ଯୁବକକୁ ସଂଘବଦ୍ଧ ଆକ୍ରମଣ ଘଟଣା: ଗିରଫଦାରୀ ସଂଖ୍ୟା ୭କୁ ବୃଦ୍ଧି 

ଗୋପାଳପୁର:  ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଗାଁରେ ଗତ ମାର୍ଚ୍ଚ ୧୫ ତାରିଖରେ ଘଟିଥିବା ସଂଘବଦ୍ଧ ଆକ୍ରମଣ ଘଟଣା ରେ ଜଡ଼ିତ ଥିବା  ଆଉ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।  ଘଟଣାରେ ଗିରଫଦାରୀ…
Read More...

୩ଦିନିଆ ପାକିସ୍ତାନ ଗସ୍ତରେ ଇରାନ ରାଷ୍ଟ୍ରପତି

ଇସଲାମାବାଦ : ଇସ୍ରାଏଲ ସହିତ ଯୁଦ୍ଧ ଉତ୍ତେଜନା ଲାଗି ରହିଥିବାବେଳେ ଇରାନ ରାଷ୍ଟ୍ରପତି ଇବ୍ରାହିମ୍ ରୈସି ସୋମବାରଠାରୁ ୩ ଦିନିଆ ପାକିସ୍ତାନ ଗସ୍ତ କରିଛନ୍ତି। ରୈସିଙ୍କ ସହିତ ତାଙ୍କ ପତ୍ନୀ ଓ ଉଚ୍ଚସ୍ତରୀୟ ପ୍ରତିନିଧି…
Read More...

ଆମେରିକାରେ ଦୁର୍ଘଟଣା: ଦୁଇ ଭାରତୀୟ ଛାତ୍ର ମୃତ

ୱାଶିଂଟନ : ଆମେରିକାର ଦକ୍ଷିଣ-ପଶ୍ଚିମ ଆରିଜୋନା ପ୍ରଦେଶର ଫୋନିକ୍ସ ସହରରେ ହୋଇଥିବା ଏକ କାର୍ ଦୁର୍ଘଟଣାରେ ଦୁଇଜଣ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି। ମୃତ ଦୁଇ ଛାତ୍ର ହେଉଛନ୍ତି ମୁକ୍କା ନିଭେସ ଓ ଗୌତମ ପାର୍ସ।…
Read More...

ଆଇପିଏଲ ଟକ୍କର: ଆଜି ଚେନ୍ନାଇ ସୁପରକିଙ୍ଗ୍ସ-ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ମୁକାବିଲା

ଚେନ୍ନଇ : ଚଳିତ ଆଇପିଏଲ୍‌ରେ ୫ ଦିନରେ ଚେନ୍ନଇ ସୁପର କିଙ୍ଗ୍‌ସ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ମଧ୍ୟରେ ମୁକାବିଲା ହେବାକୁ ଯାଉଛି। ଶୁକ୍ରବାର ସିଏସ୍‌କେ ଓ ଲକ୍ଷ୍ନୌ ମଧ୍ୟରେ ମୁକାବିଲା ହୋଇଥିଲା। ମଙ୍ଗଳବାର ଏଠାରେ…
Read More...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କର ହେଲା ବଡ ମହାସ୍ନାନ

ପୁରୀ: ଆଜି ସକାଳୁ ମହାପ୍ରଭୁଙ୍କର ବଡ ମହାସ୍ନାନ କରାଯାଇଛି। ଶ୍ରୀମନ୍ଦିରର ଭିତର କାଠ ନିକଟରେ ରକ୍ତଛିଟା ପଡିବାରୁ ମଙ୍ଗଳ ଆରତୀ ପୂର୍ବରୁ ମହାସ୍ନାନ କରାଯାଇଛି। ଆଜି ସକାଳ ୫ଟା ୨୧ରେ ସିଂହଦ୍ଵାର ଫିଟିବା ପରେ ପ୍ରଥମେ…
Read More...

କମିବ ପାରଦ କିନ୍ତୁ ତାତିରୁ ମିଳିବନି ତ୍ରାହି…

ଭୁବନେଶ୍ଵର: ଆଜି ତାତି କମିଲେ ବି କଲବଲ କରିବ ଗରମ ଓ ଗୁଳୁଗୁଳି। ଆଜି ଓ ଆସନ୍ତାକାଲି(ବୁଧବାର) ଅଧିକାଂଶ ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ଘଟିବ। ପାରଦ ୨ରୁ ୩ ଡିଗ୍ରୀ ଖସିଲେ ବି ଏହା ୪୧ ଡିଗ୍ରୀ ପାଖାପାଖି ରହିବ…
Read More...

ବିଦେଶୀ ଜାହାଜରେ ଶ୍ରମିକଙ୍କ ମୃତଦେହ

ପାରାଦୀପ: ବିଦେଶୀ ଜାହାଜରୁ ମିଳିଲା ଶ୍ରମିକଙ୍କ ମୃତଦେହ। ପାରାଦୀପ ପୋର୍ଟ ଏସକ୍ୟୁ ବର୍ଥରେ ଲାଗିଛି ଜାହାଜ  । ଶ୍ରମିକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ଜାହାଜର ହାଚରେ ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା…
Read More...

୯ ମିନିଟରେ ୫ଥର ଥରିଲା….

ନୂଆଦିଲ୍ଲୀ : ତାଇଓ୍ବାନରେ ପୁଣି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଛି। ୯ ମିନିଟରେ ୫ରୁ ଅଧିକ ଥର ଝଟକା ଲାଗିଛି। ଏଥିରେ ଦୁଇଟି ବଡ କୋଠା ଭାଙ୍ଗିଯାଇଥିବାବେଳେ…
Read More...

ଚର୍ଚ୍ଚାରେ ଅନନ୍ତ-ରାଧିକାଙ୍କ ବିବାହ: କେବେ ଏବଂ କେଉଁଠି ହେବ ଜାଣନ୍ତୁ….

ନୂଆଦିଲ୍ଲୀ: ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଆସନ୍ତା ଜୁଲାଇରେ ଲଣ୍ଡନର ଷ୍ଟୋକ୍‌ ପାର୍କରେ ଆୟୋଜିତ ହେବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଗୁଜରାଟର…
Read More...

ଆଜି କର୍ମକ୍ଷେତ୍ରରେ ଏହି ରାଶିଙ୍କୁ ମିଳିପାରେ ବଡ ସଫଳତା: ମଙ୍ଗଳବାର ରାଶିଫଳ

ମେଷ: ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସେବା କାର୍ଯ୍ୟ ପାଇଁ ସମ୍ମାନିତ…
Read More...

କାର ଚକାରେ କାହିଁକି ଦିଆଯାଏ ନାଇଟ୍ରୋଜେନ୍ ଗ୍ୟାସ୍? କଣ ମିଳେ ଫାଇଦା….

ନୂଆଦିଲ୍ଲୀ: ଏପ୍ରିଲ ମାସ ଶେଷ ହେବାକୁ ଯାଉଛି। ଗ୍ରୀଷ୍ମର ପ୍ରକୋପ ଏତେ ଅଧିକ ରହିଛି ଯେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ଦିନରେ ତାପମାତ୍ରା ପ୍ରାୟ ୩୫ରୁ ୪୦ଡିଗ୍ରୀ ଉପରେ ରହୁଛି। ଯାହା ଏକ ସାଧାରଣ ମନୁଷ୍ୟ…
Read More...

ଆଉଟ୍ ଅଫ୍ ସିଲାବସରୁ ଆସିଲା ପ୍ରଶ୍ନ: ବାତିଲ ହେଲା ପରୀକ୍ଷା

କଟକ: ବାତିଲ ହେଲା ଏଲଏଲବି ଷଷ୍ଠ ସେମିଷ୍ଟାରର ପେପର-୧ ପରୀକ୍ଷା। ମଧୁସୂଦନ ଆଇନ ବିଶ୍ଵ ବିଦ୍ୟାଳୟ ଅଧୀନରେ ଥିବା ୨୮ କଲେଜର ପରୀକ୍ଷା ବାତିଲ ହୋଇଛି। ଆଜି ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଷଷ୍ଠ ସେମିଷ୍ଟର ପରୀକ୍ଷା…
Read More...

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାପା ମୃତ, ପୁଅ ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଳା ସାନଖେମୁଣ୍ଡି ବ୍ଲକ ଆଡପଡା ଗାଁରେ ଅଘଟଣ। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାପାଙ୍କର ମୃତ୍ୟୁ ଘଟିଥିବାବେଳେ ପୁଅ ଗୁରୁତର ହୋଇଛି। ମୃତକ କୋରା ବେହେରା ବୋଲି ଜଣାପଡିଛି। ଆଜି ସକାଳେ କୋରା…
Read More...

ପରିବେଶ ନଷ୍ଟକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ 

ଜି ଉଦୟଗିରି : ଦିନକୁ ଦିନ ଗ୍ରୀଷ୍ଣ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଗରମ ଆଉ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ସାରା ଓଡିଶାବାସୀ। ତାମଧ୍ୟରେ ଜଙ୍ଗଲ ନିଆଁ ବନ ବିଭାଗକୁ ନାକେଦମ କରୁଛି। ଫୁଲବାଣୀ ଓ ଉତ୍ତର…
Read More...

ସାଢେ ୮ଟା ସୁଦ୍ଧା ଭଦ୍ରକ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ଵର: ସକାଳୁ ଅସହ୍ୟ ତାତି ଅନୁଭୂତ ହେଲାଣି। ସାଢେ ୮ଟା ସୁଦ୍ଧା ୩୫.୬ ଡିଗ୍ରୀ ସହ ଭଦ୍ରକ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ବାଲେଶ୍ଵରରେ ୩୫.୪, ଫୁଲବାଣୀ ୩୪.୬ , ଭୁବନେଶ୍ଵରରେ ୩୪.୪ ଡିଗ୍ରୀ, କଟକ ୩୪.୨,…
Read More...

ଷ୍ଟୁଡିଓରେ ବେହୋସ୍ ହେଲେ ଆଙ୍କର…

ନୂଆଦିଲ୍ଲୀ : ଦୂରଦର୍ଶନ ବଙ୍ଗଳା ନ୍ୟୁଜ୍‌ର ଜଣେ ପାଠିକା (ଆଙ୍କର) ଲୋପାମୁଦ୍ରା ସିହ୍ନା ଖବର ପାଠ କରିବାବେଳେ ଅଚେତ ହୋଇପଡିଛନ୍ତି। ଶୁକ୍ରବାର ଲୋପାମୁଦ୍ରା ଦେଶରେ ଗ୍ରୀଷ୍ମ ଲହରି ସମ୍ପର୍କିତ ଖବର ପାଠ କରୁଥିବାବେଳେ…
Read More...

୨୫ରେ ସୁବର୍ଣ୍ଣପୁର ଆସିବେ ଶାହା: ଜନସଭାରେ ସମ୍ବୋଧନ, ଦଳୀୟ କାର୍ଯ୍ୟାଳୟରେ ଦେବେ ମନ୍ତ୍ରଣା

ଭୁବନେଶ୍ବର : ଚଳିତ ମାସ ୨୫ରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ଅପରାହ୍ଣରେ ସୁବର୍ଣ୍ଣପୁରରେ ଜନସଭାକୁ ସମ୍ୱୋଧିତ କରିବେ। ସନ୍ଧ୍ୟାରେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଦଳର ବରିଷ୍ଠ…
Read More...

ଆସନ୍ତା ୨୪ରେ ପ୍ରଚାର ମୈଦାନକୁ ଓହ୍ଲାଇବେ ନବୀନ

ଭୁବନେଶ୍ବର : ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୨୪ ତାରିଖରେ ହିଞ୍ଜିଳି ବିଧାନସଭା ଆସନରୁ ନବୀନ ପ୍ରଚାର ଆରମ୍ଭ କରିବେ। ୨୦୧୯ ଭଳି ଏଥର ମଧ୍ୟ…
Read More...

ଗଛରେ ପିଟି ହେଲା ବୋଲେରୋ: ଡ୍ରାଇଭର ମୃତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଣାଇରେ ମର୍ମନ୍ତୁଦ ଦୁର୍ଘଟଣା। ଗଛରେ ପିଟି ହୋଇ ବୋଲେରୋ ଓଲଟି ପଡିଛି। ଏବଂ ଦୁର୍ଘଟଣାରେ ବୋଲେରୋ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି । ମୃତକ ମହୁଲଡିଆ ଗାଁର ମୁରଲୀ ଧର ସାହୁ ବୋଲି ସୂଚନା…
Read More...

ହଠାତ୍ ଲୋକଙ୍କ ଭିଡ ଉପରେ ମାଡିଗଲା ରେସିଂ କାର୍, ଆଉ ତା ପରେ….

ନୂଆଦିଲ୍ଲୀ:ଏମିତି ବି ଆସେ ମୃତ୍ୟୁ । କାର ରେସିଂ ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ ଜମିଥିଲା। ରେସିଂ କାର୍ ଟି ଟ୍ରାକରେ ଆଖି ପିଛୁଳାକେ ଦୌଡୁଥିବାବେଳେ ଲୋକଙ୍କ କରତାଳିରେ ସମଗ୍ର ଅଞ୍ଚଳ ଫାଟି ପଡୁଥିଲା। ହେଲେ ହଠାତ୍…
Read More...

ଆଜି ସୁପ୍ରିମକୋର୍ଟରେ ମୋକିମଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ପି.ଏସ. ନରସିହ୍ମା ପୀଠରେ ସୋମବାର ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କ ଆବେଦନର ଶୁଣାଣି…
Read More...

ସାମାନ୍ୟ ଆଶ୍ଵସ୍ତି ଦେଲା କାଳବୈଶାଖୀ ବର୍ଷା

ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଶୁକ୍ରବାରଠାରୁ ପାରଦ ସାମାନ୍ୟ ଖସିଥିଲେ ମଧ୍ୟ ସବୁଠି ତାତି ୪୦ଡିଗ୍ରୀ ଡେଇଁଛି। ରବିବାର ରାଜ୍ୟର ସର୍ବାଧିକ ତାପମାତ୍ରା ବାରିପଦାରେ ୪୪.୬ଡିଗ୍ରୀ…
Read More...

ନାକେଦମ କଲାଣି ଜଙ୍ଗଲ ନିଆଁ: ଶିମିଳିପାଳରେ ସ୍ଥିତି ଅଣାୟତ୍ତ

ବାରିପଦା:ରାଜ୍ୟରେ ବଢୁଛି ଜଙ୍ଗଲ ନିଆଁ। ବିରାଟ ବନାଞ୍ଚଳ, ବିରଳ ଜୈବ ମଣ୍ଡଳ ତଥା ମୟୂରଭଞ୍ଜର ଜନଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଲିଭିବା ପରିବର୍ତ୍ତେ ବ୍ୟାପୀ ଚାଲିଛି।…
Read More...

ଆଜି ଆପଣଙ୍କ ଭାଗ୍ୟରେ କଣ ଅଛି: ଜାଣନ୍ତୁ ସୋମବାର ରାଶିଫଳ

ମେଷ: ପଥିତ ପ୍ରଭାବ ସମ୍ପନ୍ନ ହୋଇପାରନ୍ତି। ଶୌର୍ଯ୍ୟଶାଳୀ ହେବେ। ଜିତେନ୍ଦ୍ରୀୟ ହେବେ। ଜଣେ ଉତ୍ତମ ବକ୍ତାଭାବେ ନିଜର ଜନ-ମନ ମୁଗ୍ଧକର ହେବେ। ଦିନ ଭିତରେ ବାରମ୍ବାର ପୋଷାକ ପରିବର୍ତ୍ତନ କରିବେ। ବୃଷ: ସଦାସର୍ବଦା…
Read More...

ଗପସପ ହେଉଥିଲେ ହଠାତ୍ ଭୁଶୁଡି ପଡିଲା: ଅକାଳରେ ଚାଲିଗଲା ୪ ଜୀବନ

ନୂଆଦିଲ୍ଲୀ : ହଠାତ୍ ଭୁଶୁଡିଲା ପାଚେରୀ। ଆଉ ଅକାଳରେ ଚାଲିଗଲା ୪ ଜଣଙ୍କ ଜୀବନ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ହରିୟାଣା ଗୁରୁଗ୍ରାମ ଅର୍ଜୁନ ନଗରରେ। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଏବଂ ଜଣେ ନାବାଳିକା ଥିବା…
Read More...

ସାଢେ ୧୧ରେ ୪୧ ଡିଗ୍ରୀ ଛୁଇଁଲା ତାତି: ଝାରସୁଗୁଡା ଓ କେନ୍ଦୁଝର ସବୁଠୁ ଉତ୍ତପ୍ତ

ଭୁବନେଶ୍ଵର: ଜଳୁଛି ଓଡିଶା। ସାଢେ ୧୧ରେ ୪୧ ଡିଗ୍ରୀ ଛୁଇଁଲା ତାତି । ୪୧ ଡିଗ୍ରୀ ସହ ଝାରସୁଗୁଡା ଓ କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଭୁବନେଶ୍ଵର ୪୦.୭, ବାଲେଶ୍ଵର ୪୦.୧ , ରାଉରକେଲା ୩୯.୬ ଡିଗ୍ରୀ …
Read More...

ଟ୍ରକ୍-ଭ୍ୟାନ୍ ଧକ୍କା: ୯ ମୃତ, ଜଣେ ଗୁରୁତର

ରାଜସ୍ଥାନ: ରାଜସ୍ଥାନ ଝାଲାଓ୍ବାଡରେ ଭ୍ୟାନ୍-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।  ମଧ୍ୟପ୍ରଦେଶର ଖିଲଚିପୁରରୁ ବାହାଘର ସାରି ଫେରୁଥିବାବେଳେ…
Read More...

ପୋଖରୀରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା କମର୍ଦ୍ଦା ଥାନା ବଡ ମନ୍ଦାରୁଣୀ ଗାଁରେ ଅଭାବନୀୟ ଘଟଣା ଘଟିଛି। ଚନ୍ଦନ ପୋଖରୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜାନକୀ ଗୋଚ୍ଛାୟତ ବୋଲି ଜଣାପଡିଛି। ଜାନକୀ ଦୁଇ ଦିନ…
Read More...

ସାଢେ ୮ ସୁଦ୍ଧା ୩୭ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ଵର: ସକାଳୁ ସକାଳୁ ଅସହ୍ୟ ତାତି। ସାଢେ ୮ଟା ସୁଦ୍ଧା ୩୭ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ବଲାଙ୍ଗୀର ୩୫.୪, ଭଦ୍ରକ ୩୫, ଯାଜପୁର ୩୪.୮, ଭବାନୀପାଟଣା ଓ ଝାରସୁଗୁଡା ୩୪.୪ ଡିଗ୍ରୀ,…
Read More...

ପଶ୍ଚିମବଙ୍ଗକୁ ଚାଲାଣ ବେଳେ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଉଦୟପୁର ର ବିଲା ଛକରେ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ ଏକ ପିକଅପ୍ ଭ୍ୟାନ୍ ରେ ଅତି ଦୟନୀୟ ଅବସ୍ଥାରେ ଗୋରୁ ଚାଲାଣ ହେଉଥିବାବେଳେ ସ୍ଥାନୀୟ ଲୋକ ୧୬ଟି ଗୋରୁଙ୍କୁ…
Read More...

ଖରାରୁ ବର୍ତ୍ତିବାକୁ ଟ୍ରାଫିକ୍ ପୁଲିସ ପିନ୍ଧିବେ ଏସି ହେଲମେଟ୍

ଭୁବନେଶ୍ୱର : ଟାଣ ଖରାରୁ ରକ୍ଷା ପାଇବା ପାଇଁ ପୁଲିସ କର୍ମଚାରୀ ପିନ୍ଧିବେ ଏସି ହେଲମେଟ୍‌। ଏହି ହେଲମେଟ ୬ ଘଣ୍ଟା ପର୍ଯ୍ୟନ୍ତ ମୁଣ୍ଡକୁ ଥଣ୍ଡା ରଖିବ। ହେଲମେଟରେ ଲାଗିଛି ଏୟାର କୁଲର ମେସିନ। ବ୍ୟାଟେରି ସହ ସଂଯୋଗ…
Read More...

ନୂଆପଡ଼ାରେ ପୁଣି ବାଘ ଆତଙ୍କ

ନୂଆପଡ଼ା : ନୂଆପଡ଼ା ରେଞ୍ଜ ଧରମବନ୍ଧା ସେକ୍ସନ ପଣ୍ଡରିପାନି ବିଟ୍‌ର ସିଲିଆରି ବାହାରା ଗାଁରେ ବାଘ ଆତଙ୍କ ଦେଖିବାକୁ ମିଳିଛି। ଗାଁର ଗୋକୁଳ ବରିହାଙ୍କ ବଳଦ ନିକଟ ଜଙ୍ଗଲକୁ ଚରିବା ପାଇଁ ଯାଇଥିବାବେଳେ କଲରାପତରିଆ ବାଘ…
Read More...

ବଦଳିଲା ଦୂରଦର୍ଶନ ଲୋଗୋର ରଙ୍ଗ: ନାଲି ବଦଳରେ ଏବେ ଦିଶିବ ଅରେଞ୍ଜ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଇତିମଧ୍ୟରେ ଦୂରଦର୍ଶନ ଲୋଗୋର ରଙ୍ଗକୁ ପରିବର୍ତ୍ତନ କରିଥିବାବେଳେ ଏହାକୁ କେନ୍ଦ୍ରକରି ବିରୋଧୀ ଦଳଗୁଡିକ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି। ପୂର୍ବରୁ ଦୂରଦର୍ଶନ ଲୋଗୋ ଲାଲରଙ୍ଗ ଥିବାବେଳେ…
Read More...

ବନ ବିଭାଗକୁ ନାକେଦମ୍ କଲାଣି ଜଙ୍ଗଲ ନିଆଁ

ଭୁବନେଶ୍ବର : ସାରା ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପାରଦ ୪୫ଡିଗ୍ରୀ ଟପିଛି। ଜଙ୍ଗଲରେ ପଡ଼ିଥିବା ଶୁଖିଲା କାଠପତ୍ରରେ ନିଆଁ ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ; ଉପକୂଳରୁ…
Read More...

ତାତିରୁ ଆଶ୍ଵସ୍ତି ଦେବ କି କାଳବୈଶାଖୀ ବର୍ଷା !

ଭୁବନେଶ୍ଵର: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ଲହରୀ। ଶନିବାର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବୌଦ୍ଧ ଏବଂ ବାରିପଦା। ୩୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା। ଆଜି ପାଇଁ କେନ୍ଦୁଝର, ମୟୁରଭଞ୍ଜ ଏବଂ…
Read More...

ଶରଣାର୍ଥୀ କ୍ୟାମ୍ପରେ ଆକ୍ରମଣ: ୧୪ ମୃତ

ନୂଆଦିଲ୍ଲୀ: ହମାସର ଏକ ଶରଣାର୍ଥୀ କ୍ୟାମ୍ପରେ ଇସ୍ରାଏଲର ଘନ ଘନ ଆକ୍ରମଣ। ଓ୍ବେଷ୍ଟ ବ୍ୟାଙ୍କରେ ଥିବା ଏକ ଶରଣାର୍ଥୀ କ୍ୟାମ୍ପରେ ଆଇଡିଏଫ୍ ଆକ୍ରମଣ କରିଛି। ଆକ୍ରମଣରେ ହମାସର ୧୪ ନାଗରିକଙ୍କର ମୃତ୍ୟୁ ଘଟିଥିବା ସୂଚନା…
Read More...

ସମୁଦ୍ରରେ ଲୀନ ହୋଇଯିବ କି ଚୀନ୍ !

ବେଜିଂ : ଚୀନର ଏକାଧିକ ସହର ୨୧୨୦ ମସିହା ସୁଦ୍ଧା ସମୁଦ୍ରରେ ଲୀନ ହେବା ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ଏହି ଅଞ୍ଚଳରେ ରହୁଥିବା ଚୀନ ଜନସଂଖ୍ୟାର ଏକ ତୃତୀୟାଂଶଙ୍କ ପ୍ରତି ବିପଦ ସୃଷ୍ଟି ହେବାକୁ ଯାଉଛି। ଉପଗ୍ରହ…
Read More...

ଆଜି ଗୁଜରାଟ-ପଞ୍ଜାବ ୨ୟ ଲଢ଼େଇ

ମୁଲାନପୁର : ରବିବାର ପଞ୍ଜାବ କିଙ୍ଗ୍‌ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦୁଇ ଦଳ ଶେଷ ମ୍ୟାଚରେ ପରାଜିତ ହୋଇଥିବାରୁ ବିଜୟଧାରାକୁ ଫେରିବାର ଉଦ୍ୟମ କରିବେ। ପ୍ରଥମ ଚରଣ ମ୍ୟାଚରେ ପଞ୍ଜାବ ବିଜୟୀ…
Read More...

କେମିତି କଟିବ ଏ ସପ୍ତାହ, କଣ ରହିଛି ଆପଣଙ୍କ ଭାଗ୍ୟଫଳ

ମେଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ଯଶ, ମାନ, ଗୌରବ ବୃଦ୍ଧି ହେବ। ବନ୍ଧୁ ମିଳନର ଯୋଗ ସୃଷ୍ଟି ହେବ। ବ୍ୟବସାୟରେ ଲାଭବାନ ହେବେ। ବୁଧବାର ଓ ଗୁରୁବାର ପ୍ରୀତିଲାଭ କରିବେ। ମାଙ୍ଗଳିକ…
Read More...

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା: ୧୫ ଦିନ ହେଲା ସ୍କୁଲରେ ପଡିଛି ତାଲା

ପଟାଙ୍ଗି: କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଳକରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା। ତଳଗଲୁର ପଞ୍ଚାୟତ ୫ଟି ବିଦ୍ୟାଳୟ ସମେତ ସମସ୍ତ ପ୍ରାଥମିକ ବିଦ୍ୟାଳୟ ପ୍ରାୟ ୧୫ ଦିନରୁ ଅଧିକ ସମୟ ହେଲା ବନ୍ଦ ଥିବା ଗ୍ରାମବାସୀମାନେ…
Read More...

ବଜାରକୁ ଆସିଗଲା ଏମିତି ଏସି: ଟାଙ୍ଗିବାକୁ ପଡିବନି, କେମିତି ରଖିବେ, ଜାଣନ୍ତୁ ଦାମ୍…

ନୂଆଦିଲ୍ଲୀ: ଦିନକୁ ଦିନ ଖରାର ପ୍ରକୋପ ବଢିବାରେ ଲାଗିଛି। ଗରମ ଏବଂ ଗୁଳୁଗୁଳି ଜନଜୀବନକୁ ପୁରା ଦୁର୍ବିସହ କରିପକାଇଛି। ଗରମର ମାତ୍ରା ଏତେ ଅଧିକ ରହିଛି ଯେ,  କେବଳ ପଙ୍ଖା ପବନରେ କାମ ଚଳୁନି। ଏପରି ପରିସ୍ଥିତିରେ ଯଦି…
Read More...

ଟ୍ରକ୍-ଟ୍ରାକ୍ଟର ଧକ୍କା: ୪ ମୃତ, ୧୩ ଆହତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମେନପୁରୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରକ୍ ଏବଂ ଟ୍ରାକ୍ଟର ମଧ୍ୟରେ ଧକ୍କା ହୋଇଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।…
Read More...

ଓଡ଼ିଶା ସରକାରଙ୍କଠାରୁ ଡଙ୍ଗା ଦୁର୍ଘଟଣା ସମ୍ପର୍କରେ ରିପୋର୍ଟ ମାଗିଲା ଏନ୍ଏଚ୍ଆରସି

ଝାରସୁଗୁଡା: ଝାରସୁଗୁଡ଼ା ଜିଲା ଲଖନପୁର ମହାନଦୀରେ ଡଙ୍ଗା ବୁଡି ଘଟଣା। ଆଜି ସକାଳୁ ୬ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଶୁକ୍ରବାର ଜଣଙ୍କର ମୃତଦେହ ମିଳିଥିଲା । ଏମାନେ ସମସ୍ତେ ଛତିଶଗଡ଼ର ବାସିନ୍ଦା ବୋଲି…
Read More...

ଆଜି ବସିବ ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକ

ପୁରୀ: ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଏହି ଅବସରରେ ଆଜି ପୁରୀରେ ପ୍ରଥମ ରଥଯାତ୍ରା ସମନ୍ବୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବିଶେଷ କରି ରଥ ନିର୍ମାଣ ପ୍ରସ୍ତୁତି, ରାସ୍ତାଘାଟ, ପାନୀୟ ଜଳ…
Read More...

ସିଙ୍ଗାପୁର ବଜାରରେ ଏଭରେଷ୍ଟ ମସଲା ବିକ୍ରି ନିଷିଦ୍ଧ

ନୂଆଦିଲ୍ଲୀ : ସିଙ୍ଗାପୁର ବଜାରରେ ଭାରତରୁ ଆମଦାନୀ ହେଉଥିବା ପ୍ରସିଦ୍ଧ ମସଲା ଉତ୍ପାଦର ବିକ୍ରି ନିଷିଦ୍ଧ କରାଯାଇଛି। ମସଲାରେ କୀଟନାଶକ ମିଶିଥିବା ଅଭିଯୋଗ କରି ସିଙ୍ଗାପୁର ସରକାର ସ୍ଥାନୀୟ ବଜାରରୁ ଏଭରେଷ୍ଟ ମାଛ…
Read More...

ମେ’ ପହିଲାରୁ ଭିତରକନିକା ବନ୍ଦ

ରାଜନଗର : ଆସନ୍ତା ମେ’ ପହିଲାରୁ ବନ୍ଦ ହେବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ଋତୁ ଆରମ୍ଭ ହୋଇଛି। ନଦୀ ନାଳମାନଙ୍କରେ ଥିବା କୁମ୍ଭୀରମାନେ ବସା ବାନ୍ଧି ଅଣ୍ଡା ଦେବେ। ସେମାନଙ୍କ ମିଳନ ପର୍ବ ଓ ଅଣ୍ଡାଦେବା…
Read More...

ସକାଳୁ ନିଆଁ ବର୍ଷା: ସାଢେ ୮ରେ ୩୫ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ

ଭୁବନେଶ୍ଵର: ଆଜି ବି କଲବଲ କରିବ ତାତି। ସକାଳ ସାଢେ ୮ରେ ୩୫ ଡିଗ୍ରୀ ସହ ଭାବନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ବଲାଙ୍ଗୀରରେ ୩୪.୨, ରାଉରକେଲା ୩୩.୪, କଟକ ୩୩ ଡିଗ୍ରୀ , ବାରିପଦା, କେନ୍ଦୁଝର,…
Read More...

ମହାନଦୀ ଡଙ୍ଗା ବୁଡି ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଝାରସୁଗୁଡା:ଝାରସୁଗୁଡ଼ା ଜିଲା ଲଖନପୁର ମହାନଦୀରେ ଡଙ୍ଗା ବୁଡି ଘଟଣା। ଖୋଜାଖୋଜି ପରେ ଆଜି ସକାଳୁ ଆଉ ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଶୁକ୍ରବାର ଜଣଙ୍କର ମୃତଦେହ ମିଳିଥିଲା। ତେବେ ବର୍ତ୍ତମାନ ମୃତ୍ୟୁସଂଖ୍ୟା ୫କୁ…
Read More...

ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ସ୍ଵାମୀ ଗିରଫ

ଗୁଣୁପୁର: ରାୟଗଡା ଜିଲା ଗୁଣୁପୁର ଥାନା ବାୟାଗୁଡା ଗାଁରେ ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାର ପଦ୍ଦାଫାଶ କରିଛି ଗୁଣୁପୁର ପୁଲିସ । ମୃତ ମହିଳା ସନ୍ତଷି ବାଉରୀ ବୋଲି ଜଣାପଡିଛି। ସ୍ବାମୀ ସୁରେନ୍ଦ୍ର ଶବର…
Read More...

ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଟକ୍କର

ଦିଲ୍ଲୀ : ଆଇପିଏଲ୍ ମହାସମର । ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ରହିଛି।  ଦୁଇ ଦଳ ଶେଷ ମ୍ୟାଚରେ ବିଜୟ ହାସଲ କରିଥିବାରୁ ମ୍ୟାଚ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି।…
Read More...

ଆଜି କର୍ମ​‌କ୍ଷେତ୍ରରେ ଏହି ରାଶିଙ୍କୁ ମିଳିପାରେ ସଫଳତା: ଶନିବାର ରାଶିଫଳ

ମେଷ:କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବ ଅନୁଭବ କରିପାରନ୍ତି। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ତନ୍ତ୍ରମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ପ୍ରବାହିତ ହେବ।…
Read More...

ୟୁକ୍ରେନ ଉପରେ ଋଷର ମିଶାଇଲ ମାଡ଼: ୧୭ ମୃତ

ନୂଆଦିଲ୍ଲୀ: ଋଷ୍ ୟୁକ୍ରେନ୍ ଯୁଦ୍ଧକୁ ଦୁଇ ବର୍ଷ ବିତିଯାଇଛି । ତଥାପି ପରିସ୍ଥିତି ଶାନ୍ତ ପଡିବାର ନାଁ ଧରୁନି। ଆଜି ପୁର୍ନବାର ୟୁକ୍ରେନର ଚେର୍ନିହିଭ୍‌ ସହରରେ ଋଷ ମିଶାଇଲ ମାଡ଼ କରିଛି । ଏଥିରେ ୧୭ ଜଣଙ୍କର ମୃତ୍ୟୁ…
Read More...

ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ: ୩ଦିନ ତଳେ କରିଥିଲେ ଆତ୍ମସମର୍ପଣ

କନ୍ଧମାଳ: ଫୁଲବାଣୀ ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ଫିରିଙ୍ଗିଆ ଡିମିରିଗୁଡା ଗାଁର ଅଭିରାମ ଦିଗାଲ ବୋଲି ଜଣାପଡିଛି। ବୁଧବାର ହଠାତ୍ ଜେଲରେ ଅଭିରାମଙ୍କ ଦେହ ଅସୁସ୍ଥ ହୋଇପଡିଥିଲା।…
Read More...

ଆଜି ମୁମ୍ବଇ ଇଣ୍ଡିଆନ୍ସ-ପଞ୍ଜାବ କିଙ୍ଗସ୍ ଟକ୍କର

ପଞ୍ଜାବ: ଆଇପିଏଲ୍ ମହାସମର। ଆଜି ପଞ୍ଜାବ ମୁଲାନପୁରରେ ମୁମ୍ବଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମୁକାବିଲା ହେବ। ଦୁଇ ଦଳ ବର୍ତ୍ତମାନ ସୁଦ୍ଧା ସମାନ ସ୍ଥିତିରେ ରହିଛନ୍ତି। ଉକ୍ତ ମ୍ୟାଚକୁ ଜିତି ସ୍ଥିତିରେ…
Read More...

ଏମ୍ସରେ ଉନ୍ନତ ଏୟୁଏସ୍‌ ପ୍ରତିରୋପଣ ସେବା ଆରମ୍ଭ

ଭୁବନେଶ୍ବର : ଏମ୍ସ ଭୁବନେଶ୍ବରରେ ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ର ସ୍ଫିଙ୍କ୍ଟର୍ସ (ଏୟୁଏସ) ପ୍ରତିରୋପଣ କରାଯାଇଛି। ୟୁରୋଲୋଜି ବିଭାଗ ଦ୍ବାରା କରାଯାଇଥିବା ଏହି ଅତ୍ୟାଧୁନିକ ପ୍ରତିରୋପଣ ଓଡ଼ିଶାରେ ପ୍ରଥମ।…
Read More...

ଅଙ୍ଗଦାନ କରି ଅମର ହେଲେ ସଂଯୁକ୍ତା

କଟକ :ଏସ୍‌ସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ କାଡାଭରିକ କିଡ୍‌ନୀ ପ୍ରତିରୋପଣ କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ତିଗିରିଆ ଅଞ୍ଚଳର ରାଜୀବ ଦାସଙ୍କ ଶରୀରରେ ଗୋଟିଏ କିଡ୍‌ନୀ ପ୍ରତିରୋପଣ ହୋଇଛି। ଏଥି ସହିତ କଟକ…
Read More...

ଗ୍ରୀଷ୍ମଦାଉରୁ ନିଜକୁ କେମିତି ରଖିବେ ସୁରକ୍ଷିତ?

ଭୁବନେଶ୍ଵର: ଆମ ଦେଶ ଏକ ଗ୍ରୀଷ୍ମ ପ୍ରଧାନ ଦେଶ। ସାଧାରଣତଃ ଖରାଦିନେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇବା ଆମ ଦେଶବାସୀଙ୍କ ପାଇଁ କିଛି ନୂଆକଥା ନୁହେଁ। ମାର୍ଚ୍ଚ ମାସରୁ ଦେଶର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ…
Read More...

ଟ୍ରାଫିକ ନିୟମ ନମାନି ଗଣିଲେ ୧ ଲକ୍ଷ ଜରିମାନା..

ନୂଆଦିଲ୍ଲୀ: ମହିଳାଙ୍କୁ ୧ ଲକ୍ଷ ୩୬ ହଜାର ଜୋରିମାନା ସହ ଗାଡ଼ି ଜବତ କଲା ଟ୍ରାଫିକ ବିଭାଗ । ବେଙ୍ଗାଲୁରୁର ଜଣେ ମହିଳା କ୍ରମାଗତ ଭାବେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବାରୁ ସେଠାକାର ଟ୍ରାଫିକ ବିଭାଗ ତାଙ୍କ ଉପରେ ୧…
Read More...

ଖରା ପାଇଁ ଆଜିଠୁ ୩ଦିନ ସ୍କୁଲ ବନ୍ଦ

ଭୁବନେଶ୍ବର : ଆକାଶରୁ ନିଆଁ ବର୍ଷୁଛି। ୪୦ ଡିଗ୍ରୀ ତାପମାତ୍ରାରେ ଫୁଟୁଛି ସାରା ରାଜ୍ୟ। ୮ଟା ବାଜିଲେ ପଡୁଛି ଟାଣଖରା। ଉପକୂଳରୁ ଦକ୍ଷିଣ ଏବଂ ଉତ୍ତରରୁ ପଶ୍ଚିମ ଓଡ଼ିଶା ସବୁଠି ପ୍ରଚଣ୍ଡ ତାତି। ପୂର୍ବାହ୍ଣ ୧୧ଟା ବେଳକୁ…
Read More...

ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ, ୨୬ରେ ପ୍ରାର୍ଥୀ ପତ୍ର ଯାଞ୍ଚ

ଭୁବନେଶ୍ଵର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠୁ ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ରହିଛି। ଏପ୍ରିଲ ୨୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି।  ମେ ୧୩ ତାରିଖରେ ଭୋଟ୍…
Read More...

କେମିତି କଟିବ ଆଜି ଆପଣଙ୍କ ଦିନ: ଗୁରୁବାର ରାଶିଫଳ

ମେଷ: ନିଜ ବଳାର୍ଜିତ ଧନରେ ଧନୀ ହୋଇପାରନ୍ତି। ଚତୁଷ୍ପଦ ପ୍ରାଣୀ ପାଳନ ସୁଖଦାୟକ ହେବ। ଗୋମାତାଙ୍କ କଲ୍ୟାଣ ଲାଭ କରିପାରନ୍ତି। ଅନ୍ନପାନାଦିରେ ଆତ୍ମତୃପ୍ତି ଲାଭ କରିବେ। ସୁଖ, ଶାନ୍ତି ଲାଭ କରିବେ। ବୃଷ: ସରକାରଙ୍କ…
Read More...

ଏନଡିଏ ନା ଇଣ୍ଡିମେଣ୍ଟ…ଲୋକସଭା ନିର୍ବାଚନ ପୂର୍ବରୁ ଜନମତ ସର୍ଭେକ୍ଷଣ ବଢାଇଲା ଚିନ୍ତା

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ଲାଗି ରଣନୀତି ଆରମ୍ଭ ହୋଇସାରିଛି। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ଥିବାବେଳେ ଜୁନ୍ ୪ ତାରିଖରେ ଫଳ ପ୍ରକାଶ ପାଇବ। ତେବେ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଏବିପି ଏକ ଜନମତ…
Read More...

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ତମ ଶ୍ରାଦ୍ଧ ଦିବସ

ଭୁବନେଶ୍ଵର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୨୭ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ଶଙ୍ଖ ଭବନଠାରେ ବିଜେଡି ନେତା ଅଶୋକ ପଣ୍ଡା, ମୁନ୍ନା ଖାଁ,  ସସ୍ମିତ୍ ପାତ୍ର ଏବଂ ଅନେକ ବିଜେଡି ନେତ୍ରୀ ପ୍ରମୂଖ ଉପସ୍ଥିତ…
Read More...

ଜାଣନ୍ତୁ ରାମ ନବମୀରେ କେମିତି କଟିବ ଆଜି ଆପଣଙ୍କ ଦିନ: ବୁଧବାର ରାଶିଫଳ

ମେଷ: ପ୍ରଥିତ ପ୍ରଭାବସମ୍ପନ୍ନ ହେବେ। ଜିତେନ୍ଦ୍ରୀୟ ହୋଇପାରନ୍ତି। ବୀର୍ଯ୍ୟବାନ୍‌ ଓ ଶୌର୍ଯ୍ୟଶାଳୀ ହେବେ। ଉତ୍ତମ ପ୍ରବକ୍ତା ହେବାର ସୂଚନା ମିଳୁଛି। ବାସଗୃହ ପରିବେଶ ଉତ୍ତମ ମାନର ହେବ। ସୁସ୍ଥ ଜୀବନ ବିତାଇବେ। ବୃଷ:…
Read More...

ମାଓକ୍ୟାମ୍ପ ଠାବ, ବିପୁଳ ମାଓ ସାମଗ୍ରୀ ଜବତ

ରାଉରକେଲା: ରାଉରକେଲା ଝାଡଖଣ୍ଡ ସୀମାନ୍ତ ଗୋଏଲକେରା ଥାନା ଟେନଟୋ ଜଙ୍ଗଲରେ ଠାବ ହୋଇଛି ମାଓ କ୍ୟାମ୍ପ । କୁମ୍ବିଂ ଅପରେସନ୍ ସମୟରେ ଏହି ମାଓକ୍ୟାମ୍ପ  ଠାବ କରାଯାଇଛି।  ବିଷାକ୍ତ ଲେପ ଥିବା ୨୧ ଟି ତାର, ଅଢେଇ କିଲୋର…
Read More...

ସାଢେ ୮ଟା ସୁଦ୍ଧା ୩୪ ଡିଗ୍ରୀ ପାର୍: ୩୪.୮ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ଵର: ସକାଳୁ ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସିଝିଲାଣି ସାରା ରାଜ୍ୟ। ସକାଳ ସା​‌ଢେ ୮ଟାରେ ଅନେକ ସହରର ତାପମାତ୍ରା ୩୪ ଡିଗ୍ରୀ ଟପିଲାଣି । ମଙ୍ଗଳବାର ସକାଳେ ୮ଟା ୩୦ ସୁଦ୍ଧା ଭୁବନେଶ୍ଵରର ତାପମାତ୍ରା ୩୨.୬…
Read More...

ଯାତ୍ରା ଦେଖିବାକୁ ଯିବାବେଳେ ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ଆଠଗଡ: କଟକ ଜିଲ୍ଲା ଆଠଗଡ ଗୁରୁଡିଝାଟିଆ ଥାନା କାଣ୍ଡମୁଗୁରୀ ଗାଁରେ ହାତୀ ଆତଙ୍କ। ଦନ୍ତା ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଟୁବୁରୁ ହନାଗା ବୋଲି ଜଣାପଡିଛି। ଟୁବୁରୁ ମଙ୍ଗଳବାର…
Read More...

ଛତିଶଗଡ଼ରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା : ୨୯ ମାଓବାଦୀ ମୃତ

ମାଲକାନଗିରି : ଛତିଶଗଡ଼ରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଯବାନଙ୍କ ଗୁଳିରେ ପ୍ରାୟ ୨୯ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ମୃତ ମାଓବାଦୀଙ୍କ ମଧ୍ୟରେ ତୁଙ୍ଗ କମାଣ୍ଡର ଶଙ୍କର ରାଓ ସାମିଲ ଥିବା…
Read More...

ଆଇପିଏଲ ମହାସମର: ଆଜି ଦିଲ୍ଲୀ କ୍ୟାପିଟାଲ୍ସ -ଗୁଜରାଟ ଟାଇଟାନ୍ସ ଟକ୍କର

ଅହମ୍ମଦାବାଦ୍‌ : ଆଇପିଏଲ ମହାସମର। ଆଜି ଅହମ୍ମଦାବାଦ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା ରହିଛି।  ଗୁଜରାଟ ଟାଇଟାନ୍ସ ୬ଟି ମ୍ୟାଚରୁ ୩ ଟି ବିଜୟ ଓ ୩ ଟି ପରାଜିତ ହୋଇଥିବାବେଳେ ଦିଲ୍ଲୀ…
Read More...

ସମୁଦ୍ର କୂଳରୁ ନିଖୋଜ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

କୋଣାର୍କ: କୋଣାର୍କ ଅସ୍ତରଙ୍ଗ ଥାନା ଗୁଣ୍ଡଳବା ସମୁଦ୍ର କୂଳରେ ଅଭାବନୀୟ ଘଟଣା ଘଟିଛି। ସମୁଦ୍ର କୂଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଅସ୍ତରଙ୍ଗ ଥାନା ଆଇଁଷିଣିଆ ଗାଁର ହୋଇଥିବା ସୂଚନା ମିଳିଛି। ଯୁବକ…
Read More...

ପବିତ୍ର ରାମନବମୀ: ଅଯୋଧ୍ୟାରେ ଶ୍ରୀ ରାମଲଲାଙ୍କ ହେବ ସୂର୍ଯ୍ୟତିଳକ, ୧୯ ଘଣ୍ଟା ଖୋଲା ରହିବ ମନ୍ଦିର

ଅଯୋଧ୍ୟା : ଆଜି ପବିତ୍ର ରାମ ନବମୀ। ଦେଶବ୍ୟାପୀ ଏହି ପର୍ବକୁ ବେଶ୍ ଧୁମଧାମ ସହକାରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶର ଅଯୋଧ୍ୟାସ୍ଥିତ ରାମ ମନ୍ଦିର ୧୯ ଘଣ୍ଟା ଖୋଲା ରହିବ ବୋଲି ପରିଚାଳନା…
Read More...

କାଳବୈଶାଖୀ ବର୍ଷା: ବଜ୍ରପାତ ନେଲା ୫ ଜୀବନ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ପାଟକୁରାରେ ୩ ଜଣ, ଆଳି ଓ କେନ୍ଦ୍ରାପଡ଼ା ସଦର ଅଞ୍ଚଳରେ ୨ ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ ଗରଦପୁର ବ୍ଲକ…
Read More...

ଆହୁରି ଦୁଇ ଦିନ ପ୍ରବଳ ଖରା: ପାରଦ ୩ ଡିଗ୍ରୀ ବଢିବ

ଭୁବନେଶ୍ବର : ଗ୍ରୀଷ୍ମ ପ୍ରବାହରେ ଆହୁରି ଦୁଇ ଦିନ ଜଳିବ ସାରା ରାଜ୍ୟ। ୧୮ରୁ ୨୦ ତାରିଖ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି। ତାପମାତ୍ରା ଅଧିକାଂଶ ସ୍ଥାନରେ…
Read More...

ସିରିଜ୍ ଦୁର୍ଘଟଣା: ଯୁବକଙ୍କୁ ଧକ୍କା ଦେଇ ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ରକ୍

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ୨୦ନଂ ଜାତୀୟ ରାଜପଥ ଦୁରପଦା ଛକ ନିକଟରେ ସିରିଜ୍ ଦୁର୍ଘଟଣା। ରାସ୍ତା ପାର୍ ହେଉଥିବା ଜଣେ ଯୁବକଙ୍କୁ ଧକ୍କା ଦେଇ ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ଟ୍ରକ୍। ଦୁର୍ଘଟଣାରେ ଦୁଇ ଜଣଙ୍କର…
Read More...

କ୍ରେନ୍-ଅଟୋ ମୁହାଁମୁହିଁ ଧକ୍କା: ୭ ମୃତ, ଜଣେ ଗୁରୁତର

ବିହାର: ପାଟନାରେ କ୍ରେନ-ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ନିଉ ବାଇପାସ୍ କଙ୍କଡବାଗ୍ ଥାନା ଅଞ୍ଚଳରେ ଆଜି ଭୋର୍ ସମୟରେ ଏକ କ୍ରେନ୍ ରେ କାମ ଚାଲୁଥିବାବେଳେ ଦ୍ରୁତ ଗତିରେ ଯାଉଥିବା ଏକ ଅଟୋ ସହ ଧକ୍କା ହୋଇଥିଲା।…
Read More...

ସାବଧାନ୍! ଓଜନ ହ୍ରାସ ଏବଂ ମଧୁମେହ ରୋକିବା ନାଁରେ ମିଳୁଛି ନକଲି ଔଷଧ….

ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତ ବହୁଳ ସମୟରେ ଓଜନ ବୃଦ୍ଧି ଲୋକଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି। ଓଜନ ହ୍ରାସ କରିବାକୁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛି। କିଏ ସକାଳେ ପ୍ରତିଦିନ ବ୍ୟାୟାମ କରୁଛି ତ ଆଉ କିଏ…
Read More...

ଆଇପିଏଲ୍‌ ମହାସମର: ଆଜି ରାଜସ୍ଥାନ-କଲକାତା ଲଢ଼େଇ

କଲକାତା : ମଙ୍ଗଳବାର ଇଡେନ୍‌ ଗାର୍ଡେନ୍‌ସରେ ପଏଣ୍ଟ ଟେବୁଲ୍‌ର ପ୍ରଥମ ୨ଟି ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମୁକାବିଲା ହେବ। ରାଜସ୍ଥାନ ୬ଟିରୁ ୫ଟି ମ୍ୟାଚ୍‌ ଜିତି ଶୀର୍ଷରେ…
Read More...

୨୦୦ କୋଟି ଦାନ କରି ସନ୍ନ୍ୟାସୀ…

ଅହମ୍ମଦାବାଦ : ଗୁଜରାଟର ଜଣେ ଦମ୍ପତି ସନ୍ନ୍ୟାସ ଗ୍ରହଣ କରିବା ଲକ୍ଷ୍ୟରେ ସେମାନଙ୍କର ପ୍ରାୟ ୨୦୦ କୋଟି ଟଙ୍କାର ସମ୍ପତ୍ତିକୁ ସାଧାରଣ ଲୋକଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ଏକ ପ୍ରତିଷ୍ଠିତ…
Read More...

ଜାଣନ୍ତୁ ଆଜି କେଉଁ ରାଶିର ଲୋକ ଅତ୍ୟନ୍ତ ଖୁସିରେ ରହିବେ: ମଙ୍ଗଳବାର ରାଶିଫଳ

ମେଷ: ପ୍ରଥିତ ପ୍ରଭାବସମ୍ପନ୍ନ ହେବେ। ଜିତେନ୍ଦ୍ରୀୟ ହୋଇପାରନ୍ତି। ବୀର୍ଯ୍ୟବାନ୍‌ ଓ ଶୌର୍ଯ୍ୟଶାଳୀ ହେବେ। ଉତ୍ତମ ପ୍ରବକ୍ତା ହେବାର ସୂଚନା ମିଳୁଛି। ବାସଗୃହ ପରିବେଶ ଉତ୍ତମ ମାନର ହେବ। ସୁସ୍ଥ ଜୀବନ ବିତାଇବେ। ବୃଷ:…
Read More...

ସାଢେ ୮ରେ ୩୪ ପାର୍ : ୩୪.୪ ଡିଗ୍ରୀ ସହ ବାଲେଶ୍ଵର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ଵର: ଜଳୁଛି ସାରା ଓଡିଶା। ଆଜି ବି ଅସହ୍ୟ ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ। ଦିନ ସାଢେ ୮ଟାରୁ ଜଳିଲାଣି ଅଧିକାଂଶ ଅଞ୍ଚଳ। ୮ଟା ୩୦ରେ ଭୁବନେଶ୍ଵରରେ ୩୨.୬ ଡିଗ୍ରୀ ରେକର୍ଡ କରାଯାଇଛି। ୩୪.୪ ଡିଗ୍ରୀ ସହ…
Read More...

ସଲମାନ୍ ଖାନଙ୍କ ବାସଭବନକୁ ଗୁଳିମାଡ଼ ଘଟଣା: ଦୁଇ ଅଭିଯୁକ୍ତ ଗିରଫ

ମୁମ୍ବଇ: ବଲିଉଡ୍‌ ତାରକା ସଲମାନ ଖାନ୍‌ଙ୍କ ବାନ୍ଦ୍ରାସ୍ଥିତ ବାସଭବନ ଉପରକୁ ଗୁଳିମାଡ ଘଟଣା।  ପୁଲିସ ସୋମବାର ଲରେନ୍ସ ବି​‌ଷ୍ଣୋଇ ଗ୍ୟାଙ୍ଗ୍‌ର ସାର୍ପସୁଟର ବିଶାଲ ଓରଫ କାଲୁକୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ…
Read More...

ଆଜି ପବିତ୍ର ଅଶୋକାଷ୍ଟମୀ: ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ଵର: ଆଜି ପବିତ୍ର ଅଶୋକାଷ୍ଟମୀ। ଅପରାହ୍ନ ୩ଟା ୩୦ରେ ପ୍ରଭୁ ଲିଙ୍ଗରାଜଙ୍କର ଗଡିବ ରୁକୁଣା ରଥ। ଆସନ୍ତା ୨୦ ତାରିଖରେ ବାହୁଡା ଯାତ୍ରା , ଠାକୁରଙ୍କ ପହଣ୍ଡି ଓ ରଥାରୂଢ ଅପରାହ୍ନ ୧୨ଟା ୩୦ରୁ ଆରମ୍ଭ ହେବ ।…
Read More...

ଏଣିକି ଦୈନିକ ଦୁଇଟି ଶ୍ରେଣୀରେ ପଢାଇବେ ପ୍ରଧାନ ଶିକ୍ଷକ

ଭୁବନେଶ୍ବର :ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟରେ ସବୁ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀ ପାଠ ପଢାଉ ନାହାନ୍ତି। ଅଧିକାଂଶ ବିଦ୍ୟାଳୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।…
Read More...

ଆମ୍ବୁଲାନ୍ସ ଧକ୍କାରେ ଯୁବକ ଗୁରୁତର

ବୌଦ୍ଧ :  ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ର ବାମଣ୍ଡା ଛକ ନିକଟରେ ଆମ୍ବୁଲାନ୍ସ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ସୂଚନା ମୁତାବକ ବୌଦ୍ଧ ବାବୁସାହିର ବିଶ୍ଵାମିତ୍ର ପ୍ରଧାନ ବାଇକ୍ ଯୋଗେ…
Read More...

ଦିନ ୧୧ଟାରୁ ୩ଟା ଖରାରେ ଶ୍ରମିକଙ୍କୁ କାମକରିବା ମନା: ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଗ୍ରୀଷ୍ମ ପ୍ରକୋପ ବଢୁଥିବା ଯୋଗୁଁ ଓଡ଼ିଶା ଏବେ ତତଲା କଢ଼େଇରେ ଭାଜି ହେବା ସଦୃଶ ପରିସ୍ଥିତି ସୃଷ୍ଟି ହେଲାଣି। ଭାରତୀୟ ପାଣିପାଗ ବିଭାଗ ସୂଚନାନୁଯାୟୀ ଆସନ୍ତା ୫ ଦିନ ଯାଏଁ ଓଡ଼ିଶାର ବହୁ ଜିଲାରେ ୪୫…
Read More...

ସାରା ରାଜ୍ୟରେ ନିଆଁ ବର୍ଷା

ଭୁବନେଶ୍ବର : ଉପକୂଳଠୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ନିଆଁ ବର୍ଷା। ଗୁଳୁଗୁଳି ଓ ଝାଞ୍ଜିରେ ଆଉଟୁପାଉଟ ଜନଜୀବନ। ଆସନ୍ତା ୨୦ ତାରିଖ ଯାଏଁ ରାଜ୍ୟରେ ଏପରି ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ସୋମବାର ୧୮ଟି…
Read More...

କ୍ରିପ୍ଟୋ କରେନ୍ସିରେ ବିନିଯୋଗ ନାଁରେ ୧୫ କୋଟି ଠକେଇ : ଦୁଇ ଗିରଫ

ଭୁବନେଶ୍ୱର: କ୍ରିପ୍ଟୋ କରେନ୍ସିରେ ବିନିଯୋଗ ନାଁରେ ୧୫ କୋଟି ଟଙ୍କା ଠକିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ସଂସ୍ଥାର ମୁଖ୍ୟ ସମେତ ୨ ଅଭିଯୁକ୍ତକୁ ଗିରଫ କରିଛି। ସେମାନେ ହେଲେ…
Read More...

ଦୁର୍ଘଟଣାଗ୍ରସ୍ତ ହାଇଓ୍ବାକୁ ଧକ୍କା ଦେଲା ବସ୍ : ଜଣେ ମୃତ, ୨୦ରୁ ଅଧିକ ଯାତ୍ରୀ ଆହତ

ଅନୁଗୁଳ: ଅନୁଗୁଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହାଇଓ୍ବାକୁ ଧକ୍କା ଦେଇଛି। ଏଥିରେ ବସ୍ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା…
Read More...

ମାଲକାନଗିରିରେ ପୁଲିସ୍ ଡିଜି: ମାଓ ମୁକାବିଲା ନେଇ ଆଲୋଚନା

ମାଲକାନଗିରି:ମାଲକାନଗିରିରେ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ ।  ସ୍ଵାଭିମାନ ଅଞ୍ଚଳରେ ମାଓ ମୁକାବିଲା ନେଇ ବିଏସଏଫ୍ ଅଧିକାରୀ ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ, ଏଡିଜି ଅପରେସନ୍ ଏବଂ…
Read More...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଲାଗିଥିବା ରଶିରେ ଫସି ବାଇକ ଚାଳକ ମୃତ

କେରଳ: କେରଳରେ ବିଜେପିର ପ୍ରଚାର ଲାଗି ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଏହାପୂର୍ବରୁ ଏକ ବଡ ଅଘଟଣ ଘଟିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବାବେଳେ…
Read More...

ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନେତ୍ରୋତ୍ସବ: ନିଲାମ ହେବ ମରୀଚିକୁଣ୍ତ ପାଣି

ଭୁବନେଶ୍ଵର: ଆଜି (ସୋମବାର) ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନେତ୍ରୋତ୍ସବ। ଚୈତ୍ର ମାସ ଶୁକ୍ଳପକ୍ଷ ସପ୍ତମୀରେ ଦିଅଁଙ୍କ ରୁକୁଣା ରଥରେ ନେତବନ୍ଧା ଯାଇ ରଥ ପ୍ରତିଷ୍ଠା ହୋଇଥାଏ। ସନ୍ଧ୍ୟା ଧୂପ ସରିବା ପରେ ରଥ କଳାରେ ରଥ…
Read More...

ଟ୍ରକ୍ ସହ ଧକ୍କା ପରେ ଜଳିଗଲା କାର୍: ଗୋଟିଏ ପରିବାରର ୭ ଜୀବନ୍ତ ଦଗ୍ଧ

ରାଜସ୍ଥାନ: ରାଜସ୍ଥାନ ସିକର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଟ୍ରକ ସହ ଧକ୍କା ହେବା ପରେ କାରରେ ନିଆଁ ଲାଗିଯାଇଛି।…
Read More...

ଜାଣନ୍ତୁ ଆଜି କେଉଁ ରାଶିର ଲୋକ ଖୁସିରେ ରହିବେ: ସୋମବାର ରାଶିଫଳ

ମେଷ: ଈଶ୍ବରୀୟ ବିଭୂତି ପ୍ରାପ୍ତ ହେବେ। ଭାଷା ଅମୃତ ଆଶ୍ବାଦନ ତୁଲ୍ୟ ହୋଇପାରେ। ସୁବନ୍ଧୁ ସମ୍ପର୍କ ସକାଳର ସୂର୍ଯ୍ୟ ପରି ଉଜ୍ଜ୍ବଳ ଓ ଆଲୋକ ଭାସ୍ବରିତ ହୋଇପାରେ। ସର୍ବତ୍ର ବିଜୟୀ ହେବେ। ସୁସ୍ଥ ରହିବେ। ବୃଷ: ଦୈବୀ…
Read More...

୩୨.୬ ଡିଗ୍ରୀ ସହ ଭୁବନେଶ୍ଵର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ଵର: ଖରାରୁ ଏବେ ନିସ୍ତାର ନାହିଁ। ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରଚଣ୍ଡ ଖରା ଜାରି ରହିବ। ଆଜି ସକାଳ ୮ଟା ୩୦ ସୁଦ୍ଧା ୩୨ ଡିଗ୍ରୀ ଛୁଇଁଛି ୪ ସହର। ୩୨.୬ ଡିଗ୍ରୀ ସହ ଭୁବନେଶ୍ଵର ସବୁଠୁ ଉତ୍ତପ୍ତ ସହର…
Read More...

ଘାଟି ରାସ୍ତାରେ ଟ୍ରକ୍-ବସ୍ ଧକ୍କା, ୨୦ ଗୁରୁତର

ବୌଦ୍ଧ: ଘାଟି ରାସ୍ତାରେ ଟ୍ରକକୁ ଧକ୍କା ଦେଲା ବସ୍, ୨୦ ଗୁରତର। ଫୁଲବାଣୀ ଯାଉଥିବାବେଳେ ରାଣୀପଦର ଘାଟି ଉପରେ ଏହି ଦୁର୍ଘଟଣା ଘଟିଛି।  ଆହୁରି ଦୁଇରୁ ତିନି ଜଣ ଫସିରହିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଏବେବି…
Read More...

୫ ନିୟୁତ ଡଲାର କ୍ଷତିପୂରଣ ଦେବା ପରେ ମୁକୁଳିଲା ଜାହାଜ

ମୋଗାଡିସୁ : ସୋମାଲିଆ ଜଳଦସ୍ୟୁଙ୍କୁ ୫ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୪୨ କୋଟି ଟଙ୍କା) କ୍ଷତିପୂରଣ ଦେବାପରେ ବାଂଲାଦେଶର ଏକ ପଣ୍ୟବାହୀ ଜାହାଜ ଖଲାସ ହୋଇଥିବା ଜଣାପଡିଛି। ଗତ ମାର୍ଚ୍ଚରେ ‘ଏମଭି ଅବଦୁଲ୍ଲା’…
Read More...

ଜାଣନ୍ତୁ, କିଏ ଏବଂ କାହିଁକି ସଲମାନଙ୍କ ବାସଭବନକୁ ଚଳାଇଥିଲା ଗୁଳି…

ମୁମ୍ବଇ : ରବିବାର ଭୋର ୫ଟା ସମୟରେ ବଲିଉଡ୍‌ ତାରକା ସଲମାନ ଖାନ୍‌ଙ୍କ ମୁମ୍ବଇର ବାନ୍ଦ୍ରାସ୍ଥିତ ବାସଭବନ ସମ୍ମୁଖରେ ଗୁଳି ଫୁଟିଥିବା ଜଣାପଡିଛି। ବାଇକରେ ଆସିଥିବା ଦୁଇ ଜଣ ବ୍ୟକ୍ତି ତାଙ୍କ ଘର ସାମନାରେ ୫ ରାଉଣ୍ଡ…
Read More...

ରାମ ନବମୀରେ ଅଯୋଧ୍ୟା ଯିବ ୧ ଲକ୍ଷ କିଲୋ ଲଡୁ

ମିର୍ଜାପୁର : ଆସନ୍ତା ବୁଧବାର ଦେଶବ୍ୟାପୀ ପବିତ୍ର ରାମନବମୀ ପାଳିତ ହେବାକୁ ଯାଉଛି। ଏହି ଅବସରରେ ଦେବରାହା ହଂସ ବାବା ଟ୍ରଷ୍ଟ ପକ୍ଷରୁ ଉତ୍ତର ପ୍ରଦେଶର ଅଯୋଧ୍ୟାସ୍ଥିତ ରାମ ମନ୍ଦିରକୁ ୧,୧୧,୧୧୧ କିଲୋ ଓଜନର ଲଡୁ…
Read More...

କାନାଡାରେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ : କାନାଡାର ଭାଙ୍କୋଭର ସହରରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଜଣାପଡିଛି। ଚିରାଗ ଆଣ୍ଟିଲ ନାମକ ଏହି ୨୪ ବର୍ଷୀୟ ଛାତ୍ର ଭାଙ୍କୋଭରରେ ରହି ଅଧ୍ୟୟନ କରୁଥିଲେ। କାନାଡା ୱେଷ୍ଟ…
Read More...

ଜୁନ ୨୯ରୁ ଅମରନାଥ ଯାତ୍ରା: ଆଜିଠୁ ନାମ ପଞ୍ଜୀକରଣ

ଶ୍ରୀନଗର : ଜୁନ ୨୯ରୁ ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୧୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ୫୨ ଦିନର ଯାତ୍ରା ନିମନ୍ତେ ଆଜି ( ସୋମବାରଠାରୁ) ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ।…
Read More...