www.samajalive.in
Saturday, December 6, 2025
26.1 C
Bhubaneswar

କମିଲା ସୁନା: ଜାଣନ୍ତୁ କେଉଁଠି କେତେ ରହିଛି ଦର

ନୂଆଦିଲ୍ଲୀ: କମିଲା ସୁନା ଦର । ଭାରତରେ ୨୨କ୍ୟାରେଟ୍‍ ୧୦ଗ୍ରାମ ସୁନାର ମୂଲ୍ୟ ୫୭,୮୫୦ଟଙ୍କା ରହିଛି । ଏହି ଦର ଗତ କିଛି ଦିନ ହେବ ରହିଆସିଛି । ଅର୍ଥାତ ସୁନା ଦର ଏବେ ସ୍ଥିର ରହିଛି । ୨୪କ୍ୟାରେଟର ୧୦ଗ୍ରାମ ସୁନାର ମୂଲ୍ୟ ହେଉଛି ୬୩,୧୦୦ ଟଙ୍କା । ଶନିବାର ଓ ରବିବାର ୨୪କ୍ୟାରେଟ ସୁନାର ଦାମ ସମାନ ରହିଥିଲା । ସୋମବାର ମଧ୍ୟ ଦର କମିବା ନେଇ ଆକଳନ କରାଯାଇଛି ।

ୟୁପିର ରାଜଧାନୀ ଲକ୍ଷ୍ନୌରେ ସୁନା ଦର ୧୦ଗ୍ରାମ ପିଛା ୨୨କ୍ୟାରେଟ ସୁନାର ମୂଲ୍ୟ ୫୭ହଜାର ୮୫୦ଟଙ୍କା ରହିଥିବା ବେଳେ ୨୪ଗ୍ରାମ ସୁନାର ୧୦ଗ୍ରାମ ପ୍ରତି ୬୩ହଜାର ୧୦୦ ଟଙ୍କା ରହିଛି ।

- Advertisement -

ଗାଜିଆବାଦରେ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୨୨କ୍ୟାରେଟ ସୁନର ମୂଲ୍ୟ ୫୭ହଜାର ୮୫୦ଟଙ୍କା ରହିଥିବା ବେଳେ ୨୪ଗ୍ରାମ ସୁନାର ୧୦ଗ୍ରାମ ମୂଲ୍ୟ ହେଉଛି ୬୩ହଜାର ୧୦୦ ଟଙ୍କା ।

ନୋଏଡାରେ ସୁନା ମୂଲ୍ୟ ୫୭,୮୫୦ ଟଙ୍କା (୨୨ କ୍ୟାରେଟ୍)
୬୩,୧୦୦ ଟଙ୍କା (୨୪ କ୍ୟାରେଟ୍)
ଆଗ୍ରାରେ ସୁନା ମୂଲ୍ୟ ୫୭,୮୫୦ ଟଙ୍କା (୨୨ କ୍ୟାରେଟ୍)
୬୩,୧୦୦ ଟଙ୍କା (୨୪ କ୍ୟାରେଟ୍)

ସେହିଭଳି ଲକ୍ଷ୍ନୌରେ ଏକ କିଲୋଗ୍ରାମ ରୂପାର ମୂଲ୍ୟ ୭୬ହଜାର ୬୦୦ ଟଙ୍କା ରହିଛି । ଲଗାତାର ଦୁଇ ଦିନ ହେବ ଦର ସ୍ଥିର ରହିଛି ।

ସୁନାର ଶୁଦ୍ଧତା ଜାଣିବା କିପରି: ଆଇଏସଓ ହଲ୍‍ ମାର୍କକୁ ସୁନାର ଶୁଦ୍ଧତା ନିର୍ଣ୍ଣୟ କରେ । ୨୪କ୍ୟାରେଟ ସୁନା ଅଳଙ୍କାର ୯୯୯, ୨୩ କ୍ୟାରେଟ ୯୫୮, ୨୨କ୍ୟାରେଟ ୯୧୬, ୨୧ କ୍ୟାରେଟ ୮୭୫ ଏବଂ ୧୮ କ୍ୟାରେଟ ୭୫୦ ଭାବରେ ଲେଖାଯାଇଥାଏ । ପ୍ରାୟତ ସୁନା ୨୨କ୍ୟାରେଟ ଅଟେ, କିନ୍ତୁ କିଛଇ ଲୋକ ୧୮ କ୍ୟାରେଟ ମଧ୍ୟ କିଣିଥାନ୍ତି । ୨୪କ୍ୟାରେଟରୁ ଅଧିକ ସୁନା ଶୁଦ୍ଧ ବିବେଚନା କରାଯାଏ ନାହିଁ ।

ଲୋକମାନେ ହଲମାର୍କକୁ ଦେଖି ସୁନା କିଣିବା ଉଚିତ । ଗ୍ରାହକ ମାନେ ସୁନା କିଣିବା ବେଳେ ହଲମାର୍କ ମାର୍କ ପ୍ରଥମେ ଦେଖିବା ପରେ ସୁନା କିଣିବା ଦାରକାର ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories