ ବର୍ତ୍ତିଲେ ସ୍ଵାମୀ

କଟକ: କଟକ ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟିରେ ଯାଉଥିବାବେଳେ ଦମ୍ପତ୍ତିଙ୍କୁ ଧକ୍କା ଦେଇଛି ଟ୍ରକ୍ । ଫଳରେ ଘଟଣାସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ଵାମୀ ଅଳ୍ପକେ…
Read More...

ସକାଳ ୮ଟା ୩୦ସୁଦ୍ଧା ୩୭ ଡିଗ୍ରୀ ଟପିଲା ତାତି: ତାଳଚେର ସବୁଠୁ ଉତ୍ତପ୍ତ

ଭୁବନେଶ୍ଵର: କାଳବୈଶାଖୀ ପ୍ରଭାବରେ ରାଜ୍ୟବାସୀଙ୍କୁ ବୁଧବାର ଟିକିଏ ଆଶ୍ଵସ୍ତି ମିଳିଥିଲା। ହେଲେ ଆଜି ପୁଣି ସକାଳୁ ଭୀଷଣ ତାତି ଅନୁଭୂତ ହେଲାଣି। ସକାଳ ୮ଟା ୩୦ ସୁଦ୍ଧା ତାପମାତ୍ରା ୩୭ ଡିଗ୍ରୀ ଟପିଲାଣି। ୩୭.୨ ଡିଗ୍ରୀ…
Read More...

ନାମାଙ୍କନ ଭରିବେ ଧର୍ମେନ୍ଦ୍ର, ଅପରାଜିତା,ମନ୍ମଥ, ଅରୁପ

ଭୁବନେଶ୍ୱର: ଆଜି ନାମାଙ୍କନ ଭରିବେ ବହୁ ହେଭିଓ୍ବେଟ୍ ନେତା। ଲୋକସଭା ନିର୍ବାଚନ ପାଇଁ ଆଜି ୪ ହେଭିଓ୍ବେଟ୍ ନେତା ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ପୁରୀରୁ ବିଜେଡି ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକ…
Read More...

ମାମୁକୁ ପଥରରେ ଛେଚି ହତ୍ୟା କଲା ଭଣଜା

ସୁନ୍ଦରଗଡ: ମାମୁକୁ ପଥରରେ ଛେଚି ହତ୍ୟା। ଅତି ବିଭତ୍ସ ଭାବରେ ହତ୍ୟା କରିଛି ଭଣଜା। ସୁନ୍ଦରଗଡ ଜିଲ୍ଲା କେ ବଲାଙ୍ଗ ଥାନା ଗୌଡୁଣିପୋଷ  ଗାଁ ପତଳା ସାହିରେ ଏହି ଘଟଣା ଘଟିଛି। ତେବେ ମାମୁ ଭଣଜା ଘରକୁ ବୁଲିବାକୁ…
Read More...

ଆଜି ବି ଜାରି ରହିବ ଖରାର ପ୍ରକୋପ: ୧୦ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ଭୁବନେଶ୍ଵର: ସକାଳେ ତତାଉଛି , ଅପରାହ୍ନରେ ଆଶ୍ଵସ୍ତି। ରାଜ୍ୟରେ ଗ୍ରୀ​‌ଷ୍ମଲହରୀ ଭିତରେ କାଳବୈଶାଖୀ ତାତିରୁ ସାମାନ୍ୟ ଆଶ୍ଵସ୍ତି ଆଣିଦେଇଛି। ଆଜି କିନ୍ତୁ ଖରା ପ୍ରକୋପ ଜାରି ରହିବ। ସିଭିୟର ହିଟଓ୍ବେଭ୍ ନେଇ ଆଜି ୧୦…
Read More...

ନବୀନ ଭରିବେ ଦ୍ଵିତୀୟ ନାମାଙ୍କନ

ବଲାଙ୍ଗୀର: କଣ୍ଟାବାଞ୍ଜି ଆସନରୁ ଆଜି ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ନବୀନଙ୍କ ଦ୍ଵିତୀୟ ନିର୍ବାଚନ କ୍ଷେତ୍ର। ଏଠାରୁ ପ୍ରଥମଥର ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ। ହେଲିକପ୍ଟର ଯୋଗେ…
Read More...