BJD Bijuli 480×75 Mob

୫ ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

BJD Bijuli 480×75 Mob

ଭୁବନେଶ୍ଵର: ୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ। ଦଳ ଆଜି ୬ ଜଣିଆ ତାଲିକା ଘୋଷଣା କରିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ପାଇଁ ଅକ୍ଷୟ ଆଚାର୍ଯ୍ୟଙ୍କୁ ଦଳ ଟିକେଟ୍ ଦେଇଛି। ଜଳେଶ୍ଵରରେ ସୁଦର୍ଶନ ଦାସ, ବରୀରେ ଦେବାଶି​‌ଷ ନାୟକ କଂଗ୍ରେସ ପ୍ରାର୍ଥୀ ହୋଇଥିବାବେଳେ ଆଠମଲ୍ଲିକରେ ହିମାଂଶୁ ଚାଉଳିଆଙ୍କୁ କଂଗ୍ରେସ ଟିକେଟ୍ ଦେଇଛି। ସେହିପରି ଆଠଗଡରେ ସୁଦର୍ଶନ ସାହୁ ନୂଆ ପ୍ରାର୍ଥୀ ହୋଇଛନ୍ତି। ପୁରୀରେ ଉମାବଲ୍ଳଭ ରଥଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

Comments are closed.