www.samajalive.in
Tuesday, December 9, 2025
17.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବିଜେଡି ୨୮ ତମ ପ୍ରତିଷ୍ଠା ଦିବସ ; ଓଡିଶାର ହକର ଲଢେଇରେ ବିଜେଡି କେବେ ପଛଘୁଞ୍ଚା ଦେବ ନାହିଁ – ନବୀନ..

ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ ଘଟଣା, ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି, ଗତ ବୁଧବାର ଆଫଗାନିସ୍ତାନର ବରମଲରେ ଯୁଦ୍ଧ ବିମାନ ଯୋଗେ ଆକ୍ରମଣ କରିଥିଲା ପାକ୍ ସେନା..

- Advertisement -

ଟ୍ବିନ ସିଟି କଟକ ଓ ଭୁବନେଶ୍ଵର ସହିତ ୧୧ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ସତର୍କତା ଜାରି କଲା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର..

ନୂଆବର୍ଷରେ ୧୦ ଥର ଚଳନ କରିବେ ଶୁକ୍ର ; ଏହି ରାଶିଙ୍କୁ କରିବେ ମାଲାମାଲ୍‌, ହେବ ବିବାହ,ମିଳିବ ଚାକିରି..

ଭିଜିଲାନ୍ସ ଜାଲରେ କୋରାପୁଟ ଜିଲା ବୋରିଗୁମ୍ମା ତହସିଲ ଆରଆଇ ସୁରେନ୍ଦ୍ର କୁମାର ତନ୍ତି, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଓ ଜୟପୁରର ୮ ସ୍ଥାନରେ ଚାଲିଛି ଚଢ଼ାଉ..

ନାଲ୍‌କୋ ଛକରେ ହଜାର ହଜାର ଉଠା ଦୋକାନୀଙ୍କ ଧାରଣା

ଗଛରେ ଝୁଲନ୍ତା ଅବସ୍ଥାରେ ୨ ମୃତଦେହ ଠାବ, ମୃତକ ଦ୍ବୟଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା, ଗଞ୍ଜାମ ଜିଲା ପାଟପୁର ଥାନା ଅଲାରିଗଡ଼ ନିଷ୍ଟିପୁର ରାସ୍ତା ନିକଟ ଜଙ୍ଗଲରେ ମୃତଦେହ ଦେଖି ପୁଲିସକୁ ସୂଚନା ଦେଲେ ସ୍ଥାନୀୟ ଲୋକେ, କିଛିଦିନ ତଳେ ଉଭୟଙ୍କ ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଥିଲା..

କେନ୍ଦ୍ରାପଡା : ଉଡୁଡିଗଲା ଫସଲ, ବିଲ ଦେଖି ହୃଦଘାତରେ ଚାଷୀ ମୃତ!..

ବଲାଙ୍ଗୀର : ଜଳିଗଲା ୪ ଏକର ବିଲର ଧାନ ଗଦା, ପୁଇଁତଳା ବ୍ଲକ ଦୁର୍ଗାପାଲି ଗାଁରେ ଚାଷୀଙ୍କ ଜଳିଗଲା..

ବିଜେଡି ୨୮ ତମ ପ୍ରତିଷ୍ଠା ଦିବସ ; ଓଡିଶାର ହକର ଲଢେଇରେ ବିଜେଡି କେବେ ପଛଘୁଞ୍ଚା ଦେବ ନାହିଁ – ନବୀନ

ଧାନଗଦା,ନିଆଁ ଲାଗିବାର କାରଣ ଅସ୍ପଷ୍ଟ, ଆୟତ୍ତ କଲା ଅଗ୍ନିଶମ ବାହିନୀ..

ରାଜଧାନୀରେ ମଠ ଉପରେ ବୋମାମାଡ, ପୋଡି ହୋଇ ବାବା ଗୁରୁତର..

ଦୁର୍ବଳ ହେଲା ଲଘୁଚାପ; କମିବ ବର୍ଷା, କୋହଲା ପାଗ ଜାରି..

ନାଲ୍‌କୋ ଛକରେ ହଜାର ହଜାର ଉଠା ଦୋକାନୀଙ୍କ ଧାରଣା..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories