୬, ୮ରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ଵର: ପ୍ରବଳ ତାତିରୁ ମିଳିବ ଆଶ୍ଵସ୍ତି। ଦୁଇ ଦିନ ପ୍ରବଳ ଝଡ ବର୍ଷା ନେଇ ମତ୍ସ୍ୟଜୀବୀଙ୍କୁ ସତର୍କତା ଜାରି କରାଯାଇଛି। ୬ ଏବଂ ୮ ତାରିଖ ଦୁଇ ଦିନ ସମୁଦ୍ରକୁ ନଯିବାକୁ ଆଇଏମଡି ପକ୍ଷରୁ ପରାମର୍ଶ ରହିଛି। ଉତ୍ତର ଓଡିଶା ଉପକୂଳରେ ଝଡ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ୪୦ରୁ ୫୦ କିଲୋମିଟର ବେଗରେ ପବନ ସହ ବଡ ଜୁଆର ଆସିବାର ସମ୍ଭାବନା ରହିଛି।

Comments are closed.