ଭିଜିଲାନ୍ସ ଏସ୍‌ପି କହି ଠକି ବନ୍ଧାହେଲେ ଅଭିଯୁକ୍ତ

ଭୁବନେଶ୍ବର: ଭିଜିଲାନ୍ସ ଏସପିର ପରିଚୟ ଦେଇ ୭ ଲକ୍ଷ ୬୦ ହଜାର ଟଙ୍କା ଲୁଟି ଧରାପଡିଛନ୍ତି। ଏହି ମାମଲାରେ ପୁରୀ କୃଷ୍ଣପ୍ରସାଦର ଅଭିଯୁକ୍ତ ଅଧ୍ୟାପକ ମନୋଜ ମାଝୀଙ୍କୁ ଗିରଫ କରାଯାଇଛି। ମନୋଜ ଉଦଳା ଝାଡେଶ୍ବରୀ କଲେଜରେ…
Read More...

ଜଳିଗଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ଆରୋହୀ

ପାତ୍ରପୁର: ପାତ୍ରପୁର ବ୍ଳକ ତୁରୁବୁଡି ଶ୍ରୀ ସତ୍ୟସାଇ ବିଦ୍ୟା ମନ୍ଦିର ସମ୍ମୁଖରେ ଏକ ବାଇକ୍ ଜଳିଯାଇଛି। ବାଇକ ଆରୋହୀ ଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନା ମୂତାବକ ରବିବାର ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା…
Read More...

ଟିଟଲାଗଡ ବେଲଗାଁ ୨୬ନଂ ରାଜପଥରେ ଦୁର୍ଘଟଣା: ଦୁଇ ବାଇକ ଆରୋହୀ ଗୁରୁତର

ଟିଟିଲାଗଡ଼: ଟିଟଲାଗଡ ଥାନା ବେଲଗାଁ ୨୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ବାଇକ ଆରୋହୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ମୂତାବକ ତରସିଂହା ଗାଁର ବିବେକ ଜାନି ଏବଂ ଥୁବୁଡିଙ୍ଗ…
Read More...

ଜନଗହଳିପୂର୍ଣ୍ଣ ରାସ୍ତା ଉପରେ ଧସିଲା ପାହାଡ: ମାଟିତଳେ ଚାପି ହୋଇ ୩୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କଲମ୍ବିଆର କୁଡିବୋ ଏବଂ ମେଡେଲିନ୍ ସହରକୁ ସଂଯୋଗ କରୁଥିବା ଏକ ବ୍ୟସ୍ତବହୁଳ ରାସ୍ତାରେ ଭୂସ୍ଖଳନ ହୋଇଛି। ଏଥିରେ ୩୪ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୧୭ଜଣ…
Read More...

ଘର ପଛ ବାଡିରୁ ଶିଶୁର କଟା ମୁଣ୍ଡ ଉଦ୍ଧାର

ଯାଜପୁର : ଯାଜପୁରରୋଡ୍ ଥାନା ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରେ ଅଭାବନୀୟ ଘଟଣା ଘଟିଛି। ଗାଁରେ ଥିବା ଜଣେ ବ୍ୟକ୍ତିଙ୍କର ଘର ପଛ ବାଡିରୁ ଏକ ଶିଶୁର କଟା ମୁଣ୍ଡ ଉଦ୍ଧାର ହୋଇଛି। କଟା ମୁଣ୍ଡଟି ୪-୫ ବର୍ଷର ଶିଶୁର…
Read More...

କବାଡିଆ ଦୋକାନରେ ନିଆଁ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

ବାଙ୍କି: କଟକ ଜିଲ୍ଲା ବାଙ୍କି ଏନଏସି ୧୦ ନମ୍ବର ୱାର୍ଡରେ ଅଭାବନୀୟ ଘଟଣା ଘଟିଛି।  ଏକ କବାଡିଆ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି। ରବିବାର ସକାଳୁ ହଠାତ୍…
Read More...

ମାଞ୍ଜା ସୂତା ବ୍ୟବହାରକୁ ବାରଣ

ଭୁବନେଶ୍ବର : ସୋମବାର ମକର ସଂକ୍ରାନ୍ତି ରହିଛି । ଏଥିଲାଗି ଗାଁଠୁ ସହର ଉତ୍ସବମୂଖର ହୋଇଉଠିଛି । ସବୁଠି ଗୁଡି ଉଡାକୁ ନେଇ ପ୍ରସ୍ତୁତି ଚାଲିଥିବାବେଳେ ଗୁଡି ଉଡାଇବାବେଳେ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଅପିଲ…
Read More...

ସମୁଦ୍ରକୁ ଡେଇଁଲେ କୋକେନ୍ ଅଭିଯୁକ୍ତ

ପାରାଦୀପ: ପାରାଦୀପ ଏମଭି ଦେବୀ ଜାହାଜରୁ ୨୨୦ କୋଟି କୋକେନ ଜବତ ମାମଲା । ଏହି ଘଟଣାରେ ଅଟକ ଥିବା ଜଣେ କ୍ରିଉ ମେମ୍ବର  ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଅଭିଯୁକ୍ତ କ୍ରିଉ ମେମ୍ବର ପ୍ରଥମେ ନିଜର ହାତ…
Read More...

କଂଗ୍ରେସରୁ ଇସ୍ତଫା ଦେଲେ ମିଲିନ୍ଦ ଦେଓରା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ କଂଗ୍ରେସକୁ ବଡ ଝଟକା ଲାଗିଛି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ମିଲିନ୍ଦ ଦେଓରା କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ଏ ନେଇ ସେ ନିଜ ‘ଏକ୍ସ’…
Read More...

ଜାନୁଆରୀ ୨୬ରୁ ରାଜଧାନୀରେ ଆଦିବାସୀ ମେଳା

ଭୁବନେଶ୍ଵର: ଆସନ୍ତା ୨୬ ତାରିଖରୁ ରାଜଧାନୀରେ ଆଦିବାସୀ ମେଳା ଅନୁଷ୍ଠିତ ହେବ । ଏଥିଲାଗି ଆଦିବାସୀ ପଡିଆରେ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ସହରୀ ପରିବେଶରେ ଦେଖିବାକୁ ମିଳିବ ଗାଁର ଆସର। ଚଳିତବର୍ଷ ଜାନୁଆରୀ ୨୬…
Read More...

ଆମ୍ବତୋଟାରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କୋରାପୁଟ : କୋରାପୁଟ ଜିଲ୍ଲା ଦଶମନ୍ତପୁରରେ ଅଭାବନୀୟ ଘଟଣା ଘଟିଛି। ଆମ୍ବତୋଟାରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏକ ଓଢଣୀରେ ଜଣେ ଯୁବକ ଏବଂ ଯୁବତୀ ଝୁଲିପଡିଥିବା ଦେଖିବାକୁ ମିଳିଛି। ମୃତକ ଝଡିପାଇ ଗାଁର…
Read More...

ନେପାଳରେ ନଦୀକୁ ଖସିଲା ବସ୍ ,୧୨ ମୃତ

ନୂଆଦିଲ୍ଲୀ: ନେପାଳ ଡାଙ୍ଗ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ପୋଲ ଉପରେ ଯାଉଥିବାବେଳେ ନଦୀ ମଧ୍ୟକୁ ଖସିପଡିଛି। ଫଳରେ ଏହି ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବସଟି…
Read More...

ହତ୍ୟାର ୧୧ଦିନ ପରେ କେନାଲରୁ ଉଦ୍ଧାର ହେଲା ମଡେଲଙ୍କ ମୃତଦେହ

ଗୁରୁଗ୍ରାମ : ବହୁ ଚର୍ଚ୍ଚିତ ମଡେଲ ଦିବ୍ୟା ପାହୁଜା ମୃତ୍ୟୁ ଘଟଣା । ଘଟଣାକୁ ଏହାରି ମଧ୍ୟରେ ୧୧ଦିନ ବିତିଯାଇଛି । ଶନିବାର ଫ​‌ତେହାବାଦର ତୋହାନା ନିକଟରେ ଥିବା ଭକ୍ରା କେନାଲରୁ  ପୁଲିସ ଦିବ୍ୟାଙ୍କ ମୃତଦେହକୁ ଉଦ୍ଧାର…
Read More...

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ଜାନୁଆରୀ ୨୨କୁ ଛୁଟି ଘୋଷଣା କଲେ ମରିସସ୍ ସରକାର

ନୂଆଦିଲ୍ଲୀ : ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏଥିଲାଗି କେବଳ ଅଯୋଧ୍ୟା ନୁହେଁ , ସାରା ଦେଶ ଉତ୍ସବ ମୂଖରିତ ହୋଇଉଠିଛି। ଉତ୍ତର ପ୍ରଦେଶରେ ସରକାର ଛୁଟି ଘୋଷଣା…
Read More...

ବାଂଲାଦେଶରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ : ଶନିବାର ସକାଳେ ମୁମ୍ବାଇରୁ ଗୌହାଟୀ ଯାଉଥିବା ଏକ ଇଣ୍ଡିଗୋ ବିମାନ ବାଂଲାଦେଶରେ ଅବତରଣ କରିଛି। କାରଣ ଘନ କୁହୁଡି ଯୋଗୁଁ ବିମାନଟି ଅବତରଣ କରିପାରିନଥିଲା। ତେଣୁ ଆସାମଠାରୁ ୪୦୦ କିଲୋମିଟର ଦୂରରେ ଥିବା…
Read More...

ପୋଖରୀରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର: ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଛତାପିପଳ ଗାଁରେ ଅଭାବନୀୟ ଘଟଣା ଘଟିଛି। ଶନିବାର ସକାଳୁ ଗାଁ ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ କାଲୁ ଦୀପ ବୋଲି ଜଣାପଡିଛି। ସୂଚନା ମୂତାବକ…
Read More...

୧୨ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି

ଭୁବନେଶ୍ବର: ଓଏଏସ୍ ସ୍ତରରେ ଅଦଳବଦଳ ହୋଇଛି।  ରାଜ୍ୟ ସରକାର ୧୨ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି କରିଛନ୍ତି। ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ଲଙ୍କେଶ୍ୱର ଅମାତଙ୍କୁ କଳିଙ୍ଗନଗର ଅତିରିକ୍ତ…
Read More...

କେଜ୍ରିୱାଲଙ୍କୁ ଚତୁର୍ଥଥର ଲାଗି ସମନ ପଠାଇଲା ଇଡି

ନୂଆଦିଲ୍ଲୀ : ଶନିବାର ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ସମନ କରିଛି । ଜାନୁଆରୀ ୧୮ତାରିଖ ପୂର୍ବରୁ ହାଜର ହେବା ପାଇଁ ଇଡି ପକ୍ଷରୁ ଉଲ୍ଲେଖ ରହିଛି। ମଦ ଦୁର୍ନୀତି ମାମଲାରେ ଏହାକୁ…
Read More...

ଏଇ କି ମାନସିକତା : ପିଲାମାନଙ୍କୁ କୁମ୍ଭୀର କବଳରୁ ନ ବଞ୍ଚାଇ ଫଟୋ ଉଠାଇଲେ ବାପା ମାଆ

ନୂଆଦିଲ୍ଲୀ : ଆମେ ଅନେକ ସମୟରେ ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ଦେଖୁ , ଯାହା ଆମକୁ ଦ୍ବନ୍ଦ୍ବରେ ପକାଇଥାଏ। ଆଜିକାଲି ସମୟରେ ବାପା-ମାଆ ମାନେ ନିଜ ପୁଅ ଝିଅ ମାନଙ୍କୁ ଘରୁ ବାହାରକୁ ଛାଡିବାକୁ ସୁରକ୍ଷିତ…
Read More...

ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ଆଲର୍ଟ : ସତର୍କତା ଜାରି କଲା ଗୁଇନ୍ଦା ସଂସ୍ଥା

ଅଯୋଧ୍ୟା: ତାରିଖ ଯେତିକି ପାଖେଇ ଆସୁଛି , ମନରେ ଉତ୍କଣ୍ଠା ବି ସେତିକି ବୃଦ୍ଧି ପାଇବାରେ ଲାଗିଛି।  ଜାନୁଆରୀ ୨୨ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଯାହାକୁ ନେଇ ପୁରା ସଜେଇ ହୋଇଛି ଅଯୋଧ୍ୟା…
Read More...

ଇଣ୍ଡିଆନ୍ ଅଫ୍ ଦି ଇୟର୍ ଆୱାର୍ଡରେ ସମ୍ମାନୀତ ହେଲେ କିଙ୍ଗ୍ ଖାନ୍

ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିର ବାଦଶାହା। ତାଙ୍କୁ କିଏ ବା ନଜାଣେ । ତାଙ୍କର ନିଷ୍ଠା , କଠିନ ପରିଶ୍ରମ, ନିଖୁଣ ଅଭିନୟ ଆଉ ରୋମାଣ୍ଟିକ୍ ଅନ୍ଦାଜ୍ ଦୀର୍ଘ ବର୍ଷ ଧରି ତାଙ୍କୁ ଫ୍ୟାନ୍ସ ମାନଙ୍କ ମନରେ ସାଇତି ରଖିଛି।…
Read More...

ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପ ଝଟ୍‌କା, ଆଫଗାନିସ୍ତାନରେ ଥିଲା କେନ୍ଦ୍ର

ନୂଆଦିଲ୍ଲୀ : ଗୁରୁବାର ଦିଲ୍ଲୀ ଏନସିଆର୍ , ଜମ୍ମୁକାଶ୍ମୀର ପୁଞ୍ଜ,  ପଞ୍ଜାବ , ଚଣ୍ଡିଗଡ ଓ  ପାକିସ୍ତାନର ବିଭିନ୍ନ ସହରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ଲୋକ ଏହାକୁ ଅନୁଭବ କରିଛନ୍ତି।…
Read More...

ଖ୍ରୀଷ୍ଟିଆନ୍ ରୀତିନୀତିରେ ବିବାହ କଲେ ଅମିର ଖାନଙ୍କ ଝିଅ ଇରା, ସାମ୍ନାକୁ ଆସିଲା ଭିଡିଓ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅମିର ଖାନଙ୍କ ଝିଅ  ଇରା ଖାନ୍ । ବୁଧବାର ଖ୍ରୀଷ୍ଟିଆନ୍ ରୀତିନୀତିରେ ସେ ଦୀର୍ଘ ଦିନର ପ୍ରେମିକ ନୁପୁର ଶିଖରଙ୍କୁ ବିବାହ କରିଛନ୍ତି । ଉଦୟପୁରରେ ବଡ ଧୁମଧାମ ସହକାରେ…
Read More...

ଡିସଚାର୍ଜ ହେଲା ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁ ବିଜୟିନୀ

ସମ୍ବଲପୁର: ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁ ବିଜୟିନୀ ଡିସଚାର୍ଜ ହୋଇଛି। ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ଗୁରୁବାର ଭିମସାର ମେଡିକାଲରୁ ଡିସଚାର୍ଜ କରାଯାଇଛି। ବର୍ତ୍ତମାନ ବିଜୟିନୀକୁ ଶିଶୁ ଗୃହକୁ ନିଆଯିବା ନେଇ…
Read More...

୪ ଜିଲ୍ଲାରେ ରାହୁଲଙ୍କ ନ୍ୟାୟ ଯାତ୍ରା

ଭୁବନେଶ୍ବର : ଭାରତ ଯୋଡ ଯାତ୍ରା ସମୟରେ ଓଡିଶା ଆସିବେ ରାହୁଲ ଗାନ୍ଧୀ। ଜାନୁଆରୀ ୧୪ ତାରିଖରୁ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଯାହା ମଣିପୁରରୁ ଆରମ୍ଭ ହୋଇ ମୁମ୍ବାଇରେ ଶେଷ ହେବ ।  ଗୁରୁବାର ରାହୁଲ…
Read More...

ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ନେପାଳର ବୁଦ୍ଧ ବୟ

ନୂଆଦିଲ୍ଲୀ : ବିବାଦ ଭିତରେ ଛନ୍ଦି ହୋଇପଡିଛନ୍ତି ନେପାଳର ବୁଦ୍ଧ ବୟ । ଆଧ୍ୟାତ୍ମିକ ନେତା ରାମ ବାହାଦୂର ବୋମଜନଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି। ଦିନଥିଲା ଲୋକ ତାଙ୍କୁ ବୁଦ୍ଧଙ୍କର ଅବତାର ବୋଲି ମାନୁଥିଲେ ।…
Read More...

ବାଘ ଛାଲ ଜବତ, ଦୁଇ ଗିରଫ

ବୌଦ୍ଧ : ବୌଦ୍ଧ କଣ୍ଟାମାଳ ରେଞ୍ଜ ବନାଞ୍ଚଳରୁ ବାଘ ଛାଲ ଜବତ ହୋଇଛି। ବାଘ ଛାଲ ଚାଲାଣ ଅଭିଯୋଗରେ ବନ ବିଭାଗ ଦୁଇ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ବାଘ ଛାଲ ଚାଲାଣ ହେବାକୁ ଥିବାବେଳେ କୌଣସି ସୂତ୍ରରୁ ବନ ବିଭାଗ…
Read More...

ସମିତି ସଭ୍ୟଙ୍କୁ ଗୁଳିମାଡ,ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ପୋଲସରା ଥାନା ଅଧିନସ୍ଥ କେନ୍ଦୁବାଡି ପଞ୍ଚାୟତର ସମିତି ସଭ୍ୟଙ୍କୁ ଗୁଳିମାଡ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଏକ ଗଣ୍ଡଗୋଳର…
Read More...

ମଣିପୁରରେ ଥମୁନି ହିଂସା: ବିଷ୍ଣୁପୁର ଜିଲ୍ଲାରେ ଗୁଳିକାଣ୍ଡ, ୪ ନିଖୋଜ

ଇମ୍ଫାଲ: ମଣିପୁରରେ ହିଂସା ଥମିବାର ନାଁ ଧରୁନି । ମଣିପୁର ବିଷ୍ଣୁପୁର ଜିଲ୍ଲାରେ କୁମ୍ବି ଓ ଥୋବାଲ ଜିଲ୍ଲାର ୱାଙ୍ଗୁ ମଧ୍ୟରେ ଗୁଳିକାଣ୍ଡ ଘଟିଛି। ୪ ଜଣ ବ୍ୟକ୍ତି ଫସଲ ଅମଳ କରିବାକୁ ଯାଇଥିବାବେଳେ ୬ ରାଉଣ୍ଡ ଗୁଳିମାଡ…
Read More...

ପାଖେଇ ଆସୁଛି ମକର ସଂକ୍ରାନ୍ତି : ସଜେଇ ହେଉଛି ଯୁଗଳକିଶୋର ଗାଁ

କେନ୍ଦୁଝର : ପାଖେଇ ଆସୁଛି ମକର ସଂକ୍ରାନ୍ତି। ଏଥିଲାଗି ଗାଁଠୁ ସହର ଉତ୍ସବମୂଖର ହୋଇଉଠିଛି । ଆଦିବାସୀବହୁଳ କେନ୍ଦୁଝର ଜିଲ୍ଲାର ମକର ହେଉଛି ଗଣପର୍ବ  । ଆଦିବାସୀମାନେ ଏହାକୁ ୭ଦିନ ଧରି ପାଳନ କରିଥାନ୍ତି ।…
Read More...

ଚାକିରୀ ଦେବା ନାଁରେ ଠକେଇ: ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ଇଓଡବ୍ଲୁକୁ ବଡ ସଫଳତା ମିଳିଛି । ଚାକିରୀ ଦେବା ନାଁରେ ଲୋକଙ୍କୁ ଠକୁଥିବା ଅଭିଯୋଗରେ ବୁଧବାର ୩ ଠକଙ୍କୁ ଇଓଡବ୍ଲୁ ଗିରଫ କରିଛି। ଏମାନେ ପାନ୍ ଇଣ୍ଡିଆ ନାଁରେ ଥିବା ଏକ ଜାଲ ରାକେଟରେ ରହି କାମ କରୁଥିଲେ ।…
Read More...

ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। କୁସ୍ତୁନା ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ…
Read More...

ଚୋର ଧରିବ ଗୁଗଲ ମ୍ୟାପ୍

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ଚୋରୀ , ରାହାଜାନୀ ଭଳି ଅନେକ ଘଟଣା ସାମ୍ନାକୁ ଆସୁଛି । ଯାହା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜିଂ ପରିସ୍ଥିତି ସୃଷ୍ଟି କରିଛି । ଯାହାକୁ…
Read More...

ଲାକ୍ଷାଦ୍ବୀପରେ ନିର୍ମାଣ ହେବ ମିଲିଟାରୀ ବିମାନ ବନ୍ଦର

ନୂଆଦିଲ୍ଲୀ : ଭାରତ-ମାଳଦ୍ବୀପ ବିବାଦ ଏବେ ତୀବ୍ର ହେବାରେ ଲାଗିଛି । ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ଲାକ୍ଷାଦ୍ବୀପ ମିନିକଏ ଆଇଲ୍ୟାଣ୍ଡରେ ଏକ ନୂତନ ବିମାନବନ୍ଦର ନିର୍ମାଣ ହେବାକୁ ଯାଉଛି । ଯାହା…
Read More...

ହାପି ବାର୍ଥ ଡେ ଗ୍ରୀକ୍ ଗଡ୍

ମୁମ୍ବାଇ : ସେ ବଲିଉଡ଼ର ଗ୍ରୀକ୍ ଗଡ୍ ଭାବେ ଜଣାଶୁଣା । ତାଙ୍କ ବିଷୟରେ ଯେତେ କହିଲେ ବି କମ୍ ପଡିବ । ଆମେ କହୁଛୁ ହ୍ରିତିକ୍ ରୋଶନଙ୍କ କଥା । ବୁଧବାର ୫୦ ବର୍ଷରେ ପାଦ ଥାପିଛନ୍ତି ହ୍ରିତିକ୍ । କେବଳ ଭାରତ ନୁହେଁ ,…
Read More...

ବଲ୍ ବାଜି ଟଳି ପଡିଲେ କ୍ରିକେଟର

ନୂଆଦିଲ୍ଲୀ: ଏମିତି ବି ଆସେ ମୃତ୍ୟୁ । ମୃତ୍ୟୁ କାହାକୁ କେତେବେଳେ ଆସିବ, ତାହା କେହି କହିପାରିବେନାହିଁ । ମୁମ୍ବାଇର ମୋଟୁଙ୍ଗା ସ୍ଥିତ ଦାଦକର ଖେଳ ପଡିଆରେ ଏମିତି କିଛି ଅଘଟଣ ଦେଖିବାକୁ ମିଳିଛି । ବଲ ବାଜି ଜଣେ ୫୨…
Read More...

ଆଣ୍ଡାମାନରେ ୪.୧ ତୀବ୍ରତାର ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜିର ସୂଚନା ଅନୁଯାୟୀ ବୁଧବାର ସକାଳ ୭ଟା ୫୩…
Read More...

ଘନ କୁହୁଡି ଯୋଗୁଁ ସକାଳୁ ନୀଳଚକ୍ର ଦର୍ଶନରୁ ବଞ୍ଚିତ ରହିଲେ ଭକ୍ତ

ପୁରୀ: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଶୀତ ବଢିବା ସାଙ୍ଗକୁ ଅନେକ ସ୍ଥାନରେ ଘନ କୁହୁଡି ବି ଦୃଶ୍ୟମାନ ହେଉଛି । ଯାହାକି ସାଧାରଣ ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିପକାଇଛି। ବୁଧବାର ପୁରୀରେ ନୀଳ ଚକ୍ର…
Read More...

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍

ଗୌହାଟୀ : ଆସାମ ମୁଖ୍ୟମନ୍ତ୍ରୀଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ କରିବାକୁ ଉଦ୍ୟମ କରାଯାଇଛି । ଏ ନେଇ ନିଜେ ମୁଖ୍ୟମନ୍ତ୍ରୀ ହେମନ୍ତ ଶର୍ମା ଏକ୍ସରେ ସୂଚନା ଦେଇଛନ୍ତି। ପାକିସ୍ତାନୀ ହ୍ୟାକର ମାନେ ତାଙ୍କ ଫେସବୁକ୍…
Read More...

ରକ୍ଷଣାବେକ୍ଷଣା ଅପେକ୍ଷାରେ ଗୋପାଳପୁର -ମନସୁରକୋଟା ରାସ୍ତା

ଗୋପାଳପୁର: ସରକାର ଗମନାଗମନର ସୁବିଧା ଲାଗି ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । ଏଥିଲାଗି କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଉଛି । ହେଲେ ଅନେକ ସ୍ଥାନରେ ଏହାର ବାଟମାରଣା କରାଯାଉଛି। ଯାହାର ଜ୍ବଳନ୍ତ…
Read More...

ପୁଣି ଚାଲିବ କୁକୁର ବନ୍ଧ୍ୟାକରଣ

ଭୁବନେଶ୍ବର : ଭୁବନେଶ୍ବର ମହାନଗରରେ ପୁଣି ଚାଲିବ କୁକୁର ବନ୍ଧ୍ୟାକରଣ । ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ବିଏମସି ପକ୍ଷରୁ ଏହା ଆରମ୍ଭ କରାଯିବ । ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏ ନେଇ ସୂଚନା ଦେଇଛନ୍ତି।…
Read More...

ବିଡିଓଙ୍କ ବଦଳି ଦାବିରେ ଆମରଣ ଅନଶନ: ଅସୁସ୍ଥ ହେଲେ ସମିତି ସଦସ୍ୟ

ବାଲେଶ୍ବର : ବାଲେଶ୍ବର ଜିଲ୍ଳା ବାଲିଆପାଳ ବ୍ଲକ ସମ୍ମୁଖରେ ବିଡିଓଙ୍କ ବଦଳି ଦାବିରେ ଆମରଣ ଅନଶନ କରାଯାଇଛି। ବିଡିଓ ବିନୋଦ ଚନ୍ଦ୍ର ପଣ୍ତା ବ୍ଲକର ନିର୍ବାଚିତ ଜନପ୍ରତିନିଧୀମାନଙ୍କୁ ଦୁର୍ବ୍ୟବହାର କରିବା ସହିତ…
Read More...

ଟ୍ରକ-କାର୍ ଧକ୍କା: ଦୁଇ ପୁଲିସ କର୍ମଚାରୀ ମୃତ, ଟ୍ରକ୍ ଡ୍ରାଇଭର ଗିରଫ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ସୋନିପତର କୁଣ୍ଡାଲି ସୀମା ନିକଟରେ ଏକ ଟ୍ରକ ସହ କାର୍ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଦୁଇ ପୁଲିସ…
Read More...

ଏକକାଳୀନ ୭ଟି ସ୍ଥାନରେ ରେଡ୍ କରିବା ପରେ ଏମଭିଆଇଙ୍କର ୨୭ ପ୍ଲଟ୍ ଠାବ

ନୟାଗଡ଼: ନୟାଗଡ ଏମଭିଆଇ ପଞ୍ଚାନନ ବେହେରା ଭିଜିଲାନ୍ସ ଜାଲରେ ପଡିଛନ୍ତି । ମଙ୍ଗଳବାର ସକାଳୁ ଭିଜିଲାନ୍ସ ର ୫ ଜଣିଆ ଟିମ୍ ପଞ୍ଚାନନଙ୍କ ଘରେ ଚଢଉ ଜାରି ରଖିଥିଲା । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ…
Read More...

ଭାରତୀୟ ବୋଲର ମହମ୍ମଦ ସାମିଙ୍କୁ ଅର୍ଜୁନ୍ ଆୱାର୍ଡ

ନୂଆଦିଲ୍ଲୀ: ଭାରତୀୟ ଦଳର ପେସ୍ ବୋଲର ମହମ୍ମଦ ସାମିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ପାଇବାରେ ସାମି ହେଉଛନ୍ତି ୫୮ତମ ଖେଳାଳୀ । ଭାରତୀୟ କ୍ରିକେଟରେ ଉତ୍କୃଷ୍ଟ  କ୍ରୀଡା ପ୍ରଦର୍ଶନ…
Read More...

ଖୁବ୍ ଶୀଘ୍ର ବଧୂ ସାଜିବେ ରକୁଲ ପ୍ରୀତ୍ ସିଂହ !

ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ରକୁଲ ପ୍ରୀତ୍ ସିଂହ । ରକୁଲଙ୍କର ନିଖୁଣ ଅଭିନୟ ଏବଂ ହଟକେ ଅନ୍ଦାଜ ସବୁବେଳେ ତାଙ୍କୁ ଦର୍ଶକଙ୍କ ମନରେ ବାନ୍ଧି ରଖେ । ଦୀର୍ଘ ଦିନ ଧରି ରକୁଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର…
Read More...

ବିଷ ବଳୟରେ ଓଡିଶା: ପ୍ରଦୂଷଣ ମାତ୍ରାରେ ଦିଲ୍ଲୀକୁ ଟପିଲା ଅନୁଗୁଳ ସହର

ଭୁବନେଶ୍ବର: ରାଜ୍ୟରେ ଭୟଙ୍କର ହେଲାଣି ବାୟୁ ପ୍ରଦୂଷଣ । ଅନୁଗୁଳରେ ବାୟୁ ମାନ ସୂଚକାଙ୍କ ୩୫୨ ଛୁଇଁଲା । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ ଦେଶର ୧୬ଟି ପ୍ରଦୂଷିତ ସହର ତାଲିକାରେ ଓଡିଶାର ୬ଟି…
Read More...

ଇଣ୍ଡୋନେସିଆରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୬.୭ ରେକର୍ଡ

ନୂଆଦିଲ୍ଲୀ : ମଙ୍ଗଳବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୬.୭ ରେକର୍ଡ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତଲୌଦ ଦ୍ବୀପ ବୋଲି କୁହାଯାଉଛି।…
Read More...

ବୃଦ୍ଧଙ୍କୁ କଚାଡି ମାରିଲା ଷଣ୍ଢ

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ଦେଓଦାଗାଁରେ ଅଭାବନୀୟ ଘଟଣା ଘଟିଛି। ଦିନକୁ ଦିନ ସମଗ୍ର ଅଞ୍ଚଳରେ ଷଣ୍ଢ ମାନଙ୍କର ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ମଙ୍ଗଳବାର ସକାଳେ ଏକ ଷଣ୍ଢ ବିଲରେ ପଶି ଧାନ ଫସଲ…
Read More...

ଭିଜିଲାନ୍ସ ଜାଲରେ ନୟାଗଡ଼ ଏମଭିଆଇ: ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢ଼ଉ

ନୟାଗଡ଼: ନୟାଗଡ ଏମଭିଆଇ ପଞ୍ଚାନନ ବେହେରା ଭିଜିଲାନ୍ସ ଜାଲରେ ପଡିଛନ୍ତି । ମଙ୍ଗଳବାର ସକାଳୁ ଭିଜିଲାନ୍ସ ର ୫ ଜଣିଆ ଟିମ୍ ପଞ୍ଚାନନଙ୍କ ଘରେ ଚଢଉ ଜାରି ରଖିଛି ।  ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ…
Read More...

ମାଲକାନଗିରି ବିମାନ ବନ୍ଦର : ସଫଳତାର ସହ ଅବତରଣ କଲା ପ୍ରଥମ ପରୀକ୍ଷଣ ବିମାନ

ମାଲକାନଗିରି :ବାଣିଜ୍ୟିକ ଉଡ଼ାଣ ପୂର୍ବରୁ ପ୍ରଥମ ପରୀକ୍ଷଣ ବିମାନ ମାଲକାନଗିରି ବିମାନ ବନ୍ଦରରେ ସଫଳତାର ସହ ଅବତରଣ କରିଛି। ମାଲକାନଗିରିକୁ ବିମାନ ଯୋଗାଯୋଗ ବିକାଶର ଏକ ନୂତନ ଯୁଗଆରମ୍ଭ କରିବ, ବ୍ୟବସାୟ ଏବଂ…
Read More...

ବଡ ଠାକୁରଙ୍କ ସାନିଧ୍ୟ ଲାଭ କଲେ ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ପଦ୍ମଶ୍ରୀ ଶଙ୍କର ମହାଦେବନ୍

ପୁରୀ: ପୁରୀରେ ବଲିଉଡର ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ପଦ୍ମଶ୍ରୀ ଶଙ୍କର ମହାଦେବନ୍ । ଆଜି ସକାଳୁ ସକାଳୁ  ଶଙ୍କର ମହାଦେବନ୍ ଏବଂ ତାଙ୍କ ପତ୍ନୀ ପୁରୀରେ ପହଞ୍ଚି ମହାପ୍ରଭୂଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ…
Read More...

ଟୁୱେଲଭ୍‌ଥ ଫେଲ୍ : କେମିତି ଶ୍ରଦ୍ଧାଙ୍କ ପ୍ରେମରେ ପଡିଲେ ମନୋଜ ?

ମୁମ୍ବାଇ : ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି ଟୁୱେଲଭ୍‌ଥ ଫେଲ୍ ଫିଲ୍ମ । ଯାହା ଆଇପିଏସ୍ ଅଫିସର ମନୋଜ ଶର୍ମା ଏବଂ ଶ୍ରଦ୍ଧା ଯୋଶୀଙ୍କର ଜୀବନ କାହାଣୀକୁ ନେଇ ପର୍ଯ୍ୟବେଷିତ ହୋଇଛି। ଏହି ଚଳଚିତ୍ରରେ…
Read More...

ଆଇଇଡି ବିସ୍ଫୋରଣରେ ୫ ପୁଲିସ କର୍ମୀ ମୃତ

ନୂଆଦିଲ୍ଲୀ : ପାକିସ୍ତାନ ପୁଖତୁନଖୱାରେ ଭୟଙ୍କର ଆତଙ୍କବାଦୀ ହମଲା ହୋଇଛି । ଶକ୍ତିଶାଳୀ ଆଇଇଡି ବିସ୍ଫୋରଣରେ ୫ଜଣ ପୁଲିସ କର୍ମୀ ପ୍ରାଣ ହରାଇବା ସହ ୨୦ରୁ ଉଦ୍ଧ୍ଵର୍ର୍ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ…
Read More...

ଶପଥ ନେବାର ୧୦ଦିନ ପରେ ଉପନିର୍ବାଚନରେ ହାରିଗଲେ ମନ୍ତ୍ରୀ

ନୂଆଦିଲ୍ଲୀ: ୧୦ଦିନ ପୂର୍ବରୁ ରାଜସ୍ଥାନରେ ସୁରେନ୍ଦ୍ର ପାଲ ସିଂ ଶପଥ ନେଇଥିଲେ । ହେଲେ ୧୦ ଦିନ ପରେ ହୋଇଥିବା ଉପ-ନିର୍ବାଚନରେ ୧୨ ହଜାରରୁ ଉଦ୍ଧ୍ଵର୍ର୍ ଭୋଟରେ ପରାଜିତ ହୋଇଛନ୍ତି । କରଣପୁର ଆସନ ପାଇଁ ହୋଇଥିବା…
Read More...

ଲଗାଣ ବର୍ଷାରେ ବେହାଲ ତାମିଲନାଡୁ: ସ୍କୁଲ , କଲେଜ ଛୁଟି ଘୋଷଣା

ଚେନ୍ନାଇ : ତାମିଲନାଡୁରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । କିଛି ଦିନର ଲଗାଣ ବର୍ଷାରେ ପୁରା ବେହାଲ ହୋଇପଡିଛି ତାମିଲନାଡୁର ଏକାଧିକ ଜିଲ୍ଲା । ମୁଖ୍ୟତଃ ରାଜଧାନୀ ଚେନ୍ନାଇରେ ପ୍ରବଳ ବର୍ଷା ରେକର୍ଡ ହୋଇଛି।…
Read More...

କାହିଁକି ମାଳଦ୍ବୀପକୁ ବୟକଟ୍ କଲେ ସେଲିବ୍ରିଟି ?

ମୁମ୍ବାଇ: ମାଳଦ୍ବୀପ ହେଉଛି ଏପରି ଏକ ସ୍ଥାନ ଯେଉଁଠାକୁ ପ୍ରାୟ ଅଧିକାଂଶ ସେଲିବ୍ରିଟିମାନେ ଛୁଟି ମନାଇବାକୁ ଯାଇଥାନ୍ତି। କେବଳ ସେଲିବ୍ରିଟି ନୁହଁନ୍ତି, ପର୍ଯ୍ୟଟକ ମାନଙ୍କର ବି ଏହା ପ୍ରଥମ ପ୍ରସନ୍ଦ । କିନ୍ତୁ ଏବେ…
Read More...

ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର : ଆମ୍ବୁଲାନ୍ସ ନଆସିବାରୁ ଟ୍ରଲିରେ ବୁହାହେଲେ ପ୍ରସୂତୀ ମହିଳା

ପାରାଦୀପ : ସରକାର ଗ୍ରାମାଞ୍ଚଳର ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି। ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବନ୍ଦରନଗରୀ ପାରାଦୀପରେ ଦେଖିବାକୁ…
Read More...

୧୪୦ ଭାଷାରେ ଗୀତ ଗାଇ ୱାଲ୍ଡ ରେକର୍ଡ କଲେ ଭାରତୀୟ ଯୁବତୀ

ନୂଆଦିଲ୍ଲୀ : ୧୪୦ ଭାଷାରେ ଗୀତ ଗାଇ ୱାଲ୍ଡ ରେକର୍ଡ କରିଛନ୍ତି ଜଣେ ଭାରତୀୟ ଯୁବତୀ । ତାଙ୍କ ଗୀତ ଗାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯୁବତୀ ଜଣକ କେରଳର ବାସୀନ୍ଦା ସୁଚେତା ସତୀଶ…
Read More...

ଏମିତି ଥିଲା ଲେନ୍ସକାର୍ଟ କମ୍ପାନୀ ସିଇଓଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ : କୁହାଯାଏ ସଫଳତା ପାଇବାକୁ ହେଲେ ଆମକୁ ଅନେକ ଉତଥାନ ପତନ ଦେଇ ଗତି କରିବାକୁ ପଡେ । ଆଉ ଯେଉଁମାନେ ସେହି କଠିନ ସମୟକୁ ଧୈର୍ଯ୍ୟ ସହକାରେ ସାମ୍ନା କରନ୍ତି , ସେମାନେ ସଫଳତାର ଶୀର୍ସେଷରେ ପହଁଞ୍ଚନ୍ତି। …
Read More...

ମଝି ରାସ୍ତାରେ ଯୁବତୀଙ୍କ ଫାୟାରିଂ ଭିଡିଓ ଭାଇରାଲ

ରାଜସ୍ଥାନ: ରାଜସ୍ଥାନ ଅଜମେରରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତାରେ ଜଣେ ଯୁବତୀ ହାତରେ ବନ୍ଧୁକ ଧରି ଗୁଳି ଚଳାଇବାର ଭିଡିଓ ଭାଇରାଲ ହୋଇଛି। ଯୁବତୀ ଜଣକ ଅଜମେରର ବାଲୁପୁରର ଶିବାନୀ ବୋଲି ଜଣାପଡିଛି।…
Read More...

ମାଲକାନଗିରିରେ ବିମାନର ଟ୍ରାଏଲ ରନ୍

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସଫଳ ହେଲା ବିମାନ ଟ୍ରାଏଲ ରନ। ୭ ଟିକିଆ ସିଟ୍ ବିଶିଷ୍ଟ ବିମାନର ଟ୍ରାଏଲ ରନ୍ ହୋଇଛି। ପରୀକ୍ଷା ମୂଳକ ଭାବେ ଅବରତରଣ କରିଛି ଭିଟି-୧୦୦। ଅବତରଣ ପରେ ପାଇଲଟ୍ ସମଗ୍ର ବିମାନ ବନ୍ଦରର…
Read More...

ଲୁଟେରାଙ୍କ ପୋଷ୍ଟର ମାରିଲା ପୁଲିସ

ଭୁବନେଶ୍ବର : ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ ପୁଲିସର ମାଷ୍ଟର ପ୍ଲାନ୍। ରାଜଧାନୀର ବିଭିନ୍ନ ସ୍ଥାନରେ ପୁଲିସ ଲୁଟେରାଙ୍କ ପୋଷ୍ଟର ମାରିଛି। ମେଡିକାଲ, ବସଷ୍ଟାଣ୍ଡ, ରେଳଷ୍ଟେସନର ବିଭିନ୍ନ ସ୍ଥାନରେ ପୋଷ୍ଟର…
Read More...

କପିଳାସରେ ଆଖି ବୁଜିଲା ବୌଦ୍ଧରେ ଆତଙ୍କ ଖେଳାଇଥିବା ଦନ୍ତା

ଢେଙ୍କାନାଳ: ଆଖି ବୁଜିଲା ବୌଦ୍ଧରେ ଆତଙ୍କ ଖେଳାଇଥିବା ଦନ୍ତା। ଗତକାଲି ବୌଦ୍ଧ ବନଖଣ୍ଡ କଣ୍ଟାମାଳ ଫରେଷ୍ଟ ରେଞ୍ଜରୁ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଆସିଥିବା ହାତୀର ରବିବାର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବନ…
Read More...

ଜି ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ବର : କମୁଛି ପାରଦ ବଢୁଛି ଶୀତ। ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ।  ରବିବାର ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟର ୫ ସହର। ୭.୪ ଡିଗ୍ରୀ ସହ ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି। କୋରାପୁଟରେ ୮,…
Read More...

ଶୀତ ଯୋଗୁଁ ଦିଲ୍ଲୀରେ ପୁଣି ୫ଦିନ ବଢିଲା ସ୍କୁଲ ଛୁଟି

ନୂଆଦିଲ୍ଲୀ : ବଢୁଛି ଶୀତ । ହାଡଭଙ୍ଗା ଶୀତରେ ଥରୁଛି ସାରା ଦେଶ । ଅସହ୍ୟ ଜାଡ ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିଦେଉଛି। ସକାଳ ୧୦ଟା ନହେଲେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି। ତେବେ ଅସହ୍ୟ ଶୀତକୁ ଦୃଷ୍ଟିରେ ରଖି…
Read More...

ୟଶଙ୍କ ନାୟିକା ସାଜିବେ ବେବୋ

ମୁମ୍ବାଇ : ବଲିଉଡର ଚୁଲବୁଲି ଅଭିନେତ୍ରୀ କରୀନା କପୁର ଖାନ୍ । ତାଙ୍କୁ ବେବୋ ନାମରେ ସମସ୍ତେ ଜାଣନ୍ତି। ବଲିଉଡ୍ ଚଳଚିତ୍ର ଜଗତକୁ ସେ ଦେଇଛନ୍ତି ଅନେକ ସୁପରହିଟ୍ ଫିଲ୍ମ । ତାଙ୍କର ନିଖୁଣ ଅଭିନୟ ଏବଂ ନିଆରା ଅନ୍ଦାଜ୍…
Read More...

ପ୍ରଦର୍ଶନୀ ପଡିଆରେ ଜମୁଛି ଜାତୀୟ ଜନଜାତି ଶିଳ୍ପମେଳା ଏବଂ ନୃତ୍ୟ ମହୋତ୍ସବ

ଭୁବନେଶ୍ବର: ଜାନୁଆରୀ ୫ତାରିଖଠାରୁ ରାଜଧାନୀ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି ଜାତୀୟ ଜନଜାତି ଶିଳ୍ପମେଳା ଏବଂ ନୃତ୍ୟ ମହୋତ୍ସବ। ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଶୁକ୍ରବାର…
Read More...

ହାଲୋ ଅର୍ବିଟରେ ଆଦିତ୍ୟ ଏଲ୍-ୱାନ୍

ନୂଆଦିଲ୍ଲୀ : ଭାରତର ମିଶନ ସୂର୍ଯ୍ୟକୁ ବଡ ସଫଳତା। ଧାର୍ଯ୍ୟ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲା ଆଦିତ୍ୟ ଏଲ୍-ୱାନ୍ । ଦୀର୍ଘ ୧୫ କିଲୋମିଟର ଅତିକ୍ରମ କରି ଏହା ହାଲୋ ଅର୍ବିଟରେ ପହଞ୍ଚିଛି । ଆଦିତ୍ୟ ଏଲ-ୱାନ୍ ର ସଫଳତା ନେଇ…
Read More...

ପୋଖରୀରେ ବୁଡି ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ଯାଜପୁର : ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଲାଲବାଗ କୁଳସାହି ଗାଁରେ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡି ଚାଲିଗଲା ଦୁଇ ଜଣଙ୍କ ଜୀବନ । ମୃତକ ଦୁଇ ଜଣ ସମ୍ପର୍କରେ ଭାଇ ଭଉଣୀ ହୋଇଥିବା ସୂଚନା ମିଳିଛି। ସୂଚନା…
Read More...

ସର୍ବସାଧାରଣଙ୍କ ଲାଗି ଖୋଲିଲା ରାଜଭବନ ଉଦ୍ୟାନ

ଭୁବନେଶ୍ୱର: ଶନିବାରଠାରୁ ସର୍ବସାଧାରଣଙ୍କ ପରିଦର୍ଶନ ଲାଗି ଖୋଲିଲା ରାଜଭବନ ଉଦ୍ୟାନ । ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଲୋକମାନେ ଉଦ୍ୟାନରେ ବୁଲି ବିଭିନ୍ନ ରକମର ଫୁଲ ଦେଖିବାର ଭରପୁର ଆନନ୍ଦ ଉଠାଇପାରିବେ । ବିନା କୌଣସି…
Read More...

ଅଲଗା ହେଲେ କି ଅର୍ଜୁନ୍-ମଲାଇକା !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଲଭବାର୍ଡ। ମଲାଇକା ଅରୋରା ଓ ଅର୍ଜୁନ କପୁର୍‌। ରିଲେସନସିପକୁ ନେଇ ଉଭୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦୁହେଁ ନିଜ ସମ୍ପର୍କକୁ ନେଇ ଖୁବ୍ ଡେଡିକେଟେଡ୍। କିନ୍ତୁ କିଛି ଦିନ ହେବ…
Read More...

ପରିକ୍ରମା ପ୍ରକଳ୍ପ ପାଇଁ ଚାଉଳ, ଗୁଆ ସଂଗ୍ରହ କରୁଛି ଶ୍ରୀଜଗନ୍ନାଥ ରଥ

ପୁରୀ: ଜାନୁଆରୀ ୧୭ତାରିଖରେ ରହିଛି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ । ଏଥିପାଇଁ ପୁରୀ ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆଗେଇ ଚାଲିଛି । ଜାନୁଆରୀ ୧୨ ତାରିଖରୁ ଯଜ୍ଞ କାର୍ଯ୍ୟ ଆରମ୍ଭ…
Read More...

ବିମାନ ଦୁର୍ଘଟଣାରେ ହଲିଉଡ୍ ଅଭିନେତା ଓଲିଭରଙ୍କ ଦେହାନ୍ତ

ନୂଆଦିଲ୍ଲୀ : ହଲିଉଡ୍ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବିମାନ ଦୁର୍ଘଟଣାରେ ଚାଲିଯାଇଛି ହଲିଉଡ୍ ଅଭିନେତା ଓଲିଭରଙ୍କ ଜୀବନ । ତାଙ୍କ ସହ ତାଙ୍କର ଦୁଇ ଝିଅଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଗୁରୁବାର…
Read More...

ଭାରତ ପାଇଁ ଐତିହାସିକ ଦିନ : ଏଲ-ୱାନ୍ ପଏଣ୍ଟରେ ପହଞ୍ଚିବ ଆଦିତ୍ୟ

ନୂଆଦିଲ୍ଲୀ : ସଫଳ ହେବାକୁ ଯାଉଛି ଭାରତର ସୂର୍ଯ୍ୟ ମିଶନ। ଆଜି ସୂର୍ଯ୍ୟ ମିଶନ ପାଇଁ ଧାର୍ଯ୍ୟ କକ୍ଷପଥରେ ସ୍ଥାପିତ ହେବ ଆଦିତ୍ୟ ଏଲ୍-ୱାନ୍ । ଶନିବାର ଅପରାହ୍ନ ୪ଟାରେ ଏହାକୁ ଲାଗରେଞ୍ଜ ପଏଣ୍ଟରେ ଅବସ୍ଥାପିତ କରାଯିବ।…
Read More...

ପଶ୍ଚିମବଙ୍ଗରେ ରାସନ ଘୋଟାଲା : ଟିଏମସି ନେତା ଶଙ୍କର ଆଧ୍ୟା ଗିରଫ

ପଶ୍ଚିମବଙ୍ଗ : ମହଙ୍ଗା ପଡିଲା ଇଡି ଗାଡି ଭଙ୍ଗାରୁଜ୍ଜା କରିବା । ପଶ୍ଚିମବଙ୍ଗର ୨୪ ପ୍ରଗଣାରୁ ଗିରଫ ହୋଇଛନ୍ତି ତୃଣମୂଳ କଂଗ୍ରେସ ନେତା ଶଙ୍କର ଆଧ୍ୟା। ପିଡିଏସ୍ ରାସନ ଘୋଟାଲା ଅଭିଯୋଗରେ ଡିସେମ୍ବର ୫ ତାରିଖରେ …
Read More...

ସ୍ୱାତୀ ମାଲିୱାଲଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲା ଆପ୍

ନୂଆଦିଲ୍ଲୀ : ରାଜନୀତିରେ ଏଣ୍ଟ୍ରି କଲେ ସ୍ୱାତୀ ମାଲିୱାଲ। ସ୍ୱାତୀ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେବା ପରେ ଆମ୍ ଆଦମୀ ପାର୍ଟି ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ଜାନୁଆରୀ ୧୯ ତାରିଖରେ ଦିଲ୍ଲୀ…
Read More...

ଦେଶରେ ବେକାବୁ କରୋନା ? ଗତ ୨୪ ଘଣ୍ଟାରେ ନେଲାଣି ୧୨ଜଣଙ୍କ ଜୀବନ

ନୂଆଦିଲ୍ଲୀ : ଥଣ୍ଡା ବଢିବା ସହ କରୋନା ମାମଲା ବି କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଯାହା ସାଧାରଣ ଲୋକଙ୍କ ମନରେ ଏକ ପ୍ରକାର ଭୟ ସଂଚାରିତ କରୁଛି। ଅତି କମ୍ ଦିନର ସମୟ ମଧ୍ୟରେ ଜେଏନ୍-୧ ମାମଲା ୫୦୦ରୁ…
Read More...

ରେଡ୍ ବେଳେ ଇଡି ଟିମକୁ ଆକ୍ରମଣ : ଏନଆଇଏ ତଦନ୍ତ ଦାବି

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଇଡି ଟିମ୍ ଉପରେ ସଂଘବଦ୍ଧ ଆକ୍ରମଣ ।  ଉତ୍ତର ୨୪ ପ୍ରଗଣାରେ ଟିଏମସିର ଜଣେ ନେତାଙ୍କ ଘରକୁ ରେଡ୍ ପାଇଁ ଯାଉଥିବାବେଳେ ଆକ୍ରମଣ ହୋଇଛି। ହଠାତ୍ ୨୦୦ରୁ ଉଦ୍ଧ୍ଵର୍ର୍ ଲୋକ ଆସି ଆକ୍ରମଣ କରିବା…
Read More...