ଅନୁପ୍ରବେଶକାରୀଙ୍କୁ ଏନକାଉଣ୍ଟର

ଜାମ୍ମୁ କାଶ୍ମୀର: ଅନୁପ୍ରବେଶ ବେଳେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର। ଜାମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ଏନକାଉଣ୍ଟର ହୋଇଛି। ବିଏସଏଫ୍ ଯବାନଙ୍କ ଗୁଳିରେ ଅନୁପ୍ରବେଶକାରୀ ନିହତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ…
Read More...

ଟ୍ରକ୍ ଧକ୍କାରେ ଯୁବକ ମୃତ: କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ

ବାସୁଦେବପୁର : ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡ଼ା ସଂସ୍କୃତ ମହାବିଦ୍ୟାଳୟ ଛକରେ ମର୍ମନ୍ତୁଦ ଦୁର୍ଘଟଣା। ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ଆଇରନ ବୋଝେଇ ଟ୍ରକ। ମୃତ ଯୁବକ ଜଣଙ୍କ ବେତଡା ବରଣ୍ଡୁଆ ନଛିବିନ୍ଧା ଗାଁର…
Read More...

୬ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ଵର: ଆସନ୍ତା ୬ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସକାଳ ୧୦ଟାରେ ବ୍ରହ୍ମପୁରରେ ଜନସଭାକୁ ସମ୍ବୋଧନ କରିବେ। ଅପରାହ୍ନ ୧୨ଟା ୩୦ରେ ନବରଙ୍ଗପୁରରେ ଜନସଭା କରିବାର କାର୍ଯ୍ୟକ୍ରମ ରହିଛି। …
Read More...

ସ୍କୁଲ ନିକଟରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ବସ୍ତା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଛାନୁଆ ଗାଁ ସ୍କୁଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ଜଗତସିଂହପୁର ଅଞ୍ଚଳର ବୋଲି ଜଣାପଡିଛି। ଆଜି ସକାଳେ ମୃତଦେହ…
Read More...

ଦିଲ୍ଲୀରେ ଏକାଧିକ ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ଏକାଧିକ ସ୍କୁଲକୁ ବୋମା ବିସ୍ପୋରଣ ଧମକ। ଇ ମେଲରେ ଧମକ ଆସିଥିବାରୁ ସ୍କୁଲ କର୍ତ୍ତୃପକ୍ଷ ପିଲା ମାନଙ୍କୁ ସ୍କୁଲରୁ ଫେରାଇ ଦେଇଛନ୍ତି। ଡିଏଭି ସାଉଥ ୱେଷ୍ଟ, ଦ୍ୱାରକା ଡିପିଏସ୍, ମୟୂର…
Read More...

ସାଢେ ୮ରେ ୩୮ ଡିଗ୍ରୀ ଟପିଲା ତାତି

ଭୁବନେଶ୍ଵର: ତାତିରୁ ନାହିଁ ନିସ୍ତାର। ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୮ ଡିଗ୍ରୀ ଟପିଛି। ୩୮.୪ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ…
Read More...

ଆଜି ଚେନ୍ନଇ ସୁପର କିଙ୍ଗ୍ସ-ପଞ୍ଜାବ କିଙ୍ଗ୍ସ ଟକ୍କର

ଚେନ୍ନଇ :  ଆଇପିଏଲ୍‌  ମହାସମର।  ବୁଧବାର ଚେନ୍ନଇର ଚେପକ୍ ଷ୍ଟାଡ଼ିୟମରେ ଚେନ୍ନଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଲଢେଇ ହେବ।  ଚେନ୍ନଇ ସୁପରକିଙ୍ଗ୍ସ ୯ଟି ମ୍ୟାଚରୁ ୫ଟି ବିଜୟ ଓ ୪ଟି ପରାଜୟ ସହ ୧୦ ପଏଣ୍ଟ…
Read More...

ଜାମ୍ମୁ-କାଶ୍ମୀରରେ ଆକସ୍ମିକ ବନ୍ୟା, ୫ ମୃତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ଡୋଡା, ରିଆସି, କିସ୍ତୱାଡ୍‌, ରମ୍ବାନ ଓ ବାରମୂଳା ଜିଲାରେ ପ୍ରବଳ ବର୍ଷା ଓ ତତ୍‌ଜନିତ ଭୂସ୍ଖଳନ ଯୋଗୁଁ ୫ ଜଣ ପ୍ରାଣ ହରାଇଥିବାବେଳେ ଶତାଧିକ ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ…
Read More...

କୁମ୍ଭୀର ପ୍ରଜନନ ସମୟ: ଆଜିଠୁ ୩ ମାସ ଭିତରକନିକା ବନ୍ଦ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନ ମେ’ ପହିଲାରୁ ବନ୍ଦ ହେବ। କୁମ୍ଭୀର ପ୍ରଜନନ ଋତୁ ଆରମ୍ଭ ହୋଇଛି। ନଦୀ ନାଳରେ ଥିବା କୁମ୍ଭୀର ବସାବାନ୍ଧି ଅଣ୍ଡା ଦେବେ। ସେମାନଙ୍କ ମିଳନପର୍ବ ଓ ଅଣ୍ଡାଦେବା ପ୍ରକ୍ରିୟାରେ ବାଧା ନ…
Read More...

ଶିମିଳିପାଳରେ ଲିଭୁନି ନିଆଁ: ପୁଣି ୫୪ ସ୍ଥାନରେ ବନାଗ୍ନି

ବାରିପଦା : ଶିମିଳିପାଳ ଓ ଏହାର ଚତୁଃର୍ଦ୍ଦିଗରେ ଥିବା ବନାଞ୍ଚଳରେ  ଆଜିସୁଦ୍ଧା ୫୪ଟି ସ୍ଥାନରେ ନିଆଁ ଲାଗିଛି। ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ସଂରକ୍ଷକଙ୍କ…
Read More...

ଶସ୍ତା ହେଲା କମର୍ସିଆଲ ଏଲପିଜି ସିଲିଣ୍ଡର: ଜାଣନ୍ତୁ କେତେ ହେଲା ଦାମ୍…

ନୂଆଦିଲ୍ଲୀ:୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ୧୯ ଟଙ୍କା କମିଲା। ଦିଲ୍ଲୀରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ୧୭୪୫ ଟଙ୍କାକୁ କମିଛି। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ ଦ୍ୱାରା ଲଗାତାର…
Read More...

ଶ୍ରୀମନ୍ଦିରରେ ରାମାଭିଷେକ ନୀତି: ଆଜି ସରିବ ସାହିଯାତ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୂଙ୍କର ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଏହାସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଚଳିତବର୍ଷ ପାଇଁ ଶେଷ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ…
Read More...

ଭୀଷଣ ହେଉଛି ଗ୍ରୀଷ୍ଣକୋପ: ଆହୁରି ବଢିବ ତାତି

ଭୁବନେଶ୍ଵର: ଜଳୁଛି ସାରା ଓଡିଶା। ଆକାଶରୁ ହେଉଛି ଅଗ୍ନିବର୍ଷା। ଗୁରୁବାର ଯାଏଁ ସିଭିୟର ହିଟ୍ ଓ୍ବେଭ୍ ପାଇଁ ରାଜ୍ୟର କିଛି ସ୍ଥାନକୁ ରେଡ୍ ଆଲର୍ଟ ଜାରି ହୋଇଛି। ଆଜି ପାଇଁ ୧୧ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି।…
Read More...

ଘାଟିରେ ରାସ୍ତାକଡକୁ ଖସିପଡିଲା ମିନି ଟ୍ରକ୍: ଡ୍ରାଇଭର ଆହତ

ଗଞ୍ଜାମ: ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା। ରାସ୍ତାକଡକୁ ଖସିପଡିଲା ମିନି ଟ୍ରକ୍। ଫଳରେ ଡ୍ରାଇଭର ଜଣଙ୍କ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତପ୍ତପାଣି ଘାଟିର ପାଳୁଖୋଳା ନିକଟରେ ମିନି ଟ୍ରକ…
Read More...

ଘାଟିରେ ଟ୍ରକ ବ୍ରେକ୍ ଫେଲ୍: ଡ୍ରାଇଭର ମୃତ

କୋଇଡା: ସୁନ୍ଦରଗଡ ଜିଲ୍ଲା କେ. ବଲାଙ୍ଗ ଥାନା ଚୁନା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା। ଲୁହାପଥର ବୋଝେଇ ଟ୍ରକ୍ ବ୍ରେକ୍ ଫେଲ୍ ହେବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ବ୍ରେକ୍ ଫେଲ୍ ହୋଇ ଆଉ ଏକ ଟ୍ରକକୁ ପଛରୁ ପିଟି ଭାଙ୍ଗି…
Read More...

ଆଜି ଆପଣଙ୍କ ଭାଗ୍ୟରେ କଣ ଅଛି ! ଜାଣନ୍ତୁ ବୁଧବାର ରାଶିଫଳ

ମେଷ: ଶ୍ରମିକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଆପଣ ଅର୍ଥନୀତି ଶିକ୍ଷା ଉପରେ ଗୁରୁତ୍ବ ଦେବେ। ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଗୁରୁବାଣୀକୁ ସାଦରେ ଗ୍ରହଣ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବୃଷ:…
Read More...

ଏନକାଉଣ୍ଟରରେ ୭ ମାଓବାଦୀ ନିପାତ

ମାଲକାନଗିରି: ଏନକାଉଣ୍ଟରରେ ଟଳିଲେ ୭ ମାଓବାଦୀ। ଛତିଶଗଡ ନାରାୟଣପୁର ଆବୁଜମାଡ ଜଙ୍ଗଲରେ ଏନକାଉଣ୍ଟର ହୋଇଛି। ତେବେ ଡିଆରଜି ଏବଂ ଏସଟିଏଫର ମିଳିତ କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଗୁଳି ବିନିମୟରେ…
Read More...

ବ୍ରିଜ୍ ତଳକୁ ଖସିଲା ବାଲି ବୋଝେଇ ଟ୍ରକ୍, ଜଣେ ମୃତ

ଢେଙ୍କାନାଳ: ବ୍ରିଜ୍ ତଳକୁ ଖସିଲା ବାଲି ବୋଝେଇ ଟ୍ରକ୍, ଜଣେ ମୃତ। ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ସନ୍ଥପୁର ଗାଁ ନିକଟରେ ଏଭଳି ଘଟଣା ଘଟିଛି । କୌଣସି କାରଣ ବଶତଃ ବାଲି ବୋଝେଇ ଟ୍ରକଟି ବ୍ରିଜ ତଳକୁ ଖସିପଡିଛି। ମୃତକ…
Read More...

ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର

ଟିଟିଲାଗଡ଼: ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର। ଟିଟିଲାଗଡ଼ ଉପଖଣ୍ଡ ସଇଁତଲା ତହସିଲ ଅନ୍ତର୍ଗତ ବେଲଗାଁ ଏଆରଆଇ ଜ୍ୟୋସ୍ନା ମାଝୀ ଏବଂ ଡାଟା ଏଣ୍ଟ୍ରି ଅପରେଟର ମଣ୍ଟୁ ନନ୍ଦ ଭିଜିଲାନ୍ସ ଜାଲରେ ପଡିଛନ୍ତି ।…
Read More...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

କେନ୍ଦୁଝର:  ଓଡିଶାର ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ପୁଣି ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।…
Read More...

ବଣୁଆ ହାତୀ ଉପଦ୍ରବ ରୋକିବାରେ ଫେଲ ମାରିଲା ବନ ବିଭାଗ

ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୋମୁରା ବ୍ଳକ ବାରଲୋଇ ଗାଁରେ ବଣୁଆ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ କେତେବେଳେ ମଣିଷ ତାର ବହୁମୂଲ୍ୟ ଜୀବନ ହରାଉଛି ତ  ଆଉ କେତେବେଳେ ହାତୀର ଜୀବନ ଯାଉଛି। ଏହାରି ମଧ୍ୟରେ ବନ ବିଭାଗ…
Read More...

ଏନକାଉଣ୍ଟରରେ ୪ ମାଓବାଦୀ ନିପାତ

ମାଲକାନଗିରି: ଏନକାଉଣ୍ଟରରେ ଟଳିଲେ ୪ ମାଓବାଦୀ। ଛତିଶଗଡ ନାରାୟଣପୁର ଆବୁଜମାଡ ଜଙ୍ଗଲରେ ଏନକାଉଣ୍ଟର ହୋଇଛି। ତେବେ ଡିଆରଜି ଏବଂ ଏସଟିଏଫର ମିଳିତ କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା। ଗୁଳି ବିନିମୟରେ…
Read More...

ଭୁବନେଶ୍ଵର ବିମାନ ବନ୍ଦରରୁ ଜବତ ହେଲା ପୁଳା ପୁଳା ଟଙ୍କା

ଭୁବନେଶ୍ଵର: ଭୁବନେଶ୍ଵର ବିମାନ ବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ। ଦୁଇ ଜଣ ବ୍ୟକ୍ତିଙ୍କଠାରୁ ଏହି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ଲଗେଜ୍ ସ୍କାନିଂ ବେଳେ ଟଙ୍କା ଥିବା ଜଣାପଡିଥିଲା। ଜଣେ ଦିଲ୍ଲୀରୁ ଏବଂ ଆଉ ଜଣେ…
Read More...

ସାଢେ ୮ରେ ୩୮ ଟପିଲା ତାତି: ବାରିପଦା ସବୁଠୁ ଉତ୍ତପ୍ତ

ଭୁବନେଶ୍ଵର: ତାତିରୁ ନାହିଁ ନିସ୍ତାର। ସାଢେ ୮ଟା ସୁଦ୍ଧା ୩୮ ଡିଗ୍ରୀ ଟପିଲା ତାପମାତ୍ରା। ୩୮.୪ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ତାଳଚେରରେ ୩୭.୮, ବାଲେଶ୍ଵରରେ ୩୬.୬, କେନ୍ଦୁଝରରେ…
Read More...

ଆଇପିଏଲ ମହାସମର: ଆଜି ଲକ୍ଷ୍ନୌ-ମୁମ୍ବାଇ ଗୁରୁତ୍ବପୂର୍ଣ୍ଣ ଲଢ଼େଇ

ଲକ୍ଷ୍ନୌ : ମଙ୍ଗଳବାର ଚଳିତ ଆଇପିଏଲ୍‌ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳାଯିବ। ନବାବ୍‌ଙ୍କର ଏହି ସହରରେ ଘରୋଇ ଦଳ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ୫ ଥର ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍‌ସର ମୁକାବିଲା କରିବ। ଶେଷ…
Read More...

ଆଜି କର୍ମକ୍ଷେତ୍ରରେ ଏହି ରାଶିଙ୍କୁ ମିଳିପାରେ ବଡ ସଫଳତା: ମଙ୍ଗଳବାର ରାଶିଫଳ

ମେଷ: ଜୀବେ ଦୟା ଧର୍ମଭାବକୁ ଆପଣେଇ ପତିପତ୍ନୀ ଉଭୟେ ଧର୍ମଧ୍ବଜାଧାରୀ ହୋଇପାରନ୍ତି। ଗୃହପାଳିତ ପଶୁମାନଙ୍କୁ ସନ୍ତାନ ସ୍ନେହ ଦେଇ ଆପଣ ଆନନ୍ଦ ଲାଭ କରିପାରନ୍ତି। ଗାୟତ୍ରୀ ପ୍ରେମୀ ହେବେ। ବୃଷ: ହାସ୍ୟମୁଖ ହୋଇପାରନ୍ତି।…
Read More...

ମଇ ୩ରେ ରାୟଗଡ଼ାରେ ରାହୁଲଙ୍କ ଜନସଭା: ପ୍ରଚାର ପାଇଁ ଆସିବେ ପ୍ରିୟଙ୍କା

ଭୁବନେଶ୍ବର : ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ ତା’ର ପ୍ରଚାରକୁ ଜୋରଦାର କରିଛି। କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସିବେ କଂଗ୍ରେସ ନେତା ତଥା ପୂର୍ବତନ ଏଆଇସିସି ସଭାପତି ରାହୁଲ…
Read More...

ମେ’ ୨ୟ ସପ୍ତାହରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ !

କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ବାର୍ଷିକ ମାଟ୍ରିକ ପରୀକ୍ଷାଫଳ ମେ ମାସ ଦ୍ବିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ। ଉତ୍ତର ଖାତା ମୂଲ୍ୟାଙ୍କନ ତ୍ରୁଟି ଯାଞ୍ଚ ଓ ସଂଶୋଧନ ପ୍ରକ୍ରିୟା ଶେଷ…
Read More...

ନନ୍ଦନକାନନରେ ଆତଙ୍କରାଜ: ଦୁଇ ଗିରଫ

ଭୁବନେଶ୍ଵର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆତଙ୍କରାଜ ଘଟଣାରେ ଦୁଇ ଗିରଫ। ଉପନିର୍ଦେଶକଙ୍କ ଅଫିସରେ ପଶି ଦୁଇ ଦୁର୍ବୁତ୍ତ ଭଙ୍ଗାରୁଜ୍ଜା କରି ଗିରଫ ହୋଇଛନ୍ତି। ବିଳମ୍ବିତ ରାତିରେ ନନ୍ଦନକାନନ ପୁଲିସ୍ ଉଭୟଙ୍କୁ ଗିରଫ…
Read More...

ଅଂଶୁଘାତରେ ଆଉ ଜଣେ ମୃତ: ୨ରେ ପହଁଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢିଚାଲିଛି। ସକାଳ ୮ଟାରେ ଦିନ ୧୨ଟାର ଖରା ଅନୁଭୂତ ହେଉଛି। ଜନଜୀବନ ଅସ୍ତବ୍ୟସ୍ତ ହେଉଥିବାବେଳେ ଗ୍ରୀଷ୍ମଜନିତ ଅସୁସ୍ଥତା ଓ ଅଂଶୁଘାତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସୋମବାର…
Read More...

ପହିଲା ଯାଏ ନିସ୍ତାର ନାହିଁ

ଭୁବନେଶ୍ବର : ଉତ୍ତର-ପଶ୍ଚିମ ତଥା ପଶ୍ଚିମା ବାୟୁ ପ୍ରଭାବରେ ସାରା ରାଜ୍ୟ ଅଗ୍ନି ପିଣ୍ଡୁଳାରେ ପରିଣତ ହୋଇଛି। ଏଭଳି ଭୀଷଣ ଗ୍ରୀଷ୍ମପ୍ରବାହ  ସ୍ଥିତି ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ରହିବ ବୋଲି ଭୁବନେଶ୍ବର ପାଣିପାଗ…
Read More...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ କଟକକୁ ରେଡ୍ ଆଲର୍ଟ

ଭୁବନେଶ୍ଵର: ଜଳୁଛି ସାରା ଓଡିଶା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଇ କଟକକୁ ରେଡ୍ ଆଲର୍ଟ ଜାରି କରାଯାଇଥିବାବେଳେ ଭୁବନେଶ୍ଵରକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଗରମ ଏବଂ ଗୁଳୁଗୁଳି ଜନଜୀବନକୁ ପୁରା…
Read More...

ସାଢେ ୧୧ରେ ୪୧ ଟପିଲା: ବାଲେଶ୍ଵର ସବୁଠୁ ଉତ୍ତପ୍ତ

ଭୁବନେଶ୍ଵର: ଜଳୁଛି ସାରା ଓଡିଶା। ସାଢେ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଟପିଛି ପାରଦ। ୪୧.୪ ଡିଗ୍ରୀ ସହ ବାଲେଶ୍ଵର ସବୁଠୁ ଉତ୍ତପ୍ତ ସହର ପାଲଟିଛି। କେନ୍ଦୁଝରରେ ୪୧, ଭୁବନେଶ୍ଵରରେ ୪୦.୪ , ଝାରସୁଗୁଡାରେ ୩୯.୮, ହୀରାକୁଦ ଓ…
Read More...

ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇ ଫେରିଲେ ନଡ୍ଡା

ଭୁବନେଶ୍ଵର: ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ପରେ ଫେରିଛନ୍ତି ନଡ୍ଡା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବ୍ରହ୍ମପୁରରୁ ଭୁବନେଶ୍ଵର ଫେରିଛନ୍ତି। ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ସ୍ଵତନ୍ତ୍ର…
Read More...

ମହୁମାଛି ଆକ୍ରମଣରେ ୩୦ ଛାତ୍ରଛାତ୍ରୀ ଆହତ

କାମାକ୍ଷାନଗର: ଢେଙ୍କାନାଳ କାମାକ୍ଷାନଗରରେ ମହୁମାଛି ଆତଙ୍କ ଦେଖିବାକୁ ମିଳିଛି। ମହୁମାଛି ଆକ୍ରମଣରେ ୩୦ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ବାଲିଗୋରଡସ୍ଥିତ ସାପୁଆ ଡ୍ୟାମ୍ ନିକଟରେ ଛାତ୍ରଛାତ୍ରୀ…
Read More...

ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଆରୋହୀ ମୃତ

ଯାଜପୁର: ଯାଜପୁର ବଡଚଣା ଛକ ନିକଟରେ ଥିବା ଓଭର ବ୍ରିଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁଇ ଜଣ ଯୁବକ ବାଇକରେ କଟକରୁ ଚଣ୍ଡିଖୋଲ…
Read More...

ପୁଲିସ୍ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆ ଗୁରୁତର

ଢେଙ୍କାନାଳ: କୁଖ୍ୟାତ ଅପରାଧୀକୁ ଏନକାଉଣ୍ଟର କଲା କାମାକ୍ଷାନଗର ପୁଲିସ୍। ନିକଟସ୍ଥ ଖୁଣ୍ଟାପୋଷି ଜଙ୍ଗଲରେ ପିଛା କରି କିଙ୍ଗ ଅଫ୍ ଫରେଷ୍ଟ ଗ୍ୟାଙ୍ଗର ସୁବାଷ ଖୁଣ୍ଟିଆକୁ ଏନକାଉଣ୍ଟର ହୋଇଛି। ସୁବାଷର ଗୋଡରେ ଗୁଳି…
Read More...

ସାଢେ ୮ ସୁଦ୍ଧା ତାତି ଛୁଇଁଲା ୩୬ ଡିଗ୍ରୀ

ଭୁବନେଶ୍ଵର: ଜଳୁଛି ସାରା ଓଡିଶା । ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଗରମ ଏବଂ ଗୁଳୁଗୁଳି ଜନଜୀବନକୁ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ସକାଳ ସାଢେ ୮ଟା ସୁଦ୍ଧା ପାରଦ ୩୬ ଡିଗ୍ରୀ…
Read More...

ଏହି ରାଶି ଲୋକଙ୍କର ଆର୍ଥିକ ସ୍ଥିତି ଭଲ ରହିବ: ସୋମବାର ରାଶିଫଳ

ମେଷ: ଆପଣ ଜଣେ କର୍ମଯୋଗୀ ହୋଇଥିବାରୁ ଭାଗ୍ୟକୁ ନିୟନ୍ତ୍ରଣ କରି ସୁଫଳ ପ୍ରାପ୍ତିର ସୂଚନା ପାଇବେ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ପତିପତ୍ନୀଙ୍କ ସଂସାର ପ୍ରେମପୂର୍ଣ୍ଣ ହେବ। ବୃଷ:…
Read More...

ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ: ଦୁଇ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ

ନବରଙ୍ଗପୁର : ଆଦର୍ଶ ନିର୍ବାଚନ ଆଚରଣ ବିଧି ତଥା ସରକାରୀ କର୍ମଚାରୀ ସେବା ଆଚରଣ ନିୟମ ଉଲ୍ଲଂଘନ ଅଭିଯୋଗରେ ନବରଙ୍ଗପୁର ଜିଲାର ଦୁଇ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି। ନିଲମ୍ବନ ପରେ ସେମାନଙ୍କୁ…
Read More...

ଶିମିଳିପାଳର ଆଉ ୩୫ଟି ସ୍ଥାନରେ ବନାଗ୍ନି

ବାରିପଦା : ଶିମିଳିପାଳ ଓ ଏହାର ଚତୁର୍ଦ୍ଦିଗରେ ଥିବା ବନାଞ୍ଚଳରେ ରବିବାର ୩୫ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ ହୋଇଛି। ଏ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ…
Read More...

ନିର୍ବାଚନ ପ୍ରଚାର ପାଇଁ ଟିକିରି ଗସ୍ତ କରିବେ ନବୀନ

ରାୟଗଡ଼ା: ନିର୍ବାଚନ ପ୍ରଚାର ପାଇଁ ମଇ ୪ ତାରିଖରେ ରାୟଗଡ଼ା ଜିଲା ଟିକିରିଠାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ରାୟଗଡ଼ା ନିର୍ବାଚନମଣ୍ଡଳୀ ଅଧୀନ…
Read More...

ମତଦାନ ପାଇଁ ସମୟ ନିର୍ଦ୍ଧାରଣ: ଜାଣନ୍ତୁ କେତେବେଳେ କେଉଁଠି ହେବ ଭୋଟ୍ ?

ଭୁବନେଶ୍ଵର: ପ୍ରକାଶ ପାଇଛି ୬ ଲୋକସଭା କ୍ଷେତ୍ରରେ ନିର୍ବାଚନ ସମୟ। କେନ୍ଦୁଝର , ଢେଙ୍କାନାଳ , କଟକ , ପୁରୀ ଏବଂ ଭୁବନେଶ୍ଵର ସଂସଦୀୟ କ୍ଷେତ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ୍ ହେବ । ଏହି ୫ ଲୋକସଭା…
Read More...

ଆହୁରି ୩ଦିନ କଲବଲ କରିବ ତାତି

ଭୁବନେଶ୍ୱର : ରାଜ୍ୟକୁ ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରୁ ଉଷ୍ଣ ବାୟୁ ପ୍ରବାହ କରୁଛି। ଦିନବେଳା ସାମୁଦ୍ରିକ ପବନ ରାଜ୍ୟ ମଧ୍ୟକୁ ପ୍ରବାହ କରୁନାହିଁ। ଫଳରେ ଉତ୍ତାପ ବୃଦ୍ଧି ପାଉଛି। ଉଷ୍ଣ ଶୁଷ୍କ ବାୟୁ ପ୍ରବାହ ଦ୍ବାରା…
Read More...

ଟ୍ରକକୁ ଧକ୍କା ଦେଲା ପିକଅପ ଭ୍ୟାନ୍, ୮ ମୃତ

ନୂଆଦିଲ୍ଲୀ: ଛତିଶଗଡରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ଧକ୍କା ଦେଲା ପିକଅପ ଭ୍ୟାନ୍। ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବେମେତରା ଜିଲ୍ଲା କଥିଆ ଗାଁ ନିକଟରେ…
Read More...

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ ବିଜ୍ଞପ୍ତି

ନୂଆଦିଲ୍ଲୀ: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏହି ପର୍ଯ୍ୟାୟରେ ସମ୍ବଲପୁର , କେନ୍ଦୁଝର, ଢେଙ୍କାନାଳ, କଟକ , ପୁରୀ , ଭୁବନେଶ୍ଵର ଲୋକସଭା ଆସନ ଓ ଏହା ଅଧିନରେ ଥିବା ୪୨ଟି…
Read More...

ଟ୍ରକ୍-ବସ୍ ଧକ୍କା: ଡ୍ରାଇଭର ଓ ହେଲପର ମୃତ

ସୋନପୁର: ସୋନପୁର-ବଲାଙ୍ଗୀର ରାସ୍ତା ହରିଡଖୋଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବସ୍ ଡ୍ରାଇଭର ଏବଂ ହେଲପରଙ୍କର ମୃତ୍ୟୁ ଘଟିଛି। ମୃତକ ଡମ୍ବରୁଧର…
Read More...

ଟ୍ବିନ୍ ସିଟିକୁ ରେଡ୍ ଆଲର୍ଟ: ସାଢେ ୧୧ ସୁଦ୍ଧା ୪୧ ଡିଗ୍ରୀ ଟପିଲା ଭୁବନେଶ୍ଵର

ଭୁବନେଶ୍ଵର: ଜଳୁଛି ସାରା ଓଡିଶା। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସାଢେ ୧୧ ସୁଦ୍ଧା ୪୧ ଡିଗ୍ରୀ ଟପିଛି ରାଜଧାନୀ ଭୁବନେଶ୍ଵରର ତାପମାତ୍ରା। ଭୁବନେଶ୍ଵରରେ ୪୧.୬ , ବାଲେଶ୍ଵର ୪୦.୭,…
Read More...

ବନ୍ଦ ହୋଇଯିବ ହ୍ବାଟ୍ସ ଆପ୍ ?

ନୂଆଦିଲ୍ଲୀ: ହ୍ବାଟ୍ସ ଆପ୍ । ସକାଳୁ ଉଠିବା ମାତ୍ରେ ହେଉ କିମ୍ବା ରାତିରେ ଶୋଇବା ହେଉ , ଆମେ ସଭିଏଁ ଟିକିଏ ହ୍ବାଟ୍ସ ଆପ୍ ଚାଟ୍ ଉପରେ ନଜର ପକାଇଥାଉ। ସାଙ୍ଗସାଥୀଙ୍କ ସହ ଯୋଗାଯୋଗ ରଖିବା ପାଇଁ କିମ୍ବା ଅଫିସ…
Read More...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ

ଛତ୍ରପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ଦାଖଲ କରିବାକୁ ଆସନ୍ତା ୩୦ ତାରିଖରେ ଛତ୍ରପୁର ଆସିବେ। ସେ ହିଞ୍ଜିଳିକାଟୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବାରୁ ନାମାଙ୍କନ ଦାଖଲ କରିବାକୁ ଛତ୍ରପୁର…
Read More...

ପୁରୀରେ ଝାଡ଼ାବାନ୍ତି ଆତଙ୍କ:୩ ମୃତ, ଶତାଧିକ ଆକ୍ରାନ୍ତ , ପହଞ୍ଚିଲା ଡାକ୍ତରୀ ଦଳ

ପୁରୀ: ରଥଯାତ୍ରା ପୂର୍ବରୁ ପର୍ଯ୍ୟଟନ ସହର ପୁରୀରେ ବ୍ୟାପିଛି ଝାଡାବାନ୍ତି। ଦୁଇ ମହିଳାଙ୍କ ସମେତ ତିନିଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ସମ୍ମୁଖ ବରାହୀ ଲେନ୍‌, ଶ୍ୱେତଗଙ୍ଗା ଲେନ୍‌…
Read More...

ଅଭିନେତା ସାହିଲ ଖାନ୍ ଗିରଫ

ମୁମ୍ବାଇ: ମହାଦେବ ବେଟିଂ ଆପ୍ ସ୍କାମ୍ ମାମଲା। ଅଭିନେତା ସାହିଲ ଖାନ୍ ଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ୍। ଛତିଶଗଡରୁ ମୁମ୍ବାଇ ସାଇବର ସେଲ୍ ଏସଟିଏଫ୍ ଦ୍ଵାରା ଗିରଫ କରାଯାଇଛି। ବମ୍ବେ ହାଇକୋର୍ଟ ଆଗୁଆ ଜାମିନ୍ ପାଇଁ…
Read More...

ହେଲିକପ୍ଟରରେ ଝୁଣ୍ଟିପଡ଼ି ମମତା ଆହତ

କଲକାତା : ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ହେଲିକପ୍ଟରରେ ଯାତ୍ରା କରୁଥିବାବେଳେ ଝୁଣ୍ଟିପଡି ଆହତ ହୋଇଛନ୍ତି। ମମତା ଦୁର୍ଗାପୁରରୁ ଆସାନସୋଲ ଯାତ୍ରା…
Read More...

ସୋରେନଙ୍କୁ ମିଳିଲାନି ଅନ୍ତରୀଣ ଜାମିନ

ରାଞ୍ଚି : ଝାଡ଼ଖଣ୍ଡର ପିଏମଏଲଏ (ପ୍ରିଭେନସନ ଅଫ୍‌ ମନି ଲଣ୍ଡରିଂ ଆକ୍ଟ) ଅଦାଲତ ଶନିବାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି। ସୂଚନାଯୋଗ୍ୟ ବଡବାପା ରାଜା…
Read More...

ଆମେରିକାରେ କାର୍‌ ଦୁର୍ଘଟଣା: ୩ ଭାରତୀୟ ମୃତ

ୱାଶିଂଟନ : ଆମେରିକାର ସାଉଥ୍‌ କ୍ୟାରୋଲାଇନା ପ୍ରଦେଶରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣ ଭାରତୀୟ ମହିଳା ପ୍ରାଣ ହରାଇଛନ୍ତି। ଦ୍ରୁତଗତିରେ ଯାଉଥିବା ଏହି ଏସ୍‌ୟୁଭି ଏକ ଉଠାଣି ରାସ୍ତାକୁ ଅତିକ୍ରମ କରିବା ପରେ…
Read More...

ସୁପର ସନଡେରେ ହେବ ଯୁଗଳ ଲଢେଇ

ଅହମ୍ମଦାବାଦ୍‌/ଚେନ୍ନଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୧୭ ରବିବାର ଦୁଇଟି ମ୍ୟାଚ ଖେଳାଯିବ। ଅପରାହ୍ଣ ୩ଟା୩୦ରେ ଅହମ୍ମଦାବାଦ୍‌ରେ ଗୁଜରାଟ ଟାଇଟାନ୍ସ -ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୁ  ଓ ଚେପକ୍‌ରେ…
Read More...

ଆଜି ରାହୁଲଙ୍କ ଗସ୍ତ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ

ସାଲେପୁର: ସୁପର ସନଡେରେ ହେବ ସୁପର ସୋ । ଓଡିଶା କଂଗ୍ରେସ ପାଇଁ ପ୍ରଚାରର ଶୁଭ ଦେବେ ରାହୁଲ ଗାନ୍ଧୀ। ଦିନ ୧୧ଟା ୪୦ରେ ରାହୁଲ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ହେଲି କପ୍ଟର ଯୋଗେ ସିଧାସଳଖ ଯିବେ…
Read More...

ଆଜି ଓଡିଶା ଆସୁଛନ୍ତି ଜେ.ପି ନଡ୍ଡା

ଭୁବନେଶ୍ଵର: ଆଜି ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ସେ ୪ଟା ୩୦ରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଏକ ସ୍ଵତନ୍ତ୍ର ବିମାନ ଯୋଗେ ବ୍ରହ୍ମପୁରର ରଙ୍ଗେଇଲୁଣ୍ଡା…
Read More...

ଏହି ରାଶି ବ୍ୟକ୍ତି ମାନଙ୍କର ହେବ ମନୋସ୍କାମନା ପୂର୍ଣ୍ଣ: ସାପ୍ତାହିକ ରାଶିଫଳ

ମେଷ: ରବିବାର ସାବଧାନତା ଅବଲମ୍ବନ କରନ୍ତୁ। ସାମାନ୍ୟ ଆଘାତ ଲାଗିପାରେ। ସୋମବାର ଓ ମଙ୍ଗଳବାର କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିବେ। ଆର୍ଥିକ ଚିନ୍ତା ଦୂରହେବ। ବୁଧବାର ଓ ଗୁରୁବାର ସମ୍ବେଦନଶୀଳ ହେବେ।…
Read More...

ତପ୍ତପାଣି ଘାଟିରେ ଦୁର୍ଘଟଣା: ୧୨ ଆହତ

ଦିଗପହଣ୍ଡି: ଗଞ୍ଜାମ ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା। ଘାଟିରେ ଓଲଟିଲା ନଳକୂପ ଖନନ ଗାଡି । ଏଥିରେ ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏବେବି ଜଣେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।…
Read More...

ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ଵର : ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଆନନ୍ତପୁର ପଞ୍ଚାୟତର ଗର୍ଭବତୀ ମହିଳା ହସ୍ପିଟାଲ ଯିବାପାଇଁ ଆବଶ୍ୟକ ପଡୁଛି ଖଟିଆ।  ଗାଁରେ ରାସ୍ତା ନଥିବାରୁ ସାଧାରଣ ଲୋକେ ନାହିଁ ନଥିବା…
Read More...

ପ୍ରବଳ ଖରା, ପରୀକ୍ଷା ଘୁଞ୍ଚାଅ….

ଭୁବନେଶ୍ଵର: ଅସହ୍ୟ ଖରାରେ ସିଝୁଛି ସାରା ଓଡିଶା। ରାଜ୍ୟର ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ଉପରେ ରହିଛି ପାରଦ। ପ୍ରବଳ ଖରା ପାଇଁ ଯୁକ୍ତ ତିନି ଦ୍ଵିତୀୟ ବର୍ଷ ପରୀକ୍ଷା ଘୁଞ୍ଚାଇବାକୁ ଦାବି ହୋଇଛି। ଆଜି ରମାଦେବୀ ବିଶ୍ଵ…
Read More...

ଗୋଦାମ ଘରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ସମ୍ବଲପୁର : ସମ୍ବଲପୁରର ଅଇଁଠାପାଲି ଛକ ନିକଟରେ ଥିବା ଏକ ଗୋଦାମ ଘରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ରଞ୍ଜିତ ସାହୁ ବୋଲି ଜଣାପଡିଛି। ରଞ୍ଜିତ୍ ଅଇଁଠାପାଲି ଅଞ୍ଚଳରେ ରହୁଥିବା…
Read More...

ଗଣତି ହେବନି ଭିଭିପାଟ୍‌ ସ୍ଲିପ୍ , ଇଭିଏମ ଦ୍ଵାରା ହିଁ ନିର୍ବାଚନ ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭିଭିପାଟକୁ ନେଇ ସୁପ୍ରିମକୋର୍ଟ ବଡ ରାୟ ଦେଇଛନ୍ତି। ଭିଭିପାଟ ଯାଞ୍ଚ ନେଇ ସମସ୍ତ ଆବେଦନ ଖାରଜ ହୋଇଛି। ବାଲାଟ୍ ପେପରରେ ମତଦାନ ଆବେଦନ ମଧ୍ୟ ଖାରଜ କରାଯାଇଛି। ଇଭିଏମ ଦ୍ଵାରା ହିଁ ନିର୍ବାଚନ ହେବ ବୋଲି…
Read More...

ମେ’ ୨୦ରେ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍: ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ଵର: ଓଡିଶାରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ୫ ସଂସଦୀୟ କ୍ଷେତ୍ର ବରଗଡ, ସୁନ୍ଦରଗଡ,…
Read More...

ସା​‌ଢେ ୮ଟା ସୁଦ୍ଧା ୩୬ ଟପିଲା: ୩୬.୨ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ

ଭୁବନେଶ୍ଵର: ସକାଳୁ ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ଅସହ୍ୟ ତାତି ଅନୁଭୂତ ହେଲାଣି। ସାଢେ ୮ଟା ସୁଦ୍ଧା ୩୬ ଡିଗ୍ରୀ ଟପିଲାଣି ପାରଦ। ୩୬.୨ ଡିଗ୍ରୀ ସହ ଭବାନୀପାଟଣା ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି। କେନ୍ଦୁଝରରେ…
Read More...

ମେଟ୍ରୋ ପାଇଁ ଜନପଥରେ ସର୍ଭେ

ଭୁବନେଶ୍ଵର: ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସର୍ଭେ ଆରମ୍ଭ ହୋଇଛି। ବାଣୀ ବିହାରରୁ ଶିଶୁଭବନ ଛକ ତଥା ଜନପଥରେ ସର୍ଭେ ଜାରି ରହିଛି। ଭୁବନେଶ୍ଵର ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍ ଦ୍ଵାରା  ଜନପଥରେ ପ୍ରସ୍ତାବିତ ୪…
Read More...

ଟ୍ରକ୍‌ ଧକ୍କାରେ ଚାଲିଗଲା ୩ ବାଇକ୍ ଆରୋହୀଙ୍କ ଜୀବନ

ସୁନ୍ଦରଗଡ: ବାଇକକୁ ପଛ ପଟୁ ଧକ୍କା ଦେଲା ଟ୍ରକ୍ , ଚାଲିଗଲା ୩ ଜଣଙ୍କ ଜୀବନ। ସୁନ୍ଦରଗଡ ଜିଲ୍ଲା ଭସ୍ମା ଥାନା ଦର୍ଲିପାଲି ଏନଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ଟ୍ରକ ଧକ୍କାରେ ୩…
Read More...

ଆଉ ୪ ଦିନ ଅସମ୍ଭାଳ ତାତି

ଭୁବନେଶ୍ବର : ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଲୋକେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆଗକୁ ଆହୁରି ବଢ଼ିବ ତାପମାତ୍ରା ଏବଂ…
Read More...

ଲୋକସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ: ରାହୁଲ ଗାନ୍ଧୀ , ହେମାମାଳିନୀ ଓ ଅରୁଣ ଗୋଭିଲଙ୍କ ପାଇଁ ପଡିବ ଭୋଟ୍

ନୂଆଦିଲ୍ଲୀ: ଦେଶ ଦେଉଛି ଭୋଟ୍। ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ୧୩ଟି ରାଜ୍ୟର ୮୮ ଲୋକସଭା ଆସନରେ ଭୋଟ୍ ଗ୍ରହଣ ଜାରି ରହିଛି। ତେବେ କର୍ଣ୍ଣାଟକର ୧୪ଟି, ରାଜସ୍ଥାନର ୧୩, ଉତ୍ତରପ୍ରଦେଶର ୮ ,…
Read More...

ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ବର : ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ମତଦାନ ନିମନ୍ତେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି (ଶୁକ୍ରବାର) ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ୫ ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୩୫ ବିଧାନସଭା…
Read More...

ଜାଣନ୍ତୁ ଆଜି ରାଶି ଅନୁସାରେ କେମିତି ରହିବ ଆର୍ଥିକ ସ୍ଥିତି: ଶୁକ୍ରବାର ରାଶିଫଳ

ମେଷ: ଭାବ ପ୍ରବଣତା ଓ ନିକୃଷ୍ଟ ସଙ୍ଗ ପରିତ୍ୟାଗ କରିବାକୁ ପଡ଼ିବ। ପରିସ୍ଥିତିରେ ପଡ଼ିଲେ ବି ଯେପରି ନୈତିକ ମୂଲ୍ୟବୋଧର ଅଧପତନ ନ ଘଟେ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ସୁସ୍ଥ ଜୀବନ ବିତାଇବେ। ବୃଷ: ଆଜି ଦିନଟି…
Read More...

ମାଆ, ପୁଅକୁ ବୀଭତ୍ସ ହତ୍ୟା

କୁଚିଣ୍ଡା: ମାଆ ଏବଂ ପୁଅକୁ ବୀଭତ୍ସ ହତ୍ୟା। ସମ୍ବଲପୁର ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ପଶି ମାଆ ସହ ଦେଢ ବର୍ଷର ପୁଅକୁ ହତ୍ୟା କରାଯାଇଛି। ଭାଈ ବୋହୂ ସହ ପୁତୁରାକୁ ଟାଙ୍ଗିଆରେ ହାଣି ମାରିଛି ଦେଢଶୂର।…
Read More...

ଭୂସ୍ଖଳନରେ ଧୋଇ ହୋଇଗଲା ଭାରତ-ଚୀନ ସୀମାନ୍ତ ରାସ୍ତା

ନୂଆଦିଲ୍ଲୀ: ଅରୁଣାଞ୍ଚଳ ପ୍ରଦେଶରେ ବଡଧରଣର ଭୂସ୍ଖଳନ ହୋଇଛି। ଗତ କିଛି ଦିନ ହେବ ଏହି ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଥିଲା। ଭୂସ୍ଫଳନ ଯୋଗୁଁ ଭାରତ-ଚୀନ୍‌ ସୀମାନ୍ତ ରାସ୍ତା ଧୋଇ ହୋଇଯାଇଛି। ଚୀନ ସୀମାବର୍ତ୍ତୀ…
Read More...

ସାଢେ ୧୧ ସୁଦ୍ଧା ୪୧.୧ ଡିଗ୍ରୀ ସହ ଭୁବନେଶ୍ଵର ସବୁଠୁ ଉତ୍ତପ୍ତ

ଭୁବନେଶ୍ଵର: ସକାଳୁ ଅସହ୍ୟ ତାତି ଅନୁଭୂତ ହେଲାଣି। ସାଢେ ୧୧ଟା ସୁଦ୍ଧା ୪୧.୧ ଡିଗ୍ରୀ ସହ ଭୁବନେଶ୍ଵର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ବାଲେଶ୍ଵର ଓ ଚାନ୍ଦବାଲିରେ ତାପମାତ୍ରା ୪୧ ଡିଗ୍ରୀ, ଝାରସୁଗୁଡା ୪୦.୪,…
Read More...

ପିକଅପ୍ ଭ୍ୟାନରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ

ମୋହନା: ମୋହନା ପୁଲିସକୁ ବଡ ସଫଳତା ମିଳିଛି। ସୋର କମଳାପୁର ଗେଟ୍ ନିକଟରୁ ପୁଲିସ୍ ୧୦ କ୍ଵିଣ୍ଟାଲର ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ତେବେ ନାକା ଗେଟ୍ ରେ ପୁଲିସ୍ ଯାଞ୍ଚ କରୁଥିବାବେଳେ ଏକ ପିକଅପ…
Read More...

ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ପୋଡି ହୋଇ ସ୍ଵାମୀ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଗାଁରେ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡି ହୋଇ ଦମ୍ପତ୍ତି ଗୁରୁତର ହୋଇଛନ୍ତି। ଗତ କିଛି ଦିନ ହେବ ସଞ୍ଜୟ ହୋ ଏବଂ ତାଙ୍କ ପତ୍ନୀ ସସ୍ମିତାଙ୍କ ମଧ୍ୟରେ…
Read More...

ସରିଲା ପ୍ରଚାର: ଶୁକ୍ରବାର ଦ୍ଵିତୀୟ ପର୍ଯ୍ୟାୟ ମତଦାନ

ନୂଆଦିଲ୍ଲୀ : ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ଆସନ୍ତା ୨୬ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ କରାଯିବ। ଏହି ପରିପ୍ରେକ୍ଷୀରେ ବୁଧବାର ସନ୍ଧ୍ୟା ସୁଦ୍ଧା ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୨ ରାଜ୍ୟ ଓ…
Read More...

ମହୁମାଛି ଆକ୍ରମଣରେ ୪୦ ସ୍କୁଲ ଛାତ୍ର ଆହତ

ଆଗ୍ରା : ଉତ୍ତର ପ୍ରଦେଶ ଆଗ୍ରା ଜିଲା ଅନ୍ତର୍ଗତ ବାହ ଗାଁରେ ମହୁମାଛି ଆକ୍ରମଣରେ ୪୦ ଜଣ ସ୍କୁଲ ଛାତ୍ର ଆହତ ହୋଇଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ହୋଇପଡିଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି…
Read More...

ସାଢେ ୮ରେ ୩୬ ଡିଗ୍ରୀ ଛୁଇଁଲା: ବାଲେଶ୍ଵର ଓ ଅନୁଗୁଳ ସବୁଠୁ ଉତ୍ତପ୍ତ

ଭୁବନେଶ୍ଵର: ସକାଳୁ ଅସହ୍ୟ ତାତି ଅନୁଭୂତ ହେଲାଣି। ସାଢେ ୮ଟା ସୁଦ୍ଧା ପାରଦ ୩୬ ଡିଗ୍ରୀ ଛୁଇଁଲାଣି। ୩୬ ଡିଗ୍ରୀ ସହ ଆଜି ବାଲେଶ୍ଵର ଓ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ତାଳଚେରରେ ୩୫.୨, ବାରିପଦା ଓ…
Read More...

ଆଜି ଏହି ରାଶିଙ୍କର ଚମକିବ ଭାଗ୍ୟ: ଗୁରୁବାର ରାଶିଫଳ

ମେଷ: ଜଣେ ଆଗ ଧାଡ଼ିର ବ୍ୟକ୍ତି ଭାବେ ଆଜି ଯାହା ଆପଣ ଅଙ୍ଗ ନିଭାଇବେ; ତାହା ଆପଣଙ୍କର ଏକ ଅଭୁଲା ଅନୁଭୂତି ହେବ। ସେବା ଭାବନାରେ ଉନ୍ମୁଖ ହୋଇ ସାମାଜିକ ଆଦର ଲାଭ କରିବେ। ବୃଷ: ଆଶା କରି ନିରାଶା ହୋଇପାରନ୍ତି। ସୀମିତ…
Read More...

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଟଳିଲେ ଦୁଇ ମାଓବାଦୀ

ବୌଦ୍ଧ: ବୌଦ୍ଧରେ ବଡଧରଣର କମ୍ବିଂ ହୋଇଛି। କଣ୍ଟାମାଳ ଥାନା ପଢେଲ ଡ୍ୟାମ୍ ନିକଟ ଜଙ୍ଗଲରେ ଏନକାଉଣ୍ଟର ହୋଇଛି। ଏଥିରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ପଢେଲ ଡ୍ୟାମ୍ ନିକଟରେ ଦୀର୍ଘ ୧ ଘଣ୍ଟାରୁ ଅଧିକ…
Read More...

ଜେଇଇ ମେନ ରେଜଲ୍ଟ ପ୍ରକାଶ: ୫୬ ଜଣ ପରୀକ୍ଷାର୍ଥୀ ରଖିଛନ୍ତି ଶହେ ପ୍ରତିଶତ ନମ୍ବର

ନୂଆଦିଲ୍ଲୀ: ଜେଇଇ ମେନ ସେସନ୍-୨ ରେଜଲ୍ଟ ପ୍ରକାଶ ପାଇଛି। ଏନଟିଏ ପକ୍ଷରୁ ଜେଇଇ ମେନ୍ ଫଳ ପ୍ରକାଶ ପାଇଛି। ଜେଇଇ ମେନ୍ ଡଟ୍ ଏନଟିଏ ଡଟ୍ ଏସି ଡଟ୍ ଇନ୍ ରେ ରେଜଲ୍ଟ ଉପଲବ୍ଧ ରହିଛି। ଆପ୍ଲିକେସନ ନମ୍ବର, ପାସୱାର୍ଡ ଏବଂ…
Read More...

ଆଗାମୀ ୫ଦିନ ରାଜ୍ୟରେ ଆହୁରି ବଢିବ ତାତି

ଭୁବନେଶ୍ଵର: ରାଜ୍ୟରେ ତାତିରୁ ମିଳିବନି ନିସ୍ତାର। ଆଗାମୀ ୫ଦିନ ରାଜ୍ୟରେ ତାତି ଆହୁରି ବଢିବ । ୨୭ ଏବଂ ୨୮ ତାରିଖ ବେଳକୁ ମୟୁରଭଞ୍ଜ, ବୌଦ୍ଧ, ଖୋର୍ଦ୍ଧା, ଜଗତସିଂହପୁର, ସୁବର୍ଣ୍ଣପୁର , ନୂଆପଡା, କେନ୍ଦୁଝର ,…
Read More...

ଟ୍ରକକୁ ପିଟିଲା ଟ୍ରକ୍‌: ହେଲପର ମୃତ

ବାଲୁଗାଁ : ଟ୍ରକକୁ ପଛରୁ ପିଟିଲା ଆଉ ଏକ ଟ୍ରକ, ହେଲପର ମୃତ। ବାଲୁଗାଁ ୧୬ନଂ ଜାତୀୟ ରାଜପଥ ବାଣପୁର ଥାନା ବେଲପଡା ଛକରେ ଏହି ଦୁର୍ଘଟଣା ଘଟିଛି। ରାସ୍ତାରେ ଏକ ଟ୍ରକ ଛିଡା ହୋଇଥିବାବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ…
Read More...

ପୁଣି ତୃତୀୟଥର ପାଇଁ ମହାକାଶକୁ ଯାତ୍ରା କରିବେ ସୁନିତା

ଫ୍ଲୋରିଡା : ଆମେରିକୀୟ ମହାକାଶ ସଂସ୍ଥା ନାସାର ବରିଷ୍ଠ ମହାକାଶଚାରୀ ସୁନିତା ୱିଲିୟମ୍‌ସ ଆସନ୍ତା ମେ‘ ୬ରେ ପୁଣି ମହାକାଶକୁ ଯାତ୍ରା କରିବେ। ଏଥିପାଇଁ ସେ ବର୍ତ୍ତମାନ ତାଲିମ ନେଉଛନ୍ତି। ଭାରତୀୟ ବଂଶୋଦ୍ଭବ ୫୯…
Read More...

ମେ’ ୬ରୁ ଓଜେଇଇ: ଏପ୍ରିଲ ୨୭ରୁ ଡାଉନ୍‌ଲୋଡ କରିପାରିବେ ଆଡମିଟ୍‌ କାର୍ଡ

ଭୁବନେଶ୍ବର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ମେ’ ୬ରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ତିନୋଟି ସିଫ୍ଟରେ ରାଜ୍ୟ ଭିତରେ ୩୦ଟି ଓ ପଶ୍ଚିମବଙ୍ଗ, ବିହାର ଏବଂ ଝାଡଖଣ୍ଡରେ ୩ଟି କେନ୍ଦ୍ରରେ…
Read More...

ଆଜି ଓଡିଶା ଆସୁଛନ୍ତି ଅମିତ ଶାହା: ସୋନପୁରରେ ଫୁଙ୍କିବେ ନିର୍ବାଚନୀ ବିଗୁଲ

ଭୁବନେଶ୍ବର : ନିର୍ବାଚନ ପାଇଁ ସରଗରମ ହେଲାଣି ରାଜନୀତି। କମ୍ପିଲାଣି ପ୍ରଚାର ମଇଦାନ। ଗୁରୁବାରଠାରୁ ବିଜେପିର ପ୍ରଚାର ଅଭିଯାନ ଜୋରଦାର ହେବ। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅପରାହ୍ଣ ସାଢ଼େ ୩ଟାରେ…
Read More...

ଏସସିବିରୁ ଧରାହେଲେ ୪ ରକ୍ତ ଦଲାଲ

କଟକ : ରକ୍ତ ଯୋଗାଇବା ଆଳରେ ରୋଗୀ ଏବଂ ସମ୍ପର୍କୀୟଙ୍କଠାରୁ ଟଙ୍କା ଠକି ନେଉଥିବା ୪ଜଣ ଦଲାଲଙ୍କୁ ମଙ୍ଗଳବାର ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବିଡାନାସୀ ନୂଆସାହିର ନିଖିଲ ସେନାପତି, ଆଠଗଡ଼ କରିକମଳର ନେତାଜୀ…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ନିଆଁ ଲଗାଇଲେ ଦୁର୍ବୁତ୍ତ

ନିଆଳି: ନିଆଳି ତାମ୍ପଡା ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। କିଛି ଦୁର୍ବୁତ୍ତ ଗାଁରେ ଜଣଙ୍କ ଘର କାନ୍ଥ ଭାଙ୍ଗି ପଶିବା ପରେ ଘରେ ନିଆଁ ଲଗାଇଦେଇଛନ୍ତି। ନିଆଁରେ ଆସବାବପତ୍ର ଜଳିଯିବା ସହ ୪ ବଖରା ଘର ଜଳି ପୋଡି…
Read More...

୪୬ଡିଗ୍ରୀ ଟପିବ ପାରଦ: ସତର୍କ ରହିବାକୁ ଏସଆରସିଙ୍କ ନିର୍ଦେଶ

ଭୁବନେଶ୍ବର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁଁ ସ୍ବାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଆଗକୁ ଆହୁରି ତାତି ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମାସ ଶେଷ ବେଳକୁ ତାପମାତ୍ରା ୪୫…
Read More...

କାରରୁ ୩୦ ଲକ୍ଷ ଟଙ୍କା ଜବତ

ମାଲକାନଗିରି: ଓଡିଶା ଛତିଶଗଡ ସୀମା ମାଲକାନଗିରି ଚାଲାଣଗୁଡାରୁ ଜବତ ହୋଇଛି ୩୦ ଲକ୍ଷ ଟଙ୍କା । ନିର୍ବାଚନ ନେଇ ମଙ୍ଗଳବାର ସୀମାରେ ହାଇ ଆଲର୍ଟ ଜାରି କରାଯାଇଥିବାବେଳେ ଏତେ ପରିମାଣର ଟଙ୍କା ଧରାପଡିଛି । ଛତିଶଗଡରୁ…
Read More...

ଆଜି ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ ନବୀନ

ଭୁବନେଶ୍ବର : ନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ହିଞ୍ଜିଳି ବିଧାନସଭା ଆସନରୁ ନବୀନ ପ୍ରଚାର ଆରମ୍ଭ କରିବେ। ୨୦୧୯ ଭଳି ଏଥର ମଧ୍ୟ ନବୀନ ଦୁଇଟି…
Read More...

ପୁଅର ଜୀବନ ବଞ୍ଚାଇବାକୁ ସାର୍କ ସହ ବି ଲଢ଼ିଗଲେ…

ନୂଆଦିଲ୍ଲୀ: ପିଲାମାନଙ୍କ ସୁରକ୍ଷା ପାଇଁ ଯେକୌଣସି ବିପଦକୁ ଭ୍ରୂକ୍ଷେପ କରନ୍ତି ନାହିଁ ମା’, ବାପା। ଏହାର ଏକ ଉଦାହରଣ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଜଣେ ବାପା ବିଶାଳକାୟ ଗ୍ରେଟ୍‌ ହ୍ବାଇଟ ସାର୍କ…
Read More...

ଏହି ରାଶି ଲୋକଙ୍କର ଆର୍ଥିକ ସ୍ଥିତି ଭଲ ରହିବ: ବୁଧବାର ରାଶିଫଳ

ମେଷ: ଧର୍ମ ହିଁ ଜୀବନର ଆଧାର। ଧାର୍ମିକ ଚେତନାରେ ସାମାଜିକ ଏକତା ସମ୍ଭବ ହେବ। ଅସୂର୍ଯ୍ୟସ୍ପର୍ଶା ପତ୍ନୀଙ୍କ ଉପାସନାର ପ୍ରତୀକ ହେବେ। ଆଜି ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ହେବ। ସମାଜସେବୀ ହେବେ। ବୃଷ:…
Read More...

ମାତ୍ର ୧୦୦ ଟଙ୍କା ପାଇଁ ପୁଅକୁ ହାଣିଲା ବାପା…

କଟକ: କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ଗାଁରେ ଅଭାବନୀୟ ଘଟଣା ଘଟିଛି। ମାତ୍ର ୧୦୦ ଟଙ୍କା ପାଇଁ ପୁଅକୁ ହାଣିଲା ବାପା। ସୂଚନା ମୂତାବକ ସୋମବାର ମାତ୍ର ୧୦୦ ଟଙ୍କା ପାଇଁ ବାପା ମାନସ ବେହେରା ଏବଂ ତାଙ୍କ ପୁଅ…
Read More...

ଫେଲ ମାରିଲା ବସୁଧା ଯୋଜନା: ପାଣି ପାଇଁ ଡହଳବିକଳ ଲୋକ

ପଟାଙ୍ଗି: ଗ୍ରାମାଞ୍ଚଳ ଗୁଡିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବସୁଧା ଯୋଜନା ମାଧ୍ୟରେ ଘର ଘରକୁ ପାନୀୟ ଜଳ ଯୋଗାଣ ଲାଗି ପାଇପ ଲାଇନ୍ ସଂଯୋଗ କରାଯାଉଛି। ହେଲେ କିଛି…
Read More...

ରୋଜଗାରର ପ୍ରଲୋଭନ ଦେଖାଇ ନାବାଳକ ପୁଅକୁ ଅପହରଣ ଅଭିଯୋଗ

ପାଟଣା : ତୁରୁମୁଙ୍ଗା ଥାନା ରେଙ୍ଗାଳବେଡା ଗାଁରେ ଅଭାବନୀୟ ଘଟଣା ଘଟିଛି।  ଗାଁର ଭରତ ପାତ୍ର ଙ୍କ ୧୭ ବର୍ଷ ର ନାବାଳକ ପୁଅ କୁ ରୋଜଗାର ଦେବାର ପ୍ରଲୋଭନ ଦେଖାଇ  ଭୁବନେଶ୍ୱର ନେଇ ସେଠାରୁ କୁଆଡେ ନେଇଯାଇଥିବା ନେଇ…
Read More...

ମରଣଯନ୍ତା ପାଲଟିଛି ପୁରୁଣା କଟକ-ସମ୍ବଲପୁର ରାସ୍ତା: ରାସ୍ତାରୋକ ପରେ ଚେତିଲା ପୂର୍ତ୍ତ ବିଭାଗ 

ଆଠଗଡ଼:  ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଓ ପୂର୍ତ୍ତ ବିଭାଗର ଉଦାସିନତା ଯୋଗୁଁ ପୁରୁଣା କଟକ-ସମ୍ବଲପୁର ରାସ୍ତାକାମ ସରିବାର ନାଁ ଧରୁନାହିଁ। ଦୀର୍ଘଦିନ ହେଲା ଏହି ରାସ୍ତା ଖୋଳାଖୋଳି କରି କାମ ଶେଷ କରାଯାଉନଥିବା…
Read More...

ଆସିଲା ଏସି ହେଲମେଟ୍: ଗରମରୁ ଦେବ ମୁକ୍ତି, ଜାଣନ୍ତୁ କେତେ ରହିଛି ଦାମ୍….

ନୂଆଦିଲ୍ଲୀ: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଗରମ ଆଉ ଗୁଳୁଗୁଳି ପୁରା ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଖରାଦିନେ ବାଇକ୍ ଚଲାଇ ଦୂର ସ୍ଥାନକୁ ଯାତ୍ରା କରିବା ସତରେ ବହୁ କଷ୍ଟଦାୟକ…
Read More...