www.samajalive.in
Wednesday, December 10, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ; ଶାବକ ସିଂହର ଲାଞ୍ଜ କାମୁଡିବା ପରେ..

ନୂଆଦିଲ୍ଲୀ : ଅନେକ ସମୟରେ ବନ୍ୟ ଜୀବଜନ୍ତୁଙ୍କ ଏଭଳି କିଛି ଭିଡିଓ ଭାଇରାଲ୍‌ ହୋଇଥାଏ, ଯାହା ବେଶ ମନଛୁଆଁ ହୋଇଥାଏ । ବିଶେଷ କରି ସଫାରୀ ସମୟର ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ବେଶ ଭାଇରାଲ୍‌ ହୋଇଥାଏ ।

ଭୋର ସମୟରେ ସଫାରୀର ଅନେକ ଭିଡିଓ ସହଜରେ ସାମ୍ନାକୁ ଆସିଥାଏ । ଭିଡିଓରେ ଦେଖିପାରିବେ, ଏକ ସିଂହ ଶାବକ ଶୋଇଥିବା ସିଂହ ସହ କିଭଳି ଲାଗୁଛି । ସିଂହ ଲାଞ୍ଜକୁ ବାରମ୍ବାର ଧରି ପାଟିରେ କାମୁଡିଛି । ସିଂହଟିର ଏଥିରେ ବାରମ୍ବାର ନିଦ ଭାଙ୍ଗିବା ସହ ଶେଷକୁ ଚିଡି ଉଠୁଛି । ଏହାପରେ ସିଂହର ଶାବକ ସେଠାରୁ ପଳାଉଛି ।

ନୂଆବର୍ଷରେ ୧୦ ଥର ଚଳନ କରିବେ ଶୁକ୍ର ; ଏହି ରାଶିଙ୍କୁ କରିବେ ମାଲାମାଲ୍‌, ହେବ ବିବାହ,ମିଳିବ ଚାକିରି..

- Advertisement -

ନାଲ୍‌କୋ ଛକରେ ହଜାର ହଜାର ଉଠା ଦୋକାନୀଙ୍କ ଧାରଣା

ଦୁର୍ବଳ ହେଲା ଲଘୁଚାପ; କମିବ ବର୍ଷା, କୋହଲା ପାଗ ଜାରି..

ରାଜଧାନୀରେ ମଠ ଉପରେ ବୋମାମାଡ; ପୋଡି ହୋଇ ବାବା ଗୁରୁତର

ବିଜେଡି ୨୮ ତମ ପ୍ରତିଷ୍ଠା ଦିବସ ; ଓଡିଶାର ହକର ଲଢେଇରେ ବିଜେଡି କେବେ ପଛଘୁଞ୍ଚା ଦେବ ନାହିଁ – ନବୀନ

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories