www.samajalive.in
Saturday, December 13, 2025
26.1 C
Bhubaneswar

ପୂଜା ମଣ୍ଡପରୁ ସୁନା ଅଳଙ୍କାର ଚୋରି

କଟକ: କଟକରେ ଥମୁନି ଚୋରି, ଲୁଟପାଟ୍ ଭଳି ଘଟଣା। କଟକ ଦରଖାପାଟଣା ଅଞ୍ଚଳରୁ ପୁଣି ଚୋରି ଅଭିଯୋଗ ହୋଇଛି। ପୂଜା ମଣ୍ଡପରୁ ସୁନା ଅଳଙ୍କାର ଚୋରି ହୋଇଛି। କିଛି ଦୁର୍ବୁତ୍ତ ମଣ୍ଡପ ତାଲା ଭାଙ୍ଗି ଚାନ୍ଦି ମୁକୁଟ ସହ ସୁନା ଅଳଙ୍କାର ଚୋରି କରିନେଇଛନ୍ତି।  ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୋମବାର ସକାଳେ ସ୍ଥାନୀୟ ଲୋକ ତାଲା ଭଙ୍ଗା ଯାଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ସିସି ଟିଭି କ୍ୟାମେରାରେ ଚୋରି ବେଳର ପୁରା ଭିଜୁଆଲ କଏଦ ହୋଇଛି। ଯାହାକୁ ଆଧାର କରି ପୁଲିସ ଛାନଭିନ୍ ଜାରି ରଖିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories