www.samajalive.in
Saturday, December 6, 2025
14.1 C
Bhubaneswar

ମତଦାନ ପାଇଁ ସମୟ ନିର୍ଦ୍ଧାରଣ: ଜାଣନ୍ତୁ କେତେବେଳେ କେଉଁଠି ହେବ ଭୋଟ୍ ?

ଭୁବନେଶ୍ଵର: ପ୍ରକାଶ ପାଇଛି ୬ ଲୋକସଭା କ୍ଷେତ୍ରରେ ନିର୍ବାଚନ ସମୟ। କେନ୍ଦୁଝର , ଢେଙ୍କାନାଳ , କଟକ , ପୁରୀ ଏବଂ ଭୁବନେଶ୍ଵର ସଂସଦୀୟ କ୍ଷେତ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ୍ ହେବ । ଏହି ୫ ଲୋକସଭା କ୍ଷେତ୍ର ଓ ଏହାର ଅନ୍ତର୍ଭୁକ୍ତ ସମସ୍ତ ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୬ଯା ଯାଏଁ ମତଦାନ ସାବ୍ୟସ୍ତ କରିବେ ଭୋଟର। ତେବେ ସମ୍ବଲପୁର ଲୋକସଭା କ୍ଷେତ୍ରର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ କିଛିଟା ସମୟ ପରିବର୍ତ୍ତନ ରହିଛି। କୁଚିଣ୍ଡା, ରେଢାଖୋଳରେ ସକାଳ ୭ଟାରୁ ୪ଟା ଯାଏଁ ଭୋଟିଂର ସମୟ ନିର୍ଦ୍ଧାରଣ କରାଯାଇଛି। ସେହିପରି ଦେବଗଡରେ ସକାଳ ୭ଟାରୁ ଅପରାହ୍ନ ୫ଟା ଯାଏଁ ଭୋଟ ଦେଇହେବ । ରେଙ୍ଗାଲି, ସମ୍ବଲପୁର, ଛେଣ୍ଡିପଦା , ଆଠମଲ୍ଲିକରେ  ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ୍ ଗ୍ରହଣ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories