www.samajalive.in
Saturday, December 6, 2025
16.1 C
Bhubaneswar

ଘର ପଛ ବାଡିରୁ ଶିଶୁର କଟା ମୁଣ୍ଡ ଉଦ୍ଧାର

ଯାଜପୁର : ଯାଜପୁରରୋଡ୍ ଥାନା ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁରେ ଅଭାବନୀୟ ଘଟଣା ଘଟିଛି। ଗାଁରେ ଥିବା ଜଣେ ବ୍ୟକ୍ତିଙ୍କର ଘର ପଛ ବାଡିରୁ ଏକ ଶିଶୁର କଟା ମୁଣ୍ଡ ଉଦ୍ଧାର ହୋଇଛି। କଟା ମୁଣ୍ଡଟି ୪-୫ ବର୍ଷର ଶିଶୁର ମୁଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଶନିବାର କଟାମୁଣ୍ଡଟିକୁ ଧରି କୁକୁର ବୁଲୁଥିବାର ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଶିଶୁଟିର ପରିଚୟ ମିଳିନି । ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories