www.samajalive.in
Saturday, December 6, 2025
15.1 C
Bhubaneswar

ଘରେ ମେଡିସିନ୍ ପହଞ୍ଚାଇବ ଡ୍ରୋନ୍ !

ଭୁବନେଶ୍ବର : ଗୁରୁବାରଠୁ ଏମ୍ସ ଭୁବନେଶ୍ବର ଡ୍ରୋନ୍ ସ୍ବାସ୍ଥ୍ୟ ସେବା ଆରମ୍ଭ କରିବ । ଜରୁରୀ ସ୍ଥିତିରେ ଲୋକଙ୍କ ପାଖରେ ଓୗଷଧ, ଟେଷ୍ଟିଂ କିଟ୍ ଓ ସ୍ବାସ୍ଥ୍ୟ ଉପକରଣ ପହଞ୍ଚାଇବ । ଏଥିପାଇଁ ଗତ ମଙ୍ଗଳବାର ଦିନ ସଫଳତାର ସହ ଟ୍ରାଏଲ ରନ୍ ସରିଥିବା ବେଳେ ଗୁରୁବାରଠୁ ଆନୁଷ୍ଠାନିକ ଭାବରେ ଏହି ସେବା ଆରମ୍ଭ ହେବ । ବତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ , ପାହାଡିଆ ଅଞ୍ଚଳ ଓ ଟ୍ରାଫିକ୍ ସମସ୍ୟା ଦେଖାଦେଉଥିବା ସ୍ଥାନକୁ ଏହି ଡ୍ରୋନ୍ ସ୍ବାସ୍ଥ୍ୟସେବା ପହଞ୍ଚାଇବ। ଥରକେ ଦୁଇରୁ ପାଞ୍ଚ କିଲୋଗ୍ରାମ୍ ସାମଗ୍ରୀ ପରିବହନ କରି ଶହେ କିଲୋମିଟର ଦୂର ଯାଏ ଯାଇପାରିବ ।  ସାଟେଲାଇଟ୍ ଜିପିଏସ୍ ଦ୍ବାରା ପରିଚାଳିତ ଏହି ଡ୍ରୋନକୁ ଲାଇଭ୍ ଟ୍ରାକ୍ କରାଯାଇପାରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories