ମାର୍କେଟ୍ କଂପ୍ଲେକ୍ସ ନିକଟରୁ ମଣିଷ କଙ୍କାଳ ଠାବ
![](https://samajalive.in/wp-content/uploads/2022/11/Samajalive-Breaking-News-750x430.jpg)
ଭଦ୍ରକ: ଭଦ୍ରକ ଆରଏମସି ମାର୍କେଟ୍ କଂପ୍ଲେକ୍ସ ନିକଟରେ ଅଭାବନୀୟ ଘଟଣା ଘଟିଛି। ଏକ ଜଙ୍ଗଲିଆ ସ୍ଥାନ ସଫା କରିବାବେଳେ ମଣିଷ କଙ୍କାଳ ଠାବ କରାଯାଇଛି। କଙ୍କାଳ ନିକଟରେ ଏକ ବ୍ୟାଗ୍ , ଚପଲ ଏବଂ ଦଉଡି ପଡିଥିବା ଦେଖିବାକୁ ମିଳିଛି। ଖବର ପାଇବା ପରେ ପୁରୁଣା ବଜାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି।
Comments are closed.