www.samajalive.in
Tuesday, December 9, 2025
16.1 C
Bhubaneswar

ସ୍ୱାତୀ ମାଲିୱାଲଙ୍କୁ ରାଜ୍ୟସଭା ପ୍ରାର୍ଥୀ କଲା ଆପ୍

ନୂଆଦିଲ୍ଲୀ : ରାଜନୀତିରେ ଏଣ୍ଟ୍ରି କଲେ ସ୍ୱାତୀ ମାଲିୱାଲ। ସ୍ୱାତୀ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେବା ପରେ ଆମ୍ ଆଦମୀ ପାର୍ଟି ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ଜାନୁଆରୀ ୧୯ ତାରିଖରେ ଦିଲ୍ଲୀ ପାଇଁ ରାଜ୍ୟସଭା ନିର୍ବାଚନ କରାଯିବ ।

ଯେଉଁଥିରେ ସ୍ୱାତୀ ହେବେ ଆପ୍ ର ପ୍ରାର୍ଥୀ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ପିଏସି ବୈଠକରେ ସ୍ୱାତୀଙ୍କ ନାଁ ପ୍ରସ୍ତାବ ଦିଆଯାଇଥିଲା। କେବଳ ସ୍ୱାତୀ ନୁହଁନ୍ତି ସଞ୍ଜୟ ସିଂ ଓ ଏନ ଡି ଗୁପ୍ତାଙ୍କୁ ୨ୟ ଥର ପାଇଁ ନିଜ ନିଜ ଆସନରୁ ପ୍ରାର୍ଥୀ କରିବା ଲାଗି କମିଟି ନିଷ୍ପତ୍ତି ନେଇଛି।

- Advertisement -

ସ୍ୱାତୀ ପ୍ରଥମଥର ଲାଗି ସଂସଦୀୟ ବ୍ୟାପାରରେ ଭାଗ ନେବେ। ୨୦୨୫ ମସିହାରେ ତାଙ୍କୁ ଦିଲ୍ଲୀ ମହିଳା କମିଶନ ଚେୟାର ପର୍ସନ ଭାବେ ନିଯୁକ୍ତ କରାଯାଇଥିଲା। ଦିଲ୍ଲୀରେ ଏସିଡ୍ ଆଟାକ୍ , ଯୌନ ଉତ୍ପୀଡନ ଓ ମହିଳା ସୁରକ୍ଷାଜନିତ ପ୍ରତିକାର ଦିଗରେ ସେ ନେତୃତ୍ୱ ନେଇଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories