www.samajalive.in
Friday, December 5, 2025
27.1 C
Bhubaneswar

ବିଦେଶୀ ଜାହାଜରେ ଶ୍ରମିକଙ୍କ ମୃତଦେହ

ପାରାଦୀପ: ବିଦେଶୀ ଜାହାଜରୁ ମିଳିଲା ଶ୍ରମିକଙ୍କ ମୃତଦେହ। ପାରାଦୀପ ପୋର୍ଟ ଏସକ୍ୟୁ ବର୍ଥରେ ଲାଗିଛି ଜାହାଜ  । ଶ୍ରମିକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ଜାହାଜର ହାଚରେ ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ପଣ୍ୟ ଖଲାସ ପରେ ଶ୍ରମିକ ଜଣଙ୍କ ହାଚରୁ ବାହାରିବା ପୂର୍ବରୁ ହାଚ କଭର୍ ପକାଇ ଦିଆଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅନ୍ୟ ସାଥୀ ଶ୍ରମିକ ମାନେ ସନ୍ଦେହ କରୁଛନ୍ତି। ଶ୍ରମିକ ଜଣକ ସ୍ଥାନୀୟ ଏକ ଷ୍ଟିଭେଡର ସଂସ୍ଥା ଅଧୀନରେ କାମ କରୁଥିଲେ। ତାଙ୍କ ଘର ବଡମ୍ବା ଅଞ୍ଚଳର ବୋଲି ସୂଚନା ମିଳିଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories