www.samajalive.in
Monday, December 15, 2025
16.1 C
Bhubaneswar

ଅଲଗା ହେଲେ କି ଅର୍ଜୁନ୍-ମଲାଇକା !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଲଭବାର୍ଡ। ମଲାଇକା ଅରୋରା ଓ ଅର୍ଜୁନ କପୁର୍‌। ରିଲେସନସିପକୁ ନେଇ ଉଭୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦୁହେଁ ନିଜ ସମ୍ପର୍କକୁ ନେଇ ଖୁବ୍ ଡେଡିକେଟେଡ୍। କିନ୍ତୁ କିଛି ଦିନ ହେବ ଦୁହିଁଙ୍କର ବ୍ରେକଅପ ହୋଇଯାଇଥିବା ଖବର ଶୁଣିବାକୁ ମିଳୁଛି। ଏବେ ଅର୍ଜୁନ କପୁର ଇନଫ୍ଲୁଏନସର କୁଶା କପିଳାଙ୍କୁ ଡେଟ୍‌ କରୁଥିବାର ସୋସିଆଲ ମିଡିଆରେ ଗୁଜବ ଉଠିଛି। କିନ୍ତୁ ଏହାପରେ ପୁଣିଥରେ ମଲାଇକା ଏବଂ ଅର୍ଜୁନଙ୍କୁ ଏକାଠି ଦେଖିବାକୁ ମିଳିଛି।

ତେଣୁ ବ୍ରେକଅପ୍ ଖବର ସତ କି ନୁହେଁ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିଛି ଦିନ ତଳେ ଦୁହିଁଙ୍କ ମଧ୍ୟରୁ ଜଣେ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ତନ୍ମଧ୍ୟରୁ ଜଣେ ଏଥିପାଇଁ ପ୍ରସ୍ତୁତ ନ ଥିଲେ। ବିବାହ ନ କରି ପାରିବା କାରଣରୁ ଦୁଇମାସ ପୂର୍ବରୁ ଅଲଗା ହେବା ପାଇଁ ଅର୍ଜ୍ଜୁନ ଓ ମଲାଇକା ନିଷ୍ପତ୍ତି ନେଇଥିଲେ। କିନ୍ତୁ ବ୍ରେକଅପ ଖବରକୁ ନେଇ ମଲାଇକା ଏବଂ ଅର୍ଜୁନଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories