www.samajalive.in
Saturday, December 6, 2025
16.1 C
Bhubaneswar

କୁହୁଡି ହେଲା କାଳ: ଡିଭାଇଡରରେ ପିଟି ହୋଇ ଓଲଟିଲା ବସ୍ , ୨୦ ଆହତ

କଟକ: କୁହୁଡି ଯୋଗୁଁ ଓଲଟିଲା ଲକ୍ଷ୍ମୀ ବସ୍ । ଡିଭାଇଡରରେ ପିଟି ହୋଇ ବସ୍ ଟି ଓଲଟି ପଡିଛି। ଚୌଦ୍ବାର ଥାନା ନୁଆପାଟଣା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨୦ଜଣ ଆହତ ହୋଇଛନ୍ତି।  ଲକ୍ଷ୍ମୀ ନାମକ ବସ୍‌ଟି ଢେଙ୍କାନାଳ ପଟୁ କଟକ ଆସୁଥିଲା। ବସରେ ଅଧିକାଂଶ ମହିଳା ଯାତ୍ରୀ ଥିବା ଜଣାପଡିଛି। ଗୁରୁବାର ସକାଳୁ ବସଟି ସ୍ବୟଂ ସହାୟକ ଗୋଷ୍ଠୀର କିଛି ମହିଳାଙ୍କୁ ଆସୁଥିବାବେଳେ ଓଲଟି ପଡିଛି। ପରେ ଅଗ୍ନିଶମବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି କଟକ ଏସସିବି ସ୍ଥାନାନ୍ତର କରିଛି। ପ୍ରବଳ କୁହୁଡି ଯୋଗୁଁ ରାସ୍ତା ନଦେଖାଯିବା କାରଣରୁ ବସଟି ଡିଭାଇଡରରେ ପିଟି ହୋଇଯାଇଥିବା କୁହାଯାଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories