ନୂଆଦିଲ୍ଲୀ: ହମାସର ଏକ ଶରଣାର୍ଥୀ କ୍ୟାମ୍ପରେ ଇସ୍ରାଏଲର ଘନ ଘନ ଆକ୍ରମଣ। ଓ୍ବେଷ୍ଟ ବ୍ୟାଙ୍କରେ ଥିବା ଏକ ଶରଣାର୍ଥୀ କ୍ୟାମ୍ପରେ ଆଇଡିଏଫ୍ ଆକ୍ରମଣ କରିଛି। ଆକ୍ରମଣରେ ହମାସର ୧୪ ନାଗରିକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିରେ ଏକାଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ୧୪ ଜଣଙ୍କ ମୃତ୍ୟୁ ନେଇ ପାଲେଷ୍ଟାଇନ୍ ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି।
Popular Categories



