ନୂଆବର୍ଷରେ ୧୦ ଥର ଚଳନ କରିବେ ଶୁକ୍ର ; ଏହି ରାଶିଙ୍କୁ କରିବେ ମାଲାମାଲ୍‌, ହେବ ବିବାହ,ମିଳିବ ଚାକିରି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ଗ୍ରହଙ୍କୁ ଶୁଭ ଗ୍ରହ ବୋଲି କୁହାଯାଏ । ଶୁକ୍ରଙ୍କୁ ଧନ, ବିଳାସ୍ୟପୂର୍ଣ୍ଣ ଜୀବନ, ଐଶ୍ୱର୍ଯ୍ୟ, ସୁଖ-ସମୃଦ୍ଧି, ଧନ-ସମ୍ପତ୍ତି, ପ୍ରେମ ଓ ବୈବାହିକ ଜୀବନର କାରକ ବୋଲି କୁହାଯାଏ । ଶୁକ୍ର ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ଦ୍ୱାରା ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନୂଆବର୍ଷ ୨୦୨୫ରେ ଶୁକ୍ର ଗ୍ରହ ୧୦ ଥର ରାଶି ପରିବର୍ତ୍ତନ … Continue reading ନୂଆବର୍ଷରେ ୧୦ ଥର ଚଳନ କରିବେ ଶୁକ୍ର ; ଏହି ରାଶିଙ୍କୁ କରିବେ ମାଲାମାଲ୍‌, ହେବ ବିବାହ,ମିଳିବ ଚାକିରି..