www.samajalive.in
Friday, December 5, 2025
27.1 C
Bhubaneswar

ଭୁଲରେ ବି କରନ୍ତୁନି ଏଭଳି କାମ, ବ୍ୟାନ୍ ହୋଇପାରେ ଆକାଉଣ୍ଟ….

ନୂଆଦିଲ୍ଲୀ: ହ୍ବାଟ୍ସ ଆପ୍ । ସକାଳୁ ଉଠିବା ମାତ୍ରେ ହେଉ କିମ୍ବା ରାତିରେ ଶୋଇବା ହେଉ , ଆମେ ସଭିଏଁ ଟିକିଏ ହ୍ବାଟ୍ସ ଆପ୍ ଚାଟ୍ ଉପରେ ନଜର ପକାଇଥାଉ। ସାଙ୍ଗସାଥୀଙ୍କ ସହ ଯୋଗାଯୋଗ ରଖିବା ପାଇଁ କିମ୍ବା ଅଫିସ ସମ୍ବନ୍ଧୀୟ କୌଣସି କାମ ପାଇଁ ହେଉ ହ୍ବାଟ୍ସ ଆପ ବେଶ୍ ଗୁରୁତ୍ଵପୂର୍ଣ୍ଣ। କମ୍ପାନୀ ଅନେକ ସମୟରେ ତାର ୟୁଜର୍ସ ମାନଙ୍କ ନୂଆ ନୂଆ ଫିଚର୍ସ ମାନ ଆଣିଥାଏ। ବର୍ତ୍ତମାନ କୁହାଯାଉଛି ଯେ ହ୍ବାଟ୍ସ ଆପ୍ ଆଜିକାଲି ଏକ ନୂଆ ଆକାଉଣ୍ଟ ରେଜିଷ୍ଟ୍ରେସନ ଫିଚର ଉପରେ କାମ କରୁଛି। ଯାହା ମେସେଜିଂ ଆପର ଆଣ୍ଡ୍ରଏଡ୍ ବିଟା ସଂସ୍କରଣରେ ଦେଖିବାକୁ ମିଳିଛି।WaBetaInfo ରିପୋର୍ଟରେ ଦର୍ଶାଯାଇଛି ଯେ, ହ୍ବାଟ୍ସ ଆପର ନୀତି ଉଲ୍ଲଂଘନ କରୁଥିବା ୟୁଜର୍ସ ମାନଙ୍କୁ ବ୍ଲକ୍ କରିଦିଆଯାଏ। କିଛି ସମୟ ପାଇଁ ୟୁଜର୍ସମାନେ କାହା ସହ ଚାଟିଂ କରିବାରୁ ବଞ୍ଚିତ ରୁହନ୍ତି।  ବର୍ତ୍ତମାନ ହ୍ବାଟ୍ସ ଆପ୍ ଅନେକ ପ୍ରକାରର ବ୍ଲକ୍ ମେସେଜିଂ ଏବଂ ସ୍ପାମ୍ ମେସେଜ ଚିହ୍ନଟ କରିବା ପାଇଁ ସ୍ଵୟଂଚାଳିତ ଉପକରଣ ବ୍ୟବହାର କରୁଛି। ଏହି ଉପକରଣ ପ୍ଲାଟଫର୍ମର ଏଣ୍ଡ-ଟୁ ଏଣ୍ଡ ଏନକ୍ରିପସନ୍ କୁ ଆହୁରି ଉନ୍ନତ କରିଥାଏ । ଅନେକ ଲୋକ ହ୍ବାଟ୍ସ ଆପର ଏହି ନୂଆ ଲୁକକୁ ପ୍ରଶଂସା କରୁଥିବାବେଳେ ଆଉ କିଛି ଲୋକଙ୍କୁ ଏହି ନୂଆ ଥିମ୍ ପସନ୍ଦ ଆସିନାହିଁ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories