bjd gruha runa banner

ଘାଟି ରାସ୍ତାରେ ଟ୍ରକ୍-ବସ୍ ଧକ୍କା, ୨୦ ଗୁରୁତର

bjd  ek lkhya koti banner

ବୌଦ୍ଧ: ଘାଟି ରାସ୍ତାରେ ଟ୍ରକକୁ ଧକ୍କା ଦେଲା ବସ୍, ୨୦ ଗୁରତର। ଫୁଲବାଣୀ ଯାଉଥିବାବେଳେ ରାଣୀପଦର ଘାଟି ଉପରେ ଏହି ଦୁର୍ଘଟଣା ଘଟିଛି।  ଆହୁରି ଦୁଇରୁ ତିନି ଜଣ ଫସିରହିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଛି, ପୁଲିସ ସେ ନେଇ ଅଧିକ ତଦନ୍ତ ଜାରି ରଖିଛି।

Comments are closed.