www.samajalive.in
Sunday, December 7, 2025
26.1 C
Bhubaneswar

ମଝି ରାସ୍ତାରେ ଯୁବତୀଙ୍କ ଫାୟାରିଂ ଭିଡିଓ ଭାଇରାଲ

ରାଜସ୍ଥାନ: ରାଜସ୍ଥାନ ଅଜମେରରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତାରେ ଜଣେ ଯୁବତୀ ହାତରେ ବନ୍ଧୁକ ଧରି ଗୁଳି ଚଳାଇବାର ଭିଡିଓ ଭାଇରାଲ ହୋଇଛି। ଯୁବତୀ ଜଣକ ଅଜମେରର ବାଲୁପୁରର ଶିବାନୀ ବୋଲି ଜଣାପଡିଛି। ଶିବାନୀ ଏହି ଭିଡିଓଟିକୁ ନିଜ ସୋସିଆଲ ମିଡିଆରେ ସେୟାର କରିବା ପରେ ପୁଲିସ ତତ୍ପର ହୋଇଉଠିଛି।

ଏହି ଘଟଣାରେ ପୁଲିସ ଶିବାନୀଙ୍କୁ ଗିରଫ କରିଛି। ତେବେ ଗିରଫ ହେବା ପରେ ଶିବାନୀ କହିଛନ୍ତି ଭିଡିଓରେ ସେ ଯେଉଁ ବନ୍ଧୁକ ବ୍ୟବହାର କରିଛନ୍ତି , ତାହା ନକଲି । ଏବଂ ବନ୍ଧୁକଟିକୁ ସେ ଆମାଜନରୁ କିଣିଛନ୍ତି।  ପରେ ୨୦ହଜାର ଟଙ୍କା ଦେୟରେ ଶିବାନୀଙ୍କୁ ଜାମିନ୍ ମିଳିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories