www.samajalive.in
Friday, December 5, 2025
26.1 C
Bhubaneswar

ଭୁଲରେ ବି କରନ୍ତୁନି ଏଭଳି କାମ, ବ୍ୟାନ୍ ହୋଇପାରେ ଆକାଉଣ୍ଟ….

ନୂଆଦିଲ୍ଲୀ: ହ୍ବାଟ୍ସ ଆପ୍ । ସକାଳୁ ଉଠିବା ମାତ୍ରେ ହେଉ କିମ୍ବା ରାତିରେ ଶୋଇବା ହେଉ , ଆମେ ସଭିଏଁ ଟିକିଏ ହ୍ବାଟ୍ସ ଆପ୍ ଚାଟ୍ ଉପରେ ନଜର ପକାଇଥାଉ। ସାଙ୍ଗସାଥୀଙ୍କ ସହ ଯୋଗାଯୋଗ ରଖିବା ପାଇଁ କିମ୍ବା ଅଫିସ ସମ୍ବନ୍ଧୀୟ କୌଣସି କାମ ପାଇଁ ହେଉ ହ୍ବାଟ୍ସ ଆପ ବେଶ୍ ଗୁରୁତ୍ଵପୂର୍ଣ୍ଣ। କମ୍ପାନୀ ଅନେକ ସମୟରେ ତାର ୟୁଜର୍ସ ମାନଙ୍କ ନୂଆ ନୂଆ ଫିଚର୍ସ ମାନ ଆଣିଥାଏ। ବର୍ତ୍ତମାନ କୁହାଯାଉଛି ଯେ ହ୍ବାଟ୍ସ ଆପ୍ ଆଜିକାଲି ଏକ ନୂଆ ଆକାଉଣ୍ଟ ରେଜିଷ୍ଟ୍ରେସନ ଫିଚର ଉପରେ କାମ କରୁଛି। ଯାହା ମେସେଜିଂ ଆପର ସର୍ବଶେଷ ଆଣ୍ଡ୍ରଏଡ୍ ବିଟା ସଂସ୍କରଣରେ ଦେଖିବାକୁ ମିଳିଛି।WaBetaInfo ରିପୋର୍ଟରେ ଦର୍ଶାଯାଇଛି ଯେ ହ୍ବାଟ୍ସ ଆପର ନୀତି ଉଲ୍ଲଂଗନ କରୁଥିବା ୟୁଜର୍ସ ମାନଙ୍କୁ ବ୍ଲକ୍ କରିଦିଆଯାଏ। କିଛି ସମୟ ପାଇଁ ୟୁଜର୍ସ ମାନେ କାହା ସହ ଚାଟିଂ କରିବାରୁ ବଞ୍ଚିତ ରୁହନ୍ତି।  ବର୍ତ୍ତମାନ ହ୍ବାଟ୍ସ ଆପ୍ ଅନେକ ପ୍ରକାରର ବ୍ଲକ୍ ମେସେଜିଂ ଏବଂ ସ୍ପାମ୍ ମେସେଜ ଚିହ୍ନଟ କରିବା ପାଇଁ ସ୍ଵୟଂଚାଳିତ ଉପକରଣ ବ୍ୟବହାର କରୁଛି। ଏହି ଉପକରଣ ପ୍ଲାଟଫର୍ମର ଏଣ୍ଡ-ଟୁ ଏଣ୍ଡ ଏନକ୍ରିପସନ୍ କୁ ଆହୁରି ଉନ୍ନତ କରିଥାଏ । ଅନେକ ଲୋକ ହ୍ବାଟ୍ସ ଆପର ଏହି ନୂଆ ଲୁକକୁ ପ୍ରଶଂସା କରୁଥିବାବେଳେ ଆଉ କିଛି ଲୋକଙ୍କୁ ଏହି ନୂଆ ଥିମ୍ ପସନ୍ଦ ଆସିନାହିଁ।

 

- Advertisement -

 

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories