ରାଜଧାନୀରେ ମଠ ଉପରେ ବୋମାମାଡ; ପୋଡି ହୋଇ ବାବା ଗୁରୁତର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ମଠ ଉପରକୁ ହୋଇଛି ବୋମାମାଡ । ବୋମାମାଡ ଫଳରେ ଘରର ଛାତଛପର ଉଡି ଯାଇଛି । ମଠ ଦାୟିତ୍ୱରେ ଥିବା ଜଣେ ବାବା ପୋଡି ହୋଇ ଗୁରୁତର ହୋଇଛନ୍ତି । ପୁରୁଣା ଭୁବନେଶ୍ୱର ତ୍ରିଦଣ୍ଡୀ ଗୌଡି ମଠ ଉପରକୁ ବୋମାମାଡ ହୋଇଛି । ମଠ ମାଲିକଙ୍କ ମଧ୍ୟରେ ବିବାଦକୁ ନେଇ ବୋମାମାଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ନୂଆବର୍ଷରେ ୧୦ … Continue reading ରାଜଧାନୀରେ ମଠ ଉପରେ ବୋମାମାଡ; ପୋଡି ହୋଇ ବାବା ଗୁରୁତର