ଏଫ୍‌ଆଇଏଚ୍‌ ମହିଳା ପ୍ରୋ-ଲିଗ୍‌ ହକି: ଶନିବାର କଳିଙ୍ଗରେ ଭାରତ-ଚୀନ୍‌ ମ୍ୟାଚ

ଭୁବନେଶ୍ବର : ଓଡ଼ିଶାକୁ ଫେରିଛି ଅନ୍ତର୍ଜାତୀୟ ହକି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ଖେଳାଯିବ ଏଫ୍‌ଆଇଏଚ୍‌ ପୁରୁଷ ଓ ମହିଳା ପ୍ରୋ -ଲିଗ୍‌ ହକି ୨୦୨୩-୨୪ ମ୍ୟାଚ।…
Read More...

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଯିବାବେଳେ ପିହୁର ମାଆଙ୍କୁ ଉଠାଇନେଲା ପୁଲିସ

ଢେଙ୍କାନାଳ: ନିଖୋଜ ଶିଶୁ ପିହୁର ମାଆକୁ ପୁଲିସ ଉଠାଇ ନେଇଛି।  ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ସମ୍ବଲପୁର ଯାଉଥିଲେ। ପିହୁର ମାଆଙ୍କୁ ଉଠାଇ ନେଇ ପୁଲିସ ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡିରେ ୫…
Read More...

ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ

ସାଲେପୁର: ବସ୍ ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ। ସାଲେପୁରରେ ବାଇକ୍‌କୁ ଧକ୍କା ଦେଇ ଏକ ବସ୍ ବିଲକୁ ମାଡିଯାଇଛି। ଘଟଣାସ୍ଥଳରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ଏବଂ ବସ୍ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।…
Read More...

୫ ତାରିଖ ପରେ ରହିବନି କୁହୁଡିର ପ୍ରଭାବ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି। ଶନିବାର ଭୁବନେଶ୍ବର , କଟକ ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳିଛି। ରବିବାର ପର୍ଯ୍ୟନ୍ତ ବାଲେଶ୍ବର , ଭଦ୍ରକ , ଯାଜପୁର ,…
Read More...

ଘରର କାନ୍ଥକୁ ପିଟିଲା କାର୍ : ୪ ସାଙ୍ଗଙ୍କ ଅକାଳ ବିୟୋଗ

କଟକ: କଟକ ତିଗିରିଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତିରେ ଏକ କାର୍ ଭାରସାମ୍ୟ ହରାଇ ଘରର କାନ୍ଥକୁ ଧକ୍କା ଦେଇଛି । ଏଥିରେ ୪ଜଣଙ୍କର ମୃତ୍ୟୁ ହୋଇଛି। ରାତିରେ ଚାରି ଜଣ ସାଙ୍ଗ କୋଇଲିକନ୍ୟା…
Read More...

ଶନିବାରଠୁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର : ପଞ୍ଚାୟତରୁ ନେଇ ଜିଲା ଏବଂ ରାଜ୍ୟରୁ ପ୍ରବାସୀ ଓଡ଼ିଆ ପର୍ଯ୍ୟନ୍ତ ସମସ୍ତେ ହେବେ ଓଡ଼ିଆ ମନସ୍କ। ଶନିବାରଠୁ ତିନିଦିନ ଧରି ଓଡ଼ିଆ ଭାଷାକୁ ନେଇ ହେବ ବିବିଧ କାର୍ଯ୍ୟକ୍ରମ। ଓଡ଼ିଆ ଭାଷାର ପ୍ରସାର, ବିକାଶ…
Read More...

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ: ଶନିବାର ରାଶିଫଳ

ମେଷ: ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ତ୍ବ ଉପଲବ୍ଧ ହେବ। ନିଜର ସାରସ୍ବତ ସାଧନାକୁ ବ୍ୟକ୍ତ କରିପାରନ୍ତି। ଅସୂର୍ଯ୍ୟସ୍ପର୍ଶା ପତ୍ନୀଙ୍କ ଉପାସନାର ପ୍ରତୀକ ହେବେ। ଧର୍ମକୁ ଜୀବନର ଆଧାର କରିପାରନ୍ତି। ବୃଷ:…
Read More...

ଟ୍ରକ୍‌କୁ ପଛରୁ ପିଟିଲା ବରଯାତ୍ରୀ ବସ୍:୧୦ ଆହତ

ମୟୁରଭଞ୍ଜ:  ମୟୁରଭଞ୍ଜ କରଞ୍ଜିଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଏକ ଟ୍ରକ ଛିଡା ହୋଇଥିବାବେଳେ ଏକ ବରଯାତ୍ରୀ ବସ୍ ପଛରୁ ପିଟି ହୋଇଛି। ଏଥିରେ ଦଶ ଜଣ ଆହତ ହୋଇଥିବାବେଳେ ଦୁଇ ଜଣଙ୍କର ଅବସ୍ଥା…
Read More...

ଶନିବାର ଆସୁଛନ୍ତି ପ୍ରଧାନମନ୍ତ୍ରୀ: ଆଇଆଇଏମ୍‌ର ନୂତନ ବିଲ୍ଡିଂର କରିବେ ଲୋକାର୍ପଣ

ସମ୍ବଲପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସମ୍ବଲପୁର ଗସ୍ତରେ ଆସୁଛନ୍ତି। ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ ପରିସର ଉଦ୍‌ଘାଟନ ସହ ୬୮ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ…
Read More...

ଦେଶର ଭବିଷ୍ୟତ ନିର୍ମାଣର ବଜେଟ୍ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି। ତେବେ ବଜେଟ୍ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି  ଏହି ବଜେଟ୍…
Read More...

ମାଲେସିଆର ନୂଆ ରାଜା ଇବ୍ରାହିମ୍ , ସମ୍ପତ୍ତି ଶୁଣିଲେ ତାଜୁବ୍ ହୋଇଯିବେ…

ନୂଆଦିଲ୍ଲୀ: ୬୫ ବର୍ଷ ବୟସରେ ଜୋହରର ରାଜା  ଇବ୍ରାହିମ୍ ସ୍କନ୍ଦର ମାଲେସିଆରେ ସିଂହାସନ ଆରୋହଣ କରିଛନ୍ତି। ବୁଧବାର ଦେଶର ୧୭ତମ ରାଜା ଭାବରେ ଶପଥ ନେଇଛନ୍ତି। ଶପଥ ନେବା ପାଇଁ ସେ ନିଜର ବ୍ୟକ୍ତିଗତ ବିମାନରେ ଯାଇ…
Read More...

୧୦ ବର୍ଷରେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଇଛି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଅଭିଭାଷଣରେ କହିଛନ୍ତି ଯେ ୧୦ ବର୍ଷ ମଧ୍ୟରେ ମହିଳା ସଶକ୍ତୀକରଣ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି।  ପିଏମ ଆବାସ ଯୋଜନାରେ ୭୦ପ୍ରତିଶତ ଘର…
Read More...

୫ ବର୍ଷରେ ଆଉ ୨କୋଟି ପକ୍କା ଘର-ଅର୍ଥମନ୍ତ୍ରୀ ସୀତାରମଣ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଗୁରୁବାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରୁଛନ୍ତି। ଏହି ବଜେଟ୍‌‌ ମୋଦୀ ସରକାରଙ୍କ ୨ୟ ପାଳି କାର୍ଯ୍ୟକାଳର ଅନ୍ତିମ ବଜେଟ୍‌‌।  ଅର୍ଥମନ୍ତ୍ରୀ କହିଛନ୍ତି ଗରିବ ଲୋକ…
Read More...

ଖାଉଟିଙ୍କ ଉପରେ ମହଙ୍ଗା ମାଡ: ରସୁଣ କିଲୋ ୫୦୦ଟଙ୍କାରେ ବିକ୍ରି

ଭୁବନେଶ୍ବର :ଖାଉଟିଙ୍କ ଉପରେ ମହଙ୍ଗା ମାଡ । ପୂର୍ବରୁ ପିଆଜ ପରେ ଟମାଟୋ ଆଉ ଏବେ ରସୁଣ ଦର ଖାଉଟିଙ୍କୁ କନ୍ଦାଉଛି । ରୋଷେଇଶାଳର ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ବ୍ୟବହୃତ ହେଉଥିବା ରସୁଣ ରେ ହାତ ମାରି ହେଉନି । ୧୦୦…
Read More...

ମାର୍କେଟ୍‌ କଂପ୍ଲେକ୍ସ ନିକଟରୁ ମଣିଷ କଙ୍କାଳ ଠାବ

ଭଦ୍ରକ: ଭଦ୍ରକ ଆରଏମସି ମାର୍କେଟ୍ କଂପ୍ଲେକ୍ସ ନିକଟରେ ଅଭାବନୀୟ ଘଟଣା ଘଟିଛି। ଏକ ଜଙ୍ଗଲିଆ ସ୍ଥାନ ସଫା କରିବାବେଳେ ମଣିଷ କଙ୍କାଳ ଠାବ କରାଯାଇଛି। କଙ୍କାଳ ନିକଟରେ ଏକ ବ୍ୟାଗ୍ , ଚପଲ ଏବଂ ଦଉଡି ପଡିଥିବା ଦେଖିବାକୁ…
Read More...

ନିଖୋଜ ଦୁଇ ସ୍କୁଲ ଛାତ୍ରୀଙ୍କୁ ପୁରୀରୁ ଠାବ କଲା ଭରତପୁର ପୁଲିସ

ଭୁବନେଶ୍ବର: ଖଣ୍ଡଗିରି ବାରି ଅଞ୍ଚଳର ନିଖୋଜ ଦୁଇ ସ୍କୁଲ ଛାତ୍ରୀ ଠାବ ହୋଇଛନ୍ତି। ଭରତପୁର ଥାନା ପୁଲିସ ଦୁଇ ଛାତ୍ରୀଙ୍କୁ ପୁରୀରୁ ଠାବ କରିଥିବା ସୂଚନା ମିଳିଛି। ପୁଲିସ ଦୁଇ ଜଣଙ୍କୁ ଠାବ କରିବା ପରେ ପରିବାର ଲୋକଙ୍କୁ…
Read More...

ବଜେଟ୍ ଦିନ ମହଙ୍ଗା ଝଟ୍‌କା: ବଢିଲା ଏଲପିଜି ଗ୍ୟାସ୍ ମୂଲ୍ୟ, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ: ଗୁରୁବାର ସଂସଦରେ ଅନ୍ତରୀଣ ବଜେଟ୍ ଆଗତ ହେବ । ଏହା ପୂର୍ବରୁ ଗ୍ରାହକଙ୍କୁ ମହଙ୍ଗା ଝଟକା ଲାଗିଛି। ତୈଳ କମ୍ପାନୀଗୁଡିକ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ନୂତନ ଦର ଗୁରୁବାରଠାରୁ…
Read More...

ଘାଟିରେ ବସ୍ ଦୁର୍ଘଟଣା: ୧୦ ଆହତ

ମୋହନା: ଗଜପତି ମୋହନାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବସ୍‌ ଗଛରେ ପିଟି ହୋଇଯାଇଛି। ଏଥିରେ ୧୦ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାଇସିଂ ଘାଟି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ…
Read More...

କୁହୁଡି ହେଲା କାଳ: ଡିଭାଇଡରରେ ପିଟି ହୋଇ ଓଲଟିଲା ବସ୍ , ୨୦ ଆହତ

କଟକ: କୁହୁଡି ଯୋଗୁଁ ଓଲଟିଲା ଲକ୍ଷ୍ମୀ ବସ୍ । ଡିଭାଇଡରରେ ପିଟି ହୋଇ ବସ୍ ଟି ଓଲଟି ପଡିଛି। ଚୌଦ୍ବାର ଥାନା ନୁଆପାଟଣା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨୦ଜଣ ଆହତ ହୋଇଛନ୍ତି।  ଲକ୍ଷ୍ମୀ ନାମକ ବସ୍‌ଟି…
Read More...

ଶୀତ ସାଙ୍ଗକୁ କଲବଲ କରୁଛି କୁହୁଡି : ୪ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ପ୍ରବଳ ଜାଡ ସାଙ୍ଗକୁ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ତେବେ ପଶ୍ଚିମାଝଡ ପ୍ରଭାବରେ ଗୁରୁବାରଠାରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଏବଂ…
Read More...

କେମିତି କଟିବ ଆଜିର ଦିନ: ଗୁରୁବାର ରାଶିଫଳ

ମେଷ:ଭ୍ରାତୃତ୍ବର ବନ୍ଧନ ନିବିଡ଼ତର ହୋଇପାରେ। ସୁସ୍ଥ ଓ ନିରାମୟ ରହିବେ। ଶକ୍ତିମାନ ଓ ଶତ୍ରୁ ବିନାଶକାରୀ ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଚମତ୍କାରିକ ଲାଭ ହୋଇପାରେ। ଚକ୍ଷୁ ପୀଡ଼ା ଉପୁଜିପାରେ। ବୃଷ:କର୍ମଚଞ୍ଚଳ…
Read More...

ରାଜଧାନୀରୁ ଦୁଇ ସ୍କୁଲ ଛାତ୍ରୀ ନିଖୋଜ

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ଦୁଇ ସ୍କୁଲ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି। ଏହି ଦୁଇ ଛାତ୍ରୀ ଘାଟିକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ଜଣାପଡିଛି। ବୁଧବାର ୪ଟା ବେଳେ ସ୍କୁଲ ଛୁଟି ହେବା ପରେ ସେମାନେ…
Read More...

ଫେବୃଆରୀ ୬ରେ ଓଡିଶା ଆସିବେ ସାଂସଦ ରାହୁଲ ଗାନ୍ଧୀ

ଭୁବନେଶ୍ବର: ଫେବୃଆରୀ ୬ ତାରିଖରେ ଓଡିଶା ଆସିବେ ସାଂସଦ ରାହୁଲ ଗାନ୍ଧୀ। ୬ ତାରିଖ ସନ୍ଧ୍ୟାରେ ବୀରମିତ୍ରପୁରରେ ରାହୁଲ ଗାନ୍ଧୀଙ୍କୁ ସ୍ବାଗତ କରାଯିବ। ୩ଟି ସାଙ୍ଗଠନିକ ଜିଲ୍ଳାରେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା…
Read More...

ଚୀନ୍ ସୈନିକଙ୍କୁ ମେଷ ପାଳକଙ୍କ ଚେତାବନୀ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଏଲଏସି ନିକଟରେ ଭାରତୀୟ ମେଷ ପାଳକ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷର ଏକ ଭିଡିଓ ସାମ୍ନାକୁ ଆସିଛି। ଚୀନର ସୈନିକମାନେ ମେଷ ପାଳକ ମାନଙ୍କୁ ଚରାଭୂମିକୁ ପଶୁ ମାନଙ୍କୁ ନେବାକୁ ବାରଣ…
Read More...

ମାଳଦ୍ବୀପର ଇଣ୍ଡିଆ ଆଉଟ୍ ଅଭିଯାନକୁ ନେଇ କହିଲେ ଜୟଶଙ୍କର-କେହି ବର୍ତ୍ତିପାରିବେନି

ନୂଆଦିଲ୍ଲୀ: ଆରବସାରଗରେ  ପୁଣି ଦମ ଦେଖାଇଛି ଭାରତୀୟ ସେନା ।  ଗଭୀର ସମୁଦ୍ର ରାଶିରେ ଶକ୍ତି ପ୍ରଦର୍ଶନ କରିଛି ଆଇଏନଏସ ସୁମିତ୍ରା । ଜଳଦସ୍ୟୁମାନେ ଇରାନ ପତାକା ଲାଗିଥିବା ଜାହାଜ ଓ ସେଥିରେ ଥିବା କ୍ର୍ୟୁ ମେମ୍ବରଙ୍କୁ…
Read More...

ଆଇସିୟୁରେ କ୍ରିକେଟର ମୟଙ୍କ ଅଗ୍ରୱାଲ

ଅଗରତାଲା : ଭାରତୀୟ କ୍ରିକେଟର ମୟଙ୍କ ଅଗ୍ରୱାଲଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ମୟଙ୍କ ଅଗରତାଲାରୁ ମ୍ୟାଚ ଖେଳି ଦିଲ୍ଲୀ ଅଭିମୁଖେ ବିମାନରେ ବସିଥିଲେ। ବିମାନ ଟେକ୍‌ ଅଫ୍‌ ପୂର୍ବରୁ ହିଁ ମୟଙ୍କ ଅସୁସ୍ଥ…
Read More...

ଛତିଶଗଡରେ ଆହତ ଯବାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ

ଛତିଶଗଡ: ଛତିଶଗଡରେ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଆହତ ଯବାନଙ୍କୁ ଭେଟିଛନ୍ତି। ମେଡିକାଲରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ…
Read More...

କୁହୁଡି ବଳୟରେ ଦିଲ୍ଲୀ: ବିମାନ ଓ ଟ୍ରେନ୍ ସେବା ବାଧାପ୍ରାପ୍ତ

ନୂଆଦିଲ୍ଳୀ: ସାରା ଉତ୍ତର ଭାରତରେ ଥଣ୍ଡା ଲହରୀ ଜାରି ରହିଛି। ପ୍ରବଳ ଶୀତରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ସକାଳ ୧୦ଟା ନ ବାଜିଲେ ଘରୁ ବାହାରିବା ବି ମୁସ୍କିଲ ହୋଇପଡୁଛି। ଦିଲ୍ଲୀ ସହରରେ ଘନ କୁହୁଡି ଯୋଗୁଁ…
Read More...

ଆରପାରିରେ ପୁରୀ ଗଜପତିଙ୍କ ସାନମାଇଁ ରେଣୁକା ଦେବୀ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ରାଜ ପରିବାରର ସାନକୁମାର କିରଣେନ୍ଦ୍ର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କ ରାଣୀ ରେଣୁକା ଦେବୀଙ୍କର ପରଲୋକ ଘଟିଛି । ଉଚ୍ଚରକ୍ତଚାପ ତଥା ରକ୍ତହୀନତା ରୋଗରେ ଆକ୍ରାନ୍ତ ହୋଇ ସେ…
Read More...

ଏଟିଏମ୍‌ ଲୁଟ୍ ଘଟଣାରେ ଧରାପଡିଲେ ଦୁଇ ଲୁଟେରା

ନବରଙ୍ଗପୁର: ନବରଙ୍ଗପୁର ସହର ବ୍ଲକ କାର୍ଯ୍ୟାଳୟ ପାର୍ଶ୍ବରେ ଥିବା ଏସବିଆଇ ଏଟିଏମରୁ ଲୁଟ୍ ହୋଇଛି। ଏଟିଏମ ମେସିନକୁ ଦୁର୍ବୁତ୍ତମାନେ ତାଡି ଦେଇଛନ୍ତି। ତେବେ ଏଟିଏମ ମେସିନକୁ ଗ୍ୟାସ୍ କଟରରେ କାଟିଥିବା ସନ୍ଦେହ…
Read More...

ରାଜ୍ୟରେ ପୁଣି ଛେଚିବ ବର୍ଷା: ଜାରି ରହିଛି ଶୀତର ପ୍ରଭାବ

ଭୁବନେଶ୍ବର: ସାରା ରାଜ୍ୟରେ ଶୀତର ପ୍ରଭାବ ଜାରି ରହିଛି। ପ୍ରବଳ ଜାଡ ସାଙ୍ଗକୁ ଘନ କୁହୁଡି ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିପକାଉଛି। ତେବେ ବୁଧବାରଠାରୁ ରାଜ୍ୟରେ ପାଗ ବଦଳିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।…
Read More...

ବୁଧବାର ୩ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ:ବୁଧବାର ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିଲାଗି ସନ୍ଧ୍ୟା ୬ଟାରୁ ରାତି ୯ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧା…
Read More...

ମାଓବାଦୀ ଆକ୍ରମଣରେ ୩ ଯବାନ ସହିଦ

ମାଲକାନଗିରି :  ମାଓବାଦୀମାନେ ପୁଣି ରକ୍ତମୁଖା ହୋଇଛନ୍ତି। ସୁରକ୍ଷା ବାହିନୀ ଶିବିର ଉପରେ ମାଓବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ଛତିଶଗଡ଼ ବିଜାପୁର-ସୁକମା ସୀମାରେ ୩ ଯବାନ୍‌ ସହିଦ ‌ହୋଇଥିବା ବେଳେ ଅନ୍ୟ ୧୪…
Read More...

ମଦ ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ମୃତ

ଦଶପଲ୍ଲା:  ନୟାଗଡ ଦଶପଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଡିହଗାଁ ଛକରେ ତାଙ୍କୁ ଏକ ଦ୍ରୁତଗାମୀ ମଦ ବୋଝେଇ  ଟ୍ରକ୍ ଧକ୍କା ଦେଇଛି। ଦୁର୍ଘଟଣା ପରେ ଟ୍ରକ…
Read More...

ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ: ବୁଧବାର ରାଶିଫଳ

ମେଷ : ସରକାରୀ ଚାକିରିରେ ଥାଇ ବି ଗ୍ରାମାଞ୍ଚଳ ଦୁର୍ଗତଙ୍କ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ମୁକ୍ତ ହୋଇ ଆଶ୍ବସ୍ତ ହେବେ। ବୃଷ: ପତ୍ନୀ ଆପଣଙ୍କୁ ପତନ ମୁଖରୁ…
Read More...

ବୁଧବାରଠାରୁ ସଂସଦର ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ : ବୁଧବାରଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ। ୧୭ଶ ଲୋକସଭାର ଏହା ହେଉଛି ଶେଷ ଅଧିବେଶନ। ଏହି ଅଧିବେଶନ ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ…
Read More...

ଘରର ଚଉଡା ମାତ୍ର ୧ ମିଟର: ଭିଡିଓ ଦେଖିଲେ ବିଶ୍ବାସ କରିହେବନି…

ନୂଆଦିଲ୍ଲୀ: ଫ୍ରାନ୍ସର ଲେ ହାୱରେ ସହରରେ ଏକ ନିଆରା ଘର ରହିଛି । ଯାହାର ନାମ ନାରୋ ହାଉସ୍। ଏହି ଘରଟିର ଚଉଡା ମାତ୍ର ଏକ ମିଟର। ଯାହା ଭିତରେ ଆପଣମାନଙ୍କୁ ଏକ ଛୋଟ ଜାଗାରେ ପୁରା ଦୁନିଆ ଥିବାର ଅନୁଭବ ହେବ । ଏତେ ଛୋଟ…
Read More...

ବରମୁଣ୍ଡା ନୂଆ ବସ୍ ଟର୍ମିନାଲ କାର୍ଯ୍ୟ ସମୀକ୍ଷା କଲେ ଫାଇଭ୍-ଟି ଅଧ୍ୟକ୍ଷ

ଭୁବନେଶ୍ୱର : ବରମୁଣ୍ଡା ପୁରୁଣା ବସ୍‌ଷ୍ଟାଣ୍ଡକୁ ଭଙ୍ଗାଯାଇ ନୂଆ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଛି।  ପ୍ରାୟ ୧୫.୫ ଏକର ଜମିରେ ନିର୍ମାଣ କାମ ଚାଲିଛି। ଏ ନେଇ ମଙ୍ଗଳବାର ଭୋର ସମୟରେ ଫାଇଭ୍-ଟି ଅଧ୍ୟକ୍ଷ ଭିକେ…
Read More...

ମହାନଦୀ ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା: ୩ ଘଣ୍ଟା ପରେ ଉଦ୍ଧାର ହେଲେ ଯାତ୍ରୀ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଳକ ବାହାକୁଦ-ମୂଷାଡିଆ ଫେରିଘାଟରେ ଅଭାବନୀୟ ଘଟଣା ଘଟିଛି। ଦୁଇଟି ଡଙ୍ଗା ମଙ୍ଗଳବାର ସକାଳୁ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବାହାକୁଦ ପଟୁ  ପାରାଦୀପ ଅଭିମୁଖେ…
Read More...

ଗଣଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍

ଫୁଲବାଣୀ:  ଗତ ୨୦୨୧ ମସିହାରେ ଖଜୁରୀପଡା ଥାନା ଅଞ୍ଚଳରେ ହୋଇଥିବା ଏକ ଗଣଦୁଷ୍କର୍ମ ମାମଲାର ଶୁଣାଣୀ କରି ସୋମବାର  ଫୁଲବାଣୀ ଜିଲ୍ଲା ଦୌରା ଜଜ ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ…
Read More...

ଅବକାରୀ ବିଭାଗ ଦ୍ୱାରା ବାଇକ ସହ ୧୪କେଜି ଗଞ୍ଜେଇ ଜବତ, ୨ ଗିରଫ

ଫୁଲବାଣୀ: ଅବକାରୀ ବିଭାଗ ମୋବାଇଲ ଟିମ ଏକ ନମ୍ବର ବିହୀନ ବାଇକ ସହ ୧୪ କେଜି ଗଞ୍ଜେଇ ଏବଂ ଦୁଇ ଜଣ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରିବାରେ ସଫଳ ହୋଇଛି ।  ଅବକାରୀ ମୋବାଇଲ ଟିମ ର ଇନ୍ସପେକ୍ଟର ଭବାନୀ ଶଙ୍କର ସେଠିଙ୍କ…
Read More...

ଜୟପ୍ରକାଶ କଲେଜରେ ଓଡ଼ିଆ ଭାଷା ସମ୍ମିଳନୀ

ଭବାନୀପାଟଣା: ସ୍ଥାନୀୟ ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦଯାପନ ସଭା ସୋମବାର ଅନୁଷ୍ଠିତ ହୋଇଛି । ଅଧ୍ୟକ୍ଷ ଛବିଲାଲ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଆଲୋଚନାଚକ୍ର…
Read More...

ଓଇଆରସିରେ ବିଦ୍ୟୁତ୍ ଦର ସଂଶୋଧନ ନେଇ ମଙ୍ଗଳବାରଠାରୁ ଶୁଣାଣି

ଭୁବନେଶ୍ବର : ଗ୍ରିଡକୋ ଗତବର୍ଷ ବିଭିନ୍ନ ଆବଣ୍ଟନକାରୀ କମ୍ପାନୀ ଗୁଡିକୁ ୟୁନିଟ ପିଛା ୩ଟଙ୍କା ୨୨ପଇସା ଦରରେ ବିଦ୍ୟୁତ୍‌ ବିକ୍ରି କରୁଥିଲା। ଚଳିତ ବର୍ଷ ଏହା ୟୁନିଟ ପିଛା ୩ଟଙ୍କା ୮୪ପଇସାରେ ବିକ୍ରି କରିବା ପାଇଁ…
Read More...

୨ ଦିନ ଘନକୁହୁଡ଼ି: ଜି.ଉଦୟଗିରି ସବୁଠୁ ଥଣ୍ଡା

ଭୁବନେଶ୍ବର: ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନକୁହୁଡ଼ି ଦୃଶ୍ୟମାନ ହେବ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଦୁଇଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଫେବୃଆରୀ ପହିଲାରୁ…
Read More...

ଭିଜିଲାନ୍ସ ଜାଲରେ ଜଳସେଚନ କନିଷ୍ଠ ଯନ୍ତ୍ରୀ

ମାଲକାନଗିରି : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ୍ କରାଯାଉଛି। ମାଲକାନଗିରି ଜିଲ୍ଲା ଜଳସେଚନ ବିଭାଗର ଜେଇଇ ସଞ୍ଜୟ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ ଜାରି ରଖିଛି।…
Read More...

ଡ୍ରାଇଭରଙ୍କୁ ହୃଦ୍‌ଘାତ: ଅଳ୍ପକେ ବର୍ତ୍ତିଲେ ୭୦ ପର୍ଯ୍ୟଟକ

ବାଲେଶ୍ବର : ସେ ନିଜେ ଚାଲିଗଲେ କିନ୍ତୁ ବଞ୍ଚାଇଦେଲେ ୭୦ ଲୋକଙ୍କ ଜୀବନ । କୋଲକାତାରୁ ବାଲେଶ୍ବର ପଞ୍ଚଲିଙ୍ଗେଶ୍ବରକୁ ଏକ ବସ୍‌ରେ ପର୍ଯ୍ୟଟକମାନେ ବୁଲିବାକୁ ଆସୁଥିଲେ। ପାଟପୁର ଛକ ନିକଟରେ ଗାଡି ଚଳାଉଥିବାବେଳେ ହିଁ…
Read More...

ରୋଗୀ ମୃତ୍ୟୁରୁ ଡାକ୍ତରଙ୍କୁ ନିସ୍ତୁକ ମାଡ

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଈ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଚିକିତ୍ସାରେ ଅବହେଳା ଅଭିଯୋଗ କରି ରୋଗୀଙ୍କ ସମ୍ପର୍କୀୟ ମାନେ ନିସ୍ତୁକ ମାଡ ମାରିଛନ୍ତି। ସୋମବାର ରାତିରେ…
Read More...

ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳୀ

ନୂଆଦିଲ୍ଲୀ: ମଙ୍ଗଳବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୬ତମ ତିରୋଧାନ ଦିବସ। ଏହି ଅବସରରେ ସାରା ଦେଶ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି। ସକାଳୁ ସକାଳୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ…
Read More...

ଗଞ୍ଜାମ ସୁନାପୁର ବିଚ୍‌କୁ ବ୍ଲୁଫ୍ଲାଗ୍ ବିଚ୍‌ର ମାନ୍ୟତା

ଗଞ୍ଜାମ: ପୁରୀ ପରେ ଗଞ୍ଜାମ ସୁନାପୁର ବିଚ୍‌କୁ ସମ୍ମାନଜନକ ବ୍ଲୁ ଫ୍ଲାଗ୍‌ ବିଚ୍‌ ର ମାନ୍ୟତା ମିଳିଛି। ଡେନ୍ ମାର୍କ ସ୍ଥିତ ଫାଉଣ୍ଡେସନ୍ ଫର୍‌ ଏନଭରମେଣ୍ଟ ଏଜୁକେସନ ପକ୍ଷରୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଏ ନେଇ…
Read More...

୬ ଦଫା ଦାବିରେ ୧୨ଘଣ୍ଟିଆ ନବରଙ୍ଗପୁର ଜିଲ୍ଲା ବନ୍ଦ

ନବରଙ୍ଗପୁର: ନବରଙ୍ଗପୁର -ଜୟପୁର ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ ପ୍ରତିବାଦରେ ମଙ୍ଗଳବାର ବିଜେପି ଯୁବମୋର୍ଚ୍ଚା ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ସକାଳ…
Read More...

କେମିତି କଟିବ ଆଜିର ଦିନ: ମଙ୍ଗଳବାର ରାଶିଫଳ

ମେଷ: ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଆପଣଙ୍କୁ ଗରିମାମୟ କରିପାରେ। ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହେବାକୁ ପଡ଼ିବ। ଶତ୍ରୁକୁ ଦୁର୍ବଳ ଭାବି ଉପଯୁକ୍ତ ମୁକାବିଲା କଲେ ବିଜୟୀ ହେବେ। ସୁସ୍ଥ ଜୀବନ ବିତାଇବେ। ବୃଷ:…
Read More...

ମଙ୍ଗଳ ଗ୍ରହରେ ରହୁଥିଲେ ଏଲିୟନ୍ !

ନୂଆଦିଲ୍ଲୀ: ପୃଥିବୀ ବ୍ୟତୀତ ଅନ୍ୟ କୌଣସି ଗ୍ରହରେ ଜୀବନ ଅଛି କି ନାହିଁ , ସେ ବିଷୟରେ ଦୁନିଆର ଅନେକ ବୈଜ୍ଞାନିକ ନିରନ୍ତର ଅନୁସନ୍ଧାନ କରୁଛନ୍ତି। ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ କରିଥିବା ଅନୁସନ୍ଧାନରୁ ଏହା ଜଣାପଡିଛି…
Read More...

ଏହି ଗ୍ରହରେ ବୈଜ୍ଞାନିକଙ୍କୁ ମିଳିଲା ଜଳର ସନ୍ଧାନ…

ନୂଆଦିଲ୍ଲୀ : ବୈଜ୍ଞାନିକମାନେ ପୃଥିବୀଠାରୁ ଦୂରରେ ଅବସ୍ଥିତ ଥିବା ଏକ ଗ୍ରହରେ ଜଳର ସନ୍ଧାନ କରିଛନ୍ତି। ହବଲ୍  ସ୍ପେସ୍ ଟେଲିସ୍କୋପ୍ ବ୍ୟବହାର କରି ଜ୍ୟୋତିର୍ବିଜ୍ଞାନୀମାନେ ପୃଥିବୀଠାରୁ ୯୭ ଆଲୋକ ବର୍ଷ ଦୂରରେ ଏକ…
Read More...

ସୋମବାରଠାରୁ ଫେବୃଆରୀ ୨୨ ପର୍ଯ୍ୟନ୍ତ ପରିକ୍ରମା ପ୍ରକଳ୍ପ ବୁଲିଦେଖିବେ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁ

ପୁରୀ: ସୋମବାରଠାରୁ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖୁଛନ୍ତି। ଫେବୃଆରୀ ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁ ମାନେ ପରିକ୍ରମା ପ୍ରକଳ୍ପ ବୁଲି…
Read More...

ପୁଲିସ ଟ୍ରେନିଂ ସ୍କୁଲରେ ନିଆଁ ଲାଗି ଜଳିଗଲା ୪୫୦ କାର୍‌ ଓ ବାଇକ୍

ନୂଆଦିଲ୍ଲୀ: ଦିଲ୍ଲୀ ୱଜିରାବାଦ ପୁଲିସ ଟ୍ରେନିଂ ସ୍କୁଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ପ୍ରାୟ ୨୦୦ କାର୍ ସହ ୨୫୦ରୁ ଅଧିକ ବାଇକ୍ ଜଳିଯାଇଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ…
Read More...

ଅପହଞ୍ଚ ଇଲାକାରେ ସାତ ସପନ ମୌଳିକ ସୁବିଧା

ଫୁଲବାଣୀ : ସରକାର ଆଦିବାସୀ ଇଲାକାରେ ଲୋକଙ୍କ ସୁବିଧା ଲାଗି ଯୋଜନା ଉପରେ ଯୋଜନା କରୁଛନ୍ତି। ଏଥିଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି। ହେଲେ ସ୍ୱାଧୀନତାର ୭୭ବର୍ଷ ପରେ ମଧ୍ୟ ଅପହଞ୍ଚ ଇଲାକାରେ ମୌଳିକ…
Read More...

ପୂଜା ମଣ୍ଡପରୁ ସୁନା ଅଳଙ୍କାର ଚୋରି

କଟକ: କଟକରେ ଥମୁନି ଚୋରି, ଲୁଟପାଟ୍ ଭଳି ଘଟଣା। କଟକ ଦରଖାପାଟଣା ଅଞ୍ଚଳରୁ ପୁଣି ଚୋରି ଅଭିଯୋଗ ହୋଇଛି। ପୂଜା ମଣ୍ଡପରୁ ସୁନା ଅଳଙ୍କାର ଚୋରି ହୋଇଛି। କିଛି ଦୁର୍ବୁତ୍ତ ମଣ୍ଡପ ତାଲା ଭାଙ୍ଗି ଚାନ୍ଦି ମୁକୁଟ ସହ ସୁନା…
Read More...

ଆମେରିକୀୟ ସେନାକୁ ଟାର୍ଗେଟ୍: ୩ ମୃତ

ନୂଆଦିଲ୍ଲୀ: ଜୋର୍ଡାନରେ ଆମେରିକୀୟ ସେନା କ୍ୟାମ୍ପକୁ ଟାର୍ଗେଟ୍ କରାଯାଇଛି। ଡ୍ରୋନ୍ ଆକ୍ରମଣରେ ୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ସିରିଆ ସୀମା ନିକଟ ଉତ୍ତରପୂର୍ବ…
Read More...

ପ୍ରବଳ ଜାଡ ସାଙ୍ଗକୁ କଲବଲ କରୁଛି ଘନ କୁହୁଡି

ଭୁବନେଶ୍ବର: ରାଜ୍ୟକୁ ଫେରିଛି ଶୀତ । ଉପାନ୍ତରୁ ଉପକୂଳ ସବୁଠି ପାରଦ ଖସିଛି। ସୋମବାର ରାଜ୍ୟର ୧୨ଟି ସହର ୧୩ ଡିଗ୍ରୀ ତଳେ ରହିଛି। ସୁନ୍ଦରଗଡର ତାପମାତ୍ରା ୮ ଡିଗ୍ରୀକୁ ଖସିଆସିଛି। ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗକୁ…
Read More...

ନବ ଦାସ ହତ୍ୟା ଘଟଣାକୁ ପୂରିଲା ବର୍ଷେ : ନବଙ୍କ ସ୍ମୃତିରେ ଝାରସୁଗୁଡାରେ ବିରାଟ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ

ଝାରସୁଗୁଡା: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ସୋମବାର ବର୍ଷେ ପୂରିଛି। ତଥାପି ଏଯାଏଁ ହତ୍ୟାର କାରଣ ରହସ୍ୟ ଘେରରେ ରହିଛି। ଅଭିଯୁକ୍ତ ଗୋପାଳ ଦାସ ନାଁରେ ଚାର୍ଜ ସିଟ୍ ଦାଖଲ ପରେ ବି ବିଚାର…
Read More...

କର୍ଣ୍ଣାଟକରେ ବାଣ କାରଖାନାରେ ବିସ୍ଫୋରଣ, ୩ ମୃତ

କର୍ଣ୍ଣାଟକ: କର୍ଣ୍ଣାଟକର ଦକ୍ଷିଣ କନ୍ନାଡାର ବେଲଥାନଗଡି ବାଣ କାରଖାନାରେ ବିସ୍ଫୋରଣ ଘଟିଛି। ନିଆଁ ଲାଗି କାରଖାନାଟି ସମ୍ପୂର୍ଣ୍ଣ ଭାବେ ଜଳିପୋଡି ପାଉଁଶ ହୋଇଯାଇଥିବାବେଳେ ଏଥିରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା…
Read More...

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ: ସୋମବାର ରାଶିଫଳ

ମେଷ: ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ପୁତ୍ର ସୁଖ ମିଳିବ। ବୁଦ୍ଧିମାନ୍‌ ହେବେ। ମଣି-ଭୂଷଣାଦିଯୁକ୍ତ ହୋଇପାରନ୍ତି। ପରୋପକାରୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ।…
Read More...

ଓଡିଶା ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ

ଭୁବନେଶ୍ବର: ସୋମବାର ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଦିନ ୧୨ଟାରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଲୋୟର ପିଏଜିରେ ଆୟୋଜିତ ଓଡିଶା ବଞ୍ଚାଅ…
Read More...

ଭାରତୀୟଙ୍କୁ ଏକତା ସୁତ୍ରରେ ବାନ୍ଧିଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ

ନୂଆଦିଲ୍ଲୀ: ରବିବାର ପ୍ରଧାନମନ୍ତ୍ରୀଙ୍କ ମୋଦି ‘ମନ୍ କି ବାତ’ କାର୍ଯ୍ୟକ୍ରମର ୧୦୯ ତମ ଏପିସୋଡ ।  ଚଳିତ ବର୍ଷ ର ପ୍ରଥମ  ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାମ ମନ୍ଦିର, ନାରୀଶକ୍ତି, ପଦ୍ମ ପୁରସ୍କାର,…
Read More...

ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ବିଶିଷ୍ଟ ହକି ଖେଳାଳୀ ଦୀପଗ୍ରେସ୍‌ ଏକ୍କା

ଭୁବନେଶ୍ବର: ଭାରତୀୟ ମହିଳା ହକି ତାରକା ଦୀପଗ୍ରେସ ଏକ୍କା ହକିରୁ ଅବସର ନେଇଛନ୍ତି। ଏ ନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଦୀପଗ୍ରେସ୍ ଅବସର ନେବା ପରେ କହିଛନ୍ତି ମୋତେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବାର…
Read More...

ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

ସୁଆଣ୍ଡୋ: ପୁରୀ ଜିଲ୍ଲା ଅତିବଡ଼ି ଜଗନ୍ନାଥ ଦାସଙ୍କ ଜନ୍ମପୀଠ କପିଳେଶ୍ଵର ପୁର ଶାସନରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ତିନି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ ହୋଇଯାଇଛି । ଉତ୍କଳ ସ୍ୱାଭିମାନ…
Read More...

ପୋକରା ଚାଉଳ ବଣ୍ଟନକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ

ଚାନ୍ଦିପୁଟ:  ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଶବରପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଅସନା ପୋକରା ଯୁକ୍ତ ଚାଉଳ ବଣ୍ଟନକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର…
Read More...

ଲାଞ୍ଜିଗଡ ବିଡ଼ିଓଙ୍କ ବଦଳି ବାତିଲ ଦାବି : ଜିଲ୍ଲାପାଳଙ୍କୁ ଭେଟିଲେ ସମିତିସଭ୍ୟ ଓ ସରପଞ୍ଚ ସଙ୍ଘର କର୍ମକର୍ତ୍ତା

ଲାଞ୍ଜିଗଡ: କାର୍ଯ୍ୟରେ ଯୋଗଦେବାର ଦୁଇମାସ ନପୂରୁଣୁ ବଦଳି ନିର୍ଦ୍ଦେଶ। ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ପ୍ରଶାସନିକ ଅଧିକାରୀମାନେ ସୁରଖୁରୁ ଭାବେ ନିର୍ବାଚନ ପରିଚାଳନା କରିବାକୁ ଦିନରାତି ଏକ କରି ପରିଶ୍ରମ…
Read More...

ବିଜେଡି ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମୀ ସମ୍ମିଳନୀ

କଣ୍ଟାବାଞ୍ଜି : କଣ୍ଟାବାଞ୍ଝି ଜିଆର ପ୍ୟାଲେସଠାରେ ବିଜେଡିର ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମରେ ବିଜେଡି…
Read More...

ପାଣି ଟାଙ୍କିରେ ଚଢ଼ି ଆତ୍ମହତ୍ୟା ଧମକ

ଭବାନୀପାଟଣା : ଭବାନୀପାଟଣା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଂଚାୟତରେ ଅଭାବନୀୟ ଘଟଣା ଘଟିଛି। କଁସିଲ ଗାଁ ପାଣି ଟାଙ୍କି ଉପରେ ଚଢ଼ି ଜଣେ ବ୍ୟକ୍ତି  ଆତ୍ମହତ୍ୟା ଧମକ ଦେଉଥିବା ଦେଖିବାକୁ ମିଳିଛି। ନବରଙ୍ଗପୁର ଅଞ୍ଚଳର…
Read More...

ପାକିସ୍ତାନରେ ଆତତାୟୀର ଗୁଳିମାଡ: ୯ ମୃତ

ତେହରାନ୍ : ଦକ୍ଷିଣ ପୂର୍ବ ଇରାନ୍ ସୀମାରେ ଆତତାୟୀର ଗୁଳିମାଡ ।  ଆତତାୟୀର ଆଖିବୁଜା ଗୁଳିମାଡରେ ୯ଜଣ ପାକିସ୍ତାନୀ ନାଗରିକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଶନିବାର ଜଣେ ଅଜ୍ଞାତ ବନ୍ଧୁକଧାରୀ ସାଧାରଣ ଲୋକଙ୍କ…
Read More...

ଚଳିତ ବର୍ଷର ପ୍ରଥମ ମନ କି ବାତ: ପୂର୍ବାହ୍ନ ୧୧ଟାରେ ଦେଶବାସୀଙ୍କୁ ମନର କଥା କହିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମ। ରବିବାର ୧୦୯ତମ ଏପିସୋଡ୍ ରହିଛି। ପୂର୍ବାହ୍ନ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିଜ ମନର କଥା କହିବେ । ପ୍ରଧାନମନ୍ତ୍ରୀ ହେବା…
Read More...

ଅସହ୍ୟ ଜାଡରେ ଥରୁଛି ସାରା ଓଡିଶା: ଶୀତ ସାଙ୍ଗକୁ କୁହୁଡି କରୁଛି କଲବଲ

ଭୁବନେଶ୍ବର : ପୁଣି ଫେରିଛି ଶୀତ। ସାରା ରାଜ୍ୟରେ ପ୍ରବଳ ଜାଡ ଅନୁଭୂତ ହେଉଛି। ବିଶେଷ କରି ପଶ୍ଚିମ ଓଡିଶାରେ ଶୀତର ପ୍ରଭାବ ଟିକେ ଅଧିକ ଦେଖିବାକୁ ମିଳୁଛି। ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରୀ ତଳେ ରହିଛି। …
Read More...

ବିହାର ରାଜନୀତିରେ ହେବ ବଡଧରଣର ହଲଚଲ: ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ନୂଆଦିଲ୍ଲୀ : ବିହାର ରାଜନୀତିରେ ହେବ ବଡଧରଣର ହଲଚଲ । ରବିବାର ଇସ୍ତଫା ଦେଇ ବିଜେପି ସମର୍ଥନରେ ସରକାର ଗଢିପାରନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ରବିବାର ଅପରାହ୍ନ ୪ଟା ରେ ନୀତିଶ କୁମାର ନବମଥର ପାଇଁ ବିହାର…
Read More...

ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ : ସାପ୍ତାହିକ ରାଶିଫଳ

ମେଷ: ରବିବାର ଓ ସୋମବାର କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ମଙ୍ଗଳବାର ଓ ବୁଧବାର କାର୍ଯ୍ୟସିଦ୍ଧି ହେବ। ନୂତନ ନିଯୁକ୍ତି ପାଇବେ। ଗୁରୁବାର ଓ ଶୁକ୍ରବାର କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ। ଶନିବାର ମଧ୍ୟମ ଫଳ…
Read More...

ସମଲେଇ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଏହାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ…
Read More...

ଦଶପଲ୍ଲା ବାଇସିପଲ୍ଲୀ ଜଙ୍ଗଲରେ ଦନ୍ତାହାତୀ ମୃତ୍ୟୁ ଘଟଣା: ୬ ଗିରଫ

ନୟାଗଡ: ଦଶପଲ୍ଲା ବାଇସିପଲ୍ଲୀ ଜଙ୍ଗଲରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ୬ଜଣଙ୍କୁ ଗିରଫ ହୋଇଛନ୍ତି।  ୫ ଶିକାରୀ ଏବଂ ଜଣେ ହାତୀ ଦାନ୍ତ ବେପାରୀକୁ ଗିରଫ କରାଯାଇଥିବା ଡିଏଫଓ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଗତ ୨୫…
Read More...

ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଘରୁ ଲୁଟ୍

ପୁରୀ: କାକଟପୁର ଅସ୍ତରଙ୍ଗ ଥାନା ଆଳସାହି ଗାଁରେ ଅଭାବନୀୟ ଘଟଣା ଘଟିଛି। ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଘରୁ ଲୁଟ୍ ହୋଇଛି। ଲୁଟର ଶିକାର ହୋଇଥିବା ବ୍ୟକ୍ତି ଜଣକ ବିଷ୍ଣୁ ଚରଣ ମଲ୍ଲିକ ବୋଲି ଜଣାପଡିଛି।…
Read More...

କେନାଲରୁ ମିଳିଲା ଏସିପିଙ୍କ ପୁଅର ମୃତଦେହ, ଜଣେ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ଅତିରିକ୍ତ ପୁଲିସ କମିଶନରଙ୍କ ପୁଅ ନିଖୋଜ ଘଟଣା। ଶନିବାର ହରିୟାଣାର ପାନିପଥ କନୋଲରୁ ଲକ୍ଷ୍ୟ ଚୌହାନଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ଜାନୁଆରୀ ୨୫ ତାରିଖରେ ଦିଲ୍ଲୀ ଏସିପି ୟଶପାଲ ଚୌହାନଙ୍କ…
Read More...

କାରକୁ ପିଟିଲା ଟ୍ରକ୍ : ୪ ଜୀବନ୍ତ ଦଗ୍ଧ

ପଞ୍ଜାବ: ପଞ୍ଜାବ ହୋସିଆରପୁରରେ ଟ୍ରକ-କାର୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।  ହୋସିଆରପୁରର ମୁକେରିୟା ଅଞ୍ଚଳରୁ ଏକ କାର ଦ୍ରୁତ ଗତିରେ ଆସୁଥିବାବେଳେ ଏକ ଟ୍ରକ୍ ସହ ଧକ୍କା…
Read More...

୧୦ ହଜାରରୁ ଆରମ୍ଭ , ଆଜି କୋଟି କୋଟି ଟଙ୍କାର ମାଲିକ…

ନୂଆଦିଲ୍ଲୀ: କୁହାଯାଏ ସଫଳତା ପାଇବାକୁ ହେଲେ ବହୁ ବାଧାବିଘ୍ନ ଆସେ। ହେଲେ ଯିଏ ସେସବୁକୁ ଧୈର୍ଯ୍ୟ ସହକାରେ ଅତିକ୍ରମ କରିଯାନ୍ତି , ସେମାନେ ନିଶ୍ଚିତ ଭାବରେ ସଫଳତାର ଶୀର୍ଷରେ ପହଁଞ୍ଚନ୍ତି। ଏମିତି ଜଣେ ବ୍ୟକ୍ତି…
Read More...

ହାତୀ ଦାନ୍ତ ଡିଲ୍ ବେଳେ ୩ଜଣଙ୍କୁ ଗିରଫ କଲା ବନ ବିଭାଗ

ଦେବଗଡ: ଦେବଗଡ ବନଖଣ୍ଡ ଅଞ୍ଚଳରୁ ହାତୀ ଦାନ୍ତ ଜବତ ହୋଇଛି। ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏକ ହୋଟେଲରେ ଡିଲ୍ ଚାଲିଥିବାବେଳେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିଥିଲା।…
Read More...

ଆଗାମୀ ୭ଦିନ ଯାଏଁ ଶୁଖିଲା ରହିବ ପାଗ

ଭୁବନେଶ୍ବର: କିଛି ଦିନର ବର୍ଷା ପରେ ପାଣିପାଗରେ ପରିବର୍ତ୍ତନ ହୋଇଛି। ଆଗାମୀ ୭ ଦିନ ଯାଏଁ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି…
Read More...

ପିକ୍‌ନିକ୍‌ ଯିବା ବେଳେ ଦୁର୍ଘଟଣା: ୩ ମୃତ

ନୟାଗଡ : ଦଶପଲ୍ଲା ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା ହୋଇଛି।  ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ…
Read More...

ଦୁଇ ଜଣଙ୍କୁ ଦଳି ମାରିଲା ଦନ୍ତା

ଦେବଗଡ: ଥମୁନି ହାତୀ ମଣିଷ ଲଢେଇ । କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ହାତୀର ମୃତ୍ୟୁ ଘଟୁଛି। ଦେବଗଡ଼ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନରେ ଅଘଟଣ ଘଟିଛି।  ଟିପିରିସିଙ୍ଗା ଗାଁର ଦୁଇ…
Read More...

ଯାଦୁକରୀ ଝରଣା : ହଜାର ହଜାର ବର୍ଷ ଧରି ଜଳୁଛି ନିଆଁ

ଆମେରିକା : ଆମେରିକାର ନ୍ୟୁୟର୍କରେ ଅବସ୍ଥିତ ଚେଷ୍ଟନାଟ୍ ରିଜ୍ ପାର୍କ ହେଉଛି ଏକ ଛୋଟ ଜଳପ୍ରପାତ। ଯେଉଁଠାରେ ହଜାରେ ବର୍ଷ ଧରି ଏକ ଖାଲି ସ୍ଥାନରେ ନିଆଁ ଜଳୁଛି। ଏହି ଜଳପ୍ରପାତକୁ କିଛି ଲୋକ ଯାଦୁ ବୋଲି କୁହନ୍ତି। ଏତେ…
Read More...

ଧନୁଯାତ୍ରାର ଶେଷ ଦିନରେ ଶ୍ରୀକୃଷ୍ଣଙ୍କ ହାତରେ ବଧ ହେବେ କଂସାସୁର

ବରଗଡ଼ : ଗୁରୁବାର ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଶେଷ ଦିନ। ଶ୍ରୀକୃଷ୍ଣଙ୍କ ହାତରେ ବଧ ହେବେ ମହାରାଜ କଂସ। କୃଷ୍ଣ ବଳରାମଙ୍କ ମଥୁରା ଭ୍ରମଣ, କୁବଳୟା ବଧ, ଅଷ୍ଟମଲ୍ଲ ବଧ, ଶିବଧନୁ ଭଗ୍ନ, କଂସ ବଧ ଏବଂ ପରିଶେଷରେ…
Read More...

ବକ୍ସିଂରୁ ଅବସର ନେବା ଖବରକୁ ମିଥ୍ୟା କହି ଖଣ୍ଡନ କଲେ ମେରି କମ୍‌

ନୂଆଦିଲ୍ଲୀ : ଗତକାଲି ଭାରତୀୟ ମହିଳା ବକ୍ସର ମେରି କମଙ୍କ ଅବସର ଘୋଷଣା କରିଥିବା ଖବର ସାମ୍ନାକୁ ଆସିଥିଲା। ହେଲେ ବର୍ତ୍ତମାନ ନିଜେ ମେରି ଏହି ଖବରକୁ ମିଥ୍ୟା ବୋଲି କହି ଖଣ୍ଡନ କରିଛନ୍ତି। ସେ କହିଛନ୍ତି ମୁଁ…
Read More...

୧୧୩୨ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିବ ସମ୍ମାନ: ତାଲିକାରେ ଓଡ଼ିଶାର ୧୫ ଜଣ

ନୂଆଦିଲ୍ଲୀ :  କେନ୍ଦ୍ର ସରକାର ଗୁରୁବାର ଜାତୀୟ ସାହସିକତା ଏବଂ ସେବା ପୁରସ୍କାର ଘୋଷଣା କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତାଲିକା ଅନୁଯାୟୀ ଚଳିତ ବର୍ଷ ପୋଲିସ, ଅଗ୍ନିଶମ ସେବା, ହୋମଗାର୍ଡ,…
Read More...

ପବିତ୍ର ପୌଷ ପୂର୍ଣ୍ଣିମା: ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୂ

ପୁରୀ: ଗୁରୁବାର ପବିତ୍ର ପୌଷ ପୂର୍ଣ୍ଣିମା । ମହାପ୍ରଭୂ ସୁନାବେଶ ବା ରାଜରାଜେଶ୍ବର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶରେ ସଜ୍ଜିତ କରାଯିବ । ଘିଅ ମିଶ୍ରିତ ୧୦୮ ଗରା…
Read More...

ହାଇଦ୍ରାବାଦ ଟେଷ୍ଟ: ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଲା ଇଂଲଣ୍ଡ

ହାଇଦ୍ରାବାଦ : ହାଇଦ୍ରାବାଦର ରାଜୀବ ଗାନ୍ଧି ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଗୁରୁବାର ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଛି। ଟସ୍ ଜିତି ବ୍ୟାଟିଂ କରିବାକୁ ଇଂଲଣ୍ଡ ନିଷ୍ପତ୍ତି ନେଇଛି। ଯଶସ୍ବୀ ଜୟସ୍ବାଲ , ଶିକର…
Read More...

ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଲା ଟ୍ରେଲର, ଦୁଇ ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ତୁରୁମୁଙ୍ଗା ବଜାରରେ ଭାରସାମ୍ୟ ହରାଇ ଏକ ଟ୍ରେଲର ଜଳଖିଆ ଦୋକାନ ମଧ୍ୟକୁ ପଶିଯାଇଛି। ଫଳରେ ଦୋକାନଟି ସମ୍ପୂର୍ଣ୍ଣ ଚୁରମାର…
Read More...

ପୂର୍ବ ଶତ୍ରୁତାରୁ ଖଣ୍ଡାରେ ଆକ୍ରମଣ, ଯୁବକ ଗୁରୁତର

ପୁରୀ: ଶ୍ରୀମନ୍ଦିର ନିକଟ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଜଣେ ଯୁବକଙ୍କୁ ଖଣ୍ତାରେ ଆକ୍ରମଣ କରାଯାଇଛି। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ଯୁବକ ଜଣକ ଦାଣ୍ଡିମାଳ ସାହିର ଶୁଭମ୍…
Read More...

ବକ୍ସିଂରୁ ଅବସର ନେଲେ ୬ଥରର ବିଶ୍ବ ବିଜେତା ମେରି କମ୍

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ବକ୍ସର ମେରି କମ୍ ଏବେ ସନ୍ନ୍ୟାସ ନେଇଛନ୍ତି । ମେରି କମଙ୍କ ଅବସର ପରେ ବକ୍ସିଂ ଦୁନିଆରେ ଏକ ଯୁଗ ଶେଷ ହୋଇଛି। ମେରିଙ୍କ ଏହି ଘୋଷଣା ପ୍ରଶଂସକଙ୍କୁ ଏକ ବଡ ଝଟକା ଦେଇଛି। ଅତ୍ୟଧିକ ବୟସକୁ ସେ…
Read More...

ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ: ଗୁରୁବାର ରାଶିଫଳ

ମେଷ: ଆତ୍ମଶକ୍ତିକୁ ଜାଗ୍ରତ କରି ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହୋଇପାରନ୍ତି। ମହତ୍‌ ପ୍ରୟାସୀ ହେବେ। ମାତୃସେବା ବ୍ରତ ଆଚରଣ କରିପାରନ୍ତି। ବାହାରେ ଶିକ୍ଷାଦାନ ଓ ଘରେ କୃଷିକର୍ମର ପରାମର୍ଶଦାତା ହେବେ। ବୃଷ: ଆଧ୍ୟାତ୍ମିକ…
Read More...

ରେଳଧାରଣାରୁ ଦୁଇ ମୃତଦେହ ଉଦ୍ଧାର

ରାୟଗଡା : ରାୟଗଡା ଦେବଦଲା ଅଞ୍ଚଳରେ ଚାଞ୍ଚଲ୍ୟ ଦେଖିବାକୁ ମିଳିଛି। ରେଲୱେ ଟ୍ରାକରୁ ଦୁଇଟି ମୃତଦେହ ଉଦ୍ଧାର ହୋଇଛି। ସିଂପୂର ରୋଡ୍ ଓ ରାୟଗଡା ରେଳ ଷ୍ଟେସନ ମଝିରେ ଏହି ଅଘଟଣ ଘଟିଛି। ରେଳ ଧାରଣାରେ କଟି ଦୁଇ ଜଣ…
Read More...

ଘରେ ମେଡିସିନ୍ ପହଞ୍ଚାଇବ ଡ୍ରୋନ୍ !

ଭୁବନେଶ୍ବର : ଗୁରୁବାରଠୁ ଏମ୍ସ ଭୁବନେଶ୍ବର ଡ୍ରୋନ୍ ସ୍ବାସ୍ଥ୍ୟ ସେବା ଆରମ୍ଭ କରିବ । ଜରୁରୀ ସ୍ଥିତିରେ ଲୋକଙ୍କ ପାଖରେ ଓୗଷଧ, ଟେଷ୍ଟିଂ କିଟ୍ ଓ ସ୍ବାସ୍ଥ୍ୟ ଉପକରଣ ପହଞ୍ଚାଇବ । ଏଥିପାଇଁ ଗତ ମଙ୍ଗଳବାର ଦିନ ସଫଳତାର…
Read More...

ଆଜି ବି ବର୍ଷା ଓ କୋହଲା ପାଗ: ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଅଦିନିଆ ବର୍ଷା ସାଙ୍ଗକୁ କୋହଲା ପାଗରେ ଥରୁଛି ପୁରା ରାଜ୍ୟ । ଆଉ ଏଥିଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଉତ୍ତର ପଶ୍ଚିମ ପବନ ସାଙ୍ଗକୁ ଗୁରୁଚାପ ଏବଂ ନିମ୍ନ ରେଖା ପ୍ରଭାବରେ ରାଜ୍ୟର ଅଧିକାଂଶ…
Read More...

କାହିଁକି ଏପରି କହିଲେ ଏଏସଆଇ ଅଧିକାରୀ ?

ନୂଆଦିଲ୍ଲୀ: ଅଯୋଧ୍ୟାର ବିବାଦୀୟ ସ୍ଥାନରେ ପ୍ରଥମ ଏବଂ ଦ୍ବିତୀୟ ଖନନ ସମୟରେ ଏଏସଆଇ ଅଧିକାରୀ ଥିବା କେ କେ  ମହମ୍ମଦ କହିଛନ୍ତି ମୁସଲମାନ ମାନଙ୍କୁ ମଥୁରର ଜିଆନଭାପି ଏବଂ ଶାହି ଇଦଗାଙ୍କୁ ହିନ୍ଦୁ ମାନଙ୍କୁ ହସ୍ତାନ୍ତର…
Read More...

ଓଡିଆ ବିଶ୍ବବିଦ୍ୟାଳୟ ନୂତନ ସୌଧ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ନୂଆ ଓଡିଶାର ଇତିହାସରେ ଆଉ ଏକ ଉଜ୍ଜ୍ଵଳ ଅଧ୍ୟାୟ ଯୋଡି ହୋଇଛି। ସତ୍ୟବାଦୀ ଓଡିଆ ବିଶ୍ବବିଦ୍ୟାଳୟ ନୂତନ ସୌଧ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଏହାର ଲୋକାର୍ପଣ କରିଛନ୍ତି।  ପ୍ରାୟ ୯ ଏକର…
Read More...