www.samajalive.in
Monday, December 15, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବାଘୁଣୀ ଜିନତକୁ ଟ୍ରାଙ୍କୁଲାଇଜ କଲା ବନ ବିଭାଗ.. ପଶ୍ଚିମବଙ୍ଗ ବାଙ୍କୁରାରେ କରାଗଲା ଟ୍ରାଙ୍କୁଲାଇଜ.. ଟ୍ରାଙ୍କୁଲାଇଜ ପରେ ଏବେ ଜନ୍ତାରେ ଜିନତ..

ଓଡ଼ିଶା କ୍ରିକେଟ ସଂଘ ସଭାପତି ପଦରୁ ଇସ୍ତଫା ଦେଲେ ବବି ଦାସ..

- Advertisement -

ଏମକେସିଜିର ପିଜି ଡାକ୍ତରଙ୍କୁ ମାଡ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ.. ଜଣେ ସହକାରୀ ପ୍ରାଧ୍ୟାପକ ଓ ୩ ବରିଷ୍ଠ ରେସିଡେଣ୍ଟ ଡାକ୍ତର ଚାକିରିରୁ ବହିଷ୍କୃତ..

ମୟୂରଭଞ୍ଜ: ମହୁମାଛି ଆକ୍ରମଣରେ ତିରିଂ ବ୍ଲକର କନିଷ୍ଠ ଯନ୍ତ୍ରୀ ବିଶ୍ଵନାଥ ମୁର୍ମୁଙ୍କ ମୃତ୍ୟୁ.. ସରକାରୀ ବାସଭବନରେ ଥିବାବେଳେ ମହୁମାଛି ଆକ୍ରମଣ କରିଥିଲା..

ରସାୟନିକ ପ୍ଲାଣ୍ଟରେ ଗ୍ୟାସ ଲିକ୍, ୪ କର୍ମଚାରୀ ମୃତ.. ଗୁଜରାଟର ଭରୁଚ ଜିଲା ଅନ୍ତର୍ଗତ ଦହେଜସ୍ଥିତ ଜିଏଫଏଲ ପ୍ଲାଣ୍ଟରେ ଘଟିଛି ଅଘଟଣ..

ଦକ୍ଷିଣ କୋରିଆରେ ବିମାନ ଦୁର୍ଘଟଣା, ୧୭୯ ମୃତ.. ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ୧୭୫ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ..

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories